ଆଜି ଜାଗର । କେତେ ଉପାସନା, କେତେ ଆରାଧନା । କିଏ ପରିବାରର ସୁଖ ମନାସି ନିର୍ଜଳା ଉପବାସ କରୁଛି ତ କିଏ ହସଖୁସିର ସଂସାର ପାଇଁ ଶିବ ଆରାଧନାରେ ନିମଗ୍ନ ରହୁଛି । ଏଭଳି ଏକ ବେଳାରେ ଏବଂ ଏଭଳି ଜଣେ ପତ୍ନୀର ଆଖି ସାମ୍ନାରେ ତାଙ୍କ...
ଯଦି ଆପଣଙ୍କୁ କୁହାଯାଏ, ପିମ୍ପୁଡ଼ିଙ୍କ ପାଇଁ ଘର ଛାଡ଼ିବାକୁ ପଡ଼ିଲା.. ତେବେ ଆପଣ ବିଶ୍ୱାସ କରିବେ କି । ନୁହେଁ ନା । ମଧ୍ୟପ୍ରଦେଶର ଏ ଘଟଣା ଆପଣଙ୍କୁ ବିଶ୍ୱାସ ହେବ ନାହିଁ । ପିମ୍ପୁଡ଼ିମାନଙ୍କର ଉତ୍ପାତ ପାଇଁ ଗୋଟେ ପରିବାରକୁ ଘର ଛାଡ଼ିବାକୁ ପଡ଼ିଛି ।
କୋଣାର୍କ ସୂର୍ଯ୍ୟମନ୍ଦିର ନିର୍ମାଣ ସମୟରେ ମଧ୍ୟ ଭାରତୀୟଙ୍କ ଭିତରେ ଥିଲା ଆଧୁନିକ ଫ୍ୟାସନ ଡିଜାଇନିଂର ଜ୍ଞାନ । ନ୍ୟାସନାଲ୍ କ୍ରିଏଟର୍ସ ଆୱାର୍ଡ ପ୍ରଦାନ ଅବସରରେ କିଛି ଏଭଳି ତଥ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରସିଦ୍ଧ ଶିଳ୍ପପତି ତଥା ଇନଫୋସିସର ଚେୟାରମ୍ୟାନ ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ସୁଧା ମୂର୍ତ୍ତିଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଇନଫୋସିସର ଫାଉଣ୍ଡେସନ ହେଡ ଅଛନ୍ତି ସୁଧା ମୂର୍ତ୍ତି ।
ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଜବତ ବ୍ଲୁ ଅଡିକୁ ନେଇ ଚର୍ଚ୍ଚା । ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଇଡି ରେଡ୍ କରିଥିଲା । ଏହି ସମୟରେ ED ହାତରେ ଲକ୍ଷାଧିକ ଟଙ୍କା ସହ ଲାଗିଛି ଦାମୀ କାର୍ ।
ହାତରେ ନୁହେଁ ଗୋଡ଼ରେ ସବୁ କରନ୍ତି ଚୂଡ଼ଙ୍ଗପୁର ବିରଞ୍ଚି ବାଡ଼ଖିଆ। ହେଲେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କିବା ତାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ...
ଏ ବି ଜଣେ ମା’ । ଅନ୍ତଚିରି ଜନ୍ମ ଦେଇଛି ତା’ ଦୁଇ ପିଲାଙ୍କୁ । ସ୍ୱାମୀ କୁଆଡେ ଚାଲିଯିବା ପରେ ଅଭାବ ଭିତରେ ପେଟକୁ କାଟି ପିଲାଙ୍କ ମୁହଁରେ ଫୁଟାଉଛି ହସ । ଆଉ ଯୋଗାଡ଼ କରୁଛି ଦୁଇ ଓଳି ଦୁଇମୁଠା ଦାନା । ଜୀବନର ଦୁଃଖ...
ମାଟ୍ରିକ ପରୀକ୍ଷାର୍ଥୀଙ୍କୁ କପି ଯୋଗାଇବାକୁ ଭିନ୍ନ ତରିକା । କାନ୍ଥ ଡେଇଁବାକୁ ବି ଡରୁନାହାନ୍ତି ଲୋକେ । ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ କପି ଯୋଗାଇବା ପାଇଁ କାନ୍ଥ ଡେଉଁଛନ୍ତି ।
ରାଜ୍ୟରେ ଉପର ମୁହାଁ ପାରଦ । ୧୧ ସହରରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୬ ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି । ତେବେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ ହୋଇଛି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସମୟରେ ଡ୍ୟୁଟିରେ ଥିବା ପୋଲିସଙ୍କ ବନ୍ଧୁକ ଚୋରି ହୋଇଥିବା ଅଭିଯୋଗ । ଭୁବନେଶ୍ୱର ସପ୍ତମ ବାଟାଲିୟନରେ ରହି ଡ୍ୟୁଟି କରୁଥିବା ପି.ଲଛମୟାଙ୍କ ଇନ୍ସାସ ରାଇଫଲ୍ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି ।
ବିଜେଡି-ବିଜେପି ମେଣ୍ଟ ହେବା ଏକ ପ୍ରକାର ଥୟ । ଭୁବନେଶ୍ୱରରେ ବିଜେଡିର ଓ ଦିଲ୍ଲୀରେ ବିଜେପିର ମାରାଥନ ମିଟିଂ ପରେ ଆପାତତଃ ଏହା ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି ।
ସୌର କୁମ୍ଭମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀ ୦୭ ତାରିଖ ଗୁରୁବାର ଚନ୍ଦ୍ର- ମକର ଅହୋରାତ୍ର ତିଥି - ୧୨ଶୀ ରାତ୍ରି ୦୧.୨୦ ଗତେ ୧୩ଶୀ ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୧.୦୧...
