ପଲିଟିକାଲ୍ ପ୍ରଚାର ମୈଦାନରେ ବେଶ୍ ଗ୍ରହଣୀୟ ହୋଇଛି ଡିଜିଟାଲ୍ ଫଣ୍ଡା । ଟ୍ରେଣ୍ଡି ଗୀତରେ ଭଳିକି ଭଳି ରିଲ୍ସ, ଯେତିକି ମନଛୁଆଁ ହୋଇଛି, ସେତିକି ଭାଇରାଲ୍ ହେଉଛି ୩ ପ୍ରମୁଖ ଦଳର ଏଜେଣ୍ଡା ଏବଂ ବାର୍ତ୍ତା ।
ଅମିତ୍ ଶାହାଙ୍କ ଓଡ଼ିଶାରେ ସରକାର ଗଢ଼ିବାର ଦମ୍ଭୋକ୍ତି ହଠାତ୍ ବଢ଼ାଇ ଦେଇଛି ଭାଜପା ନେତା ଓ କର୍ମୀଙ୍କ ମନୋବଳ । ଯଦି ତ୍ରିପୁରାରେ ଦଳ ମାତ୍ର ୧.୪ ପ୍ରତିଶତ ଭୋଟ୍ ପାଇ ସରକାର ଗଢି ପାରିଲା, ତାହାଲେ ଓଡିଶାରେ କାହିଁକି ସମ୍ଭବ ନୁହେଁ ବୋଲି କହିବା ପରେ ଆରମ୍ଭ...
ଏଥର ସିଭିଲ ସର୍ଭିସ ପରୀକ୍ଷାରେ ସମସ୍ତଙ୍କୁ ଚମକାଇ ଦେଇଛି ରାଉରକେଲା ନିଟ୍ । ପ୍ରଥମଥର ପାଇଁ ଏକାସଙ୍ଗେ ପାଂଚ ପାଂଚ ଜଣ ଛାତ୍ରଛାତ୍ରୀ ସଫଳତା ପାଇଛନ୍ତି ।
କେନ୍ଦୁଝର ଲୋକସଭା ଆସନ ପାଇଁ ଟିକେଟ କଟିବା ପରେ କଂଗ୍ରେସରୁ ଇସ୍ତଫା ଦେଲେ ମୋହନ ହେମ୍ବ୍ରମ ଓ ପତ୍ନୀ ଝୁନା ପଟ୍ଟନାୟକ । କଂଗ୍ରେସ ଉପରେ ବର୍ଷିବା ସହ ଦଳର ସଦସ୍ୟ ପଦରୁ ଉଭୟ ଇସ୍ତଫା ଦେଇଛନ୍ତି ।
ଉତ୍ତରାଖଣ୍ଡରେ ଭୟଙ୍କର ହେଲାଣି ଜଙ୍ଗଲ ନିଆଁ । ଏତେ ମାତ୍ରାରେ ନିଆଁ ଲାଗିଛି ଯେ ଏହାର ପ୍ରକୋପ ନୈନିତାଲ ହାଇକୋର୍ଟ କୋଲନୀ ପର୍ଯ୍ୟନ୍ତ ବ୍ୟାପିଲାଣି । ନିଆଁ ଲିଭାଇବା ପାଇଁ ହେଲିକପ୍ଟର ସହାୟତା ନିଆଯାଉଛି ।
ଚାକିରି ଛାଡ଼ିଲେ... ଖୁସିରେ ନାଚିଲେ... ବସ୍ଙ୍କ ସାମ୍ନାରେ ଢ଼ୋଲ ବଜେଇ କମ୍ପାନୀରୁ ନେଲେ ବିଦାୟ । ସାଧାରଣତଃ ଚାକିରି ଛାଡ଼ିବେଳେ କଷ୍ଟ ଲାଗିଥାଏ । କେହି କେହି କ୍ୟାରିଅରରେ ଆଗକୁ ବଢ଼ିବାକୁ ଚାକିରି ଛାଡ଼ି ଥାଆନ୍ତି, ଆଉ କେହି କେହି ପରିସ୍ଥିତିରେ ପଡ଼ି ।
ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାମାଙ୍କନରେ ତ୍ରୁଟି ଅଭିଯୋଗ । ରାୟଗଡ଼ା ଜିଲ୍ଲା ବିଷମକଟକର ବିଜେଡି ପ୍ରାର୍ଥୀ ଜଗନ୍ନାଥ ସାରକାଙ୍କ ନାମାଙ୍କନ ପତ୍ରରେ ତ୍ରୁଟି ରହିଥିବା ଅଭିଯୋଗ ଆଣିଛି କଂଗ୍ରେସ ।
