• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Kashi Vishwanath
କାଶୀ ବିଶ୍ୱନାଥ

ଉତ୍ତରପ୍ରଦେଶର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ବାବା ବିଶ୍ୱନାଥ। ଯିଏ ସମଗ୍ର ବିଶ୍ୱର ଅଧିପତି ସେ ହେଉଛନ୍ତି ଭଗବାନ ବିଶ୍ୱନାଥ ଶଙ୍କର। ଗଙ୍ଗା ନଦୀର ପାଖରେ ରହିଛି ଭାରତର ଏହି ପ୍ରମୁଖ ତଥା ପ୍ରସିଦ୍ଧ ନଗରୀ । ଜାଣନ୍ତୁ କାଶୀ ବିଶ୍ୱନାଥକୁ ନେଇ ଅନେକ ଅକୁହା କଥା ଓ କାହାଣୀ...

Panchang
Panchang Today 5th March 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କୁମ୍ଭମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀ ୦୫ ତାରିଖ ମଙ୍ଗଳବାର ଚନ୍ଦ୍ର- ଧନୁ ଅହୋରାତ୍ର ତିଥି- ୯ମୀ ଦିବା ୦୮.୦୪ ଗତେ ୧୦ମୀ ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର ଘାତବାର- ମକର ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ

Ambani Pre Weeding
ବଲିଉଡ ଷ୍ଟାର୍ ସଲମାନ ଖାନଙ୍କୁ ଟେକି ପାରିଲେନି ଅମ୍ବାନୀଙ୍କ ସାନପୁଅ, ଭାଇରାଲ ହେଲା ଭିଡ଼ିଓ...ଦେଖନ୍ତୁ

ସରିଛି ଅନନ୍ତ ରାଧିକାଙ୍କ ପ୍ରି ୱେଡ଼ିଂ ସେରିମନି । ପୂରା ବିଶ୍ୱରୁ ବହୁ ବଡ଼ ବଡ଼ ଲୋକ ଏଥିରେ ଯୋଗ ଦେବାକୁ ନିମନ୍ତ୍ରିତ ହୋଇଥିଲେ । ସିନେମା ଜଗତ, କ୍ରିକେଟ, ଶିଳ୍ପପତି ଆଦି ସମସ୍ତେ ଅମ୍ବାନୀ ପରିବାରର ଏହି ଖୁସିରେ ସାମିଲ ହୋଇଥିଲେ ।

PM Modi
ଲାଲୁଙ୍କୁ ମୋଦିଙ୍କ କଡ଼ା ଜବାବ...ପୂରା ଦେଶକୁ ପରିବାର କହି ଚୁପ କରାଇଲେ ବିରୋଧୀଙ୍କ ମୁହଁ

ଗତକାଲି ଲାଲୁ ଯାଦବଙ୍କ ଏହି ଆକ୍ଷେପ ପରେ ଜବାବ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ୧୪୦ କୋଟି ଜନତା ମୋ ପରିବାର ବୋଲି ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ।

Bengaluru Cafe
ପୂରା କାଫେ ଉଡ଼ାଇବାକୁ ଥିଲା ଯୋଜନା, ଏନଆଇଏକୁ ମିଳିଲା ତଦନ୍ତ ଭାର

ବେଙ୍ଗାଲୁରୁରେ ରାମେଶ୍ୱରମ କାଫେ ବିସ୍ଫୋରଣ ଘଟଣାର ତନାଘନା କରିବ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି ବା ଏନଆଇଏ । ଗୃହମନ୍ତ୍ରାଳୟ ପକ୍ଷରୁ ମାମଲାର ତଦନ୍ତ ଭାର ଏନଆଇଏକୁ ଦିଆଯାଇଛି ।

