• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Helicopter
ଆକାଶରୁ ବର୍ଷା ହେଲା ଟଙ୍କା

ଆକାଶରୁ ବିଡ଼ା ବିଡ଼ା ନୋଟର ବର୍ଷା । ନକଲି ନୁହେଁ, ପୁଣି ସବୁଗୁଡ଼ା ଅସଲି । ହେଲିକପ୍ଟରରୁ ଉଡ଼ୁଛି ଟଙ୍କା । ସେ ବି ୧୦୦ କି ୨୦୦ ନୁହେଁ, ୧୦ ଲକ୍ଷ ଡଲାର । ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୮ କୋଟି ଟଙ୍କା । ବିଶ୍ବାସ...

The MLA doing treatment
ରାଜଗାଙ୍ଗପୁରରୁ ଆସିଲା ଅଭାବନୀୟ ଦୃଶ୍ୟ, MLA ଦେଖିଲେ ରୋଗୀ

ଦୁଇ ଦିନ ହେଲା ଡାକ୍ତର ଆସୁନାହାନ୍ତି । ଶେଷରେ ବାଧ୍ୟହୋଇ ରୋଗୀ ଦେଖିଲେ ବିଧାୟକ । ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ବିଧାୟକ ଜଣେ ଡାକ୍ତର, ଏଣୁ ସେ ରୋଗୀ ଦେଖୁଥିଲେ ବୋଲି ଜଣା ପଡ଼ିଛି ।

Communal crime in the capital
ଖଣ୍ତାରେ ହାଣିଲେ ଦୁର୍ବୃତ୍ତ, ହୋଟେଲ ମାଲିକ ଗୁରୁତର

ଅପରାଧୀଙ୍କ ଚରାଭୂଇଁ ପାଲଟି ଗଲାଣି ରାଜଧାନୀ ଭୁବନେଶ୍ବର । ଦେହ ବେପାରଠାରୁ ଆରମ୍ଭ କରି, ଛିନତାଇ ପର୍ଯ୍ୟନ୍ତ, ରାଜ୍ୟରେ ରାଜଧାନୀର ନାମ ସର୍ବାଗ୍ରେ ଆସିବ । ଖବର କାଗଜ ପୃଷ୍ଠା ଲେଉଟାଇଲେ ଚୋରୀ, ହତ୍ୟା, ଦୁଷ୍କର୍ମ ଭଳି ଅପରାଧରେ ରାଜଧାନୀର ନାମ ରହିବା ନିଶ୍ଚିନ୍ତ ।

game
ଖେଳରେ କମାଲ କରୁଛନ୍ତି ଭାରତୀୟ ..

ଏସିଆନ ପାରା ଗେମ୍ସ ବ୍ୟାଡମିଣ୍ଟନରେ ଭାରତକୁ ପ୍ରଥମ ପଦକ । ମିଶ୍ରିତ ଯୁଗଳରେ କାଂସ୍ୟ ପଦକ ଜିତିଲେ ପ୍ରମୋଦ ଓ ମନୀଷା ଯୋଡ଼ି । ମିକ୍ସ ଡବଲ୍ସ କ୍ବାର୍ଟର ଫାଇନାଲରେ ଓଡ଼ିଆ ପାରା ଆଥଲେଟ୍ ପ୍ରମୋଦ ଭଗତ ଏବଂ ମନିଷା ରାମଦାସ ଯୋଡ଼ି ଜାପାନର ତାଇଓ ଇମାଇ ଓ...

Three medals for Odisha
ଗୋଆ ନ୍ୟାସନାଲ ଗେମ୍ସରେ ଓଡ଼ିଶାକୁ ତିନି ପଦକ

ଗୋଆ ନ୍ୟାସନାଲ ଗେମ୍ସରେ ଓଡ଼ିଶାକୁ ତିନି ତିନିଟି ପଦକ । ୩ଟି ପଦକ ଜିଣିଲେ ୩ ଓଡ଼ିଆ ଝିଅ । ଓଡ଼ିଶା ପାଇଁ ଗୋଲ୍ଡ ଆଣି ଚମକିଛନ୍ତି ଜିମ୍ନାଷ୍ଟ ପ୍ରଣତି ନାୟକ । ୱିମେନ୍ସ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ-ଅଲ୍ ରାଉଣ୍ଡ ଇଭେଣ୍ଟରେ ସେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।

Hardik Pandya
ଟିମ ଇଣ୍ଡିଆକୁ ଝଟକା, ବାଦ ପଡ଼ିବେ ହାର୍ଦ୍ଦିକ!

ବିଶ୍ବକପର ଆଗାମୀ ଦୁଇଟି ମ୍ୟାଚରୁ ବାଦ ପଡ଼ି ପାରନ୍ତି ହାର୍ଦ୍ଦିକ । ଏନେଇ ଜୋର ଧରିଛି ଚର୍ଚ୍ଚା । ଗତ ଅକ୍ଟୋବର ୧୯ ରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ ହାର୍ଦ୍ଦିକ । ଗୋଇଠିରେ ଆଘାତ କାରଣରୁ ସେ ନିଜର ଓଭର ମଧ୍ୟ ଶେଷ କରି ପାରି...

