ବର୍ତ୍ତମାନର ଯୁଗ ବିଜ୍ଞାନ ଓ ପ୍ରଯୁକ୍ତିର ଯୁଗ । ହାତ ପାହାନ୍ତାରେ ମିଳିଯାଉଛି ସବୁକିଛି । ବଦଳୁଥିବା ଦୁନିଆ ସହ ତାଳ ଦେଇ ବଦଳୁଛି ମଣିଷ । ଅନେକ ସମୟରେ ଇଣ୍ଟରନେଟର ଖରାପ ବ୍ୟବହାର ଅଡ଼ୁଆରେ ପକାଉଛି ।
ସ୍ତ୍ରୀ ଶବ ସହ ୩ ଦିନ ବିତାଇଲା ସ୍ୱାମୀ । ଭୁବନେଶ୍ୱର ମୈତ୍ରୀ ବିହାର ହତ୍ୟା ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ୍ । ମୈତ୍ରୀ ବିହାର ତାରିଣୀ ନଗର ଅଞ୍ଚଳରେ ମହିଳାକୁ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।
ଆସନ୍ତାକାଲି ରାଜ୍ୟ ବିଜେପିର ନିର୍ବାଚନ କମିଟି ବୈଠକ । କାଲି ଅପରାହ୍ନରେ ବୈଠକ ହେବ ବୋଲି କହିଲେ ସଭାପତି ମନମୋହନ ସାମଲ । ନିର୍ବାଚନ କମିଟି ମିଟିଂରେ ସମସ୍ତ ସିଟ୍ ପାଇଁ ପରୀକ୍ଷା ନିରୀକ୍ଷା କରାଯିବ ବୋଲି କହିଲେ ମନମୋହନ ।
ରାଜ୍ୟ ସରକାରୀ କର୍ମଚାରୀଙ୍କ ଡିଏ ୪% ବଢ଼ିଲା । ବର୍ଦ୍ଧିତ ଡିଏ ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ ବୋଲି ଜଣା ପଡ଼ିଛି ।
ଭାୟାକମ୍ ୧୮ ମିଡିଆରେ ଅଂଶଧନ କିଣିବ ରିଲାଏନ୍ସ । ଏନେଇ ରିପୋର୍ଟ ପ୍ରକାଶ ପାଇଛି ।
ଜେଲ କହିଲେ ଆମ ମନରେ ଅପରାଧ ହିଁ ଆସିଥାଏ । ଜେଲରେ ଥିବା ସମସ୍ତେ କ୍ରୁର, ହିଂସ୍ର ପ୍ରବୃତ୍ତିର ବୋଲି ଆମ ମନରେ ଧାରଣା ରହି ଆସିଛି । ତେବେ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ଜଣେ କଏଦୀ ।
ପଦ୍ମ ସମ୍ମାନିତଙ୍କୁ ମାସିକ ୨୫ ହଜାର । ପଦ୍ମ ସମ୍ମାନରେ ସମ୍ମାନିତ ବ୍ୟକ୍ତି ବିଶେଷଙ୍କୁ ମିଳିବ ସମ୍ମାନ ରାଶି । ମାସିକ ୨୫ ହଜାର ଟଙ୍କା ମିଳିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।
ଔଷଧର ଦାମ ମାତ୍ର ଶହେ ଟଙ୍କା । କିନ୍ତୁ ବିକ୍ରି ହୋଇଛି ଦୁଇ ଲକ୍ଷ ଟଙ୍କାରେ । ସାମାନ୍ୟ ଫଙ୍ଗସ ମେଡିସିନକୁ କ୍ୟାନସର ମେଡିସିନ କହି ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଇଛି । ଏପରି ଏକ ଘଟଣାର ପର୍ଦାଫାସ କରିଛି ଦିଲ୍ଲୀ ପୋଲିସ ।
