• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Ind vs Srilanka
ବିଶ୍ବକପରେ ଆଜି ଭାରତ ଶ୍ରୀଲଙ୍କା ମୁହାଁମୁହିଁ

ଦୀର୍ଘ ୧୨ ବର୍ଷ ପରେ ପୁଣି ଥରେ ମୁମ୍ବାଇରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଓ ଶ୍ରୀଲଙ୍କା ।

2 thousand rupees
ଗରିବଙ୍କୁ ମୋହରା, ଧଳା ପାଲଟୁଛି କଳା ନୋଟ୍

୨ ହଜାର ଟଙ୍କିଆ ନୋଟ୍ ବଦଳ ପଛରେ କିଏ? ଏ କଳାଧନ କାହାର ? ଏହା ପଛରେ କେଉଁ ରାକେଟ୍ କାମ କରୁଛି ?

The infant mortality rat
ଓଡ଼ିଶାରେ ବିକାଶ ସହ ତାଳ ଦେଇ ବଢ଼ୁଛି ଶିଶୁମୃତ୍ୟୁ ହାର

ମହିଳାଟିଏ ଗର୍ଭବତୀ ହେବା ପରଠୁ ତାର ସମସ୍ତ ଦାୟିତ୍ୱ ସ୍ୱାସ୍ଥ୍ୟ କର୍ମୀ ନେବେ ବୋଲି ସରକାର ଡିଣ୍ତିମ ପିଟୁଛନ୍ତି ।

Ananda Bazar
ଆନନ୍ଦ ବଜାରରେ ଗୋଳିଆ ପାଣି, ଭକ୍ତ ସେବାୟତ ଅସନ୍ତୁଷ୍ଟ

ଆନନ୍ଦ ବଜାରରେ ଗୋଳିଆ ପାଣି । ଭକ୍ତଙ୍କ ପାଇଁ ଲାଗିଥିବା ଟ୍ୟାପରୁ ନାଲି ରଙ୍ଗର ଗୋଳିଆ ପାଣି ବାହାରୁଛି ।

Sudipta Panda
ଜୀବନ ମାଗୁଛି ସାମ୍ବାଦିକ, କର୍କଟ କରୁଛି ସୁଦୀପ୍ତଙ୍କୁ କଲବଲ

ନିର୍ଭୀକ ଓ ନିଡର ଥିବା ସାମ୍ବାଦିକ ଆଜି କିନ୍ତୁ ହାରି ଯିବାକୁ ବସିଛନ୍ତି । କର୍କଟର କ୍ରୁରତା ଆଗରେ ହାରିବାକୁ ବସିଛନ୍ତି ସୁଦୀପ୍ତ ।

Para Asian Games
ପାରା ଏସିଆନ୍ ଗେମ୍ସରେ ପ୍ରମୋଦଙ୍କ କମାଲ, ସୁନା ଜିତି ଫେରିଲେ ଭାରତ

ଭାରତୀୟ ପ୍ରତିଯୋଗୀ ନିତେଶ କୁମାରଙ୍କୁ ହରାଇ ପ୍ରମୋଦ ସ୍ବର୍ଣ୍ଣ ପଦକ ଜିତିଛନ୍ତି

Mumbai taxi
ମାୟା ନଗରୀରେ ଆଉ ଦିଶିବନି କଳା-ହଳଦିଆ ଟାକ୍ସି

ମୁମ୍ବାଇ ରାଜରାସ୍ତାରୁ ଉଭାନ ହେଲା ସମସ୍ତଙ୍କର ଅତି ପ୍ରିୟ କଳା-ହଳଦିଆ ଟ୍ୟାକ୍ସି । ଗତକାଲିଠାରୁ ସମସ୍ତ କଳା-ହଳଦିଆ ଟ୍ୟାକ୍ସିକୁ ବନ୍ଦ କରି ଦିଆଯାଇଛି ।

ଶ୍ରୀହୀନ ଚୌଦ୍ବାର
ହଜିବାକୁ ବସିଲାଣି ଚୌଦ୍ୱାର ଶିଳ୍ପାଞ୍ଚଳ; OTMରେ ଝୁଲୁଛି ତାଲା

ଓଟିଏମରେ ତାଲା, କାଗଜ କଳରେ ତାଲା, ଲିବ୍ରା କାର୍ପେଟ କମ୍ପାନୀରେ ମଧ୍ୟ ତାଲା ।

Black salt
ଏମିତି ତିଆରି ହେଉଛି ବ୍ଲାକ୍ ସଲ୍ଟ , ଦେଖିଲେ ଆଖି ବୁଜିଦେବେ...

