• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Crude Oil Becomes Cheaper
ଦର ହ୍ରାସ ସତ୍ତ୍ବେ କମୁନି ତୈଳ ଦର; ଚିନ୍ତାରେ ଗ୍ରାହକ

ଦେଶରେ କମୁନି ପେଟ୍ରୋଲ ଡିଜେଲ ଦର । ଗତ କିଛି ଦିନ ହେବ ଅଶୋଧିତ ତୈଳ ବଜାରରେ ଦର ହ୍ରାସ ଜାରି ରହିଛି । ଏହା ସତ୍ତ୍ବେ ଦେଶରେ ଦର କମିବାର ନାଁ ଗନ୍ଧ ନାହିଁ ।

Health service high in India
ଆକାଶ ଛୁଉଁଛି ଦରଦାମ: ପେଟ୍ରୋଲ ଖାଦ୍ୟ ସାମଗ୍ରୀ ପରେ ବର୍ତ୍ତମାନ ସ୍ୱାସ୍ଥ୍ୟ ସେବା ମଧ୍ୟ ମହଙ୍ଗା

ମହଙ୍ଗାଇ ମାଡ଼ରେ ବେହାଲ ସାଧାରଣ ଜନତା । ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଙ୍ଗା, ଖାଦ୍ୟ ସାମଗ୍ରୀ ମହଙ୍ଗା, ଶିକ୍ଷା ମହଙ୍ଗା । ବର୍ତ୍ତମାନ ସ୍ବାସ୍ଥ୍ୟ ସେବା ମଧ୍ୟ ମହଙ୍ଗା ।

Odisha Assembly
ଆଜି ରାଜ୍ୟ କ୍ୟାବିନେଟ୍, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ

ଆଜି ରାଜ୍ୟ କ୍ୟାବିନେଟ୍ । ଦିନ ୧୦ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ ।

Uttarkashi tunnel collapse
ଟନେଲ ଟ୍ରାଜେଡି : ଆଜି ବାହାରି ପାରନ୍ତି ଶ୍ରମିକ, ହୀରାକୁଦରୁ ଗଲା ମେସିନ

ଉତ୍ତରାଖଣ୍ଡ ଉତ୍ତରକାଶୀକୁ ଗଲା ହୀରାକୁଦରୁ ସ୍ବତନ୍ତ୍ର ଅଗର ମେସିନ । ଟନେଲ ଟ୍ରାଜେଡିର ଖନନ କାମରେ ଏହି ମେସିନ ଲଗାଯିବ ।

Rally in BBSR
ମନ୍ତ୍ର ଉଚ୍ଚାରଣ କରି ପ୍ରତିବାଦ କଲେ ବ୍ରାହ୍ମଣ ମହାସଂଘ

ମନ୍ତ୍ର ଧ୍ବନୀ ମାଧ୍ୟମରେ ଅଭିନବ ପ୍ରତିବାଦ । ମନ୍ତ୍ର ଉଚ୍ଚାରଣ କରି ପ୍ରତିବାଦ ଜଣାଇଛି ଓଡିଶା ବ୍ରାହ୍ମଣ ମହାସଂଘ ।

Today is the second day of Panchuka
'ପଞ୍ଚୁକ ଦ୍ୱିତୀୟ ଦିନ: ପ୍ରଭୁଙ୍କ ବାଙ୍କଚୂଡ଼ ବେଶ, ବାବା ଧବଳେଶ୍ବରଙ୍କ ଗଙ୍ଗାଧର ବେଶ'

ଆଜି ପଞ୍ଚୁକର ଦ୍ବିତୀୟ ଦିନରେ ଶ୍ରୀଜିଉଙ୍କର ବାଙ୍କଚୂଡ଼ ବେଶ । ପଞ୍ଚୁକରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ ।

International Kids Film Festival held in Salepur
ସାଲେପୁରରେ ଇଣ୍ଟରନ୍ୟାସନାଲ କିଡ୍ସ ଫିଲ୍ମ ଫେଷ୍ଟିଭାଲ, ମଜା ନେଉଛନ୍ତି ଛାତ୍ରଛାତ୍ରୀ