ଲଞ୍ଚ ହେଉ ହେଉ ଘଟିଲା ବିସ୍ଫୋରଣ । ଅଧା ଆକାଶରେ ଫାଟିଗଲା ରକେଟ । ଉତକ୍ଷେପଣ ପରେ ମାତ୍ର ୧୦ ସେକେଣ୍ତ ଭିତରେ ଫାଟିଲା ରକେଟ । ଏପରି ଘଟଣା ଘଟିଛି ଜାପାନରେ । ଏକ ପ୍ରାଇଭେଟ କମ୍ପାନୀ ତରଫରୁ ରକେଟ ଉତକ୍ଷେପଣ କରାଯାଉଥିଲା ।
ଗତ ସୋମବାର ଭାରତ ଅନେକ ଯୁଦ୍ଧାସ୍ତ୍ରଯୁକ୍ତ ଅଗ୍ନି-୫ ମିସାଇଲର ସଫଳ ପରୀକ୍ଷଣ କରିସାରିଛି । ଏଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ 'ମିଶନ ଦିବ୍ୟାସ୍ତ୍ର' ବୋଲି ମଧ୍ୟ ଘୋଷଣା କରି ସାରିଛନ୍ତି । ଅଗ୍ନି କ୍ଷେପଣାସ୍ତ୍ର ଉପରେ କାର୍ଯ୍ୟ କରୁଥିବା ମହିଳା ବୈଜ୍ଞାନିକ ପ୍ରୋଜେକ୍ଟର ନେତୃତ୍ୱ ନେଇଥିଲେ ।
ରାଜ୍ୟରେ ଉପରମୁହାଁ ପାରଦ । ମେଘମୁକ୍ତ ଆକାଶ ସହ ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ପାଇଁ ତାତି ବଢିଛି । ଆଗକୁ ସ୍ୱାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ।
ପଶ୍ଚିମ ଓଡ଼ିଶାର ସ୍ୱାସ୍ଥ୍ୟସେବାର ପ୍ରାଣକେନ୍ଦ୍ର, ବୁର୍ଲା ହସପିଟାଲ । ଅସୁମାରୀ ଆଶା ସହ ଭିମସାରରେ ଆରମ୍ଭ ହୋଇଥିଲା ସୁପର ସ୍ପେଶାଲିଟି ହସପିଟାଲ ।
ଗତକାଲି ସିଏଏ ବିଜ୍ଞପ୍ତି ଜାରି କରିଥିଲା କେନ୍ଦ୍ର ଗୃହ ମନ୍ତ୍ରାଳୟ । ୨୦୧୯ ଡିସେମ୍ବରରେ ସଂସଦରେ ପାସ୍ ହୋଇଥିଲା ଏହି CAA । ଏହା ଲାଗୁ ହେବା ପରେ ଅଣମୁସଲିମ୍ ଶରଣାର୍ଥୀଙ୍କୁ ମିଳିବ ଭାରତୀୟ ନାଗରିକତା । ସେଥିମଧ୍ୟରେ ୩ ପଡ଼ୋଶୀ ଦେଶର ଶରଣାର୍ଥୀଙ୍କୁ ମିଳିବ ଏହି ସୁବିଧା।
ଟ୍ରୋଲ ନେଲା ଜୀବନ । ଅତ୍ୟଧିକ ଗ୍ଲାନି ଓ ଲଜ୍ଜାରେ ଜର୍ଜରିତ ହୋଇ ଆତ୍ମହତ୍ୟା କଲେ ମହିଳା । ଗତ ସପ୍ତାହରେ ଟ୍ରେନ ସମ୍ମୁଖକୁ ଆସି ଜୀବନ ହାରିଥିଲେ ଏହି ମହିଳା । ତେବେ ମହିଳାଙ୍କ ମୃତ୍ୟୁ ପରେ ତାହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଘଟଣାଟି...
