• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

Congress MLA Sura Routray celebrates Pahili Raja
ସୁର ଖେଳିଲେ ରଜ ଦୋଳି

ରଜ ଦୋଳି ଖେଳିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

Minor Boy Death In Crocodile Attack
ମା’ ଆଖି ସାମ୍ନାରେ ପୁଅକୁ ଝାମ୍ପିନେଲା କୁମ୍ଭୀର

ପୁଅକୁ ହରାଇ ଛାତି ବାଡ଼େଇ କାନ୍ଦୁଛି ଅଭାଗିନୀ ମା’

AbbasYojanaFai
ଅସହାୟଙ୍କୁ ଆବାସ ନିଅଣ୍ଟ, ପାଲ ତଳେ ବିତୁଛି ଜୀବନ

କିଏ କୁଡ଼ିଆ କରିଛି ତ ଆଉ କିଏ ଜରିପାଲକୁ ଆଶ୍ରା କରି ସେଥିରେ ମୁଣ୍ଡ ଗୁଞ୍ଜୁଛି । ବ୍ୟବସ୍ଥା ସତେ ଯେମିତି ଏହି ଅସହାୟଙ୍କୁ ଉପହାସ କରୁଛି । କେବେ ଏମାନଙ୍କ ଦୁଃଖ ଲାଘବ ହେବ ତାକୁ ନେଇ ଚାତକ ଭଳି ଚାହିଁ ରହିଛନ୍ତି....

Divyang seeks financial assistance for higher education in Odisha’s Koraput
କୋରାପୁଟ ସୁନାବେଡ଼ାର ଦିବ୍ୟାଙ୍ଗ ଶେଖର ଉଚ୍ଚ ଶିକ୍ଷା ପାଇଁ ସାହାଯ୍ୟ ମାଗୁଛି

ପାଠ ପଢିବାକୁ ଇଛା ଥିଲେ ମଧ୍ୟ ପରିସ୍ଥିତି ପାଠରେ ଡୋରି ଲଗାଇଛି । ଘରର ପରିସ୍ଥିତି ଏପରି ଯେ ଦେଖିଲେ ଆଖି ଛଳଛଳ ହୋଇଯିବ ଆଉ ଲୁହ ଜକେଇ ଆସିବ ।

Lift Irrigation project Issue
ପ୍ରକଳ୍ପ ତ ହୋଇଗଲା କିନ୍ତୁ ବର୍ଷ କେତେଟା ଯାଇନି ତାହା ଏବେ ଦିଗହରା

ମରାମତି ଅଭାବରୁ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ । ଫଳରେ ଚାଷୀ ନାହିଁ ନଥିବା ସମସ୍ୟାରେ ଦହଗଞ୍ଚ ହେଉଛନ୍ତି ।

Cinema hall in Odisha’s Baripada stare at uncertain future
ଓଡ଼ିଆ ଫିଲ୍ମ ଓ ସିନେମା ହଲ୍ ର ଅବସ୍ଥା ଶୋଚନୀୟ, ସେ ସବୁ ଏବେ ଭୂତ କୋଠି ପାଲଟିଛି

ଦିନେ ଓଡ଼ିଆ ଫିଲ୍ମ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ରହିଥିଲା । ସିନେମା ହଲରେ ବି ଖଚାଖଚ ଭିଡ଼ ଲାଗୁଥିଲା । ଏବେ ଆଉ ସେ ସମୟ ନାହିଁ ।

Loosely hanging electric wires pose threat in Chandbali
ଏଡ଼ାଇ ହେବନି ଅଘଟଣ; ବିପଦ ସଙ୍କୁଳ ଅବସ୍ଥାରେ ଗାଁ ସାହି ଦେଇ ଯାଇଛି ବିଦ୍ୟୁତ ତାର

ଏଡ଼ାଇ ହେବନି ଅଘଟଣ; ବିପଦ ସଙ୍କୁଳ ଅବସ୍ଥାରେ ଗାଁ ସାହି ଦେଇ ଯାଇଛି ବିଦ୍ୟୁତ ତାର

TribalHostel
ହଷ୍ଟେଲ କୋଠା ନିର୍ମାଣରେ ନିମ୍ନମାନର କାମ ଅଭିଯୋଗ, ୧୩ ବର୍ଷ ହେଲା ସରୁନି କାମ

୧୩ ବର୍ଷ ହେଲାଣି ନା ଛାତ୍ରୀ ନିବାସ କୋଠା ନିର୍ମାଣ କାମ ସରୁଛି ନା ଛାତ୍ରୀମାନଙ୍କ ପାଇଁ ରହଣି ସୁବିଧା ହେଉଛି । ଠିକାଦାର କୋଠାଟିକୁ ନିମ୍ନ ମାନର କାମ କରିଥିବାରୁ ଏବେ ଏହା ପିଲାଙ୍କ କାମରେ ଆସୁନି ବୋଲି ଅଭିଯୋଗ ହୋଇଛି ।