ଅନେକ ସମୟରେ ପିଲାମାନଙ୍କୁ ଟିଭି ଦେଖିବାକୁ ବାରଣ କରିଥାନ୍ତି ବାପମାଆ । ଆଉ ସିନେମା ଯିବା ତ ସାତ ସପନ । ଅଭିଭାବକଙ୍କ ଧାରଣା, ଟିଭି କି ସିନେମା ଦେଖିଲେ ପିଲାମାନଙ୍କ ପାଠପଢା ବ୍ୟାଘାତ ହୋଇଥାଏ ।

Odisha Assembly
'ଶୀତକାଳୀନ ଅଧିବେଶନର ଆଜି ଚତୁର୍ଥ ଦିନ, ଆଦିବାସୀ ବିଲକୁ ନେଇ ଜାରି ରହିପାରେ ଅଚଳାବସ୍ଥା'

ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ଚତୁର୍ଥ ଦିନ । ଗୃହରେ ଶକ୍ତି, ଶିଳ୍ପ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ, ବୟନ ଶିଳ୍ପ, ହସ୍ତତନ୍ତ, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନ କାଳ ରହିଛି ।

Bus Rally
'ଆନ୍ଦୋଳନ କଲେ ବୋଲି ରାଗ, ଅଚାନକ ଚେକିଂରେ ଜରିମାନା ଆଦାୟ'

ଆନ୍ଦୋଳନ କଲେ ବୋଲି ଆକ୍ରୋଶ ଅଭିଯୋଗ । ଏପରି ଅଭିଯୋଗ ଆଣିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ।

Uttarkashi tunnel collapse
ଜିତିବ ଜୀବନ: ଆଉ ମାତ୍ର କେଇ ମିଟର ଦୂରରେ ୪୧ ଜୀବନ

୪୧ ଶ୍ରମିକଙ୍କୁ ଉଦ୍ଧାର ଲାଗି ଚାଲିଥିବା ଅଭିଯାନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସୁଡ଼ଙ୍ଗ ଭିତରକୁ ଡ୍ରୋନ୍ ଛଡାଯାଇ ଶ୍ରମିକଙ୍କ ଗତିବିଧି ନିରୀକ୍ଷଣ କରାଯାଉଛି ।

Delhi boy stabs 18-year-old multiple times
ନିଶାରେ ମତ୍ତ ହୋଇ ହାଣିଲା, ତା'ଉପରେ ନାଚିଲା ..

ନିଶାରେ ମତ୍ତ ବାଳକର ବିଭତ୍ସ କାଣ୍ତ । ୬୦ ଥର ଛୁରୀ ଭୁଷିଲା, ପରେ ନାଚିଲା । ମଝିରେ ମଝିରେ ମୁଣ୍ତକୁ ଗୋଇଠା ମଧ୍ୟ ମାରିଲା ।

Gill stays on top, Kohli rises to third
ଶୀର୍ଷରେ ଶୁବମାନ ସ୍ଥିର, ଚମତ୍କାର ପ୍ରଦର୍ଶନ ପରେ ତୃତୀୟରେ କୋହଲି

ବିଶ୍ୱକପ ଶେଷ ହେବା ପରେ ଆଇସିସି ପକ୍ଷରୁ ଦିନିକିଆ ମାନ୍ୟତା ଘୋଷଣା କରା ଯାଇଛି । ବ୍ୟାଟିଂରେ ଶୁବମାନ ଗିଲ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ।

Sam Altman to return as OpenAI CEO
'ପାଞ୍ଚ ଦିନର ହାଇଡ୍ରାମା ପରେ ଓପନ AI କୁ ଫେରିବେ ସାମ୍'

ପାଞ୍ଚ ଦିନ ଧରି ହାଇଡ୍ରାମା । ପ୍ରଥମେ ବହିଷ୍କାର ପୁଣି ପ୍ରତ୍ୟାବର୍ତ୍ତନ । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଓପନ AI କୁ ଫେରିବେ ସାମ ଅଲ୍ଟମ୍ୟାନ ।

Ind vs Aus
ପୁରୁଣା ଦଳ, ପୁରୁଣା ମୁହଁ, ଫର୍ମାଟ କିନ୍ତୁ ନୂଆ; ଆଜି ଭାରତ ଅଷ୍ଟ୍ରେଲିଆ ଟିଟ୍ୱେଣ୍ଟି ମ୍ୟାଚ

