କର୍ମ ପାଖରେ ହାର ମାନିଛି ବୟସ l ବୟସ ଶହେ ଟପିଥିଲେ ବି ଏବେ ବି ଯୁବ ସୁଲଭ ପରି ଲୁହାକୁ ଗରମ କରି ବିଭିନ୍ନ ସାମଗ୍ରୀ କରୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ରାମନଗର ର ଅନିଲ କର୍ମକର l କମାର ଶାଳ ତାଙ୍କ ପାଇଁ କର୍ମଭୂମି ।
ଦିନିକିଆ ମୟୁରଭଞ୍ଜ ଗସ୍ତରେ ଯାଇ ଶୁଲିଆପଦା ବ୍ଲକର କୁଜୁଡ଼ିହି ଠାରେ ଅଙ୍ଗନୱାଡି ଗୃହରେ ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ସେମାନଙ୍କ ଦୁଃଖ ସୁଖ ପଚାରି ବୁଝିଛନ୍ତି । ଏହା ପରେ ରାଜ୍ୟପାଳ କୁଡୁଡ଼ିହି ଗ୍ରାମର ବିଭିନ୍ନ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କ...
ସୌର କୁମ୍ଭ ମାସ ମାଘ ଶୁକ୍ଳପକ୍ଷ । ଇଂରାଜୀରେ ୨୨ତାରିଖ ଗୁରୁବାର ଚନ୍ଦ୍ର- କର୍କଟ ଅହୋରାତ୍ର ତିଥି - ୧୩ଶୀ ଦିବା ୦୧.୨୧ ଗତେ ୧୪ଶୀ ଘାତଚନ୍ଦ୍ର- ନାସ୍ତି ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ନାସ୍ତି
ଗତ ଜାନୁଆରୀ ୧୮ ରେ ନୋଏଡା ପ୍ରାଧିକରଣ କାର୍ଯ୍ୟାଳୟରେ ତାଲା ପକାଇବା ପାଇଁ ପ୍ରାୟ ୭୪୬ କୃଷକ ଯାଇଥିଲେ । ବର୍ତ୍ତମାନ ସେ ସମସ୍ତ କୃଷକଙ୍କ ବିରୋଧରେ FIR ଦାଖଲ କରାଯାଇଛି ।
ଯାହାର ଦେଖାରଖା କରୁଥିଲେ, ସେ ହିଁ ନେଇଗଲା ପ୍ରାଣ । ଦିନେ ସେଇ ସିଂହର ସେ ଅତି ପ୍ରିୟ ଥିଲେ, ଖାଇବାକୁ ଦେଉଥିଲେ ତା’ର ଯତ୍ନ ନେଉଥିଲେ । ଶେଷରେ ସେ ହିଁ ସାଜିଲା କାଳ । ଖାଇବାକୁ ଦେବା ସମୟରେ କଲା ଆକ୍ରମଣ, ଚାଲିଗଲା ପ୍ରାଣ ।...
ମନୋଜ ତିୱାରୀ ଦାବି କରିଛନ୍ତି ଯେ, ଯଦି ସେ କୋଲକାତା ନାଇଟ୍ ରାଇଡର୍ସର ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀରଙ୍କ ସହ ଝଗଡ଼ା ନ କରିଥାନ୍ତେ ତେବେ ତାଙ୍କୁ ଅଧିକ ଫାଇଦା ମିଳିଥାଆନ୍ତା ।
ଦିଲ୍ଲୀର ଫୁଟପାଥରେ ପଢ଼ନ୍ତି ପାଠ । ଏଥି ସହ ଘର ସମ୍ଭାଳିବା ପାଇଁ କାମ ମଧ୍ୟ କରନ୍ତି । ବୟସ ବହୁତ କମ । କିନ୍ତୁ ପାଠ ପଢ଼ିବାର ଅଦମ୍ୟ ଇଚ୍ଛା ତାଙ୍କୁ ଜୀବନ ସଂଘର୍ଷରୁ ହଟାଇ ପାରିନି ।
ସନ୍ଦେଶଖାଲିରେ ସବୁ ସୀମା ଡେଇଁଲା ପୋଲିସ୍ । ଲାଇଭ୍ ରିପୋର୍ଟିଂ ବେଳେ ସାମ୍ବାଦିକଙ୍କୁ ପଶ୍ଚିମବଙ୍ଗ ପୋଲିସ୍ ଉଠାଇ ନେଲା । ରିପବ୍ଲିକ ବାଙ୍ଗଲା ଟିଭି ସାମ୍ବାଦିକ ସନ୍ତୁ ପନ୍ ଙ୍କୁ ଗିରଫ କରାଯାଇଛି ।
ଝିଅ ମାନେ ପରଜାତିରେ ବିବାହ ହେଲେ ବୋଲି ମୃତ୍ୟୁ ପରେ ମା’କୁ ମିଳିଲାନି ଚାରି କାନ୍ଧ। ଶେଷରେ ବୃଦ୍ଧା ମା’ର ମରଶରୀର ମଶାଣି ଯାଏଁ ଟ୍ରଲିରେ ବୁହା ହୋଇଗଲା। ଅଭିଯୋଗ ଆସିଛି, ସମ୍ବଲପୁର ଜିଲ୍ଲା କୁଚିଣ୍ଡାରୁ।