'Hamun'
ଦୁର୍ବଳ ହେଲା ‘ହାମୁନ୍’, ଅତିକ୍ରମ କଲା ବାଂଲା ଉପକୂଳ

ବାତ୍ୟାଟି ଦୁର୍ବଳ ହୋଇ ବାଂଲାଦେଶ ଉପକୂଳ ଅତିକ୍ରମ କରିଛି । ଏହା ଆସନ୍ତା ୬ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ । ପରବର୍ତ୍ତୀ ୬ ଘଣ୍ଟାରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି।

Panchang Today 25th October 2023
Panchang Today 25th October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୫ ତାରିଖ, ବୁଧବାର ଚନ୍ଦ୍ର- କୁମ୍ଭ ଅହୋରାତ୍ର ତିଥି – ୧୧ଶୀ ଦିବା ୧୨.୩୨

When will the accused be bound?
ଭୁବନ ଲଜ୍ଜା: ପୋଲିସର ଶିଥିଳତା ଉପରେ ଉଠିଲା ପ୍ରଶ୍ନ

ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୨ ଜଣଙ୍କୁ ପୋଲିସ ଧରି ପଚରାଉଚରା ଜାରି ରଖିଛି । ଆହୁରି ୩ ଜଣ ଅଭିଯୁକ୍ତଙ୍କୁ ଏଯାବତ୍ ଧରି ପାରିନାହିଁ ପୋଲିସ । ଏଭଳି ଏକ ସମ୍ବେଦନଶୀଳ ଓ ଚାଞ୍ଚଲ୍ୟକର ଖବର ପୁରା ଓଡ଼ିଶାକୁ ଦୋହଲାଇ ଦେଇଥିବା ବେଳେ ପୋଲିସର ଏପରି ଶିଥିଳତା, ଅନେକ...

Hamas
ଶତ୍ରୁ ଦେଶରୁ ସହାୟତା ଲୋଡ଼ିଲା ଇସ୍ରାଏଲ୍

ପୋକମାଛି ପରି ମରୁଛନ୍ତି ସାଧାରଣ ଲୋକେ । ଗତ ୨୪ ଘଣ୍ଟାରେ ଗାଜା ଉପରେ ଇସ୍ରାଏଲ ୪୦୦ ରକେଟ୍ ମାଡ କରିଛି । ଏଥିରେ ୭୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ସେପଟେ ପଣବନ୍ଦୀଙ୍କ ଉଦ୍ଧାର ପାଇଁ ଇସ୍ରାଏଲ ନୂଆ ଷ୍ଟ୍ରାଟେଜି କରିଛି ।

Today is Vijaya Dechami.
ବିନିକାରେ ଦୁର୍ଗତିନାଶିନୀ ମାଆ ଦୁର୍ଗାଙ୍କର ଦଶମୀ ପୂଜା

ଆଜି ହେଉଛି ବିଜୟା ଦଶମୀ । ଆଜିର ଦିନରେ ଅଧର୍ମ ଉପରେ ଧର୍ମ ଓ ପାପର ଉପରେ ପୁଣ୍ୟର ବିଜୟ ହୋଇଥିଲା ।

Durga Puja Bhasani Guidelines
ରାଜଧାନୀରେ ଦୁର୍ଗାପୂଜା ଭସାଣି: ଆସିଲା ଟ୍ରାଫିକ କଟକଣା ..

ଆସନ୍ତାକାଲି ଭସାଣୀ । ମାଆଙ୍କୁ ଦିଆଯିବ ମେଲାଣି । ପୁଣି ଗୋଟିଏ ବର୍ଷ ପରେ ଭକ୍ତଙ୍କୁ ଦର୍ଶନ ଦେବେ ଦୁର୍ଗତିନାଶିନୀ । ଏନେଇ ଆଜିଠାରୁ ପ୍ରସ୍ତୁତି ଆରମ୍ଭ କରିଛି କମିଶନରେଟ ପୋଲିସ ।

took women
ନୃଶଂସ ଭାବେ ମାରିଲେ, ସ୍ତ୍ରୀକୁ ନେଇ ଗଣଦୁଷ୍କର୍ମ କଲେ

ସ୍ବାମୀଙ୍କୁ ମାଡ଼ ମାରିଲେ, ସ୍ତ୍ରୀକୁ ଗଣଦୁଷ୍କର୍ମ କଲେ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଦଶହରା ଛୁଟିରେ ସ୍ବାମୀଙ୍କ ସହ ବାଇକରେ ଘରକୁ ଫେରୁଥିଲେ । 

PAKvsAFG
ଫସର ଫାଟିଲା ସବୁ ରଣନୀତି, ବିଶ୍ବକପରୁ ଆଉଟ ହେବ ବାବର ବାହିନୀ

ବାହାସ୍ଫୋଟ ମାରୁଥିଲେ । ଭାରତରେ ଭାରତକୁ ହରାଇବେ ପୁଣି ବିଶ୍ବକପ ଜିତିବେ । କିନ୍ତୁ ସବୁ ଫସର ଫାଟିଗଲା ।

Dalit boy
ଦୁଇ ଦୁଇ ଥର ଫେରାର ହେଲା, ଏଣୁ ବାପା ମାରିଦେଲା ...

