• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Panchang
Panchang Today 29th Feb 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ଗୁରୁବାର ଚନ୍ଦ୍ର- ତୁଳା ଅହୋରାତ୍ର ତିଥି-୫ ମୀ ଅହୋରାତ୍ର ଘାତଚନ୍ଦ୍ର- ନାସ୍ତି ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ନାସ୍ତି

Gaganyaan
ମହାଶୂନ୍ୟରେ ପାଦ ଥୋଇବ ଭାରତ, ଜାଣନ୍ତୁ...ମହାକାଶ ଯାତ୍ରାରେ ଯିବେ କେଉଁମାନେ...

୪ ମହାକାଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ । ଗଗନଯାନ ମିଶନରେ ମହାକାଶ ଯିବାକୁ ଥିବା ୪ ଜଣଙ୍କ ନାଁ ଘୋଷଣା ହୋଇଛି ।

paytm
କମ୍ପାନୀକୁ ବାଜିଲା RBI ଛାଟ, ଚାକିରି ଯିବା ଭୟରେ ଆତ୍ମହତ୍ୟା କରିଦେଲେ କର୍ମଚାରୀ

ଚାକିରି ଯିବା ଭୟରେ କଲେ ଆତ୍ମହତ୍ୟା । ପେଟିଏମକୁ ନେଇ ଲାଗି ରହିଥିବା ବିବାଦ, ଜଣେ କର୍ମଚାରୀଙ୍କର ଜୀବନ ନେଇଛି ।

Exam
ଯୁକ୍ତ ଦୁଇ ପରୀକ୍ଷାରେ ସାଂଘାତିକ ତ୍ରୁଟି...କର୍ତ୍ତୃପକ୍ଷ କହିଲେ ମିଳିବ ଗ୍ରେସ ମାର୍କ

ତ୍ରୁଟି ମାନିଲେ CHSE ପରୀକ୍ଷା ନିୟନ୍ତ୍ରକ । CHSE ଯୁକ୍ତ ୨ ଫିଜିକ୍ସ ପରୀକ୍ଷାରେ ତ୍ରୁଟି ହୋଇଛି ବୋଲି ମାନିଲେ କର୍ତ୍ତୃପକ୍ଷ ।

BJP
ଲକ୍ଷ୍ନୌରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ, ସାମିଲ ହେଲେ ବୈଜୟନ୍ତ ପଣ୍ଡା

ଉତ୍ତରପ୍ରଦେଶ ଲକ୍ଷ୍ନୌରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସାମିଲ ହୋଇଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ୟୁପି ବିଜେପିର ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ।

Bhubaneswar
ଲୋୟର ପିଏମଜିରେ ମତ୍ସ୍ୟଜୀବୀଙ୍କ ଆନ୍ଦୋଳନ, ସବସିଡି ଦାବିରେ ଗର୍ଜୁଛନ୍ତି

ନୀଳମୟ ହେଲା ଲୋୟର ପିଏମ୍‌ଜି । ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ମତ୍ସ୍ୟଜୀବୀ ସଂଘର ଆନ୍ଦୋଳନ ।

NAC
ବ୍ୟାପୁଛି NAC ଦାବି ନିଆଁ, ରାଜ୍ୟର ସ୍ଥାନେ ସ୍ଥାନେ ଆନ୍ଦୋଳନ-ବନ୍ଦ ପାଳନ

ରାଜ୍ୟର ବିଭିନ୍ନ ସ୍ଥାନରେ ତେଜୁଛି ସରକାର ବିରୋଧୀ NAC ନିଆଁ । NAC ଘୋଷଣା ଦାବିରେ ଅଲଟିମେଟମ ଦେଇ, ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଉଛି ।

Paytm
Paytmକୁ RBI ଚୋଟ, ଅଧ୍ୟକ୍ଷ ପଦ ଛାଡ଼ିଲେ ପ୍ରତିଷ୍ଠାତା; ବୋର୍ଡରେ ଓଡ଼ିଆ ସାମିଲ୍

ଅନଲାଇନ୍ ପେମେଣ୍ଟ ସର୍ଭିସ୍ ସଂସ୍ଥା ପେଟିଏମକୁ RBI ଝଟକା ପ୍ରସଙ୍ଗ । ବହୁ ବାଦବିବାଦ ପରେ କଂପାନୀର ଅଧ୍ୟକ୍ଷ ପଦ ଛାଡ଼ିଲେ ଏହାର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ।

Gaganyaan
କିଏ ଯିବେ ମହାକାଶ: ଘୋଷଣା ହୋଇପାରେ ଭାରତୀୟ ମହାକାଶଚାରୀଙ୍କ ନାଁ !

