ଗରିବ ରୋଗୀଙ୍କ ପାଇଁ ସରକାରଙ୍କ କାହିଁରେ କେତେ ଯୋଜନା । ମେଡିକାଲରୁ ମୃତଦେହ ନେବା ପାଇଁ ରାଜ୍ୟ ସରକାର ମହାପ୍ରୟାଣ ଯୋଜନା ଆରମ୍ଭ କରିଥିଲେ । ହେଲେ କଟକ ସହରରେ ଏହି ଯୋଜନା ଏବେ କୋମା ଅବସ୍ଥାରେ ।
ଭାରତୀୟମାନେ ଖାଦ୍ୟ ପ୍ରେମୀ । ଚଟପଟା ଓ ମସାଲାଦାର ଖାଦ୍ୟ ଭାରତୀୟମାନଙ୍କର ବେଶି ପସନ୍ଦ । ଯୁଗ ସହ ତାଳ ଦେଇ ବର୍ତ୍ତମାନ ଅନଲାଇନରେ ମଧ୍ୟ ଖାଦ୍ୟ ଡେଲିଭରୀ ହେଲାଣି ।
ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡା । ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଜାଡ଼ରେ ଅସ୍ତବ୍ୟସ୍ତ ସାଧାରଣ ଜନଜୀବନ । ବିଶେଷକରି ଉପାନ୍ତ ଓ ପାହାଡିଆ ଅଞ୍ଚଳ ମାନଙ୍କରେ ଅଧିକ ଶୀତ ଅନୁଭୂତ ହେଉଛି । ରାଜ୍ୟର କିଛି କିଛି ସ୍ଥାନରେ ଘନ କୁହୁଡି ମଧ୍ୟ...
ସଂସଦ ଭବନ ଭିତରେ ପଶି ଏମିତି ଆତଙ୍କ ସୃଷ୍ଟି କରିବା ପାଇଁ ପ୍ରାୟ ଅଠର ମାସ ତଳୁ ଯୋଜନା କରିଥିଲା ଲଲିତ । ତେବେ କିଏ ଏହି ଲଳିତ ଝା .. ତା ବିରୋଧରେ UAPA ଆକ୍ଟରେ ମାମଲା ରୁଜୁ ହୋଇଥିବା ବେଳେ, ସେ ହିଁ ୨୦୦୧ ପାର୍ଲାମେଣ୍ଟ...
ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୫ ତାରିଖ ଶୁକ୍ରବାର ଚନ୍ଦ୍ର- ଧନୁ ଦିବା ୦୧.୪୪ ଗତେ ମକର ତିଥି- ୩ୟା ରାତ୍ରି ୧୦.୩୦ ଗତେ ୪ର୍ଥୀ ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ଦିବା ୦୧.୪୪ ଗତେ ସିଂହ ରାଶିର ଘାତବାର-...
ଆଜିଠୁ ରାଜସ୍ଥାନରେ ଆରମ୍ଭ ହେବ ଭଜନ ରାଜ୍ । ସାଙ୍ଗନୌର ବିଧାୟକ ଭଜନଲାଲ ଶର୍ମା ଆଜି ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ସେହିପରି ଉପମୁଖ୍ୟମନ୍ତ୍ରୀ ପାଇଁ ମଧ୍ୟ ରାଜସ୍ଥାନରେ ଲାଗୁ ହୋଇଛି ମଧ୍ୟପ୍ରଦେଶ ଫର୍ମୁଲା । ଅର୍ଥାତ୍ ଦୁଇ ଜଣ ହେବେ ଉପମୁଖ୍ୟମନ୍ତ୍ରୀ ।
କେନ୍ଦ୍ରାପଡ଼ା ଜିଲ୍ଲାରେ ଜଟିଳ ହେବାରେ ଲାଗିଛି ଡାକ୍ତର ବନାମ ପୋଲିସ ବିବାଦ । ଓମସା ପକ୍ଷରୁ ୩ ଦିନ ହେଲା ପୋଲିସକୁ ଅସହଯୋଗ କରିବା ସହ କଳା ବ୍ୟାଜ୍ ପରିଧାନ କରି ଡ୍ୟୁଟି କରୁଛନ୍ତି । ଅଭିଯୁକ୍ତ ମାନଙ୍କ ଇଞ୍ଜୁରୀ ରିପୋର୍ଟ ଦେବାକୁ ପୋଲିସକୁ ସିଧା ମନା କରି...
