ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୪ ତାରିଖ ସୋମବାର, ଚନ୍ଦ୍ର- ସିଂହ ଅହୋରାତ୍ର, ତିଥି- ୭ମୀ ରାତ୍ରୀ ୦୯.୫୯ ଗତେ ୮ମୀ, ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର, ଘାତବାର- ମିଥୁନ ରାଶିର
କାମ ବ୍ୟସ୍ତତାରେ କେବେ କେବେ ଅଫିସରୁ ଫେରିବା ଡେରି ହୋଇ ଯାଏ । କିଛି ଲୋକ କାମ ପୁରା କରି ଘରକୁ ଫେରିବା ପସନ୍ଦ କରନ୍ତି । କାମ ଏତେ ଥାଏ ଯେ, ବେଳେ ବେଳେ ଡ୍ୟୁଟି କେତେବେଳେ ସରିଯାଇଥାଏ, ତାହା ମଧ୍ୟ ଜଣା ପଡ଼େନି ।
କୋଟାରେ ବଢ଼ି ଚାଲିଛି ଛାତ୍ର ଆତ୍ମହତ୍ୟା। ପରୀକ୍ଷା, ପ୍ରେମ କି ପ୍ରେସର .. କଣ ଏହାର କାରଣ .. ସ୍ୱପ୍ନ ଦେଖିବା ଆଗରୁ ହିଁ ସାରି ଦେଉଛନ୍ତି ଜୀବନ .. ଦାୟୀ କିଏ .. ?
ଘର କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା । ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିଲା । କାରଣ ଘରର କର୍ତ୍ତା ମରି ସାରିଥିଲେ । ସ୍ତ୍ରୀଙ୍କ ମୁଣ୍ତରୁ ସିନ୍ଦୁର ଲିଭି ସାରିଥିଲା, ଚୁଡ଼ି ଭାଙ୍ଗି ସାରିଥିଲା ।
ନୂଆ ଭୋଟରଙ୍କୁ ଯୋଡ଼ିବା ଅଭିଯାନରେ ସାମିଲ ହୋଇଛନ୍ତି ୫ ଲକ୍ଷରୁ ଅଧିକ ଭୋଟର । ୩୦ ଜିଲ୍ଲାରେ ଅକ୍ଟୋବର ୨୭ରୁ ଗତ ମାସ ୩୦ ତାରିଖ ଯାଏଁ ଭୋଟର୍ ତାଲିକାରେ ସଂକ୍ଷିପ୍ତ ସଂଶୋଧନ କରାଯାଇଛି ।
ଗତକାଲିର କାରବାର ଶେଷ ବେଳକୁ BSE ସେନସେକ୍ସ୪୯୨.୭୫ ପଏଣ୍ଟରେ ବନ୍ଦ ରହିଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି ସୂଚକାଙ୍କ ୨୦,୨୫୦ ପଏଣ୍ଟ ଅତିକ୍ରମ କରି ରେକର୍ଡ ସ୍ତରରେ ପହଞ୍ଚିଛି ।
ବଢୁଛି ବଡ ବଡ ଅଟ୍ଟାଳିକା । ରାଜଧାନୀର ମାଟି ଦିନକୁ ଦିନ କଂକ୍ରିଟରେ ପରିଣତ ହୋଇଗଲାଣି । ସ୍ଥାନେ ସ୍ଥାନେ ଖେଳିବାକୁ ଖେଳ ପଡିଆ ନାହିଁ । ତଥାପି କିଛି ଅସୁବିଧା ନାହିଁ । ରୁଫଟଫରେ ବି ଖେଳି ହେବ ଖେଳ। ଭାରତରେ ପ୍ରଥମ ଆନ୍ତର୍ଜାତିକ ସ୍ତରର ରୁଫଟଫ...
