ଚା’ ମାଗିବାରୁ ଆଖିରେ ଛୁରୀ ଭୁଷିଦେଲା । ଏପରି ଚାଞ୍ଚଲ୍ୟକର ଘଟଣା ଘଟିଛି ଉତ୍ତରପ୍ରଦେଶର ବାଗପାଟ ଜିଲ୍ଲାରେ । ସ୍ୱାମୀ ଚା’ ପାଇଁ କହିବାରୁ ସ୍ତ୍ରୀ ତା’ ଆଖିରେ ଛୁରୀ ଭୁଷି ଦେଇଛି ।
ମାସେ ହେଲା ଧାରଣାରେ ବସିଲୁ । ଏବେ ବି ସରକାରଙ୍କୁ ସମୟ ଦେଉଛୁ । ଆଉ ୪ ମାସ ପରେ ବିଜେପି ସରକାରକୁ ଆସିଲେ ୭୨ ଘଣ୍ଟାରେ ସଫା ହୋଇଯିବ ଗାଡ଼କଣ ଡମ୍ପିୟାର୍ଡ ।
ସୂର୍ଯ୍ୟବଂଶୀ ସୂରଜଙ୍କୁ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କରିଥିବା ଟାର୍ଗେଟର ଜବାବ ରଖିଛି ବିଜେପି । ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସରକାରୀ ମଞ୍ଚରେ ରାଜନୈତିକ ମନ୍ତବ୍ୟ ହାସ୍ୟାସ୍ପଦ ।
ଫୁଲବାଣୀରେ ଏସିଡ ଆଟାକ୍ । ଟାଉନ ଥାନା ଅନ୍ତର୍ଗତ ଶଶୀ ପାନ ଦୋକାନ ଛକରେ ଏସିଡ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି । ଆହତ ମଧ୍ୟରେ ବାପା, ପୁଅ ଏବଂ ଜଣେ ଯୁବକ ଅଛନ୍ତି ।
ଆଡମିଟ କାର୍ଡ ନ ମିଳିବାକୁ ଶିକ୍ଷକଙ୍କୁ ବାନ୍ଧିଲେ । ଏପରି ଅଭାବନୀୟ ଘଟଣା ବିହାରର ଭାଗଲପୁର ଅଞ୍ଚଳରେ ଘଟିଛି ।
ବିବାହ ଚାଲିଛି .. ମନ୍ତ୍ର ଫୁଙ୍କା ହେଉଛି । ଘଣ୍ଟ ଘଣ୍ଟା ବାଜୁଛି । କିନ୍ତୁ କନ୍ୟା ଜଣକ ଶୋଇ ପଡ଼ିଛନ୍ତି । ଏପରି ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ଶିଳାନ୍ୟାସ ଫଳକରେ ନାଁ ନଥିବାରୁ ପ୍ରତିବାଦରେ ଭାଙ୍ଗିଦେଲେ । ନୀଳଗିରି ଗରଡିହି ପଞ୍ଚାୟତ କଳାକାଦ ଗାଁରେ ପଲିଟିକାଲ ହାଇଡ୍ରାମା । କଳାକାଦରୁ ଆମ୍ବଝର ସଂଯୋଗ କରୁଥିବା ରାସ୍ତାର ଶିଳାନ୍ୟାସ ଫଳକକୁ ଭାଙ୍ଗି ଦେଇଛନ୍ତି ।
ଆସନ୍ତା ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଫଳତା କାମନା କରିବା ସହ ଶୁଭେଚ୍ଛା ଜଣାଇଲେ ରୁଷ ରାଷ୍ଟ୍ରପତି ପୁଟିନ । ଏହାସହ ନୂଆଦିଲ୍ଲୀ ଓ ମକ୍ସୋ ମଧ୍ୟରେ ଥିବା ପାରମ୍ପରିକ ଓ ପୁରୁଣା ସଂପର୍କ ସର୍ବଦା ବଜାୟ ରହିବ ବୋଲି ସେ ଆଶା କରିଛନ୍ତି ।
ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିର୍ମାଣ ଅଗ୍ରଗତିର ଅନୁଧ୍ୟାନ କରିଛନ୍ତି ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର । ମନ୍ଦିର ପରିସର ପରିଦର୍ଶନ କରିବା ସହ ସେ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ।
ବଡ଼ ବଡ଼ ରେଷ୍ଟୁରାଣ୍ଟରେ ଭୋଜନ, ତା ସହ ତାରକା ହୋଟେଲ ଗୁଡ଼ିକୁ ସେ ନିଜର ଘର ଭାବେ ବାଛି ନେଇଥିଲା । ବିଳାସ ପୂର୍ଣ୍ଣ ଜୀବନ ବଞ୍ଚିବା ଯେମିତି ତାଙ୍କର ନିଶା ପାଲଟି ଯାଇଥିଲା । ମ୍ରିନଙ୍କ ନିଜକୁ ଆଇପିଏଲ କ୍ରିକେଟର କହୁଥିଲା ।
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ତାରିଖ ଯେତିକି ପାଖେଇ ଆସୁଛି ଦେଶବାସୀଙ୍କ ଉତ୍କଣ୍ଠା ସେତିକି ବଢିଚାଲିଛି ।..