ମାସିକ ଋତୁସ୍ରାବ ପାଇଁ ଛୁଟିର ଆବଶ୍ୟକତା ନାହିଁ । ଏହା ପାଇଁ କୌଣସି ଦରମା ସହ ଛୁଟିର ଆବଶ୍ୟକତା ନାହିଁ । ଏହା ଜୀବନର ଏକ ସ୍ୱାଭାବିକ ପ୍ରକ୍ରିୟା । ଏପରି ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ।
ବ୍ୟକ୍ତି ଜଣକ ନିଜର କାର ଚଳାଇବା ସମୟରେ ପ୍ରଥମେ ଜର ଅନୁଭବ କରିଥିଲେ । ପରେ ପରେ ଛିଙ୍କ ଲାଗିଥିଲା । ତେବେ ସେ ଛିଙ୍କ ହେବାକୁ ନଦେଇ, ନାକକୁ ଚାପି ପାଟି ବନ୍ଦ କରିଦେଲେ । ଛିଙ୍କର ପ୍ରବଳ ପ୍ରେସରକୁ ସମ୍ଭାଳି ପାରିନଥିଲା ତାଙ୍କର ଶ୍ୱାସନଳୀ ।
ବିଶ୍ୱ ବଜାରରେ ତୈଳ ଦର କମିବା ସତ୍ତ୍ବେ କମୁନି ପେଟ୍ରୋଲ । ବିଗତ କିଛି ଦିନ ହେବ ପେଟ୍ରୋଲ ଦର ସ୍ଥିର ଥିବା ସତ୍ତ୍ବେ ୧୦୦ ଉପରେ ରହିଛି । ଏହାକୁ ନେଇ ଇଷ୍ଟାଗ୍ରାମରେ ଭାଇରାଲ ହେଉଛି ଭିଡ଼ିଓ ।
ଉଭୟ ଲୋକସଭା ଓ ରାଜ୍ୟସଭାରେ ଆଜି ବିରୋଧୀଙ୍କ ପ୍ରବଳ ହୋହାଲ୍ଲା, ହଟ୍ଟଗୋଳ । ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିବାରୁ ଟିଏମସି ରାଜ୍ୟସଭା ସାଂସଦ ଡେରିକ୍ ଓବ୍ରେନ୍ ନିଲମ୍ବିତ ହୋଇଛନ୍ତି । ତାଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ । ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ...
୧.୦୪ କ୍ୟାରେଟ୍ ହୀରାରେ ଖଚିତ ବ୍ୟାଟ୍ । ଏହାର ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା । ସୁରଟ ବ୍ୟବସାୟୀ ତଥା କୋହଲିଙ୍କ ପ୍ରଶଂସକ ଉତ୍ପଲ ମିସ୍ତ୍ରୀ ଏହି ବ୍ୟାଟଟି ତିଆରି କରାଇଛନ୍ତି । ରିପୋର୍ଟ ଅନୁଯାୟୀ, ବ୍ୟାଟରେ ଲାଗିଥିବା ହୀରାଗୁଡ଼ିକ ପ୍ରାକୃତିକ ।
ମନ୍ତ୍ର ଭଗବାନଙ୍କ ପ୍ରତି ଆରାଧନା ହୋଇଥିବା ବେଳେ, ତନ୍ତ୍ର ସାଧାରଣତଃ ତାମସିକ ହୋଇଥାଏ । ବିଜ୍ଞାନ ଯେତେ ଉନ୍ନତି କଲେ ମଧ୍ୟ ଏହି ଅନ୍ଧ ବିଶ୍ବାସରୁ ବାହାରି ପାରୁନି ଆଧୁନିକ ମଣିଷ । ଆଜି ବି ତନ୍ତ୍ରର ପ୍ରଭାବ ସମାଜ ଉପରେ ଦେଖିବାକୁ ମିଳେ । ଆଉ ଏହାର...
