• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Accident
ଆନ୍ଧ୍ର ପ୍ରଦେଶରେ ସିରିଜ ଦୁର୍ଘଟଣା, ଦୁଇଟି ଟ୍ରକକୁ ପଛରୁ ପିଟିଲା ବସ୍

ଆନ୍ଧ୍ର ପ୍ରଦେଶରେ ଭୟଙ୍କର ଦୁର୍ଘଟଣା । ନେଲୋର ଜିଲ୍ଲାର ମୁସୁନୁରୁରେ ଦୁଇଟି ଟ୍ରକ୍ ଓ ଗୋଟିଏ ଘରୋଇ ବସ୍ ମଧ୍ୟରେ ଧକ୍କା । ଏହି ଭୟଙ୍କର ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ସାତ ଜଣ ପ୍ରାଣ ହରାଇ ସାରିଲେଣି ।

Bhubaneswar AIIMS
ଜିତିଲା ଚିକିତ୍ସା ବିଜ୍ଞାନ, ୯ ବର୍ଷର ପିଲାକୁ ନୂଆ ଜୀବନ ଦେଲା ଭୁବନେଶ୍ୱର ଏମ୍ସ

ପଶ୍ଚିମବଙ୍ଗର ଏକ ବାଳକର ଫୁସଫୁସରୁ ବିନା ଅସ୍ତ୍ରୋପଚାର କରି ୪ ସେଣ୍ଟିମିଟର ଛୁଞ୍ଚି ବାହାର କରିଛନ୍ତି ଭୁବନେଶ୍ୱର ଏମସ ଡାକ୍ତରୀ ଦଳ ।

Bharat Ratna
ଦିଲ ଜିତିଲେ ମୋଦି...ପ୍ରଥମେ ଦୁଇ, ଏବେ ତିନିଜଣଙ୍କୁ ମିଳିବ ଭାରତ ରତ୍ନ

ଦେଶର ଆଉ ୩ ମହାନ ବ୍ୟକ୍ତିତ୍ୱଙ୍କୁ ମିଳିବ ଭାରତ ରତ୍ନ । ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ପି.ଭି. ନରସିଂହ ରାଓ ଓ କୃଷି ବିଜ୍ଞାନୀ ଡକ୍ଟର ଏମ୍.ଏସ୍ ସ୍ୱାମୀନାଥନଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଦିଆଯିବା ନେଇ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।

Murder
ଟଙ୍କା ପାଇଁ ଭାଇ ସାଜିଲା ଭଗାରୀ...୧ ଲକ୍ଷ ୭୦ ହଜାର ଟଙ୍କାର ସୁପାରୀ ଦେଇ କଲା ହତ୍ୟା

ଜମି ପାଇଁ ଜୀବନ ଗଲା । ଭାଉଜ ସହ ମିଶି ସାନଭାଇକୁ ହତ୍ୟାକଲା ବଡ଼ଭାଇ । ଲକ୍ଷେ ୭୦ ହଜାର ଟଙ୍କାରେ ୫ ଜଣ ସୁପାରି କିଲର ନିଯୁକ୍ତ କରି ସାନଭାଇ ଓ ତା’ସାଙ୍ଗକୁ ଯେଭଳି ହତ୍ୟା କଲେ ଭାଇ- ଭାଉଜ, ସାରା ବାଲେଶ୍ୱର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି...

