• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Jay ShreeRam
ରାମଙ୍କ ନାଁ ନେବାରୁ କହିଲେ 'ଆଉଟ'

ପ୍ରଫେସରଙ୍କ ଅଦ୍ଭୁତ କାରନାମା । ଜୟ ଶ୍ରୀରାମ କହିବାରୁ ମଞ୍ଚରୁ ଓହ୍ଲାଇ ଦେଲେ । ଏପରି ଏକ ଘଟଣା ପୁରା ଦେଶରେ ହଇଚଇ ସୃଷ୍ଟି କରିଛି ।

Ram Chandani
କୃଷକଙ୍କ ପାଇଁ କ୍ଲିନିକ, ଆରମ୍ଭ କଲେ ରାମଚନ୍ଦାନୀ

ବୁର୍ଲା ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ରାମ ଚନ୍ଦାନୀ ବର୍ତ୍ତମାନ ଜୟ କିଶାନ କ୍ଲିନିକ ଆରମ୍ଭ କରିଛନ୍ତି । ନିକଟରେ ପାରାକ୍ୟୁଇଟ କୀଟନାଶକ ଆନ୍ଦୋଳନ ପରେ ଚାଷୀଙ୍କର ଅନୁରୋଧ କ୍ରମେ ଜୟ କିଶାନ କ୍ଲିନିକ ଆରମ୍ଭ କରିଛନ୍ତି ଡାକ୍ତର ରାମ ଚନ୍ଦାନୀ ।

Aiims bhubaneswar
ଏମ୍ସରେ ଆରମ୍ଭ ହେଲା ଇ-ପେମେଣ୍ଟ ବ୍ୟବସ୍ଥା

ଏନେଇ ପ୍ଲେ ଷ୍ଟୋରରେ ଉପଲବ୍ଧ ହୋଇଛି ଆପ୍ । ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ଥିବା ଏମ୍ସ ଭୁବନେଶ୍ବର ସ୍ବାସ୍ଥ୍ୟ ଆପ ଜରିଆରେ ଏହି ସୁବିଧା ପାଇ ପାରିବେ ରୋଗୀ ଓ ତାଙ୍କ ସମ୍ପର୍କୀୟ ।

Daskathia
ଘରୁ ତଡ଼ିଦେଲେ ପୁଅ-ବୋହୂ; ଏବେ ଦୁଇ ଖଣ୍ତ କାଠି ହିଁ ସାହାରା

ପୁଅ ବୋହୁ ଘରୁ ବାହାର କରି ଦେଇଛନ୍ତି । ଜୀବନ ପ୍ରତି ଆଉ ମୋହ ନାହିଁ । ଆଗରେ କେହି ନାହିଁ କି ପଛରେ କେହି ନାହିଁ । ତଥାପି ସେ ହାରି ନାହାନ୍ତି, ବଞ୍ଚିବାକୁ ଲଢ଼ୁଛନ୍ତି । ଆଉ ନିଜ ଲଢ଼େଇରେ ଅସ୍ତ୍ର ସାଜିଛି ଦୁଇ ଖଣ୍ତ...

king cobra
ଅନଲାଇନ ଦୁନିଆର ହୃଦୟହୀନ ଦୃଶ୍ୟ, ଭିୟୁଜ୍ ପାଇଁ ବାଜିରେ ଲାଗୁଛି ଜୀବନ

ସାପର ଚୋଟରେ ମଇଁଷିର ମୃତ୍ୟୁ ହେବାର ସମସ୍ତ ସମ୍ଭାବନା ଥିବା ସତ୍ତ୍ବେ ବ୍ୟକ୍ତିଙ୍କର ଏପରି ଉଦାସୀନତା ଗ୍ରହଣୀୟ ହୋଇ ପାରୁନାହିଁ । ବାରମ୍ବାର ସାପଟି ଚୋଟ ମାରିବାକୁ ପ୍ରୟାସ କରୁଛି, ଏହା ସତ୍ତ୍ବେ ମଇଁଷିଟି ନିଜକୁ ବଞ୍ଚାଇ ପାରିଛି । ଏହି ମୁକାବିଲାରେ କ୍ୟାମେରା ପଛରେ ଥିବା ବ୍ୟକ୍ତିଙ୍କ...

