ରାଜ୍ୟ ସରକାରଙ୍କ ପ୍ରତି ଆଭିମୁଖ୍ୟ ଆଉ ନରମ ରହିବନି । ବରଂ ଯୁଦ୍ଧ ହେବ । ଦିଲ୍ଲୀରୁ ବୈଠକ ସାରି ଭୁବନେଶ୍ବର ଫେରିବା ପରେ ଏଭଳି ମନ୍ତବ୍ୟ ରଖିଛନ୍ତି ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ।
ସୈାର ଧନୁମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୨୩ ତାରିଖ ଶନିବାର ଚନ୍ଦ୍ର- ମେଷ ରାତ୍ରି ୦୩.୧୭ ଗତେ ବୃଷ ତିଥି- ୧୧ଶୀ ପ୍ରାତଃ ୦୭.୧୨ ଗତେ ୧୨ଶୀ ଘାତଚନ୍ଦ୍ର- ମେଷ ରାଶିର, ରାତ୍ରି ୦୩.୧୭ ଗତେ ବିଛା ରାଶିର ଘାତବାର- ବୃଷ, ସିଂହ ଓ...
୧୫ ବର୍ଷ ତଳୁ ମୃତ୍ୟୁ ଘଟିଥିବା ରତ୍ନାକର ତରାଇଙ୍କ ନାଁ ହିତାଧିକାରୀ ତାଲିକାରେ ରହିଛି.. ରତ୍ନାକରଙ୍କ ଭଳି ଅନେକ ଭୂତ ହିତାଧିକାରୀ ରହିଛନ୍ତି.. ହେଲେ ପ୍ରକୃତ ମତ୍ସ୍ୟଜୀବୀଙ୍କୁ ମିଳୁନି ଲୋନ୍ ଆଉ ସବସିଡି ।
ଆଜି ହେଉଛି ଜାତୀୟ କୃଷକ ଦିବସ । । ଫସଲଟିଏ ଉପୁଜାଇବା ପାଇଁ କୃଷକ କେତେ ହାଡ଼ଭଙ୍ଗା ପରିଶ୍ରମ କରେ । ମାଟିକାଦୁଅରେ ଲଟପଟ୍ ହୋଇ ନିଜ ପରିଶ୍ରମର ବୀଜ ବପନ କରେ । ଆଉ ସେହି ପରିଶ୍ରମରୁ ଜାତ ହୁଏ ସୁନାର ଫସଲ ।
ଭୋଟ୍ ମାଗିଲା ବେଳକୁ ଆସି ରାସ୍ତା ତିଆରି କରିଦେବୁ । ନଳକୂପ ବସାଇଦେବୁ ପ୍ରତିଶ୍ରୁତି ଦେଉଛନ୍ତି, ହେଲେ ଭୋଟ ସରିବା ପରେ ଆଉ କିଏ ପଚାରେ । ଆଉ ଗ୍ରାମବାସୀ ଯୋଉଠି ଥିଲେ ସେଇଠି । ସେଥିପାଇଁ ରାସ୍ତା-ନଳକୂପ ନାହିଁ ତ ଭୋଟ୍ ନାହିଁ । ଏପରି ନାରା...
୩୦୩ ଜଣ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ଫ୍ରାନ୍ସରେ ଅଟକ । ମାନବଚାଲାଣ ସନ୍ଦେହରେ ଏହାକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ଫ୍ରାନ୍ସ ।
ସାରା ରାଜ୍ୟରେ ଅସହ୍ୟ ଜାଡ । ପାରଦ ତଳକୁ ତଳକୁ ଖସୁଛି । ଥଣ୍ଡାରେ ଥରୁଛନ୍ତି ସମସ୍ତେ । ତେବେ ରାଜ୍ୟ ମଧ୍ୟକୁ ଉତ୍ତର ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହ ଦୁର୍ବଳ ଏବଂ ଆକାଶ ନିର୍ମଳ ଥିବାରୁ ଆଜିଠୁ ଶୀତର ପ୍ରକୋପ ସାମାନ୍ୟ...
ପାଟଣାର ମହାବୀର ମନ୍ଦିରରୁ ପଗଡ଼ି, ପାନ ଓ ପଦ୍ମ ମଞ୍ଜିକୁ ମିଥିଳାସ୍ଥିତ ପ୍ରଭୁ ଶ୍ରାରାମଙ୍କ ଶ୍ୱଶୁର ଘରକୁ ଯିବ । ପରେ ଏହାକୁ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ରାମ ମନ୍ଦିରକୁ ପଠାଯିବ ।
କମର୍ସିଆଲ ସିଲିଣ୍ତରର ଦାମ୍ କମିଲା । ବ୍ୟବସାୟ ଉଦ୍ଦେଶ୍ୟରେ ବ୍ୟବହୃତ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଛି ।
ମଣ୍ଡି ଖୋଲୁ ଖୋଲୁ ଚାଷୀଙ୍କୁ ମାଡ ! କଟନୀ ଛଟନୀରେ ତ୍ରାହି ତ୍ରାହି ଚାଷୀ । କିନ୍ତୁ ଏତିକିରେ ବି ମଣ୍ଡି ଅଧିକାରୀଙ୍କ ମନମାନୁନି । ମିଲର୍ସଙ୍କ ସହିତ ମଧୁଚନ୍ଦ୍ରିକାର ପ୍ରମାଣ ମିଳିଛି ମଣ୍ଡି ଭିତରୁ ।
ଜମ୍ମୁ କାଶ୍ମୀରର ପୁଂଚରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ବଡ ଧରଣର ଆକ୍ରମଣ । ଏଥିରେ ୫ଜଣ ଯବାନ ସହିଦ ହୋଇଥିବା ବେଳେ ତିନିଜଣ ଆହତ ହୋଇଛନ୍ତି ।
ରିଲିଜ୍ ହୋଇଛି ଏବର୍ଷର ସବୁଠୁ ବଡ଼ ଆକ୍ସନ୍ ଫିଲ୍ମ ସଲାର । ସକାଳ ୫ଟାରୁ ଭୁବନେଶ୍ବର ସମେତ ଦେଶର ବିଭିନ୍ନ ସିନେମା ହଲରେ ଫାଷ୍ଟ ଡେ’ ଫାଷ୍ଟ ଶୋ’ ଦେଖିଛନ୍ତି ଫ୍ୟାନ୍ସ । ହେଲେ ସିନେମା ରିଲିଜ୍ ପୂର୍ବରୁ କମ୍ ସ୍କ୍ରିନ୍ ମିଳିବାକୁ ନେଇ ଉତ୍ତର ଓ ଦକ୍ଷିଣ...
