• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Renuka
'ସ୍ବାମୀ କାର୍ ଚାଳକ, ପତ୍ନୀ ୪୦ ହଜାର କୋଟିର ମାଲିକାଣୀ'

ଦିନ ଥିଲା ସ୍ବାମୀ ଗାଡ଼ି ଚଲଉଥିଲେ । ଚଳିବା ପାଇଁ କଷ୍ଟ ହେଉଥିଲା । ହେଲେ ଆଜି ସ୍ଥିତି ବଦଳି ଯାଇଛି । ସେହି ଡ୍ରାଇଭର ବାବୁଙ୍କ ସ୍ତ୍ରୀ ଆଜି ଦେଶର ଦାମିକା ଲୋକ ।

War
ଥମିବାର ନାଁ ନେଉନି ଯୁଦ୍ଧ, ହମାସ୍ ବିରୋଧରେ ଇସ୍ରାଏଲ୍‌ର ଜବରଦସ୍ତ ଜବାବ

ଧୂଳିର ଧ୍ବଂସସ୍ତୂପ ତଳେ ଶୋଇ ପଡ଼ିଛି ମାନବତା । ଅଣ୍ଟା ଭାଙ୍ଗି ପଡ଼ିଛି ପ୍ରେମ, ସୌହାର୍ଦ୍ଦ୍ୟ ଓ ଶାନ୍ତି । ଆତଙ୍କବାଦୀଙ୍କ ନିଷ୍ଠୁରତାରୁ କେହି ମଧ୍ୟ ବାଦ ପଡ଼ୁ ନାହାନ୍ତି । ଜାତି, ଧର୍ମ, ବୟସ ନିର୍ବିଶେଷରେ ସମସ୍ତଙ୍କୁ ହତ୍ୟା କରୁଛନ୍ତି ଆତଙ୍କବାଦୀ ।

Zomato
କ୍ୟାବ୍ ମିଳୁନି କି ? ଜାଣନ୍ତୁ ଘରେ ପହଞ୍ଚିବାର ଅଭିନବ ଉପାୟ...

ମେଟ୍ରୋ ସିଟିରେ ଟ୍ରାଫିକ ଜାମ ପ୍ରବଳ । କ୍ୟାବ କି ଓଲା ବୁକ୍ କଲେ କ୍ୟାନସେଲ ହୋଇ ଯାଉଛି କି ? ଆମେ କହିବୁ ଆପଣଙ୍କୁ ଘରେ ପହଞ୍ଚିବାର ଅଭିନବ ଉପାୟ ।

supreme court
‘ମୁଁ ସ୍ୱାମୀ ପରିତ୍ୟକ୍ତା ହୋଇ ମରିବାକୁ ଚାହୁଁନି, ଦୟାକରି ଛାଡ଼ପତ୍ର ଗ୍ରହଣ କରନ୍ତୁ ନାହିଁ ’

ଭାରତୀୟ ସମାଜରେ ବିବାହ ଏକ ପବିତ୍ର ବନ୍ଧନ । ଏହା ଧର୍ମ, ଆଧ୍ୟାତ୍ମିକତା ସହ ବିଶେଷ ଭାବେ ଜଡ଼ିତ । ଏହା ସହ ବିବାହ ଦ୍ୱାରା ସ୍ୱାମୀ ଓ ସ୍ତ୍ରୀ ଉଭୟ ଏକ ଆବେଗ ତଥା ଭାବପୂର୍ଣ୍ଣ ଜୀବନ ଅତିବାହିତ କରିଥାଆନ୍ତି । 

England
ଭାରତ ଆସିବେ ସୁନକ, ଦେଖିବେ ବିଶ୍ବକପ ମ୍ୟାଚ

ଭାରତ-ଇଂଲଣ୍ତ ମ୍ୟାଚ ଦେଖିବେ ଇଂଲଣ୍ତ ପ୍ରଧାନମନ୍ତ୍ରୀ ଋଷି ସୁନକ । ଆସନ୍ତା 29 ରେ ଲକ୍ଷ୍ନୌରେ ଖେଳାଯିବ ଭାରତ ଓ ଇଂଲଣ୍ତ ମଧ୍ୟରେ ବିଶ୍ବକପ ମ୍ୟାଚ ।

death
ବିଧିର ବିଧାନ ଥିଲା ଏମିତି...ଝରକା ଫାଙ୍କରେ ମା’କୁ ଖୋଜୁ ଖୋଜୁ ୪ ମହଲାରୁ ଗଳିପଡ଼ିଲା କୁନିଝିଅ

ଝରକାରୁ ଖସି କୁନି ଝିଅର ମୃତ୍ୟୁ । ଟିକେ ଅସାବଧନତା ପାଇଁ ଚାଲିଗଲା ଜୀବନ । ସତେଯେମିତି ଝରକା ପାଖରେ ଛକି ରହିଥିଲା ମୃତ୍ୟୁ।

sugar
ଆଗକୁ ଆସିପାରେ ଚିନି ସଙ୍କଟ, ବିଦେଶକୁ ବନ୍ଦ ହେବ ରପ୍ତାନୀ

ପୁଣି ଚିନି ରପ୍ତାନୀରେ ଲାଗିବ ରୋକ୍ । କମ୍ ଅମଳ ପାଇଁ ରପ୍ତାନୀ ବନ୍ଦ କରିବାକୁ ସରକାର ନେଇ ପାରନ୍ତି ନିଷ୍ପତ୍ତି ।

bjp
ଅଷ୍ଟ୍ରେଲିଆ ସିନେଟ ସଭାପତିଙ୍କ ଟିମ୍, ବୈଜୟନ୍ତ ପଣ୍ତାଙ୍କୁ ଭେଟିଲା

ଏକ ୬ ଜଣିଆ ସାଂସଦ ପ୍ରତିନିଧି ଦଳ ବିଜେପି ରାଷ୍ଟ୍ରୀୟ ସଭାପତି ବୈଜୟନ୍ତ ପଣ୍ତାଙ୍କୁ ଭେଟିଛନ୍ତି । ବୈଜୟନ୍ତଙ୍କ ବାସଭବନରେ ସାକ୍ଷାତ ଅବସରରେ ଭାରତ ଓ ଅଷ୍ଟ୍ରେଲିଆର ସୁସମ୍ପର୍କ ନେଇ ଆଲୋଚନା କରିଛନ୍ତି ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।