Swaminathan
ସବୁଜ ବିପ୍ଲବର ଜନକ ଡକ୍ଟର ଏମଏସ ସ୍ୱାମୀନାଥନ: ଖାଦ୍ୟ ନିଅଣ୍ଟିଆରୁ ବଳକା ପର୍ଯ୍ୟନ୍ତ ଦେଖାଇଥିଲେ ରାସ୍ତା

ବିଶିଷ୍ଟ କୃଷି ବୈଜ୍ଞାନିକ ଡକ୍ଟର ଏମଏସ ସ୍ୱାମୀନାଥନଙ୍କୁ ମଧ୍ୟ ମିଳିବ ଭାରତ ରତ୍ନ । କୃଷକଙ୍କ କଲ୍ୟାଣ ଓ କୃଷି କ୍ଷେତ୍ର ପ୍ରତି ତାଙ୍କର ଅତୁଳନୀୟ ଅବଦାନ ପାଇଁ ଭାରତ ରତ୍ନରେ ସମ୍ମାନିତ କରାଯିବ ।

Bengaluru Bus
ଝରକା ଖୋଲିଦେଲେ ବୋଲି ଚପଲରେ ସେକାସେକି ହେଲେ ମହିଳା

ଚପଲରେ ଆକ୍ରମଣ, ତାହା ପୁଣି ବସ ଭିତରେ । ଦୁଇ ଜଣ ମହିଳା ପରସ୍ପର ଉପରେ ଆକ୍ରମଣ କରିବାରେ ଲାଗିଛନ୍ତି । ଟଣାଭିଡ଼ା, ପିଟାପିଟି... ଉପରେ ଚପଲରେ ସେକାସେକି ।

Medical
ଲିଫ୍ଟରେ ଯାଉଥିଲେ ନାବାଳିକା..ଏକା ଦେଖି ଅସଦାଚରଣ କଲା ହସ୍ପିଟାଲ କର୍ମଚାରୀ

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା । ମେଡିକାଲ ପରିସରରେ ଥିବା ଲିଫ୍ଟରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ l

SP Press Meet
୧.୪୦ ଲକ୍ଷ ଟଙ୍କାରେ ଭାଇକୁ ମାରିଦେଲେ...ଜମି ପାଇଁ ସାନଭାଇକୁ ହତ୍ୟା କଲା ବଡ଼ଭାଇ-ଭାଉଜ

ନୀଳଗିରି ଥାନା ମିତ୍ରପୁରରୁ ୪ ଦିନ ହେବ ନିଖୋଜ ଥିବା ଭବାନୀ ରାଉତ, ମନୋରଂଜନ ମହାପାତ୍ରଙ୍କ ମୃତ ଦେହ ବ୍ଲୁ ଲେକରୁ ମିଳିଛି । ଭାଇ ଭାଉଜ ହିଁ ଷଡ଼ଯନ୍ତ୍ରକାରୀ ବୋଲି ବାଲେଶ୍ୱର ଏସପି କହିଛନ୍ତି ।

Hemanta Soren
ଧରା ପଡ଼ିଲା ହେମନ୍ତଙ୍କ କଳା କାରନାମା..ସତ ଖୋଲିଲା ହ୍ୱାଟସଅପ୍ ଚାଟ୍‌

ବଢ଼ିଲା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଡ଼ୁଆ । ଇଡି ହାତରେ ଲାଗିଲା ତାଙ୍କର ବିବାଦୀୟ ହ୍ୱାଟସଆପ୍ ଚାଟ୍ ।

Anubhav-Varsha
କେମିତି ଥିଲା ବର୍ଷା-ଅନୁଭବଙ୍କ ୧୦ ବର୍ଷ ସମ୍ପର୍କ; ଏକ୍ସରେ ମନ ଖୋଲି କହିଲେ ଅନୁଭବ

ଛିଣ୍ଡିଲା ଦୀର୍ଘବର୍ଷର ନ୍ୟାୟିକ କଳି, ତୁଟିଲା ୧୦ ବର୍ଷର ସମ୍ପର୍କ । ରିଲ୍ ଲାଇଫରୁ ରିୟଲ୍ ଲାଇଫ୍ ଯାଏଁ ପତି-ପତ୍ନୀ ବନିଥିବା ସେଲିବ୍ରିଟି ଯୋଡ଼ି ଅନୁଭବ-ବର୍ଷାଙ୍କ ଦାମ୍ପତ୍ୟ ଜୀବନରେ ପଡ଼ିଛି ପୂର୍ଣ୍ଣଛେଦ ।