ଲୋକପ୍ରିୟତା ଦୃଷ୍ଟିରୁ ଭାରତୀୟ ଷ୍ଟ୍ରିଟ୍ ଫୁଡରେ ଏହାର ବହୁଳ ବ୍ୟବହୃତ ହୁଏ । ତେବେ ଆପଣମାନେ ଜାଣନ୍ତି କି ଆମ ସମସ୍ତଙ୍କର ଅତି ପ୍ରିୟ ଏହି ବ୍ଲାକ ସଲ୍ଟ କେମିତି ତିଆରି ହୁଏ ।

onions
କନ୍ଦାଉଛି ପିଆଜ: ୮୦ ରେ କିଣି ୨୦ ଟଙ୍କାରେ ବିକିଲା ଛାତ୍ର କଂଗ୍ରେସ

ହୁ ହୁ ହୋଇ ବଢ଼ି ଚାଲିଛି ପିଆଜ ଦର । ଓଡ଼ିଶା ବଜାରରେ ୮୦ଟଙ୍କା ଛୁଇଁଲାଣି ପିଆଜ ।

Crowd of people to exchange notes
୧୦ଟି ୨ ହଜାର ଟଙ୍କିଆ ନୋଟ ବଦଳାଇଲେ ୩୦୦ ମଜୁରି

ସାଢ଼େ ଚାରିମାସରେ ବି ବଦଳିଲାନି ନୋଟ୍ । ଅଳ୍ପ କିଛି ଲୋକ ଆସୁଥିଲେ, ଆଉ ନୋଟ ବଦଳାଇ ଯାଉଥିଲେ ।

Fear of exams
ପରୀକ୍ଷାକୁ ଡର, ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ଟିପ୍ସ

ଆଗକୁ ଆସୁଛି ମାଟ୍ରିକ ପରୀକ୍ଷା । ପରୀକ୍ଷାର୍ଥୀଙ୍କ ମନରୁ ଡର କମେଇବା ପାଇଁ ଗଣଶିକ୍ଷା ବିଭାଗ ତରଫରୁ ପରାମର୍ଶ ଦିଆ ଯାଇଛି ।

Mukesh Ambani
ମୁକେଶଙ୍କୁ ପୁଣି ହତ୍ୟା ଧମକ : ୪ ଶହ କୋଟି ଦିଅ, ନ ହେଲେ ହତ୍ୟା କରାଯିବ

ଦେଶର ବିଶିଷ୍ଟ ଶିଳ୍ପପତି, ଏକ ନମ୍ବର ଧନୀ, ରିଲାଏନ୍ସର ମାଲିକ ମୁକେଶ ଅମ୍ବାନିଙ୍କୁ ହତ୍ୟା ଧମକ ।

Massive fight
ଦିଲ୍ଲୀରେ ଅଭାବନୀୟ ଘଟଣା, କୁକୁରକୁ ନେଇ ତୁମୁଳକାଣ୍ତ

କୁକୁରକୁ ଲିଫ୍ଟରେ ନେବାକୁ ମହିଳା ଜଣକ ଅପେକ୍ଷା କରିଥିଲେ । ଏହା ଦେଖି ଆଇଏଏସ ଅଫିସର ଓ ତାଙ୍କ ପତ୍ନୀ ବିରୋଧ କରିଥିଲେ ।