Today Panchang 14th June 2023
Today Panchang 14th June 2023: ଜାଣନ୍ତୁ ଶୁଭ-ଅଶୁଭ ସମୟ, କେଉଁ ରାଣି ପାଇଁ ରହିଛି ଘାତ ବାର

ସୌର ବୃଷ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ବୁଧବାର । ଚନ୍ଦ୍ର – ମେଷ ଅହୋରାତ୍ର । ତିଥି – ୧୧ଶୀ ଦିବା ୦୮.୪୮ ଗତେ ୧୨ଶୀ । ଘାତ ଚନ୍ଦ୍ର – ମେଷ ଅହାରାତ୍ର । ଘାତ ବାର – କର୍କଟ । ପୁଷ୍କର...

UPSC recruitment 2023
UPSC ପକ୍ଷରୁ ବାହାରିଲା ଚାକିରି; ଆପଣ ବି କରିପାରିବେ ଆବେଦନ

ଆବେଦନ କରିବାକୁ ଇଚ୍ଛୁକ ଥିବା ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ upsconline.nic.in ରେ ଆବେଦନ କରିପାରିବେ ବୋଲି କୁହାଯାଇଛି ।

 Public Provident Fund
୪୦୦ ଟଙ୍କା କରିଦେବ କୋଟିପତି ! ଏହି ଯୋଜନାରେ କରନ୍ତୁ ନିବେଶ

ବର୍ତ୍ତମାନର ସମୟରେ ଲୋକମାନେ ମ୍ୟୁଚୁଆଲ୍ ଫଣ୍ଡ ଏବଂ ଷ୍ଟକ୍ ମାର୍କେଟରେ ବିନିଯୋଗ କରିବାକୁ ଅଧିକ ପସନ୍ଦ କରୁଛନ୍ତି । କାରଣ ଏଥିରେ ପୁଞ୍ଜି ବିନିଯୋଗ କରିବା ଦ୍ୱାରା ଅଧିକ ରିଟର୍ଣ୍ଣ ମିଳିବାର ସମ୍ଭାବନା ରହିଥାଏ ।

Sourin Bhatt
କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ଥାନାରେ ଏତଲା

ପ୍ରଥମେ ଜଗତପୁର ଥାନାରୁ ଯାଇ ମହିଳା ଥାନାରେ ଯୁବତୀ ଜଣକ ଏତଲା କରିଛନ୍ତି । ଯୁବତୀ ଜଣଙ୍କୁ ଗାୟିକା କରାଇ ଦେବାର ପ୍ରତିଶ୍ରୁତି ଦେଇ ଶୋଷଣ କରାଯାଇଥିବା ଅଭିଯୋଗ ହୋଇଛି ।

Minister of Energy of Odisha
ଶକ୍ତିମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ଼; ଲଣ୍ଠନ ଓ ବିଞ୍ଚଣା ଧରି ପ୍ରତିବାଦ କଲା ଛାତ୍ର କଂଗ୍ରେସ

ମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମବେଳେ ପୋଲିସ- କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ବି ହୋଇଛି ।

Modi Ji Thali
ଆମେରିକାରେ ଲଞ୍ଚ ହେଲା ‘ମୋଦି ଜୀ ଥାଳି’; ମେନ୍ୟୁରେ କ’ଣ ରହିଛି ଜାଣନ୍ତୁ...

‘ମୋଦି ଜୀ ଥାଳି’କୁ ନେଇ ସେଫ୍‌ କୁଲକର୍ଣ୍ଣି ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଭାରତୀୟ ଖାଦ୍ୟର ଚାହିଦା ଅନୁଯାୟୀ ଥାଳିକୁ ପ୍ରସ୍ତୁତ କରାଯାଇଛି । ଏହାକୁ ନେଇ ରେଷ୍ଟୁରାଣ୍ଟ ମାଲିକ ମଧ୍ୟ ନିଜର ମତ ରଖିଛନ୍ତି ।

Girl dies of electric shock
ବିଦ୍ୟୁତ୍‌ ଆଘାତରେ ଝିଅ ମୃତ; ବାପା, ମାଆ, ଭାଇ ଓ ପଡ଼ୋଶୀ ଗୁରୁତର

ଗୁରୁତର ହେବାରୁ ମୃତ ଝିଅଟିର ଭାଇ ଓ ପଡ଼ୋଶୀ ମଧ୍ୟ ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ । ହେଲେ ଉଦ୍ଧାର କରିବାରେ ସମସ୍ତେ ବିଫଳ ହେବା ସହ ଗୁରୁତର ହୋଇଛନ୍ତି ।

