• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

Prasanta Rout arrested
ଗଣିଗଣି ହିସାବ ଦେଲା ଭିଜିଲାନ୍ସ; ପ୍ରଶାନ୍ତଙ୍କ ସମ୍ପତ୍ତି ୫ କୋଟିରୁ ଊର୍ଦ୍ଧ୍ୱ

୩ କୋଟିରୁ ଅଧିକ ଟଙ୍କା ଓ ଭୁବନେଶ୍ୱରରେ ଠାବ ହୋଇଛି ବିଲ୍ଡିଂ । ତାହା ସହ ୫ଟି ପ୍ଲଟ, ୨ଟି ଦାମୀ କାର୍ ମଧ୍ୟ ଠାବ କରାଯାଇଥିବା ସୂଚନା ଦେଇଛି ଭିଜିଲାନ୍ସ ।

Pregnant Man
୩୬ବର୍ଷ ଧରି ଫୁଲୁଥିଲା ଯୁବକଙ୍କ ପେଟ; ଅପରେସନ୍ ପରେ ବାହାରିଲା ଯାଆଁଳା ପିଲା !

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସଞ୍ଜୁ ଭାଗବତଙ୍କ ସହ ଏପରି ହୋଇଛି । ଦିଆଯାଇଥିବା ସୂଚନା ଅନୁସାରେ ଭାଗବତଙ୍କ ପିଲାଦିନ ଠିକ୍‌ଠାକ୍‌ ଥିଲା । କିନ୍ତୁ କିଛିଦିନ ଯିବାପରେ ତାଙ୍କ ପେଟ ଅସ୍ୱାଭାବିକ ଭାବେ ଫୁଲିବାକୁ ଲାଗିଥିଲା ।

Nabarangpur additional sub-collector Prasanta Rout arrested
ବାହାରିଥିଲା ଗଦାଗଦା ଟଙ୍କା; ବାବୁଙ୍କୁ ବାନ୍ଧିନେଲା ଭିଜିଲାନ୍ସ

ସୁନ୍ଦରଗଡ଼ ଭିଜିଲାନ୍ସ ଡିଏସପି ସୁଧାଂଶୁ ଶେଖର ପୂଜାରୀଙ୍କ ନେତୃତ୍ୱରେ ଦୁଇଟି ଟିମ୍ ପହଞ୍ଚିଛନ୍ତି । ଗୋଟିଏ ଭୁବନେଶ୍ୱରରୁ ଏବଂ ଅନ୍ୟଟି ନବରଙ୍ଗୁପରରେ ଚଢାଉରେ ସାମିଲ ଥିଲେ । ଦୁଇ ଟିମ ସୁନ୍ଦରଗଡରେ ପହଞ୍ଚିବା ପରେ ଚାଲିଛି ହିସାବନିକାଶ ।

29yr old techie streams suicide live on facebook blames hubby
ଫେସବୁକ୍‌ରେ ଲାଇଭ୍‌ ଆସି ଆତ୍ମହତ୍ୟା କଲେ ଇଞ୍ଜିନିୟରଙ୍କ ପତ୍ନୀ; କହିଲେ...

ଗତ କିଛିଦିନ ହେବ ମହିଳା ଜଣକ ଡିପ୍ରେସନରେ ଥିଲେ । ସେ ବିବାହ କରିବା ସହ ତାଙ୍କର ଏକ ତିନି ବର୍ଷର ପୁତ୍ର ସନ୍ତାନ ରହିଛି । ସଫ୍ଟୱେୟାର ଇଞ୍ଜିନିୟର ହେମନ୍ତ ପଟେଲଙ୍କୁ ୫ ବର୍ଷ ପୂର୍ବେ ବିବାହ କରିଥିଲେ ସାନା ପଟେଲ ।

vladimir putin
ଦେଢ଼ବର୍ଷ ପରେ ବି ସରୁନି ରୁଷ-ୟୁକ୍ରେନ୍‌ ଲଢ଼େଇ, ପୁଟିନ୍‌ଙ୍କ ବିରୋଧରେ ବିଦ୍ରୋହ !

