• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

PM in team India Dressing room
'ଯନ୍ତ୍ରଣା ଜର୍ଜରିତ ଭାରତୀୟ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀଙ୍କ ସାନ୍ତ୍ୱନା '

ଗୋଟିଏ ମ୍ୟାଚ; ଗତ ଚାରି ବର୍ଷର ପରିଶ୍ରମ, ସଂଘର୍ଷ, ଟ୍ରଫି ଜିତିବାର ସ୍ୱପ୍ନକୁ ଚୁରମାର କରି ଦେଇଥିଲା । ପୁରା ଭାରତ ସେଦିନ ବୁକୁ ଫଟା ଯନ୍ତ୍ରଣାରେ ଛଟପଟ ହୋଇଥିଲା ।

President Draupadi Murmu will travel by train
ରାଷ୍ଟ୍ରପତିଙ୍କ ଟ୍ରେନ ଯାତ୍ରା: ୨ଟି ଏକ୍ସପ୍ରେସ ଓ ଗୋଟିଏ ମେମୁ ଟ୍ରେନର ଶୁଭାରମ୍ଭ

ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ରେଳ ଷ୍ଟେସନରୁ ଆଜି ତିନିଟି ଟ୍ରେନର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Young man from Bihar stabbed a woman
ପ୍ରେମିକର ଛୁରା ମାଡ଼ରେ ଗୁରୁତର ପ୍ରେମିକା, ଅଭିଯୁକ୍ତ ଫେରାର

ପ୍ରେମ ଯେତେବେଳେ ତିକ୍ତତାର ନିଆଁରେ ହୁଏ ଦଗ୍ଧ, ପ୍ରେମରୁ ଯେତେବେଳେ ଫୁଟେ ଆକ୍ରୋଶର ଲାର୍ଭା, ସେତେବେଳେ ଛୁରୀ ମାଡ଼ କରିବାକୁ ପଛାଏ ନାହିଁ ମନର ମଣିଷ ।

Coal train caught fire
କୋଇଲା ଟ୍ରେନରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ

କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ନିକଟରେ ଏକ ଚଳନ୍ତା କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ l ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷୟକ୍ଷତିର ଆକଳନ କରା ଯାଇ ପାରିନାହିଁ ।

Saluga Pradhan became the vice-president
ସାଲୁଗା ହେଲେ ଉପବାଚସ୍ପତି, ବିଧିବଦ୍ଧ ଭାବେ ଘୋଷଣା କଲେ ବାଚସ୍ପତି ପ୍ରମିଳା ମଲ୍ଲିକ

ନିର୍ଦ୍ୱନ୍ଦରେ ଉପବାଚସ୍ପତି ହେଲେ ସାଲୁଗା ପ୍ରଧାନ । ଏନେଇ ବିଧିବଦ୍ଧ ଭାବେ ଘୋଷଣା କଲେ ବାଚସ୍ପତି ପ୍ରମିଳା ମଲିକ।

Deepfake
ୱେବ ଦୁନିଆର ଆନ୍ଧାରୀ ମାୟା, ଡିପ ଫେକ ମେଲାଉଛି କାୟା

ସତ କହିଲେ ପୁରା ନକଲି, କିନ୍ତୁ ଦେଖିବାକୁ ପୁରା ଅସଲି । ଡିପ ଫେକକୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା ।

Mandi issue continues to haunt farmers in Odisha
ଚାଷୀଙ୍କ ପେଟରେ ଲାତ, ବେଆଇନ ଭାବେ ଧାନ କିଣୁଛନ୍ତି ମିଲର୍ସ

ବେଆଇନ ଭାବେ ମଣ୍ତି କିଣୁଛନ୍ତି ମିଲର୍ସ । ଅସାଧୁ ଉପାୟରେ ମିଲରେ ପଶୁଛି ଧାନ । ସବୁ ଜାଣି ଚୁପ ବସିଛି ଯୋଗାଣ ବିଭାଗ । ମିଲର୍ସ ବେପାରୀ ହେବେ ମାଲେମାଲ । ଚାଷୀ ହେବେ ହତାଶ ।

China's position on the Israel-Hamas conflict raises several questions
୪୦ ଦିନରେ ଇସ୍ରାଏଲ ଓ ହମାସ ଯୁଦ୍ଧ, ଯୁଦ୍ଧ ପଛରେ ଚୀନ!