ଗଗନଯାନ ମିଶନକୁ ନେଇ ବଡ଼ ଅପଡେଟ୍ । ଆଜି ସାମ୍ନାକୁ ଆସିପାରେ ମହାକାଶ ଯିବାକୁ ଥିବା ୪ ଭାରତୀୟଙ୍କ ନାଁ । ଗଗନଯାନ ମିଶନ ପାଇଁ ପ୍ରଶିକ୍ଷିତ ୪ ପାଇଲଟଙ୍କ ନାଁ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Rajya Sabha Election
ରାଜ୍ୟସଭା ନିର୍ବାଚନ: ୫୬ ଆସନରୁ ୪୧ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଆଜି ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ । ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ ଓ କର୍ଣ୍ଣାଟକରେ ୧୫ଟି ଆସନ ପାଇଁ ହେବ ଭୋଟ । ଓଡ଼ିଶା ସମେତ ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଥିଲେ ପ୍ରାର୍ଥୀ । ତେବେ ସେମାନଙ୍କ ମଧ୍ୟରୁ ୪୧ ଜଣ ପ୍ରାର୍ଥୀ...

Marriage
ବିବାହ କରିବାର ଅଦ୍ଭୁତ ଜିଦି...ପୁରୁଷ ଆଙ୍କରଙ୍କୁ ଅପହରଣ କରିନେଲେ ମହିଳା

ବିବାହ କରିବା ପାଇଁ ଅପହରଣ । ଏପରି ଏକ ଘଟଣା ଘଟିଛି ହାଇଦ୍ରାବାଦରେ । ଜଣେ ମହିଳା ବ୍ୟବସାୟୀ, ମ୍ୟୁଜିକ ଚ୍ୟାନେଲ ଆଙ୍କରଙ୍କୁ ବିବାହ କରିବା ପାଇଁ ଅପହରଣ କରିଥିଲେ ।

Matric Exam
ବିଭ୍ରାନ୍ତ ପାଇଁ ଅଭିଯୋଗ, ଲିକ ହୋଇନି ପ୍ରଶ୍ନପତ୍ର: ବୋର୍ଡ ଉପସଭାପତି

ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ଖଣ୍ଡନ କଲେ ବୋର୍ଡ ଉପସଭାପତି । କୌଣସି ପ୍ରଶ୍ନପତ୍ର ଲିକ୍ ହୋଇନଥିବା କହିଲେ ନିହାର ରଂଜନ ମହାନ୍ତି ।

Heart Attack
ମ୍ୟାଚ ଜିତିବା ଖୁସିରେ ମନାଉଥିଲେ ବିଜୟ ଉତ୍ସବ, ହଠାତ ଛାତିରେ ହେଲା ଯନ୍ତ୍ରଣା; ଆଉ ତା’ପରେ ..

ହୃଦଘାତରେ କ୍ରିକେଟର ମୃତ । ସାମ୍ନାକୁ ଆସିଥିବା ଏକ ଦୁର୍ଭାଗ୍ୟଜନକ ଘଟଣା କ୍ରମରେ କର୍ଣ୍ଣାଟକର ପୂର୍ବତନ କ୍ରିକେଟର କେ ହୋଏସାଲାଙ୍କର ହୃଦଘାତରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୪ ବର୍ଷ ବୟସ ହୋଇଥିଲା ।

ବିପଦର ବନ୍ଧୁ
ନିଆଁ କରିଦେଲା ସର୍ବସ୍ୱାନ୍ତ, ତଥାପି ଅଟକିବନି ବାହାଘର; ଦେବଦୂତ ସାଜିଲେ ପୁଅ ଘର ଲୋକେ

କଥାରେ ଅଛି ବିପଦର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ଆଉ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଚାନ୍ଦବାଲି ଅଞ୍ଚଳରେ । ଅଗ୍ନିକାଣ୍ଡରେ ସର୍ବସ୍ୱ ହରାଇବା ପରେ ବି ଝିଅ ଘର ଲୋକଙ୍କ ହାତ ଛାଡ଼ିନାହାନ୍ତି ପୁଅ ଘର ଲୋକେ ।

Railway Bridge
ରେଳପଥ-ସ୍ଥଳପଥ ହେଲା, ଜଳପଥରେ କେବେ ...