MOHUA MAITRA
'ଦର୍ଶନ ହୀରାନନ୍ଦାନୀଙ୍କ ବିସ୍ଫୋରକ ବୟାନ, ଟିଏମସି ସାଂସଦଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ'

ସାଂସଦରେ ପ୍ରଶ୍ନ ପଚାରିବାକୁ ନେଇ ଉଠିଲା ପ୍ରଶ୍ନବାଚୀ । TMC ସାଂସଦଙ୍କ ବିରୋଧରେ ଅଭିଯୋଗ ଆଣିଲେ ଦର୍ଶନ ହୀରାନନ୍ଦାନୀ । କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଦନାମ କରିବାକୁ ହେଉଛି ଷଡ଼ଯନ୍ତ୍ର । ଏନେଇ ଦର୍ଶନଙ୍କ ବିସ୍ଫୋରକ ବୟାନ । କହିଲେ, ପ୍ରଧାନମନ୍ତ୍ରୀଙ୍କୁ ବଦନାମ କରିବାକୁ ଆଦାନୀଙ୍କୁ ନିଶାଣ...

Virat Kohli
ସଚିନଙ୍କୁ ଟପିଲେ କିଙ୍ଗ କୋହଲି

ବିରାଟ କମାଲ କୋହଲି .. ବିରାଟ ମାଇଲଷ୍ଟୋନ ମ୍ୟାନ କୋହଲି .. ବିରାଟ ରେକର୍ଡ ବ୍ରେକର କୋହଲି ..

martial arts
'ପେଶାରେ ସେ ଡ୍ରାଇଭର୍, ନିଶା କିନ୍ତୁ ମାର୍ଶଲ ଆର୍ଟ'

ଦୃଢ଼ ମନୋବଳ ଓ ନିଜର ଅଧ୍ୟବସାୟ ସଫଳତାର ପାଦ ଚୁମେ । ଗୁରୁଙ୍କ କ୍ଷେତ୍ରରେ ମଧ୍ୟ ତାହା ହିଁ ଘଟିଛି । ନିଜର ଏହି ସଫଳତା ପାଇଁ ସେ ମାଷ୍ଟର ମୁକେଶ କୁମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Barala balukeswar
ପ୍ରଭୁଙ୍କ ବିଭୂୂତି ପୁରା କରେ ମନୋସ୍କାମନା, ବରାଳ ବାଲୁକେଶ୍ବରଙ୍କ ଅପୂର୍ବ ମହିମା

କୁହାଯାଏ, ବିଶ୍ବାସେ ମିଳନ୍ତି ହରି, ତର୍କେ ବହୁ ଦୂର । ଇୟେ ସେମିତି ଏକ ବିଶ୍ବାସର କଥା । ଯୁଗ ଯୁଗରୁ ଏ ବିଶ୍ବାସରେ ଲୋକଙ୍କ ଆସ୍ଥା ରହି ଆସିଛି ।

Joe Biden
ସମର୍ଥନର ପରିଣାମ ଭୋଗିଲା ଆମେରିକା, ସୈନ୍ୟଙ୍କ ଉପରେ ହେଲା ହମଲା

ଗତ ୨୪ ଘଣ୍ଟା ମଧ୍ୟରେ ଇରାକରେ ଥିବା ଆମେରିକାର ଦୁଇ ଦୁଇଟି ଶିବିରରେ ଡ୍ରୋନ ମାଡ଼ ହୋଇଛି । ପଶ୍ଚିମ ଓ ଉତ୍ତର ଇରାକରେ ଥିବା ସାମରିକ ଶିବିର ଉପରେ ଡ୍ରୋନ ମାଡ଼ ହୋଇଥିବା ବେଳେ ଇରାକ ସେନାର ମଧ୍ୟ କିଛି ସୈନ୍ୟ ନିହତ ହୋଇଥିବା ଜଣା ପଡ଼ିଛି...

