ମାଆ ଲୋ....ଏ ମାଆ....ତୁ କୁଆଡେ ପଳେଇଲୁ । ମୁଁ କୁନିଟେ କଣ କରିବି ଜାଣିପାରୁନି । ଏମିତି ଜଙ୍ଗଲ ଭିତରେ ହଜି ଯାଇଥିଲା କୁନି ହାତୀ । ମାଆ ଯଦି ପାଖରେ ଥାନ୍ତା ସେ କଣ ଡରିଥାନ୍ତା ।
ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ସୁଲେଇପାଟ ଡ୍ୟାମ । ରାସ୍ତାର ଉଭୟ ପଟରେ ସବୁଜ ବନାନୀ । ଡ୍ୟାମର ନୀଳ ଜଳ ରାଶି ସହ ପାହାଡ଼ର ଶୋଭା ସମସ୍ତଙ୍କୁ ଆକର୍ଷିତ କରେ । ଆଉ ଏହି ଶୋଭାରାଜିକୁ ଉପଭୋଗ କରିବାକୁ ଏବେ ଲାଗିଛି ଭିଡ଼ ।
ସୈାର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୩୧ ତାରିଖ ରବିବାର ଚନ୍ଦ୍ର- ସିଂହ ଅହୋରାତ୍ର ତିଥି- ୪ର୍ଥୀ ଦିବା ୧୧.୫୫ ଗତେ ୫ମୀ ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର
ଥଣ୍ଡା ଦିନରେ ଦହିରୁ ଦୂରେଇ ରହିବା ଆବଶ୍ୟକ କି? ଅନେକ ଲୋକ ଥଣ୍ତା ଦିନରେ ଦହି ଖାଇବାକୁ ପସନ୍ଦ କରନ୍ତିନି । କାରଣ ଥଣ୍ତା ହୋଇଯିବ ବୋଲି । କିନ୍ତୁ ଶୀତଦିନେ ଦହି ଖାଇବା ଦ୍ୱାରା ଅନେକ ଲାଭ ମିଳିପାରେ ।
ଷ୍ଟକ ବଜାର ନିବେଶକଙ୍କ ପାଇଁ ୨୦୨୩ ଲାଭଦାୟୀ ହୋଇଛି । ଗୋଟିଏ ବର୍ଷରେ ନିବେଶକମାନଙ୍କ ସମ୍ପତ୍ତିରେ ରେକର୍ଡ ୮୦.୬୨ ଲକ୍ଷ କୋଟି ଟଙ୍କାର ବୃଦ୍ଧି ହୋଇଛି ।
ନବନିର୍ମିତ ମହର୍ଷି ବାଲ୍ମିକୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି ଅଯୋଧ୍ୟା ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏହି ଅନ୍ତର୍ଜାତୀୟ ବିମାନ ବନ୍ଦରର ଉଦଘାଟନ କରିଛନ୍ତି ।
ନବକଳେବର ହୋଇଥିବା ଅଯୋଧ୍ୟା ଧାମ ଷ୍ଟେସନର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୪୦ କୋଟି ଟଙ୍କା ବ୍ୟୟରେ ଅଯୋଧ୍ୟା ଧାମ ଷ୍ଟେସନର ଆଧୁନିକୀକରଣ କରାଯାଇଛି ।
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ନୋଟିସ । ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅନୁଯାୟୀ ହାଜର ହେବାକୁ ନୋଟିସ ମିଳିଛି ।
ବଢୁଛି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ସ୍ଥିତ ମା’ ଗୃହ ୱାଡେନ୍ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ରହସ୍ୟ । ଅନ୍ୟ କେଉଁଠି ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ଲକ୍ଷ୍ମୀଙ୍କୁ ଜାଳି ଦିଆ ଯାଇଥିବା ଆଶଙ୍କା କରାଯାଉଛି ।