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ଶୁକ୍ରବାର ଚନ୍ଦ୍ର- ମିଥୁନ ଦିବା ୧୦.୧୩ ଗତେ କର୍କଟ ତିଥି- ୪ର୍ଥୀ ଦିବା ୦୩.୩୧ ଗତେ ୫ମୀ
ଦିନକୁ ଦିନ ଜମୁଛି ବାଲିଯାତ୍ରା । କଟକର ଐତିହାସିକ ବାଲିଯାତ୍ରା ସାଙ୍ଗକୁ ରାଜଧାନୀ ଉପକଣ୍ଠ କୁଆଖାଇ ନଦୀପଠାରେ ସନ୍ଧ୍ୟା ହୋଇଗଲେ ବେଶ୍ ଭିଡ଼ ଜମୁଛି ।
ହୃଦଘାତ ଯୋଡ଼ିଲା ହୃଦୟ, ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ ସ୍ୱାମୀ ସ୍ତ୍ରୀ । ବାହାଘରକୁ ବର୍ଷେ ହୋଇଥିଲା । କିନ୍ତୁ ଉଭୟଙ୍କ ମଧ୍ୟରେ ମତାନ୍ତର ଦେଖା ଦେଲା ।
ଇଣ୍ତିଗୋ ବିମାନ କମ୍ପାନୀକୁ କପିଲ ଶର୍ମାଙ୍କ ସମାଲୋଚନା । ବିମାନ ଉଡ଼ାଣ ଭରିବାରେ ଅହେତୁକ ବିଳମ୍ବକୁ ନେଇ ସମାଲୋଚନା କଲେ କପିଲ ।
୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ୩ ତାରିଖ ସୁଦ୍ଧା ସୃଷ୍ଟି ହୋଇ ୪ ସକାଳେ ଉପକୂଳ ଛୁଇଁପାରେ ।
ଭିଜିଲାନ୍ସ ରେଡ ବେଳେ ଘର ଛାତ ଡେଇଁ ଚମ୍ପଟ୍ ମାରିଥିବା କନିଷ୍ଠ ଯନ୍ତ୍ରୀ ସୁନୀଲ ପାଢୀ ଧରା ପଡିଛନ୍ତି । ଭୁବନେଶ୍ବର ଜାଗମରା ସ୍ଥିତ ଘରେ ଭିଜିଲାନ୍ସ ପହଞ୍ଚିବା କ୍ଷଣି ସୁନୀଲ ଛାତ ଡେଇଁ ଚମ୍ପଟ ମାରିଥିଲେ ।
କୌନ ବନେଗା କରୋଡପତିରେ ଇତିହାସ । ଗୋଟେ କୋଟି ଟଙ୍କା ଜିତିଛନ୍ତି ସର୍ବକନିଷ୍ଠ ପ୍ରତିଯୋଗୀ ।
ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତି ପରଖିବାକୁ ଲେଜର ସ୍କାନିଂ ପରେ ଏବେ ନାଟ ମଣ୍ଡପର ମରାମତି ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । IIT ମାଡ୍ରାସ ବିଶେଷଜ୍ଞ ଟିମ୍ ଏଥିପାଇଁ ପ୍ରସ୍ତୁତ କରିଥିବା ଡିଜାଇନ ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଛନ୍ତି ।
ଭିଜିଲାନ୍ସ ରେଡ ବେଳେ ଘର ଛାତ ଡେଇଁ ଚମ୍ପଟ୍ ମାରିଲେ କନିଷ୍ଠ ଯନ୍ତ୍ରୀ । ଭୁବନେଶ୍ବର ଜାଗମରା ସ୍ଥିତ ଘରେ ଭିଜିଲାନ୍ସ ପହଞ୍ଚିବା କ୍ଷଣି ଯନ୍ତ୍ରୀ ଜଣକ ଛାତ ଡେଇଁ ଚମ୍ପଟ ମାରିଥିଲେ ।
ଟାଟା ଟେକ୍ ସହ ଇନଭେଷ୍ଟମେଣ୍ଟ କରିଥିବା ନିବେଶକଙ୍କ ଖୋଲି ଯାଇଛି ଭାଗ୍ୟ । ଗତକାଲି ଅର୍ଥାତ ନଭେମ୍ବର ୩୦ ରେ ଟାଟା ଟେକ୍ନୋଲୋଜି ଷ୍ଟକରେ ସେୟାର ଇନଭେଷ୍ଟ କରିଥିଲା ।
ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ଅପରେସନକୁ ନେଇ ଆଶ୍ବସ୍ତ ଦେଶ । ଦୀର୍ଘ ୧୭ ଦିନ ପରେ ସମସ୍ତ ୪୧ ଶ୍ରମିକ ସୁରକ୍ଷିତ ଉଦ୍ଧାର ହେବା ପରେ ଚାରିଆଡ଼େ ଖୁସିର ଲହରି ।
ମହଙ୍ଗା ବଜାର ମାଡ଼, ବାଜିରେ ଲାଗୁଛି ଖାଉଟିଙ୍କ ଜୀବନ । ଦିନକୁ ଦିନ ବଢ଼ି ଚାଲିଛି ଅତ୍ୟାବଶ୍ୟକୀୟ ସାମଗ୍ରୀର ବଜାର ଦର ।
ନୂଆ ବର୍ଷରୁ ମହଙ୍ଗା ହେବ କାର । ବିଭିନ୍ନ ନାମୀଦାମୀ କାର ନିର୍ମାତା ନିଜର କାରର ଦାମ ବଢ଼ାଇବାକୁ ଯୋଜନା କରୁଛନ୍ତି । ବଢ଼ୁଥିବା ମୁଦ୍ରାସ୍ପୀତି ପାଇଁ କାରର ଦାମ ବଢ଼ାଇବାକୁ ବିଚାର କରାଯାଉଛି । ଏହା ସହ କଞ୍ଚାମାଲର ମୂଲ୍ୟ ବୃଦ୍ଧି ମଧ୍ୟ ଅନେକାଂଶରେ ଦାୟୀ ।...