ପିଶାଚ ପାଲଟିଲା ବାପା । ନିଜ ଜନ୍ମ କଲା ଝିଅକୁ କଲା ହତ୍ୟା । ବୟଫ୍ରେଣ୍ତ ସହ ନାବାଳିକା ଜଣକ ଫେରାର ହୋଇ ଯିବାରୁ ହତ୍ୟା ।

Bishan Singh
ବିଶନ ସିଂ ବେଦିଙ୍କ ପରଲୋକ

ପୂର୍ବତନ କ୍ରିକେଟ ଅଧିନାୟକ ତଥା କିମ୍ବଦନ୍ତୀ ବାମହାତୀ ସ୍ପିନର ବିଶନ ସିଂ ବେଦିଙ୍କ ପରଲୋକ । ୭୭ ବର୍ଷରେ ପରଲୋକ ଗମନ କରିଛନ୍ତି ବିଶନ ।

Agniveer
ଦେଶର ସୁରକ୍ଷା ପାଇଁ ଯାଇଥିଲେ, ସହିଦ ହୋଇ ଫେରିଲେ

ଲଦାଖ ନିକଟ ସିଆଚେନରେ ଡ୍ୟୁଟି କରୁଥିବା ବେଳେ ଦେହାନ୍ତ ହୋଇଥିବା ସୂଚନା । ସେନାର ଲେହର 'ଫାୟାର ଆଣ୍ଡ ଫ୍ୟୁରି କର୍ପସ' ପକ୍ଷରୁ ସୂଚନା ଜାରି କରାଯାଇଛି ।

pakvsafg
ବିଶ୍ବକପରୁ ବାଦ ପଡ଼ିବ ପାକିସ୍ତାନ!

ଲଗାତାର ଭାବେ ବିଶ୍ବକପରେ ଖରାପ ପ୍ରଦର୍ଶନ, ପାକିସ୍ତାନକୁ କର ଅବା ମର ସ୍ଥିତିରେ ଆଣି ଛିଡ଼ା କରିଛି । ଆଜିର ମ୍ୟାଚରେ ପାକିସ୍ତାନ ପାଇଁ ଅଫଗାନିସ୍ତାନର ସ୍ପିନ ବୋଲିଂ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ।

Israel-Palestine
ଯୁଦ୍ଧର ଘନଘଟା ମଧ୍ୟରେ ଶାନ୍ତିର ବାର୍ତ୍ତା ଦେବାକୁ ୪୮ ମହଲା ଟାୱାର ଚଢ଼ିଲେ ସ୍ପାଇଡରମ୍ୟାନ୍

ଶାନ୍ତି ପାଇଁ ହେକଲା ଟାୱାର ଚଢ଼ିଲେ ସ୍ପାଇଡର ମ୍ୟାନ । ଗତକାଲି ଫ୍ରାନ୍ସ ପର୍ବତାରୋହୀ ପ୍ୟାରିସରେ ଥିବା ହେକଲା ଟାୱାରକୁ ଚଢ଼ିଛନ୍ତି । ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଶାନ୍ତିର ବାର୍ତ୍ତା ଦେବା ପାଇଁ ସେ ଟାୱାର ଚଢ଼ିଥିବା ଜଣା ପଡ଼ିଛି ।

ତେଲୁଗୁ ସମ୍ପ୍ରଦାୟର କଣ୍ଢେଇ ମେଳା
ଭିନ୍ନ ଏକ ପରମ୍ପରା, ତେଲୁଗୁ ସମ୍ପ୍ରଦାୟର କଣ୍ଢେଇ ମେଳା

ତେଲୁଗୁ ସଂପ୍ରଦାୟର ନବରାତ୍ରରେ କଣ୍ଢେଇ ମେଳା ଅନୁଷ୍ଠିତ ହୁଏ । ବ୍ରହ୍ନପୁରରେ ତେଲୁଗୁ ସମ୍ପ୍ରଦାୟ ପକ୍ଷରୁ ପାଳିତ ହୋଇ ଯାଇଛି କଣ୍ଢେଇ ମେଳା । ଦକ୍ଷିଣ ଭାରତର ଆନ୍ଧ୍ର ଓ ତେଲେଙ୍ଗାନା ଅଞ୍ଚଳରେ ବିଶେଷ କରି ଦଶହରା ଓ ଦୀପାବଳି ଅବସରରେ କଣ୍ଢେଇ ମେଳା ପାଳିତ ହୁଏ ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।