ପୁରୀବାସୀଙ୍କୁ ଦୀର୍ଘ ବର୍ଷର ଯନ୍ତ୍ରଣାରୁ ମିଳିବ ମୁକ୍ତି । ମାଟିଆପଡ଼ାଠାରେ ରେଳ ଓଭର ବ୍ରିଜ୍ ନର୍ମାଣ ଲାଗି ଜୋରସୋରରେ ଆଗେଇ ଚାଲିଛି କାମ । ଏପଟେ ପୁରୀରୁ କୋଣାର୍କକୁ ଟ୍ରେନ୍ ଗଡ଼ିବା ନେଇ ମଧ୍ୟ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିସାରିଛନ୍ତି ।

Matric Exam
କାହାକୁ ବି ଛାଡ଼ୁନି AI, ଖୋଜି ଖୋଜି ବାହାର କରୁଛି ତ୍ରୁଟି

ମାଟ୍ରିକ ପରୀକ୍ଷା ଇଂରାଜୀ ବିଷୟରେ ପରୀକ୍ଷା ବେଳେ ବିଭ୍ରାଟ ଓ ତ୍ରୁଟି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI ଦ୍ୱାରା ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ହୋଇଥିବା ବିଭ୍ରାଟ ସାମ୍ନାକୁ ଆସିଛି ।

Sri Mandir
ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କଲେ ଗଜପତି, ମୁକ୍ତି ମଣ୍ତପରେ ବ୍ରାହ୍ମଣଙ୍କର ନେଲେ ଆଶୀର୍ବାଦ

ଶ୍ରୀମନ୍ଦିରରେ ଭିତରକାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ମହାରାଣୀ ଲୀଳାବତୀ ପାଟମହାଦେଇ, ରାଜକୁମାରୀ କୁମାରମଣିଙ୍କ ସହ ସପରିବାର ଦର୍ଶନ କରିଛନ୍ତି ଗଜପତି । ଏହାସହ ନାଟମଣ୍ଡପର କାର୍ଯ୍ୟକୁ ଅନୁଧ୍ୟାନ ମଧ୍ୟ କରିଛନ୍ତି ।

Weather
ଓଃ କି ଶାନ୍ତି...ନିଦାଘ ତାତିରୁ ମିଳିଲା ନିସ୍ତାର...ଆକାଶରୁ ଝରିଲା ଜୀବନ ବିନ୍ଦୁ...

ବଢୁଥିବା ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । ମେଘୁଆ ପାଗ ସହ ଗତକାଲି ରାତିରୁ ରାଜଧାନୀ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ହୋଇଛି ବର୍ଷା ।

LOVE
ବିବାହ ବନ୍ଧନରେ ଦୁଇ ଦିବ୍ୟାଙ୍ଗ

ପ୍ରେମ ଏମିତି ଏକ ବନ୍ଧନ ଯେଉଁଠି ନା ଭାଷାର ଆବଶ୍ୟକତା ରହିଛି ନା ଦୂରତ୍ୱ ସାଜିପାରେ ବାଧକ l କେବଳ ଠାର ସାହାଯ୍ୟରେ ମନ ଦିଆନିଆ ହୋଇ ପାଞ୍ଚ ସହ କିଲୋମିଟର ଦୂରରେ ରହିଥିବା ପ୍ରେମିକା ସହ ସାତ ଜନ୍ମପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦିବ୍ୟାଙ୍ଗ...

Taking Care
ମାଆ ତତେ ଶହେ ସଲାମ !

ନାନାବାୟା ଗୀତ ଶୁଣି ମାଆ କୋଳରେ ଅଝଟ ଶିଶୁଟି କେଡେ ଆରାମରେ ଶୋଇପଡିଛି । ଶୋଇବନି ବା କେମିତି, ଗୀତ ବି ବେଶ୍ ଶରଧାର ସହ ଗାଈ ପୁଅକୁ ତା ମାଆ ପରା ଶୁଆଉଛି, ପୁଅ ଆଉ କେତେ ଅଝଟ ହେବ ଯେ...

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।