Hemant Soren
ହେମନ୍ତଙ୍କ ପୋଲ ଖୋଲିଦେଲା ହ୍ୱାଟସଆପ ଚାଟ୍, ମିଳିଲା କଳା ସମ୍ପତ୍ତିର ତାଲିକା

ଇଡି ହାତରେ ସୋରେନଙ୍କ ହ୍ୱାଟସଅପ୍ ଚାଟ୍ । ଯେଉଁଥିରେ ରହିଛି ସୋରେନଙ୍କ କଳା ସମ୍ପତ୍ତିର ତାଲିକା । ପଚରାଉଚରା ବେଳେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମୋବାଇଲରୁ ହ୍ୱାଟସ ଅପ୍ ଚାଟର ସୁରାକ ପାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

Arpana rath
ଢ଼ାଳି ଦେଲେ ଭକ୍ତ, ଅର୍ପଣ ରଥରୁ ମିଳିଲା ୩ କୋଟିରୁ ଅଧିକ ଦକ୍ଷିଣା

ଅର୍ପଣ ରଥରୁ ମିଳିଛି ୩ କୋଟିରୁ ଅଧିକ ଦକ୍ଷିଣା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ରାଜ୍ୟସାରା ବୁଲିଥିବା ଅର୍ପଣ ରଥରେ ଭକ୍ତ ହାତ ଖୋଲି ଦକ୍ଷିଣା ଦେଇଛନ୍ତି ।

Dog
ବିପତ୍ତି ବେଳେ ବି ଛାଡ଼ି ଗଲାନି...ସାହାଯ୍ୟ ପାଇଁ ଭୁକି ଚାଲିଲା...୪୮ ଘଣ୍ଟା ଧରି ଶବ ଜଗିଲା

ଆପଣ ଏ ପ୍ରେମକୁ କଣ କହିବେ... ମାଲିକ ମରିଗଲା ପରେ ମଧ୍ୟ କୁକୁରଟି ଜଗି ରହିଥିଲା । ବରଫାବୃତ ପାହାଡ଼ ମଝିରେ ମରି ପଡ଼ିଥିଲେ ଦୁଇ ମଣିଷ । କିନ୍ତୁ ସାଙ୍ଗରେ ଯାଇଥିବା କୁକୁରଟି ଭୁଲି ନଥିଲା ମାନବିକତା । ସେମିତି ଭୁକି ଚାଲିଥିଲା, ଯେପର୍ଯ୍ୟନ୍ତ କେହି ସାହାଯ୍ୟ...

Royal Bengal Tiger
ଶିମିଳିପାଳରେ ମହାବଳ ବାଘର ମୃତ୍ୟୁ...ଠାବ ହେଲା ମୃତଦେହ

ଶିମିଳିପାଳ ଅଭୟାରଣ୍ୟରେ ଗୋଟିଏ ମହାବଳ ବାଘର ମୃତ୍ୟୁ ହୋଇଛି । ଦୁଦୁରୁଚମ୍ପା ନାଳ ନିକଟରୁ ମହାବଳ ବାଘର ମୃତଦେହ ଠାବ କରାଯାଇଛି ।

Rahul Gandhi
ଜାତିକୁ ନେଇ ଆକ୍ଷେପ କଲେ ରାହୁଲ ଗାନ୍ଧି, ପ୍ରଧାନମନ୍ତ୍ରୀଙ୍କୁ କଲେ ନିଶାନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତିକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଆକ୍ଷେପ । ଆଜି ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ବେଳେ ରାହୁଲ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓବିସି ବର୍ଗର ନୁହଁନ୍ତି ।