OSINT ଡିଫେଣ୍ଡର, ଏକ ସ୍ୱାଧୀନ ସଂଗଠନ ଯାହା ସମଗ୍ର ବିଶ୍ୱରେ ସାମରିକ ବିବାଦ ଉପରେ ନଜର ରଖିଛି । ୱାଗନର୍ ଗ୍ରୁପ୍ ଯୁଦ୍ଧବିମାନ ରୋଷ୍ଟୋଭ୍-ଅନ୍-ଡନ୍ ସହରରେ ରହିଥିବା ରୁଷର ଦକ୍ଷିଣ ସାମରିକ ମୁଖ୍ୟାଳୟକୁ ନିଜର କାବୁକୁ ନେଇ ସାରିଥିବା କୁହାଯାଇଛି ।

Viral video
ନିର୍ଦ୍ଦୟ ମଣିଷ ! ନିଜର ଖୁସି ପାଇଁ ଘୋଡାକୁ ଜବରଦସ୍ତ ଟଣାଇଲେ ବିଡ଼ି

ଭିଡିଓଟି ଜନସାଧାରଣଙ୍କ ଆକ୍ରୋଶର କାରଣ ପାଲଟିଛି । ଘଟଣାକୁ ନେଇ ସେହି ଅଞ୍ଚଳର ଅଧିକାରୀମାନଙ୍କୁ ତଦନ୍ତ ଆରମ୍ଭ କରିବାକୁ କହିଛି । ପରିବହନ ପାଇଁ ଏହି ପଶୁମାନଙ୍କ ଉପରେ ଏପରି ଅତ୍ୟାଚାର ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି ।

gun firing
ଟ୍ୟୁସନ୍‌ କରୁଥିଲେ ସାର୍‌, ବାହାରକୁ ଡାକି ଗୁଳି କରିଦେଲେ ୨ ଛାତ୍ର

ଘଟଣାକୁ ନେଇ ପୋଲିସ ତା’ର ପ୍ରତିକ୍ରିୟା ରଖିଛି । ପୋଲିସ କହିଛି ଶିକ୍ଷକ ଜଣକ ଜୌରା ରୋଡ ଅଞ୍ଚଳରେ ଥିବା କୁଲେନ୍ଦ୍ର କୋଚିଂ ସେଣ୍ଟରରେ ଶିକ୍ଷାଦାନ କରନ୍ତି ।

aadapa Abadha
ଭକ୍ତଙ୍କ ପାଇଁ ବାହାରିଲା ଆଡ଼ପ ଅବଢ଼ା

ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜିଉଙ୍କ ରଥଯାତ୍ରା । ଭକ୍ତଙ୍କ ପାଇଁ ରତ୍ନସିଂହାସନରୁ ଓହ୍ଲାଇ ଆସିଛନ୍ତି ମହାପ୍ରଭୁ । ଗତକାଲି ମହାପ୍ରଭୁଙ୍କ ଆଡ଼ପ ବିଜେ ହେଇଥିବାବେଳେ ଆଜି ଭକ୍ତଙ୍କ ପାଇଁ ବାହାରିଛି ଆଡ଼ପ ଅବଢ଼ା ।

DELHI LOOT
୭୦ ବର୍ଷୀୟ ବୃଦ୍ଧଙ୍କ ମୁଣ୍ଡରେ ଲଗାଇଲେ ବନ୍ଧୁକ; ଝାମ୍ପିନେଲେ ୨ଲକ୍ଷ ଟଙ୍କା

ଟଙ୍କା ଛଡ଼ାଇନେବା ସମୟରେ ବୃଦ୍ଧ ଜଣକ ରାସ୍ତାରେ ଛିଟିକି ପଡ଼ିଥିବା ମଧ୍ୟ ଅଭିଯୋଗ ହୋଇଛି । ପୋଲିସର ସୂଚନା ଅନୁସାରେ ବୃଦ୍ଧ ବ୍ୟବସାୟୀ ସାନସର ସିଂ ତାଙ୍କ ପରିବାର ସହିତ ଗାଜିଆବାଦରେ ରହୁଥିଲେ । ହେଲେ ହର୍ଷ ବିହାରରେ ଏକ ଦୋକାନ କରିଥିଲେ ।