ଗୋଟିଏ ପରିବାରର ଚାରି ସଦସ୍ୟଙ୍କ ଦେହାନ୍ତ । ଟ୍ରକ ଚଳେ ଚାପି ହୋଇ ପ୍ରାଣ ହରାଇଛନ୍ତି ଗୋଟିଏ ପରିବାରର ଚାରି ସଦସ୍ୟ । ଏପରି ମର୍ମନ୍ତୁଦ ଦୁର୍ଘଟଣା ଆଦି ସକାଳେ ସକାଳେ ମଧ୍ୟପ୍ରଦେଶର ଗୁନାରେ ଘଟି ଯାଇଛି ।
ନୂତନ ବର୍ଷକୁ ସ୍ୱାଗତ କରିବାକୁ ଆରମ୍ଭ ହୋଇ ଗଲାଣି ପ୍ରସ୍ତୁତି । ତେବେ ବିଦାୟୀ ବର୍ଷ କେତେ ଯେ ଦୁଃଖ ଦେଇ ଯାଇଛି, ତାହା କଳନା କରିବା କାଠିକର ପାଠ । ବର୍ଷ ତମାମର ଅନେକ ଘଟଣା, ଦୁର୍ଘଟଣା ଓ ଅପରାଧ ପାଇଁ ବିଦାୟୀ ବର୍ଷ ନିହାତି ଭାବେ ମନେ...
କିଛି ଗାଁର ନାଁ ମନରେ କୌତୁହଳ ସୃଷ୍ଟି କରେ । ମନରେ ପ୍ରଶ୍ନ ଆସେ ଗାଁର ଏଭଳି ନାମକରଣ କାହିଁକି ହେଲା । କ’ଣ ୟା ପଛର କାରଣ ।
ଥମୁନି କାମିୟା ଜାନି ଶ୍ରୀମନ୍ଦିର ପ୍ରବେଶ ବିବାଦ । ୟୁଟୁବର କାମିୟା ଜାନି ହିନ୍ଦୁ ନା ମୁସଲମାନ୍ ? କାମିୟା ଜାନିଙ୍କ ଶ୍ରୀମନ୍ଦିର ପ୍ରବେଶ ପରେ ତାଙ୍କର ଧର୍ମକୁ ନେଇ ଏବେ ନାନା ଚର୍ଚ୍ଚା । ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ବିଷୟରେ ପୋଷ୍ଟ କରିବା ପରେ ଚର୍ଚ୍ଚାରେ...
ଓଡ଼ିଆଙ୍କର ପରମପୂଜ୍ୟ ଶ୍ରୀଜଗନ୍ନାଥ ଧାମ । ଓଡ଼ିଆଙ୍କ ଗର୍ବ ଓ ଗୌରବ ହେଉଛି ଶ୍ରୀମନ୍ଦିର । ତେବେ ଶ୍ରୀମନ୍ଦିରକୁ ପ୍ରବେଶ କରିବାକୁ କିଛି ନିୟମ ରହିଛି । ସମସ୍ତେ ମନ୍ଦିର ଭିତରକୁ ପ୍ରବେଶର ଅଧିକାର ପାଇ ନାହାନ୍ତି । ସେ ଯେତେ ବଡ଼ ନେତା ହେଉ କିମ୍ବା ପ୍ରଶାସନିକ...
କୋରାପୁଟ ଆସିଲେ କୋରାପୁଟିଆ ଦେଶୀ କୁକୁଡା ଖାଇବାକୁ ସମସ୍ତଙ୍କର ଆଗ୍ରହ । ହେଲେ ବଣଭୋଜି ମେନ୍ୟୁରୁ ଏବେ ଦେଶୀ କୁକୁଡ଼ା ଉଭାନ । କାରଣ ବଜାରରେ ମିଳୁନି ଦେଶୀ କୁକୁଡା । ଆଉ ବୟଲର ପାଇଁ ମୁହଁ ମୋଡୁଛନ୍ତି ପର୍ଯ୍ୟଟକ ।
ସାରା ରାଜ୍ୟରେ ଜାରି ରହିଛି ଥଣ୍ଡା । ଉତ୍ତରରୁ ଦକ୍ଷିଣ, ଉପକୂଳରୁ ପଶ୍ଚିମ ସବୁଠି ଲାଗୁଛି ଥଣ୍ଡା । ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ବଢିଥିଲେ ବି ଜାରି ରହିଛି ଶୀତ ଲହରୀ ।
ସରି ଆସୁଛି ଅପେକ୍ଷା, ବଢି ଚାଲିଛି ଉତ୍କଣ୍ଠା । ଅଯୋଧ୍ୟାର ସୁଶୋଭିତ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ତାରିଖ ପାଖେଇ ଆସୁଥିବା ବେଳେ ଏହି ମହାର୍ଗ ମୁହୂର୍ତ୍ତକୁ ଈଶ୍ୱରମୟ କରିବାକୁ ଚାଲିଛି ବିରାଟ ଆୟୋଜନ ।