Delhi Budget
'ଲାଡଲି ବେହେନା'କୁ କପି କଲେ ଦିଲ୍ଲୀ ସରକାର, ମାସକୁ ମିଳିବ ହଜାରେ ଟଙ୍କା

ଦିଲ୍ଲୀ ସରକାର ଆଜି ବଜେଟ ଉପସ୍ଥାପନ କରିଛନ୍ତି । ଉକ୍ତ ବଜେଟରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କ ପାଇଁ ୧୦୦୦ ଟଙ୍କା ଘୋଷଣା କରିଛନ୍ତି । ଦିଲ୍ଲୀ ଅର୍ଥମନ୍ତ୍ରୀ ଆତିଶି ଆଜି ୭୬,୦୦୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି ।

BJP
ଦେଶ ସେବା ପରେ ଏବେ ଲୋକଙ୍କ ପାଳି, ବିଜେପିରେ ମିଶିଲେ ଓଡ଼ିଆ କାର୍ଗିଲ ହିରୋ

୪୦ ବର୍ଷ ଦେଶ ସେବା କରିଛି । ଏବେ ଲୋକଙ୍କ ସେବା କରିବାକୁ ବିଜେପିରେ ଯୋଗଦେଇଛି । ପଦ୍ମ ଧରିବା ପରେ ଏହା କହିଛନ୍ତି ପୂର୍ବତନ ଓଡ଼ିଆ ବାୟୁସେନା ଅଧିକାରୀ ତଥା କାର୍ଗିଲ ଯୁଦ୍ଧ ହିରୋ ଏୟାର ମାର୍ଶଲ ଦିଲୀପ କୁମାର ପଟ୍ଟନାୟକ ।

Anant-Radhika pre wedding event
ପୁଅ ବାହାଘରରେ ନାଚିଲେ ନୀତା ଅମ୍ବାନୀ, ଦର୍ଶକ କହିଲେ ୱାଃ ୱାଃ...

ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଆସନ୍ତା ଜୁଲାଇ ମାସରେ ରାଧିକା ମର୍ଚ୍ଚାଣ୍ଟଙ୍କୁ ବିବାହ କରିବେ । ଏହାପୂର୍ବରୁ ଗୁଜୁରାଟର ଜାମନଗରରେ ଆୟୋଜିତ ହେଉଛି ଅନେକ କାର୍ଯ୍ୟକ୍ରମ ।

Mokim
କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା: ମୋକିମଙ୍କୁ ହାଇକୋର୍ଟଙ୍କ ଛାଟ, ନିର୍ବାଚନ ଅସିଦ୍ଧ ଘୋଷଣା

ମୋକିମଙ୍କ ନିର୍ବାଚନ ଅସିଦ୍ଧ । କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲାରେ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ । ଅପରାଧିକ ମାମଲାର ସବିଶେଷ ତଥ୍ୟ ଦେଇ ନଥିବାରୁ ଅସିଦ୍ଧ ଘୋଷଣା ।

Politics
ଚର୍ଚ୍ଚାରେ ଲାଗିଲା ଫୁଲଷ୍ଟପ୍...ହବନି ମେଣ୍ଟ, ଏକା ଲଢ଼ିବେ ଉଭୟ ଦଳ

ମେଣ୍ଟ ହେଉନି, ବିଜେଡି ହିଁ ମେଣ୍ଟ ଚର୍ଚ୍ଚାକୁ ଆଗକୁ ବଢାଉଛି । ଏମିତି ପ୍ରତିକ୍ରିୟା ରଖିଛନ୍ତି ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର । ଗତକାଲି ଦିଲ୍ଲୀରୁ ଫେରିବା ପରେ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିଥିଲେ ରାଜ୍ୟ ସଭାପତି ମନମୋହନ ସାମଲ ।