ଟେକ୍ନୋଲୋଜି ବଢ଼ିବା ସହ ବଢ଼ି ଚାଲିଛି ସାଇବର କ୍ରାଇମ । ମୁହୂର୍ତ୍ତକେ ଆକାଉଣ୍ଟରୁ ଖାଲି ହୋଇଯାଉଛି ଟଙ୍କା । ଦିନକୁ ଦିନ ବଢ଼ୁଥିବା ସାଇବର କ୍ରାଇମ ଲୋକଙ୍କ ନିଦ ହଜାଇ ଦେଉଛି । AI ର ବ୍ୟବହାର କରି ଅସମ୍ଭବକୁ ସମ୍ଭବ କରାଯାଉଛି ।
ସରପଞ୍ଚ ପାଇବେ ୧୦ ହଜାର । ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ପାରିତୋଷିକ, ଭତ୍ତା ବଢ଼ିଲା । ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ସମିତି ସଭ୍ୟ, ସରପଞ୍ଚଙ୍କ ଭତ୍ତା ବୃଦ୍ଧି । ଜିଲ୍ଲା ପରିଷଦ ସଭାପତି ଏଣିକି ମାସିକ ପାଇବେ ୩୦ ହଜାର ଟଙ୍କା ।
ସିଏଏ ବିଜ୍ଞପ୍ତି ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ନାଗରିକତା ସଂଶୋଧନ ଆଇନ ନେଇ ବିଜ୍ଞପ୍ତି ଜାରି କରାଯାଇଛି । ୨୦୧୯ ଡିସେମ୍ବରରେ ସଂସଦରେ ପାସ୍ ହୋଇଥିଲା ଏହି CAA । ଏହା ଲାଗୁ ହେବା ପରେ ଅଣମୁସଲିମ୍ ଶରଣାର୍ଥୀଙ୍କୁ ମିଳିବ ଭାରତୀୟ ନାଗରିକତା ।
ନା ଲୋକଙ୍କ ଧନଜୀବନ ପ୍ରତି ଦାୟିତ୍ୱ ରହୁଛି, ନା ସେମାନଙ୍କ ଆପତ୍ତି ଅଭିଯୋଗ ପ୍ରତି ଖାତିର ରହୁଛି । ଦୀର୍ଘଦିନ ହେଲା, ଖୋର୍ଦ୍ଧା ଭୋଗପୁର ଜନବସତି ଅଞ୍ଚଳରେ ଆଖିବୁଜା ପଥର ଖନନ କରି ଚାଲିଛି ଓଡ଼ିଶା ଖଣି ନିଗମ ।
ବିଜେପି ଓ ବିଜେଡିକୁ କଂଗ୍ରେସର ଟାର୍ଗେଟ । କିଛି ଦିନ ତଳେ ବିଜେଡି ଓ ବିଜେପିର ବାହାଘର କରାଇଥିବା କଂଗ୍ରେସ ଆଜି ଉଭୟଙ୍କଠାରୁ ଜନ୍ମ ନେଇଥିବା ଦୁର୍ନୀତି ରୂପକ ଦଶ ଶିଶୁଙ୍କର ଅନ୍ନ ପ୍ରାସନ୍ନ କରିଛି ।
ଶ୍ରୀମନ୍ଦିର ଗର୍ଭଗୃହ ତଳେ ଅଛି ଆହୁରି ୨ଟି ରତ୍ନଭଣ୍ଡାର । ମହାପ୍ରଭୁଙ୍କ ଭଣ୍ଡାର ଗୃହକୁ ଗୋଟିଏ ନୁହେଁ, ଅଛି ଦୁଇ ଦୁଇଟି ପ୍ରବେଶ ଦ୍ୱାର । ଗୋଟିଏ ସେବାୟତମାନେ ବ୍ୟବହାର କରୁଛନ୍ତି ତ ଅନ୍ୟଟି ପୁରା ବନ୍ଦ ରହିଛି ।