ଅନେକ ସମୟରେ ଦେଖାଯାଏ ଯେ, ଭାରତରେ ବିଦେଶୀମାନେ ଅନେକ ପ୍ରକାର ଖାଦ୍ୟ ତିଆରି କରନ୍ତି । ଭାରତୀୟ ଷ୍ଟ୍ରିଟ୍ ଫୁଡ୍ ଟେଷ୍ଟ କରନ୍ତି । ଇଣ୍ଟରନେଟରେ ଅନେକ ସମୟରେ ଏପରି ଭିଡ଼ିଓ ଆମର ଦୃଷ୍ଟିଗୋଚର ହୁଏ ।
ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଦେହରେ କିରୋସିନ ଢାଳି ନିଆଁ ଲଗାଇଦେଲା । ଦିଲ୍ଲୀରେ ଏପରି ଭୟଙ୍କର ତଥା ବିଭତ୍ସ ହତ୍ୟାକାଣ୍ତ ଘଟିଛି ।
ବସ୍ ଡ୍ରାଇଭର, କଣ୍ଡକ୍ଟର ଓ ହେଲପରଙ୍କୁ ନିଶା ଦେଇ ଲୁଟ୍ । ୧୫ଶହ ଟଙ୍କା ଆଡଭାନ୍ସ ଦେଇ ବିଶ୍ୱାସ ଜନ୍ମାଇଲେ, ସିଗାରେଟ୍ ଓ କୋଲଡ୍ରିଙ୍କସ୍ ପିଆଇଲେ, ତା ପରେ ବସରୁ ୯୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।
ପଶ୍ଚିମବଙ୍ଗରେ ଆଜି ମହିଳା ରାଲିକୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରାସତରେ ମହିଳା ସମାବେଶକୁ ସମ୍ବୋଧନ କରି ନାରୀ ସଶକ୍ତିକରଣ ଏବଂ ସନ୍ଦେଶଖାଲି ପ୍ରସଙ୍ଗ ଉଠାଇବେ ବୋଲି କୁହାଯାଉଛି ।
ପୁଣି ଲୋହିତ ସାଗର ନିକଟରେ ହୁତି ଆକ୍ରମଣର ଶିକାର ହେଲା ଜାହାଜ । ପୁଣି ଥରେ ଏହାକୁ ମଝି ସମୁଦ୍ରରେ ସହାୟତା ଯୋଗାଇ ନିଜ ବୀରତ୍ୱର ପରିଚୟ ଦେଲା ଭାରତୀୟ ନୌସେନା ।
ଦିନସାରା ଜେରା, ରାତି ତମାମ୍ ଜେରା । ୧୮ ଘଣ୍ଟାରୁ ଅଧିକ ସମୟ ଧରି ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ । ଭଣ୍ଡାରିପୋଖରୀର ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ରାତିସାରା ଘାଣ୍ଟିଲା ଇଡି । ୧୮ ଘଣ୍ଟାର ଜେରା ପରେ ଭୋର ସାଢ଼େ ୪ଟାରେ ଇଡି...
ଦାରିଦ୍ରତାର ଏହା ହେଉଛି ନଗ୍ନ ଚିତ୍ର । ଜଣେ ହ୍ୱିଲ୍ ଚେୟାରରେ ତ ଆଉ ଜଣେ ଦେଖିପାରୁନାହାନ୍ତି । ଦୁହେଁ ବାହାରିଛନ୍ତି ୧୫ କିମି ବାଟ ଚାଲିବେ । ଏତକ ବାଟ ଚାଲି ଗଲେ କଟି ଥିବା ରାସନ କାର୍ଡରେ ନା ଆଉ ଥରେ ଯୋଡ଼ିବାକୁ ଅନୁରୋଧ କରିପାରିବେ...
ଆଜି ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମ ଜୟନ୍ତୀ । ୧୯୬୧ ମସିହାରୁ ୧୯୬୩ ଯାଏଁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ପରେ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ପୁଣି ମୁଖ୍ୟମନ୍ତ୍ରୀ ବନିଥିଲେ । କେନ୍ଦ୍ରରେ କେଇଲା ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି ବିଜୁ ପଟ୍ଟନାୟକ ।