ସରିଛି ବିଶ୍ୱକପ, ଭାଙ୍ଗିଛି ହୃଦୟ । କିନ୍ତୁ ଅତୀତକୁ ପଛରେ ଛାଡ଼ି ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ ଦଳ । ବିଶ୍ୱକପ ଶେଷ ହେବାର ମାତ୍ର ତିନି ଦିନ ପରେ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ଟିଟ୍ୱେଣ୍ଟି ସିରିଜ । କେବଳ ଫର୍ମାଟ ହିଁ ନୂଆ, କିନ୍ତୁ ବିପକ୍ଷ...

student agitation in BJP college
ବିଜେବି କଲେଜରେ ଛାତ୍ର ଅଶାନ୍ତି, ଟାୟାର ଜାଳି କଲେ ପ୍ରତିବାଦ

ପୁଣି ବିଜେବି କଲେଜରେ ଛାତ୍ର ଉତ୍ତେଜନା । କଲେଜ ଗେଟରେ ତାଲା ପକାଇ ରାଜପଥ ଅବରୋଧ କଲେ ଛାତ୍ରଛାତ୍ରୀ ।

ଜୀବନ ଜୀବିକାର ଆଧାର ପାଲଟିଛି ପଥର
ପଥର ଭାଙ୍ଗିଲେ ଚୁଲି ଜଳେ, କିନ୍ତୁ ବୁଡ଼ି ଯିବାକୁ ବସିଛି ବେଉସା

ଚମଡ଼ା ଧୁଡ଼ୁ ଧୁଡ଼ୁ ହୋଇ ଗଲାଣି । ହାତରେ ବଳ ନାହିଁ କି ପାଦରେ ଶକ୍ତି ନାହିଁ । ତଥାପି ଶରୀରର ସବୁ ବଳ ଲଗାଇ ପଥର ଭାଙ୍ଗୁଛନ୍ତି ବୃଦ୍ଧା ମହିଳା ଜଣକ । ବୟସର ଅପରାହ୍ନରେ ବଞ୍ଚିବା ପାଇଁ ସଙ୍ଘର୍ଷ । ପଥର ବୋଝ ତଳେ ନଇଁ...

Lifi coming after wifi
ବିନା ୱାଇଫାଇରେ ଚାଲିବ ଇଣ୍ଟରନେଟ ..

ଘର ଭିତରେ ଲାଇଟ ୱେବ ସାହାଯ୍ୟରେ ଡାଟା ଉପଲବ୍ଧ ହେବ । ଗ୍ରାହକଙ୍କ ଉପରେ ରେଡିଏସନର ପ୍ରଭାବ ଦୂର ହେବ ।

Ship Hijacked
ହମାସକୁ ହାଉତିର ସମର୍ଥନ, ହାଇଜାକ କରିନେଲେ ଜାହାଜ

ହାଇଜାକ ହୋଇ ଯାଇଛି ଭାରତକୁ ଆସୁଥିବା ଜାହାଜ । ଇସ୍ରାଏଲର ଭାବି ଏହାକୁ ହାଇଜାକ କରା ଯାଇଛି । ଏନେଇ ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଭିଡିଓ ଜାରି ପରେ ବଢିଛି ଉତ୍ତେଜନା ।

Tractor overturns
ଘାଟିରେ ଓଲଟିଲା ଟ୍ରାକ୍ଟର: ୨ ମୃତ, ୬ ଗୁରୁତର

ଟ୍ରାକ୍ଟର ଓଲଟି ୨ ମୃତ । ବ୍ରହ୍ମପୁରରେ ଘଟିଛି ଅଭାବନୀୟ ଘଟଣା ।

Qualifier match for 2026 FIFA World Cup
କଳିଙ୍ଗରେ ଫୁଟବଲ ଫିଭର, ମୁହାଁମୁହିଁ ହେବେ ଭାରତ-କତାର

ଆଜି ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ୨୦୨୬ ଫିଫା ବିଶ୍ବକପ ପାଇଁ କ୍ବାଲିଫାୟର ମ୍ୟାଚ । ଶକ୍ତିଶାଳୀ କାତାର ବିରୋଧରେ ମ୍ୟାଚ ଖେଳିବ ବ୍ଲୁ ଟାଇଗର୍ ଭାରତ ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।