ନୂଆ ଜିଲ୍ଲା ଘୋଷଣାରେ ଅଙ୍କୁଶ । ହାଇକୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ସରକାର ନୂଆ ଜିଲ୍ଲା ଗଠନ ପାଇଁ ନିର୍ଦ୍ଦେଶନାମା ଜାରି କରିପାରିବେ ନାହିଁ ।
ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନିମନ୍ତ୍ରଣ ଦିଆଯିବା ପରେ ଆଜି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କୁ ନିମନ୍ତ୍ରଣ କରାଯିବ । ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟ ମାନେ ମଧ୍ୟପ୍ରଦେଶର ଉଜ୍ଜୟନୀ ଯାତ୍ରା କରିବେ ।
ରାଜଧାନୀରେ ଏବେ ରାଜ କରୁଛି ଶୀତ । ପ୍ରବଳ ଶୀତରେ କେମିତି ଶୋଇଛି ରାଜଧାନୀ । କେମିତି ଶୋଇଛି ରାଜଧାନୀର ରାସ୍ତାଘାଟ, ଆଉ କେମିତି ଶୀତ ସହ ସଂଘର୍ଷ କରୁଛନ୍ତି ବାସହରା । ଦିନ ସାରାର ଖଟଣି ପରେ ରାତିରେ ମୁଣ୍ଡ ଗୁଞ୍ଜିବା ବହୁ କଷ୍ଟକର ହେଉଛି ବାସହରାଙ୍କ...
ଆଜିଠୁ କମିବ ଶୀତ, ବଢିବ କୁହୁଡ଼ି । ରାଜ୍ୟ ବାସୀଙ୍କୁ ଜାଡ଼ରୁ ମିଳିବ ସାମାନ୍ୟ ଆଶ୍ବସ୍ତି । ଏହି ସୂଚନା ଦେଇଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଗତ ସପ୍ତାହେ ଧରି ଲାଗି ରହିଥିବା ଅସହ୍ୟ ଶୀତର ପ୍ରକୋପ ଆଜିଠୁ କିଛିଟା କମିବ । କାଲିଠୁ ପ୍ରବଳ କୁହୁଡ଼ି...
ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡରେ ନକ୍ସଲଙ୍କ ହିଂସାକାଣ୍ଡ । ଝାଡ଼ଖଣ୍ଡ ମନୋହରପୁର ଷ୍ଟେସନ ନିକଟ ବିରୁୱାରେ ରେଳ ଧାରଣା ଉଡାଇଛନ୍ତି ମାଓବାଦୀ । ବିଳମ୍ବିତ ରାତିରେ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି । ଫଳରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି ।
ଡିସକାଉଣ୍ଟରେ କାର ଦେବାକୁ କହି ପାଖାପାଖି ୪୦ କୋଟି ଟଙ୍କାର ଠକେଇ ଅଭିଯୋଗ । ଠକେଇ ଅଭିଯୋଗ ପରେ ସ୍ବାମୀ ସ୍ତ୍ରୀଙ୍କୁ ଅଟକ ରଖିଛି ପୋଲିସ ।
ସୋସିଆଲ ମିଡ଼ିଆ 'ଏକ୍ସ' ର ସର୍ଭର ଡାଉନ । ସାରା ବିଶ୍ବରେ 'ଏକ୍ସ'ର ସର୍ଭର ଡାଉନ ହୋଇଥିବା ସୂଚନା ମିଳିଛି । ଫଳରେ ନିଜ ଟାଇମ ଲାଇନ କିମ୍ବା ଅନ୍ୟ ଟାଇମ ଲାଇନ ଦେଖି ପାରୁନାହାନ୍ତି ବ୍ୟବହାରକାରୀ । ସର୍ଭର ଡାଉନ ଯୋଗୁ ଟାଇମ ଲାଇନ ବ୍ଲାଙ୍କ୍ ହୋଇଯାଇଛି...
ମଦ ବ୍ୟାନ ଥିବା ରାଜ୍ୟରେ ବେଆଇନ ଭାବେ ଗାଡ଼ିରେ ମଦ ନେଉଥିଲେ । ପୋଲିସକୁ ଦେଖି ଜୋରରେ ଗାଡ଼ି ଚଲାଇ ପଳାଇବେ ବୋଲି ଭାବିଥିଲେ । କିନ୍ତୁ ନିୟତିର ନୀତି ଥିଲା ଅଲଗା ।