Maa Durga
ମାଆ ଦୁର୍ଗାଙ୍କର ଏଠି କୋଡ଼ିଏ ହାତ

ଏଠି ମହିଷା ମର୍ଦ୍ଦିନୀ ରୂପରେ ନୁହେଁ, କୋଡ଼ିଏଟି ଭୁଜା ସହ ପୂଜା ପାଆନ୍ତି ମାଆ । କାହିଁ କେଉଁ କାଳରୁ ମାଆ ଏଠି ବିଂଶ ଭୁଜା ରୂପେ ପୂଜିତା । ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ଧାରଣ କରି ମାଆ ଏଠାରେ ବିଶ୍ଵରୂପା ଶକ୍ତି ସ୍ୱରୂପିଣୀ ଭାବରେ ଦର୍ଶନ ଦିଅନ୍ତି...

Rohit Sharma
ଟ୍ରାଫିକ ନିୟମ ଉଲଙ୍ଘନ କଲେ ରୋହିତ, ବସ୍‌ରେ ଯିବାକୁ କହିଲା ପୋଲିସ

କାର୍‌ର ବେଗ ଥିଲା ଘଣ୍ଟା ପ୍ରତି ୨୧୫ କିଲୋମିଟର । ମୁମ୍ବାଇ-ପୁଣେ ଏକ୍ସପ୍ରେସ ହାଇୱେରେ ଗଡ଼ୁଥିଲା ଗାଡ଼ି । ଟିମ ଇଣ୍ତିଆ କ୍ୟାପଟେନ ରୋହିତ ଶର୍ମା ଚଳାଉଥିଲେ ଗାଡ଼ି । ଏନେଇ ପ୍ରକାଶ ପାଇଛି ରିପୋର୍ଟ ।

TAMIL NADU
'ତାମିଲନାଡ଼ୁ ଶିବକାଶୀରେ ଭୟଙ୍କର ବିସ୍ଫୋରଣ, ୧୧ ମୃତ'

ବାଣ ଗୋଦାମରେ ବିସ୍ଫୋରଣରେ ଘଟି ୧୧ ମୃତ । ମୃତକଙ୍କ ମଧ୍ୟରେ ୯ ମହିଳା ଥିବା ସୂଚନା । ତାମିଲନାଡ଼ୁର ଶିବକାଶୀର ବିରୁଧୁନଗରର କମ୍ମାପଟ୍ଟିଗାଁରେ ଥିବା ଦୁଇଟି ବାଣ ଗୋଦାମରେ ବିସ୍ଫୋରଣ ଘଟିଛି ।

Pratikshya
'ବାପା ପୁଅ କାହାଣୀର କମାଲ୍, ପ୍ରତୀକ୍ଷା ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର'

ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ପ୍ରତୀକ୍ଷା ଚଳଚ୍ଚିତ୍ର ପୁରସ୍କାର ପାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ 'ପ୍ରତୀକ୍ଷା' ଚଳଚ୍ଚିତ୍ରର ନିର୍ଦ୍ଦେଶକ ତଥା ପ୍ରଯୋଜକ ଅନୁପମ ପଟ୍ଟନାୟକ ପୁରସ୍କାର ଗ୍ରହଣ କରିଛନ୍ତି ।

AirAsia CEO
ସାର୍ଟଲେସ୍ ହୋଇ ମିଟିଂରେ ବସିଲେ, ମାଲିସ ବି କରାଇଲେ

ମିଟିଂରେ ବସିଛନ୍ତି, ପୁଣି ବିନା ସାର୍ଟରେ । ଆଉ ତା ଉପରେ ମାଲିସ ମଧ୍ୟ ନେଉଛନ୍ତି । କମ୍ପାନୀ ପରିଚାଳନା ବୈଠକରେ ବସିବା ବେଳେ ଏପରି ବ୍ୟବହାର ପ୍ରଦର୍ଶନ କରିଛନ୍ତି ଏୟାର ଏସିଆ ସିଇଓ ।