search operation to capture
ଶିକାରୀଙ୍କ କବଜାରେ ଶିମିଳିପାଳ, ଧରିବାକୁ ସର୍ଚ୍ଚ ଅପରେସନ

ଶିମିଳିପାଳରେ ଥମୁନି ଶିକାର, ବିପଦରେ ବନ୍ୟଜନ୍ତୁ

Train Tragedy
ଆନ୍ଧ୍ର ଟ୍ରେନ ଦୁର୍ଘଟଣା: ସରିଲା ମରାମତି

ଆନ୍ଧ୍ର ଆଲମଣ୍ଡା ଟ୍ରେନ ଦୁର୍ଘଟଣାସ୍ଥଳର ମରାମତି କାମ ସଂପୂର୍ଣ୍ଣ ଶେଷ । ରେଳ ବିଭାଗ ପକ୍ଷରୁ ମିଳିଲା ସୂଚନା ।

tiger killed cow
ଗାଁରେ ମାତିଛି ବାଘ, ଦୁଇ ଦିନରେ ଗଲାଣି ଦୁଇ ଜୀବନ

ଗତକାଲି ଏକ ୮ ବର୍ଷର ପିଲାକୁ ଝାମ୍ପି ନେବା ପରେ ଆଜି ସକାଳୁ ଏକ ଗାଈକୁ ମାରି ଖାଇଥିବାର ଅଭିଯୋଗ ।

ଅବହେଳିତ ଅବସ୍ଥାରେ ସ୍ମୃତି
ସେ ଗୀତିନାଟ୍ୟର ସମ୍ରାଟ, ଓଡ଼ିଆ ସାହିତ୍ୟ ପାଇଁ ତାଙ୍କର ଜୀବନ ସମର୍ପିତ

ସେ ଅନେକ ଗୀତିନାଟ୍ୟ ଲେଖିଛନ୍ତି । ନିଜର ପୁରା ଜୀବନ ଓଡ଼ିଆ ସାହିତ୍ୟ ପାଇଁ ସମର୍ପି ଦେଇଛନ୍ତି । ଓଡ଼ିଆ ସଂସ୍କୃତି, କଳା, ସାହିତ୍ୟକୁ ସେ ସମୃଦ୍ଧ କରିଛନ୍ତି । ଗୀତିନାଟ୍ୟ ଜଗତର ଅପ୍ରତିଦ୍ୱନ୍ଦୀ ମୁକୁଟବିହୀନ ସମ୍ରାଟ ଗଣକବି ବୈଷ୍ଣବ ପାଣି ।

MS Dhoni
ଧୋନୀଙ୍କ ନାମରେ ଅପହରଣ, ତିନିଦିନ ପରେ ମଧ୍ୟ ମିଳୁନି ସୁରାକ୍

ମାଗଣାରେ ଧୋନୀ ଘର ଓ ଟଙ୍କା ବାଣ୍ଟୁଛନ୍ତି । ଆପଣ ଯଦି ଏପରି କଥା ଶୁଣିବେ ତେବେ ଆଶ୍ଚର୍ଯ୍ୟ ହେବେ କି ନାହିଁ । ଝାଡ଼ଖଣ୍ଡରେ ଏପରି କଥା କହି ଦେଢ଼ ବର୍ଷର ପିଲାକୁ ଅପହରଣ କରା ଯାଇଛି । ମହେନ୍ଦ୍ର ସିଂହ ଧୋନୀଙ୍କ ନାମରେ ହୋଇଥିବା ଏହି...

Stock Market
ଛଅ ଦିନ ଧରି ଖସୁଥିଲା, ଆଜି ବଢ଼ିଲା ..

ଲଗାତାର ୬ ଦିନ ଧରି ଖସିବା ପରେ ଆଜି ଷ୍ଟକ ମାର୍କେଟରେ ଉତ୍ସାହ । କାରବାର ଆରମ୍ଭରୁ ମାର୍କେଟରେ ଉତ୍ସାହ ଦେଖିବାକୁ ମିଳିଛି । ଗତ କିଛିଦିନ ଧରି ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ପାଇଁ ନିରନ୍ତର ଭାବେ ଖସିବାରେ ଲାଗିଥିଲା ଷ୍ଟକ ମାର୍କେଟ ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।