Jan Sampark rally
ମଞ୍ଚ ଉପରୁ ନବୀନଙ୍କୁ ନଡ୍ଡାଙ୍କ ନିଶାନା; ୨୩ ବର୍ଷର ସରକାର, ହେଲେ ଓଡ଼ିଶା ପଛୁଆ ରାଜ୍ୟ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେଡିକୁ ସିଧା ନିଶାନା କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ । ନଡ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ମିଳୁନି ।

3 children dead
କିଏ କରିଛି କି ହତ୍ୟା ? କୂଅରୁ ଉଦ୍ଧାର ହେଲା ମା’ ସହ ୩ ପିଲାଙ୍କ ମୃତଦେହ

ପୋଲିସର ସୂଚନାନୁସାରେ ଏହି ଘଟଣାରେ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖାଯାଇଥିଲା । ସମସ୍ତଙ୍କ ମୃତଦେହ ଏକ ଫାର୍ମରେ ଥିବା କୂଅରୁ ମିଳିଥିଲା । ଏନେଇ ଜାଣିବା ପରେ ସେହି ଜାଗାର ମାଲିକ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ ।

Odisha Vigilance raids OAS officer Prasanta Kumar Rout’s house
ବାହାରିଲାଣି ନଗଦ ୩ କୋଟି; ବାବୁଙ୍କ ଘର ନା ଟଙ୍କା ଗୋଦାମ !

ରେଡ୍ ଜାରି ରହିଥିବାରୁ ଆହୁରି ଅଧିକ ଟଙ୍କା ଓ ଧନ ସଂପତ୍ତି ମିଳିପାରେ ଅନୁମାନ କରାଯାଉଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଭୁବନେଶ୍ୱର, ନବରଙ୍ଗପୁର ଓ ଭଦ୍ରକର ୯ଟି ସ୍ଥାନରେ ଏକକାଳୀନ ଚଢଉ କରୁଛି ।

Jay Jagannath
ଏ କି ସଙ୍କେତ ? ପହଣ୍ଡି ବେଳେ ଢଳିପଡ଼ିଲେ ଜଗନ୍ନାଥ

ଚାରମାଳ ଉପରେ ମହାପ୍ରଭୁ ଅତ୍ୟଧିକ ଢଳିପଡିଥିବା ଦେଖିବାକୁ ମିଳିଥିଲା । ସେବାୟତମାନେ ପହଣ୍ଡିରେ ନେବାବେଳେ ହଠାତ୍ ଢଳି ପଡିଥିଲେ ଶ୍ରୀଜଗନ୍ନାଥ ।

College Girl Student Attack On Police
ତାତିଲେ ଛାତ୍ରୀ; ପିନ୍ଧିଲେ ବୁର୍ଖା, ପୋଲିସକୁ ନିର୍ଧୂମ ପିଟିଲେ... ଦେଖନ୍ତୁ ଭିଡିଓ

ଛାତ୍ରୀମାନେ ବୁର୍ଖା ପିନ୍ଧିବା ସହ ହାତରେ ବାଡ଼ିଧରି ପୋଲିସକୁ ବାଡ଼େଇଛନ୍ତି । ସୂଚନା ଅନୁସାରେ ପ୍ରଥମେ ଇସଲାମାବାଦରେ ଲାଲ ମସଜିଦର ମୌଲାନା ଅବଦୁଲ ଅଜିଜଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।

Maha Janasampark Abhiyaan in Kalahandi today
ବିଜେପିର ମହା ଜନସମ୍ପର୍କ ଅଭିଯାନ; କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ନଡ୍ଡା

ବୁର୍ଲା ଏମସିଏଲ ଗେଷ୍ଟ ହାଉସରୁ ବାହାରି ଭବାନୀପାଟଣା ପହଞ୍ଚିବା ପରେ ମାଆ ମାଣିକେଶ୍ୱରୀଙ୍କ ଦର୍ଶନ କରିବେ ନଡ୍ଡା । ପରେ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ମହାଜନ ସଂପର୍କ ସମାବେଶରେ ସାମିଲ ହେବେ ।