War
ଗୁଳିଗୋଳାର ଗର୍ଜନ ମଧ୍ୟରେ ସେନାମୁଖ୍ୟଙ୍କ ଆହ୍ବାନ, ବ୍ୟର୍ଥ ଯିବନି ସୈନିକଙ୍କ ବଳିଦାନ

ଚାଲିଛି ଯୁଦ୍ଧ, ଗର୍ଜୁଛି ଇସ୍ରାଏଲ ଓ ଗାଜା । ଧ୍ବଂସ ଉପତ୍ୟକାରେ ଧୂଳିର ହାହାକାର । ଜୀବନ ବିକଳରେ ଦେଶ ଛାଡ଼ୁଛନ୍ତି ଲୋକେ । ଚାରିଆଡେ ମୃତ୍ୟୁର ତାଣ୍ତବଲୀଳା । ଧ୍ବସ୍ତ ବିଧ୍ବସ୍ତ ହେଲାଣି ଗାଜା ଓ ଇସ୍ରାଏଲ । ଏହାରି ମଧ୍ୟରେ, ଇସ୍ରାଏଲ କମାଣ୍ତରଙ୍କ ଆହ୍ବାନ ।...

America
ଭାରତର ଟେକ୍ନୋଲୋଜି ଉପରେ ନାସାର ନଜର, ଇସ୍ରୋ ମୁଖ୍ୟ କଲେ ଖୁଲାସା

ସ୍ବପ୍ନ ଦେଖିବା ହେଉଛି ସବୁଠାରୁ ସାହସର କାମ । ତାକୁ ସଫଳ କରିବା ତା’ଠାରୁ କଠିନ । ନୂଆ ଭାରତ ସ୍ବପ୍ନ ଦେଖୁଛି ଓ ତାକୁ ସଫଳ କରିବାକୁ କାମ ମଧ୍ୟ କରୁଛି । ଏହାଠାରୁ ବଡ଼ ସଫଳତା ଆଉ କଣ ହୋଇ ପାରେ ବୋଲି ଇସ୍ରୋ ମୁଖ୍ୟ...

Iphone
ଆଇଫୋନ୍ ମାୟାରେ ଭିକାରି, ସୋ’ ରୁମ୍‌ ଭିତରେ ବସ୍ତାଏ ଖୁଚୁରା ଢାଳିଦେଲେ ଆଉ କିଣିଲେ

ଧନୀଙ୍କ ଆଇଫୋନ ବର୍ତ୍ତମାନ ଭିକାରି ହାତରେ । ଦୋକାନ ଗଲେ, ଟଙ୍କା ଦେଲେ ଆଉ ଆଇଫୋନ କିଣିଲେ । ମଧ୍ୟବିତ୍ତଙ୍କ ପାଇଁ ସ୍ବପ୍ନ ପରିଥିବା ଆଇଫୋନକୁ କିନ୍ତୁ ସହଜରେ କିଣି ନେଇଛି ଜଣେ ଭିକାରି ।

America
ଘୃଣା ଅପରାଧର ଭୟଙ୍କର ପରିଣାମ...୬ ବର୍ଷର ଶିଶୁକୁ ହତ୍ୟା କଲା ୭୧ ବର୍ଷର ବୃଦ୍ଧ

ସୀମା ଟପିଲା ବର୍ବରତା । ବିଭତ୍ସ ଭାବେ ୨୬ ଥର ଛୁରାମାଡ଼ କରି ଶିଶୁକୁ ହତ୍ୟା କଲା ଅଭିଯୁକ୍ତ ।

shoaib akhtar
ନିଜ ଗୋଡ଼ରେ କୁରାଢୀ ମାରିଲେ ସୋଏବ, ପୋଷ୍ଟ କରି ହେଲେ ଟ୍ରୋଲ୍

ସଚିନଙ୍କୁ ଆଉଟ ବେଳର ଫଟୋ ପୋଷ୍ଟ କରି ଟ୍ରୋଲ ହେଲେ ସୋଏବ । ଫ୍ୟାନ୍ସ କହିଲେ କଲ୍ ଅଗର କୁଛ୍ ଐସା ହୁଆ ତୋ ..

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।