ସରୁନି ଯୁଦ୍ଧ, ଥମୁନି ଯନ୍ତ୍ରଣା .. ୪୦ ଦିନ ବିତିଲାଣି । ହମାସକୁ ନିର୍ମୂଳ କରିବା ପାଇଁ ଇସ୍ରାଏଲର ଶପଥ । ବଳି ପଡ଼ୁଛନ୍ତି ସାଧାରଣ ଜନତା, ସର୍ବନାଶ ହେଉଛି ଦେଶର ସମ୍ପତ୍ତି ।

INDIA all out
ସରିଲା ଭାରତର ବ୍ୟାଟିଂ, ଅଷ୍ଟ୍ରେଲିଆକୁ ୨୪୧ ରନର ଟାର୍ଗେଟ

ବିଶ୍ୱକପ ଫାଇନାଲରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ । ଫାଇନାଲରେ ମନ୍ଥର ବ୍ୟାଟିଂ କଲା ଭାରତ ।

Parking regulation for Final  match
ଷ୍ଟାଡ଼ିୟମ ଭିତରେ ତାତି, ବାହାରେ ଭିଡ଼; ପାର୍କିଂ ପାଇଁ ୨୩ଟି ପାର୍କିଂ ପ୍ଳଟ

ଆଜି ଉଭୟ ଦଳ ପାଇଁ ମହାମଞ୍ଚ ପ୍ରସ୍ତୁତ । ଯିଏ ଜିତିବ ସେ ହେବ ବିଶ୍ୱ ବିଜେତା । ମୋଟ ଉପରେ କହିବାକୁ ଗଲେ ଭାରତ ଜବରଦସ୍ତ ଫର୍ମରେ ଥିବା ବେଳେ ଲଗାତାର ୮ଟି ମ୍ୟାଚ ଜିତି ଅଷ୍ଟ୍ରେଲିଆର ଆତ୍ମ ବିଶ୍ୱାସ ମଧ୍ୟ ଉଚ୍ଚା ରହିଛି ।

Indian Railways announces special trains for World Cup final
ମ୍ୟାଚ ପାଇଁ ଘୋଷଣା ହେଲା, ସ୍ୱତନ୍ତ୍ର ଟ୍ରେନ; ବିମାନ ଭଡ଼ା ଆକାଶ ଛୁଆଁ

ଆସନ୍ତାକାଲି ଖେଳାଯିବ ବିଶ୍ୱକପ ଫାଇନାଲ ମ୍ୟାଚ । ଅହମଦାବାଦରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ ।

Odia Jatra Comedy Rabi Satpathy passes away
ହସାଉଥିଲେ, କନ୍ଦାଇ ଚାଲିଗଲେ; ସମସ୍ତଙ୍କ ପ୍ରିୟ ରବିନନା

ଝଡ଼ ପରର ନିରବତା । ଶାନ୍ତ ପଡ଼ି ଯାଇଛି ସବୁବେଳେ ହସାଉଥିବା ମୁହଁଟି ।

Habalikhti, is now in danger
ବିପଦରେ ହବାଳିଖଟି, ଲୀନ ହେବାକୁ ବସିଛି ସମୁଦ୍ରରେ

କେନ୍ଦ୍ରାପଡା ଜିଲ୍ଳାର ପର୍ଯ୍ୟଟନସ୍ଥଳୀ ହବାଳିଖଟି ଏବେ ବିପଦରେ । ଧୀରେ ଧୀରେ ଏହା ଓଡିଶା ପର୍ଯ୍ୟଟନ ମାନଚିତ୍ରରୁ ବିଲୁପ୍ତ ହେବାକୁ ବସିଲାଣି ।