Maha Janasampark Abhiyaan in Kalahandi
ଭବାନୀପାଟଣାରେ ବିଜେପି କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ନଡ୍ଡା

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ସଭାକୁ ସମ୍ବୋଧିତ କରିବେ । ବୁର୍ଲା ଏମସିଏଲ ଗେଷ୍ଟ ହାଉସରୁ ବାହାରି ଭବାନୀପାଟଣା ପହଞ୍ଚିବା ପରେ ମାଆ ମାଣିକେଶ୍ୱରୀଙ୍କ ଦର୍ଶନ କରିବେ ନଡ୍ଡା ।

Vehicles without HSRP to attract penalty from today
ଆଜିଠୁ ଚେକିଂ ହେବ ହାଇ ସିକ୍ୟୁରିଟି ନମ୍ବର; HSRP ନଥିଲେ ଗଣିବେ ୫ରୁ ୧୦ ହଜାର ଫାଇନ୍‌

M.V ଆକ୍ଟ, ୧୯୮୮, ଧାରା ୧୯୨ ଅଧୀନରେ ଯଦି ଗାଡିଟିରେ HSRP ନଥିବ, ତେବେ ସେହି ଗାଡି ବିରୋଧରେ ଇ-ଚାଲାଣ କଟାଯିବ । ତହାସହ ୫୦୦୦/ - କିମ୍ବା ୧୦, ୦୦୦/ - ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ ।

train real time status
Whatsappରେ ଏମିତି ଚେକ୍‌ କରନ୍ତୁ ଟ୍ରେନ୍‌ ଷ୍ଟାଟସ୍‌, ଜାଣିପାରିବେ ସବୁ ଅପ୍‌ଡେଟ୍‌...

ଚାଟ୍‌ ୱିଣ୍ଡୋ ଓପନ୍‌ ହେବା ପରେ ଆପଣ ଆପଣଙ୍କ ୧୦ ଅଙ୍କ ବିଶିଷ୍ଟ ପିଏମ୍‌ ଆର ନମ୍ବର ଦେବାକୁ ହେବ । ପରେ ଆପଣ ଟ୍ରେନ୍‌ର ଯାତ୍ରା ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ପାଇପାରିବେ ।

BJP National President JP Nadda
ଝାରସୁଗୁଡ଼ାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଝାରସୁଗୁଡ଼ା ଜିଲ୍ଲା କାର୍ଯ୍ୟାଳୟରେ ବରଗଡ଼ ଲୋକସଭା କ୍ଷେତ୍ରର ୭ ବିଧାନସଭା ମଣ୍ଡଳିର କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଇ ପ୍ରାୟ ୨ ଶହ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ ନଡ୍ଡା। ସଙ୍ଗଠନ ସୁଦୃଢ ପାଇଁ ବି ଦେଇଥିଲେ ଟାକ୍ସ। ଏହା ସହ ୯ ବର୍ଷରେ ମୋଦି ସରକାରଙ୍କ ଉପଲବ୍ଧିକୁ ଠିକଣା ଢଙ୍ଗରେ...

Lord Jagannath
ଅବତାରୀଙ୍କ ଅବତାର କାଳିଆ ଠାକୁର

ଚାଲିଛି ମହାପ୍ରଭୁଙ୍କ ରଥଯାତ୍ରା । ଆଜି ଆଡ଼ପ ବିଜେ କରିଛନ୍ତି ଶ୍ରୀ ଜିଉ । ଆସନ୍ତାକାଲି ଭକ୍ତଙ୍କ ପାଇଁ ବାହାରିବ ଆଡ଼ପ ଅବଢ଼ା । ରୀତିନୀତି ଅନୁଯାୟୀ ଚାଲିଛି ଶ୍ରୀଜିଉଙ୍କ ନୀତିକାନ୍ତି ।  

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।