/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687180365.jpg)
Bahanaga train tragedy
ବାହାନଗା ଟ୍ରେନ୍ ଟ୍ରାଜେଡିରେ ନୂଆ ମୋଡ଼ । ରେଲୱେ ସୋର ସେକ୍ସନ ସିଗ୍ନାଲ JEଙ୍କ ଘର ସିଲ୍ କରାଯାଇଛି । ସୋର ଠାରେ ଥିବା JEଙ୍କ ଭଡ଼ା ଘର ସିଲ୍ କରାଯାଇଥିବା ସୂଚନା ମିଳିଛି । ତେବେ JEଙ୍କ ଭଡ଼ା ଘର CBI ସିଲ୍ କରିଥିବା କୁହାଯାଉଛି । ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିବାବେଳେ କିଛି ଦିନ ହେଲା ସିଗ୍ନାଲ JE ଅନୁପସ୍ଥିତ ଥିବା ସୂଚନା ରହିଛି । ଖାଲି ସେତିକି ନୁହେଁ ରେଳ ଦୁର୍ଘଟଣା ପରେ JE ଏବଂ ତାଙ୍କ ପରିବାର ଅନୁପସ୍ଥିତ ରହିଥିବା ମଧ୍ୟ ସୂଚନା ରହିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)