World Day Against Child Labour 2023
ଆଜି ଅନ୍ତର୍ଜାତୀୟ ଶିଶୁ ଶ୍ରମିକ ନିରୋଧ ଦିବସ

ଚଳିତ ବର୍ଷ ଅନ୍ତର୍ଜାତୀୟ ଶିଶୁ ଶ୍ରମିକ ନିରୋଧ ଦିବସ ବିଷୟବସ୍ତୁ ହେଉଛି 'ସମସ୍ତଙ୍କ ପାଇଁ ସାମାଜିକ ନ୍ୟାୟ । ଶିଶୁ ଶ୍ରମ ପ୍ରଥା ଉଚ୍ଛେଦ କର !' ।

Why do tears come out of your eyes
କାନ୍ଦିବା ସମୟରେ ଆଖିରେ କେମିତି ଆସେ ପାଣି ? ଜାଣନ୍ତୁ ବୈଜ୍ଞାନିକ କାରଣ...

କୁହାଯାଏ ଆମର ମନର ଅବସ୍ଥା ସହ ଲୁହର ସମ୍ପର୍କ ରହିଛି । ହେଲେ ଏହାକୁ ନେଇ କିଛି ବୈଜ୍ଞାନିକ କାରଣ ରଖିଛନ୍ତି । ସୂଚନା ଅନୁସାରେ କାନ୍ଦିବାର ଅନେକ କିଛି ମାଧ୍ୟମ ରହିଛି ।

electric power cut
ମନ୍ତ୍ରୀ ଖୋଲିଦେଲେ ନିଜ ବିଭାଗର ଗୁମର; ବିଜୁଳି ବିଭ୍ରାଟ ପଛରେ ଦୁର୍ବଳ ଭିତ୍ତିଭୂମିକୁ ଇସାରା

ମାନିଲେ ଶକ୍ତିମନ୍ତ୍ରୀ । ଆଉ ତା ସହ ନିଜ ବିଭାଗର ପୋଲ୍ ନିଜେ ଖୋଲିଲେ । ରାଜ୍ୟରେ ଭିତ୍ତିଭୂମିର ଅଭାବ ପାଇଁ ଯାଉଛି ବିଜୁଳି ।

OTP sharing to Pak operatives
ପାକିସ୍ତାନରେ ଅପରେଟ୍ ହେଉଛି ଓଡ଼ିଶା ସିମ୍; ଘଟଣା ପଛରେ ଓଡ଼ିଆ ଯୁବକଙ୍କ ସଂପୃକ୍ତି

ପ୍ରଥମେ ନିଜ କିଛି ଯୁବକଙ୍କୁ ରୋଜଗାରର ଲୋଭ ଦେଖାଇ ହ୍ୱାଟସ୍ଆପ୍ ଗ୍ରୁପ ତିଆରି କରନ୍ତି ଅଭିଯୁକ୍ତ । ଏହାପରେ ବିଭିନ୍ନ ଦୋକାନରେ ଗ୍ରାହକ ଦାଖଲ କରିଥିବା ଆବଶ୍ୟକ କାଗଜପତ୍ରକୁ ହାତେଇ ଏବଂ କୌଶଳକ୍ରମେ OTP ଜେନେରେଟ କରି ଆରମ୍ଭ କରନ୍ତି ପ୍ରି-ଆକଟିଭେଟେଡ ସିମ୍ କାର୍ଡର କ୍ରାଇମ୍ ସିଣ୍ଡିକେଟ ।...

Hockey player’s statue falls to ground in Odisha’s Rourkela
ନିର୍ମାଣର ୫ ମାସ ନପୂରୁଣୁ ଭାଙ୍ଗିଗଲା ରାଉରକେଲାର ହକି ଷ୍ଟାଚ୍ୟୁ

ଭାଙ୍ଗିଗଲା ରାଉରକେଲାର ହକି ଷ୍ଟାଚ୍ୟୁ । ନିର୍ମାଣର ୫ ମାସରେ ଗଳି ପଡିଲା ୪୦ ଫୁଟର ପ୍ରତିମୂର୍ତ୍ତି । ମାଟିରେ ମୁହଁ ମାଡି ପଡିଛି ହକି ଖେଳାଳିଙ୍କ ଷ୍ଟାଚ୍ୟୁ । ଧରାଶାୟୀ, ଟନ୍ ଟନ୍ ଲୁହାରେ ତିଆରି ୪୦ ଫୁଟର ବିରାଟ ପ୍ରତିମୂର୍ତ୍ତି ।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।