ଦୀର୍ଘ ୨୫ ବର୍ଷ ପରେ ଘରକୁ ଫେରିଲେ ବଂଶୀଧର । ଗଲାବେଳକୁ ଯୁବକ ଥିଲେ ଏବେ ସେ ୭୦ ବର୍ଷର ବୃଦ୍ଧ । ଏହାରି ଭିତରେ ଅନେକ ପରିବର୍ତ୍ତନ ଘଟିଛି ।
ପାଣିରେ ପଡିଲା ସାଢେ ୪ ଲକ୍ଷ ଟଙ୍କା । ଆମ୍ବ ବଗିଚା ପାଇଁ ଚାରା ଲଗାଇଲେ ହେଲେ ଏବେ ଚିହ୍ନବର୍ଣ୍ଣ କିଛି ଦେଖାଯାଉନି । ସେପଟେ ଗଛ ଲଗାଇ ବାଡ ଦେଇନଥିଲେ ବୋଲି ଅଭିଯୋଗ ହେଉଛି ।
ସୌର କୁମ୍ଭମାସ ମାଘ ଶୁକ୍ଳପକ୍ଷ । ଇଂରାଜୀ ୨୦ ତାରିଖ ମଙ୍ଗଳବାର ଚନ୍ଦ୍ର- ମିଥୁନ ଅହୋରାତ୍ର ତିଥି - ୧୧ ଶୀ ଦିବା ୦୯.୫୬ ଗତେ ୧୨ଶୀ ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର ଘାତବାର- ମକର ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ
ରାତି ପାହିଲେ ମାଟ୍ରିକ୍ ପରୀକ୍ଷା । ପ୍ରଥମ ପେପରରେ ଭଲ କରିବାକୁ ପିଲା ରିଭିଜନ ଚଳାଇଥିବା ବେଳେ ବୋର୍ଡ ପକ୍ଷରୁ ପ୍ରସ୍ତୁତିକୁ ଦିଆଯାଉଛି ଶେଷ ସ୍ପର୍ଶ ।
ବିଦେଶରେ ବଡ଼ ଚାକିରି କରାଇ ଦେବାର ଆଶା ଦେଖାଇ ଶତାଧିକ ଲୋକଙ୍କୁ ଠକେଇ । ଗଞ୍ଜାମ ଜିଲ୍ଲାର ୧୦୦ରୁ ଅଧିକ ଲୋକଙ୍କୁ ଚୂନ ଲଗାଇ ପ୍ରାୟ ୧୦ ଲକ୍ଷ ଟଙ୍କା ଠକି ନେଇଛନ୍ତି ୩ ଠକ ।
ଚଣ୍ଡିଗଡ଼ ମେୟର ନିର୍ବାଚନ ବେଳେ ବାଲାଟ ପେପର ଟାମ୍ପରିଂ କରିଥିବା ରିଟର୍ଣ୍ଣିଂ ଅଫିସର ଦଣ୍ଡିତ ହେବା ଉଚିତ କହିଲେ ସୁପ୍ରିମକୋର୍ଟ । ଆଜି ମେୟର ନିର୍ବାଚନ ସଂପର୍କିତ ମାମଲାର ଶୁଣାଣି ବେଳେ ଏଭଳି କହିଛନ୍ତି ସୁପ୍ରିମକୋର୍ଟ ।
କେଜରିୱାଲଙ୍କ ବିରୋଧରେ କୋର୍ଟକୁ ଗଲା ଇଡି । ଜାଣିଶୁଣି ସମନ୍ କୁ ଅବମାନନା କରିଥିବାର ଅଭିଯୋଗ କରାଯାଇଛି ।
ପୁଣେରେ ଖୋଲିଛି ଗୁଗୁଲର ନୂଆ କାର୍ଯ୍ୟାଳୟ । ଏନେଇ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ଉତ୍ତରପ୍ରଦେଶର ସମ୍ଭାଲରେ ଶ୍ରୀ କଲକୀ ଧାମ୍ ମନ୍ଦିରର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଦିଲ୍ଲୀରୁ ମୋଦି ମନ୍ତ୍ର ନେଇ ଫେରିଲେ ବିଜେପି ନେତା । ୨ ଦିନିଆ ରାଷ୍ଟ୍ରୀୟ ଅଧିବେଶନରେ ୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛି ବିଜେପି ।
ଅତି ସବୁବେଳ ଖରାପ । ଅତି ଲେମ୍ବୁ ଚିପୁଡ଼ିଲେ ପିତା ପରି ଅତି ହେଉଛି ‘ସର୍ବତ୍ର ଗର୍ହିତମ୍’ । ଏହାର ଏକ ଉଦାହରଣ ନିକଟରେ ଦେଖିବାକୁ ମିଳିଛି ।