Politics
ପଦ୍ମ ପୋଖରୀରେ ଫୁଟୁଛି ଶଙ୍ଖ, ଜଣଙ୍କ ପରେ ଜଣେ ଦଳ ଛାଡ଼ୁଛନ୍ତି ହେଭିୱେଟ୍ ନେତା

ଛିଡୁଛି ବିଜେଡି, ବଢୁଛି ବିଜେପି । ଶଙ୍ଖ କ୍ୟାଂପ ଛାଡ଼ି ପଦ୍ମ ପୋଖରୀକୁ ନେତାଙ୍କ ଡିଆଁ ଜାରି ରହିଛି । ଆଜି ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେଡିରୁ ଇସ୍ତଫା ଦେଇ କାଲି ବିଜେପିରେ ମିଶିବେ ବୋଲି କହିଛନ୍ତି ।

Robot
ଯୁଦ୍ଧରେ ସାମିଲ ହେବେ ରୋବୋଟ, ଚିନ୍ତାରେ ପୂରା ବିଶ୍ୱ; କ'ଣ ହେବ ଭବିଷ୍ୟତ ?

ମେସିନ କୁକୁର! ବର୍ତ୍ତମାନ ଚୀନ ମିଲିଟାରୀରେ ସାମିଲ ହେବାକୁ ଯାଉଛି ଏହି କୁକୁର । ଏହାକୁ ନେଇ ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି । ଦେଖିବାକୁ ଅବିକଳ କୁକୁର ପରି । କେବଳ ଫରକ ଏତିକି, ଏହା ଜୀବନ୍ତ ନୁହେଁ.. କେବଳ ମେସିନ ।

Phone Call
ମାଆଙ୍କ ଫୋନ କଲ ସାଜିଲା ରକ୍ଷା କବଚ, ମୃତ୍ୟୁ ମୁଖରୁ ବଞ୍ଚିଲେ ଯୁବକ

କୁହାଯାଏ ମାଆର ପଣତଠାରୁ ସୁରକ୍ଷିତ ଜାଗା ଅନ୍ୟ କେଉଁଠି ନାହିଁ । ନିଜ ଛୁଆ ପାଇଁ ଦରକାର ପଡ଼ିଲେ ମାଆ ଯୋଦ୍ଧା ପାଲଟିପାରେ । ଛୁଆକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇବାର ଅନେକ ନଜିର ରହିଛି । ମାଆ ଥିଲେ ବା ଭୟ କାହାକୁ ।

PM Modi
ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ

ଆସନ୍ତା ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତକୁ ନେଇ ଚାଲିଛି ବ୍ୟାପକ ପ୍ରସ୍ତୁତି । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଗସ୍ତରେ ଆସି ସେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ସାଧାରଣ ସଭାକୁ ଉଦବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

Pornhub
ବ୍ୟକ୍ତିଗତ ସୁରକ୍ଷା ଲାଗୁଥିଲା ବାଜିରେ...ବାରମ୍ବାର କହିବା ପରେ ମଧ୍ୟ ଶୁଣୁନଥିଲେ ମାଲିକ

ବିନା ଅନୁମତିରେ ଇଣ୍ଟରନେଟରେ ଘୁରି ବୁଲୁଛି ଗୋପନୀୟ ଫଟୋ । ଏପରି ଏକ କେସ ବର୍ତ୍ତମାନ ସାମ୍ନାକୁ ଆସିଛି । ପର୍ଣ୍ଣହବ୍ ଡଟ୍ କମ୍ ସହ ଅନ୍ୟ କେତେକ ୱେବସାଇଟଗୁଡିକରେ ବିଭିନ୍ନ ପ୍ରକାର ଆପତ୍ତିଜନକ ଫଟୋ ପ୍ରକାଶ ହେଉଛି ।

Spanish tourist
ବୁଲିବାକୁ ଆସିଥିଲେ, କିନ୍ତୁ ମିଳିଲା ଯନ୍ତ୍ରଣା...ଝୁଣି ଝୁଣି ଖାଇଲେ ନରପିପାସୁ