ପୁଣି ଡରାଇଲାଣି କରୋନା । ରାଜ୍ୟରେ ଚିହ୍ନଟ ହେଲେ ଆଉ ଜଣେ କୋଭିଡ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ନୂଆ ନୂଆ ବାହାଘର ହୋଇଥିଲା । ଆଖିରେ ଆଖିଏ ସ୍ୱପ୍ନ ନେଇ ସ୍ୱାମୀଙ୍କ ସହ ସଂସାର ଆରମ୍ଭ କରିବାକୁ ଭାବିଥିଲେ । କିନ୍ତୁ ବିଧିର ବିଧାନ ଥିଲା ବଡ଼ ନିଷ୍ଠୁର । ପତ୍ନୀଙ୍କୁ ଛଡ଼ାଇ ନେଲା ଯମ ।
ଆପଣ ଆକାଶରେ କେବେ ଚାଲିଛନ୍ତି ? ଚାଲିବା ତ ଦୂରର କଥା, ଏତେ ଉଚ୍ଚରୁ ଯେ କେହି ନିଜକୁ ସୁରକ୍ଷିତ ରଖି ଖେଳ ପ୍ରଦର୍ଶିତ କରିପାରେ, ତାହା ଭାବିଲେ ବେଳେ ବେଳେ ଆଶ୍ଚର୍ଯ୍ୟ ଲାଗେ ।
ଗତକାଲି ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ପାଳି ପରାଜୟ ଭୋଗିଥିଲା ଭାରତ । ତେବେ ପୁରା ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ବିରାଟ କୋହଲି ।
ଭୀମଭୋଇ ମେଡିକାଲରେ ହାଉସ ସର୍ଜନଙ୍କୁ ଆକ୍ରମଣ ଘଟଣାରେ ୨ ଜଣଙ୍କୁ ଗିରଫ କଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ସମୀର ବଡ଼ମାଳି ଓ ସହଯୋଗୀ ରାଜୁ ସାହୁଙ୍କୁ ଏହି ମାମଲାରେ ଗିରଫ କରାଯାଇଛି ।
ପଦ ଛାଡ଼ିଲେ ଲଲନ । ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଲଲନ ସିଂହଙ୍କ ଇସ୍ତଫା । ନୀତୀଶ କୁମାର ହେଲେ ନବ ନିର୍ବାଚିତ ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ।
ଏପରି ଅଦ୍ଭୁତ ଘଟଣା ଘଟିଛି, ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ । ମୃତ୍ୟୁ ପରେ ଫେରିଛି ଜୀବନ । ମେଡ଼ିକାଲ ଭାଷାରେ ତାକୁ କ୍ଲିନିକାଲ ଡେଡ୍ କୁହାଯାଏ ।
ରାଜଧାନୀରେ ଅପହରଣ ପରେ ମୁଣ୍ଡ ଜାମିନ ରଖି ମାଗିଲେ ୧୦ ଲକ୍ଷ ଟଙ୍କା । ଭୁବନେଶ୍ବର ପାତ୍ରପଡ଼ା ଅଞ୍ଚଳର ଜଣେ କ୍ୟାବ୍ ଡ୍ରାଇଭରଙ୍କୁ ଅପହରଣ ପରେ ତାଙ୍କ ପତ୍ନୀଙ୍କୁ ଫୋନ କରି ୧୦ ଲକ୍ଷ ଟଙ୍କା ଅପହରଣକାରୀ ମାଗିଥିବା ଅଭିଯୋଗ ହୋଇଛି ।
ମିଟିଂରେ ହେଲେ ଛେଚାଛେଚି । ସର୍ବ ସମ୍ମୁଖରେ ଛେଚି ଦେଇଗଲେ ମ୍ୟୁନିସିପାଲ କାଉନସିଲ ସଦସ୍ୟ । ଭିଡ଼ିଓ ହେଲା ଭାଇରାଲ ।
ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍ କଲେଜ ହସ୍ପିଟାଲରେ ଜାରି ରହିଛି ଉତ୍ତେଜନା । ଶହେରୁ ଅଧିକ ହାଉସ ସର୍ଜନ କାର୍ଯ୍ୟବନ୍ଦ କରିଛନ୍ତି । ଆଜି ହାଉସ ସର୍ଜନ ଏବଂ ଡାକ୍ତରୀ ଛାତ୍ରମାନେ ହସପିଟାଲ ପରିସରରେ ଧାରଣା ଦେଉଛନ୍ତି ।