Rescue operation underway
ଜୀବନ ଦୋ ଛକିରେ, ସପ୍ତମ ଦିନରେ ପହଞ୍ଚିଲା ଉଦ୍ଧାର କାର୍ଯ୍ୟ

ସପ୍ତମ ଦିନରେ ପହଞ୍ଚିଛି ଉତ୍ତରାଖଣ୍ଡ ଟନେଲ ଟ୍ରାଜେଡି । ଗତ ରବିବାରରୁ ଟନେଲ ଭିତରେ ଫସି ରହିଛନ୍ତି ୪୦ ଶ୍ରମିକ ।

Prayer for the victory of India
ଆକାଶରେ ଜଲୱା ଦେଖାଇବ ବାୟୁସେନା, ଭାରତର ବିଜୟ କାମନା କରି ପୂଜାର୍ଚ୍ଚନା

ବିଶ୍ୱକପରେ ସୂର୍ଯ୍ୟକିରଣ ଟିମର ଜଲୱା । ବିଶ୍ୱକପ୍ ଫାଇନାଲ୍ ପୂର୍ବରୁ ଆକାଶରେ ସୂର୍ଯ୍ୟ କିରଣ ଏରୋବାଟିକ୍ ଟିମ୍ ଦେଖାଇବ ଜଲୱା ।

India Australia Final Fight
୨୦ ବର୍ଷ ପରେ ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ; ବଦଲା ନେବାକୁ ପ୍ରସ୍ତୁତ ଟିମ୍ ଇଣ୍ତିଆ

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ବିଶ୍ବକପର ଫାଇନାଲ ଫାଇଟ୍ । ସୁପରସଣ୍ଡେରେ ହେବ ସୁପର ମୁକାବିଲା ।

Explosion in Rourkela Steel Plant
ଶୁଭମ୍ ଇସ୍ପାତ କାରଖାନାରେ ବିସ୍ଫୋରଣ, ଜଣେ ଶ୍ରମିକ ମୃତ

ରାଉରକେଲାରେ ବଡ଼ ଧରଣର ବିସ୍ଫୋରଣ । କାରଖାନାରେ ବିସ୍ଫୋରଣ ଘଟି ଜଣେ ମୃତ ।

Farmer ends life after locust destroys crops
ଚକଡା ଚଡକ.. ଧାନ ପୋକ ନେଲା ଜୀବନ

ଦଶ ଏକର ଜମିରେ ଚାଷ କରିଥିଲେ । ସେଥିରୁ ପାଞ୍ଚ ଏକର ଜମିରେ ଚକଡ଼ା ପୋକ ମାଡ଼ିଗଲା ।

World Cup Semi Final
ଛୁଟିଲା ଶୁଭେଚ୍ଛାର ସୁଅ; ଭାରତର ସେମି ଫାଇନାଲ ବିଜୟକୁ ପ୍ରଶଂସା

ବିଶ୍ୱକପରେ ଭାରତ ଫାଇନାଲରେ ପ୍ରବେଶ କରିବା ପରେ ଛୁଟିଛି ଶୁଭେଚ୍ଛାର ସୁଅ । ଏନେଇ ଏକ୍ସରେ ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Uttarakhand Tunnel Rescue
ଧସୁଛି ମାଟି, ଭାଙ୍ଗୁଛି ଶ୍ରମିକଙ୍କ ଧୈର୍ଯ୍ୟ; ବିଦେଶରୁ ଆସିବେ ବିଶେଷଜ୍ଞ

ଅନ୍ଧାର ଭିତରେ ୪ ଦିନ, ୪୦ ଜୀବନ । ଉତ୍ତରାଖଣ୍ଡର ଉତ୍ତରକାଶୀର ଟନେଲରେ ୪ ଦିନ ଧରି ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।