BSKY
ବିଜ୍ଞାପନ ପାଇଁ ମାରିଦେଲେ...ସ୍ୱାମୀ ଥାଇ ବି ସଜାଇଲେ ବିଧବା

ବିଜ୍ଞାପନ ପାଇଁ ସଧବାକୁ ବିଧବା କରିଦେଲେ, ସ୍ୱାମୀ ବଞ୍ଚି ଥାଉ ଥାଉ ବିଧବା ହୋଇଗଲେ ବୃଦ୍ଧା । ‘ଆମ ଓଡିଶା ନବୀନ ଓଡିଶା’ ମାଗାଜିନରେ ଏଭଳି ସାଂଘାତିକ ଭୁଲ ପଦାକୁ ଆସିଛି ।

Influencer
ପ୍ରଡକ୍ଟର ରିଭ୍ୟୁ ପାଇଁ ଦିଅନ୍ତି ମାତ୍ର ତିନି ସେକେଣ୍ତ, କିନ୍ତୁ ପାଆନ୍ତି ୧୨୦ କୋଟି ଟଙ୍କା

କଥାଟି ବିଶ୍ୱାସ ନହେଲେ ବି ସତ । କାମ ହେଉଛି ଅନଲାଇନରେ ପ୍ରଡକ୍ଟ ରିଭ୍ୟୁ । ପୁଣି ଗୋଟେ ପ୍ରଡକ୍ଟର ରିଭ୍ୟୁ ମାତ୍ର ତିନି ସେକେଣ୍ତରେ ହୁଏ ।

Odisha Assembly
'ଅନ୍ୟ ରାଜ୍ୟରେ ସାମ୍ବାଦିକଙ୍କ ପାଇଁ ପେନସନ ଅଛି, ଏଠି ମଧ୍ୟ ଲାଗୁ କରାଯାଉ'

ଲୋକସେବା ଭବନକୁ ସାମ୍ବାଦିକଙ୍କ ପାଇଁ ଫ୍ରି ଏଣ୍ଟ୍ରି ବ୍ୟବସ୍ଥା କରନ୍ତୁ ସରକାର । ତା’ସହ ସାମ୍ବାଦିକଙ୍କୁ ମିଳୁ ପେନସନ୍ । ଆଜି ବିଧାନସଭା ଶୂନ୍ୟକାଳରେ ସାମ୍ବାଦିକଙ୍କ ବିଭିନ୍ନ ଦାବି ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

Cleanliness
ନିଜ ଜିଲ୍ଲାର ସମ୍ମାନ ଆଗ, ଆଉ ସବୁ ପଛ

ନୂଆଁ ବର୍ଷରେ ପର୍ଯ୍ୟଟକମାନେ ଆସି ବଣଭୋଜୀ କଲେ ...ପର୍ଯ୍ୟଟନସ୍ଥଳୀ ସବୁ ଅଳିଆ ଆବର୍ଜନା ହେବା ସହ ସବୁ ଆଡେ ଖାଲି ପଲିଥିନ ଆଉ ପଲିଥିନ୍ ପଡିଲା... ଏହା ପାଇଁ ଜିଲ୍ଲା ଯେମିତି ବାହାରେ ବଦନାମ ନ ହେବ ସେଥି ପାଇଁ ଆଗେଇ ଆସିଛନ୍ତି ୭୦ ଜଣ ଯୁବକ ଯୁବତୀ......

Locals suffer
ଥଇଥାନ ପାଇଁ ଗୁହାରୀ କରୁଛନ୍ତି କ୍ଷତିଗ୍ରସ୍ତ

ଚାନ୍ଦବାଲି ତହସିଲ ପ୍ରଶାସନର ପାତରଅନ୍ତର ନୀତି ... ଜବରଦଖଲ ଉଚ୍ଛେଦରେ କାହାର ଘର ଭାଙ୍ଗିଲେ ତ ଆଉ କାହା ଘରେ ହାତ ବି ମାରିଲେନି ପ୍ରଶାସନିକ ଅଧିକାରୀ ...ଏ ନେଇ ଲୋକଙ୍କ ଭିତରେ ଦେଖାଦେଇଛି ଅସନ୍ତୋଷ...

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।