ଆମ ଦେଶରେ ଅତିଥିଙ୍କୁ ଭଗବାନ ଭାବେ ମାନନ୍ତି । ଅତିଥି ଦେବୋ ଭବଃ ଅର୍ଥାତ୍ ଅତିଥି ହିଁ ହେଉଛନ୍ତି ଦେବତା । କିନ୍ତୁ ଗତକାଲି ଘଟିଥିବା ଘଟଣା ପାଇଁ ପୂରା ଦେଶ ଆଜି ଅନ୍ତର୍ଜାତୀୟ ସ୍ତରରେ ଲଜ୍ଜା ପାଇଛି ।

Married
ଖଣ୍ଡିଏ ଶାଢୀରେ ଶାଶୁଘର

ଘର ପୋଡ଼ିଥିଲା ମନ ବି ପୋଡ଼ିଥିଲା ଆଶା ନଥିଲା ସିନ୍ଦୁର ମିଳିଲା... ବାଜିଲା ବାଜା .. ଶୁଭିଲା ଶୁଭ ସାହାନାଇ...ବାଣ ରୋଷଣୀରେ ଉଠିଲା ପଡ଼ିଲା ସାରା ଉତୁକୁଡ଼ା ଗାଁ। ସତ ହେଲା ହିରାମଣିଙ୍କ ଆଶା ଖଣ୍ଡିଏ ଶାଢୀରେ ଶାଶୁଘର ଗଲେ ଦିଲ୍ଲୀପ ଙ୍କ କନିଆ ସାଜି ....

Self made road
ମୌଳିକ ସୁବିଧା ବି ଅପହଞ୍ଚ

ଶୁଣିଲାନି ପ୍ରଶାସନ... ଶେଷରେ ବାଧ୍ୟ ହୋଇ ନିଜେ ରାସ୍ତା ତିଆରି କଲେ ଗାଁ ଲୋକେ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଶାଳଚୁଆ ପଂଚାୟତ ନାଳସାହି ପଠାଣିପକା ଗ୍ରାମବାସୀ ନିଜ ଗାଁ ପାଇଁ ନିଜେ ରାସ୍ତା ତିଆରି କରିଛନ୍ତି । ଯାହାକୁ ସ୍ଥାନୀୟ ଅଂଚଳରେ ବେଶ୍ ପ୍ରଶଂସା...

Tollywood Actress
ହୋମଗାର୍ଡଙ୍କୁ ଅଭିନେତ୍ରୀଙ୍କ ଆକ୍ରମଣ

ରାସ୍ତା ମଝିରେ ଇଏ ସେଇ ତେଲୁଗୁ ସୁନ୍ଦରୀ । ଯିଏ ପୁଲିସ ସହ ଯୁକ୍ତି କରୁଛନ୍ତି । ଏମିତିକି ଠେଲାପେଲା ବି କରିଛନ୍ତି । କାରଣ ଏତିକି, ସେ ଟ୍ରାଫିକ ନିୟମ ଭାଙ୍ଗିଥିଲେ । ଆଉ ଏ ପୁଲିସ ଭାଇ ଜଣକ ତାଙ୍କ ଭୁଲ୍ ଧରିଥିଲେ ।

Water crises
ପ୍ରଶାସନ ନିଦାବିଷ୍ଣୁ

ଖରାଦିନ ଆରମ୍ଭରୁ ଦେଖା ଦେଲାଣି ଜଳ ସଙ୍କଟ । କୂଅ, ପୋଖରୀ ସବୁ ଶୁଖିଲା ପଡିଲାଣି । ଏମିତିକି ଟ୍ୟାପରୁ ବି ଆଉ ବାହାରୁନି ପାଣି । ଯାହାକୁ ନେଇ ସମସ୍ୟା ଭଗୁଛନ୍ତି କଟକ ଜିଲ୍ଲା ଟାଙ୍ଗି ନିକଟସ୍ଥ ଗୋବିନ୍ଦପୁର ପଞ୍ଚାୟତ ବାସୀ ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।