ମୋଟ ଟଙ୍କା ୩୪୮ କୋଟି । କେବଳ ବଲାଙ୍ଗିରରୁ ମିଳିଛି ୩୦୫ କୋଟି । ଟିଟିଲାଗଡ଼ରୁ ୧୧ କୋଟି ଓ ସମ୍ବଲପୁରରୁ ୩୭ କୋଟି ୫୦ ଲକ୍ଷ । ବଲାଙ୍ଗିର ସୁଦପଡ଼ାରେ ଥିବା ମଦ ଭାଟିରୁ ମିଳିଥିଲା ଆଲମିରା ଭର୍ତ୍ତି ଟଙ୍କା ।
ରାଜ୍ୟର ଦ୍ୱିତୀୟ ସ୍ମାର୍ଟସିଟି ତଥା ମିନି ଇଣ୍ଡିଆର ସ୍ବାସ୍ଥ୍ୟବସ୍ଥା କେମିତି ଅଛି? ଏଠାକାର ଲୋକେ ଠିକ ଭାବେ ସ୍ବାସ୍ଥ୍ୟସେବା ପାଉଛନ୍ତି ତ ?
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୧ତାରିଖ ସୋମବାର ଚନ୍ଦ୍ର- ବିଛା ଅହୋରାତ୍ର ତିଥି- ୧୩ ଶୀ ପ୍ରାତଃ ୦୭.୧୦ ଗତେ ୧୪ ଶୀ ଘାତଚନ୍ଦ୍ର- ନାସ୍ତି
ବଲାଙ୍ଗିର ସୁଦପଡ଼ା ମଦ ବ୍ୟବସାୟୀଙ୍କଠୁ ଜବତ ନୋଟର ପରିମାଣ ୩ ଶହ କୋଟିରେ ପହଞ୍ଚିଲା । ପ୍ରାୟ ୨୫ଟି ମେସିନରେ ୫୦ କର୍ମଚାରୀଙ୍କ ଦ୍ବାରା ଜାରି ରହିଥିଲା ଗଣତି । ୫ ଦିନର ଲଗାତାର ଗଣତି ପରେ ଏହା ୩ ଶହ ୫ କୋଟି ଟଙ୍କା ବୋଲି ସୂଚନା...
୪ ଦିନ ଧରି ଜାରି ରହିଛି ଆୟକର ବିଭାଗର ନନଷ୍ଟପ୍ ରେଡ୍ । ସମ୍ବଲପୁରରୁ ରାଉରକେଲା, ବଲାଙ୍ଗିରରୁ ସୁନ୍ଦରଗଡ଼ ପଶ୍ଚିମ ଓଡ଼ିଶାରେ ଗୋଟିଏ ପରେ ଗୋଟିଏ ଠିକଣାରେ ଚାଲିଛି ଯାଞ୍ଚ, ଚଢ଼ାଉ ।
ତଳକୁ ଖସିଛି ରାତି ବେଳର ତାପମାତ୍ରା । ଦିନେ ୨ ଦିନ ଭିତରେ ୩ରୁ ୫ ଡିଗ୍ରୀ ଯାଏଁ ରାତି ତାପମାତ୍ରା ଖସିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଅଦିନିଆ ବର୍ଷା ପରେ ଚାଷୀ ମୁଣ୍ଡରେ ଚଡକ । ବର୍ଷା ପାଣି ମାଡ଼ରେ କେଉଁଠି ଧାନ ଗଜା ହୋଇଗଲାଣି ତ କେଉଁଠି ଅମଳ ଅପେକ୍ଷାରେ ଥିବା କପା ଚାଷ ବି ଉଜୁଡ଼ି ଯାଇଛି । ଋଣ କରି ଚାଷ କରିଥିବା ଚାଷୀ ଏବେ କଣ କରିବ ସେ ନେଇ...