ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ଶନିବାର, ଚନ୍ଦ୍ର- ତୁଳା ଅହୋରାତ୍ର, ତିଥି- ୧୧ଶୀ ( ମଳ ) ପ୍ରାତଃ ୦୬.୩୧ ଗତେ ୧୨ ଶୀ
କ୍ରିକେଟ ପାଗଳ ଦେଶରେ ଏବେ ବି ଗ୍ରାମାଞ୍ଚଳରେ ଫୁଟବଲର ଆଦର କମିନାହିଁ । ଫୁଟବଲ ମ୍ୟାଚ ଦେଖିବାକୁ ପଡିଆରେ ଖଚାଖଚ ଭିଡ । ବାହାରେ ବି ବାଲିଯାତ୍ରା ଭଳି ଦୋକାନ ବଜାର ପଡ଼ିଛି । ପୁରା ଯାତ୍ରା ମାହୋଲ ।
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୮ ତାରିଖ ଶୁକ୍ରବାର ଚନ୍ଦ୍ର- କନ୍ୟା ରାତ୍ରି ୦୯.୫୨ ତୁଳା ତିଥି- ୧୧ଶୀ ଅହୋରାତ୍ର
ଆଇନ କାନୁନ୍ ତା ବାଟରେ ଲୋକେ ତାଙ୍କ ବାଟରେ । ଯୌତୁକ ଆକାରରେ ବରକୁ କମ୍ ପଡିଲା ୫୦ ଲକ୍ଷ ଟଙ୍କା, କାର୍ ଓ ୪୦ ଭରି ସୁନା । ନିରାଶ ହୋଇ ଜୀବନ ହାରିଦେଲା କନିଆଁ । ସେ ପୁଣି ପିଜି କରୁଥିବା ଡାକ୍ତର ଛାତ୍ରୀ ।...
ଆସନ୍ତା କିଛି ବର୍ଷ ମଧ୍ୟରେ ଓଡ଼ିଶା ହେବାକୁ ଯାଉଛି ବୟସ୍କଙ୍କ ରାଜ୍ୟ । କାହିଁକି ନା ଟୋଟାଲ୍ ଫର୍ଟିଲିଟି ରେଟ୍ - TFR ବା ରାଜ୍ୟର ସମୁଦାୟ ପ୍ରଜନନ ହାର ଏବେ ଜାତୀୟ ହାରଠାରୁ ଯଥେଷ୍ଟ କମ୍ ରହିଛି ।
ଦିଲ୍ଲୀ ଏମ୍ସରେ ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିରେ ନିମୋନିଆରେ ପୀଡ଼ିତ ଅନେକ ଶିଶୁଙ୍କ ରିପୋର୍ଟ ଆସିଥିବା ଜଣା ପଡ଼ିଛି । କିନ୍ତୁ ଏହା ନିକଟରେ ଦେଖା ଦେଇଥିବା ଚାଇନାରେ ସଂକ୍ରମଣ ସହ କୌଣସି ସମ୍ପର୍କ ନାହିଁ ବୋଲି କୁହା ଯାଇଛି ।
ଅଯୋଧ୍ୟାରେ ନିର୍ମିତ ହେଉଥିବା ରାମ ମନ୍ଦିରରେ ଆସନ୍ତା ୨୨ ରେ ପ୍ରାଣ ପ୍ରତିଷ୍ଠା କରାଯିବ । ଦିନ ଯେତିକି ପାଖଉଛି, ଉତ୍କଣ୍ଠା ସେତିକି ବଢ଼ୁଛି । ଆସନ୍ତା ୨୨ ରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇ ସାରିଛି ।
ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେବନ୍ତ ରେଡ୍ଡୀ । ସେ ଗତରାତିରେ ଦିଲ୍ଲୀରୁ ଫେରିଥିବା ବେଳେ, ଆଜି ହାଇଦ୍ରାବାଦର ଲାଲବାହାଦୁର ଷ୍ଟାଡିୟମରେ ତାଙ୍କର ଶପଥ ଗ୍ରହଣ ସମାରୋହ ହେବ ।
ଶୀତ ଆରମ୍ଭ ସହ ଆରମ୍ଭ ହେଲାଣି ପର୍ଯ୍ୟଟନ ଋତୁ । ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକରେ ଲାଗିଲାଣି ପର୍ଯ୍ୟଟକଙ୍କ ଗହଳି ।
ବାଲେଶ୍ବର ସହରର ଟ୍ରାଫିକ ସମସ୍ୟା ବଢାଇଛି ବେଆଇନ ପାର୍କିଂ । ସହରର ପ୍ରବେଶ ପଥ ଓ-ଟି ରୋଡରେ ବସ ଗୁଡିକ ରାସ୍ତା ଉପରେ ଛିଡ଼ା ହେଉଥିବାରୁ ଟ୍ରାଫିକ ସମସ୍ୟା ଲାଗିରହିଛି ।
ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ କିଏ ହେବେ ମୁଖ୍ୟମନ୍ତ୍ରୀ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି । ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାଁ ସ୍ଥିର କରିବାକୁ ଆଜି ଦିଲ୍ଲୀରେ ବସୁଛି ବିଜେପି ସଂସଦୀୟ ଦଳ ବୈଠକ ।
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୭ ତାରିଖ ଗୁରୁବାର ଚନ୍ଦ୍ର- କନ୍ୟା ଅହୋରାତ୍ର ତିଥି- ୧୦ମୀ ନିଶାନ୍ତ ୦୫.୦୬ ଗତେ ୧୧ଶୀ ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ...
ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ବିଞ୍ଜୁଆ ଗାଁ । ଟସର ପାଟ ଶିଳ୍ପ ପାଇଁ ସୁନାମ ରହିଛି ।
ଜାଗାର ନାଁ ସ୍କଟଲାଣ୍ତ ପୁର । ରାଜ ପ୍ରସାଦର ନାଁ ସ୍କଟଲାଣ୍ତ ପୁର । କିନ୍ତୁ ଫରକ ଏତିକି, ଏ ସ୍କଟଲ୍ୟାଣ୍ଡ୍ ତାଳଚେରରେ ଅବସ୍ଥିତ ।
ଅନେକ ସମୟରେ ଆମେ ନିଜର ପୁରୁଣା ଫୋନ ବଦଳାଇ ନୂଆ ଫୋନ ନେଇଥାଉ । କିନ୍ତୁ କେବଳ ସିମକାର୍ଡ ବାହାର କରି ହ୍ୟାଣ୍ତ ଓଭର କରି ଦେବା ଦ୍ୱାରା ପରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇ ଥାଆନ୍ତି ଗ୍ରାହକ ।
ବିଜେପି କେବଳ ଗୋ-ମୂତ୍ର ରାଜ୍ୟରେ ହିଁ ନିର୍ବାଚନ ଜିତିପାରିବ । ଏପରି ବିବାଦୀୟ ବୟାନ ଦେଇ ସମାଲୋଚନାର ଶିକାର ହୋଇଛନ୍ତି DMK ଏମପି ସେନ୍ତିଲ କୁମାର । ହିନ୍ଦୀ ଭାଷାଭାଷୀ ଅଞ୍ଚଳକୁ ସେ ଗୋ-ମୂତ୍ର ପିଉଥିବା ଅଞ୍ଚଳ ଭାବେ ଅଭିହୀତ କରିଛନ୍ତି ।
ରେବାନ୍ତ ରେଡ୍ଡୀ ହେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ରେବାନ୍ତଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ସର୍ବସମ୍ମତ କ୍ରମେ ନିଷ୍ପତ୍ତି ।
ଇନିସପେକ୍ଟର ଫେଡ୍ରିକ୍ସ .. ସୋନୀ ଟିଭିରେ ପ୍ରସାରିତ ଲୋକପ୍ରିୟ କ୍ରାଇମ ଶୋ ‘CID ’ର ଚରିତ୍ର । ଏହି ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଦିନେଶ ଫଡନିସଙ୍କ ପରଲୋକ ହୋଇ ଯାଇଛି ।
କର୍ମଚାରୀଙ୍କୁ ଦରମା ନଦେଇ ପାରିବାରୁ ନିଜ ଘର ବନ୍ଧକ ରଖିଲେ । ଦେବାଳିଆ ହେବା ଅବସ୍ଥାରେ ଶିକ୍ଷା ପ୍ଲାଟଫର୍ମ ବାଏଜୁ ।
ବରା ତ ଖାଇଥିବେ ହେଲେ କେବେ ମାଛ ଆମ୍ବିଳ ସହ ବରା ଖାଇଛନ୍ତି? ଟଙ୍କ ତୋରାଣି ତ ପିଇଥିବେ ହେଲେ ବୋତଲରେ ପ୍ୟାକିଂ ହେବା କେବେ ଦେଖିଛନ୍ତି ?