ଗୋଟିଏ ଘରୁ ଦୁଇ ଦୁଇ ଜଣଙ୍କର JEE କ୍ଲିୟର୍ । ଏପରି ଘଟଣା ଘଟିଛି ହରିଆଣାର ଗୁରୁଗ୍ରାମରେ । ଦୁଇଜଣ ଯାଆଁଳା ଭାଇ ନିକଟରେ ଅନୁଷ୍ଠିତ JEE କ୍ଲିୟର୍ କରିଛନ୍ତି । ଫଳରେ ଏହା ପରିବାର ପାଇଁ ଦୁଇଗୁଣ ଆନନ୍ଦ ଆଣି ଦେଇଛି ।
ବିଧାୟକ ସମୀର ଦାଶଙ୍କ ବିଜେଡି ଟିକେଟ କଟିବା ପରେ ଜୋର ଧରିଛି ନିମାପଡ଼ା ରାଜନୀତି । ସମର୍ଥକଙ୍କୁ ନେଇ ମେଳି ବାନ୍ଧୁଛନ୍ତି ବିଧାୟକ ସମୀର ଦାଶ ।
ଭୟଙ୍କର ଗ୍ରୀଷ୍ମ ପ୍ରବାହ ପାଇଁ କଟକ-ଭୁବନେଶ୍ୱରକୁ ରେଡ୍ ଆଲର୍ଟ ଜାରି । ଖରାର ପ୍ରକୋପ ବଢ଼ିବା ନେଇ ଟ୍ୱିନ ସିଟିକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆଜି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମ୍ଭାବନା ନେଇ ରେଡ୍ ଆଲର୍ଟ ଜାରି ହୋଇଛି ।
କଥାରେ ଅଛି ମା’ କୋଳେ ପୁଅ ଦୁନିଆ ଡରେନା, ବାପ ଥିଲା ପୁଅ ସଭାରେ ହାରେନା । ଏକଥାର ସତ୍ୟତା କେତେ ଏବଂ ପୁଅଙ୍କ କ୍ଷେତ୍ରରେ କେତେ ପ୍ରମାଣିତ ହୋଇଛି, ତାହା ତ ଜଣାନାହିଁ ।
ସିଂହଦ୍ୱାର ପଟେ ତ ଏସି ଟନେଲ୍, ହେଲେ ପ୍ରଶାସନ କାହିଁକି ପାଶୋରି ଗଲା ଉତ୍ତର ଦ୍ୱାର ସମସ୍ୟାର କଥା ? ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଭକ୍ତ କଲବଲ । ପେଭର ରୋଡର ତାତିରେ ପୋଡ଼ି ଯାଉଛି ଖାଲି ପାଦ ।
ରାତି ପାହିଲେ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ୧୩ଟି ରାଜ୍ୟର ୮୯ ଆସନରେ ପଡିବ ଭୋଟ୍ । କେରଳର ସମସ୍ତ ୨୦ଟି ଯାକ ସିଟରେ କାଲି ଭୋଟ୍ ହେବ ।
ଆଜି ମଧ୍ୟପ୍ରଦେଶର ମୋରେନାରେ ବିଜୟ ସଙ୍କଳ୍ପ ରାଲିରେ ସମ୍ବୋଧିତ କରି କଂଗ୍ରେସ "ଶେହଜାଦା" ରାହୁଲ ଗାନ୍ଧିଙ୍କୁ ନେଇ ମନ୍ତବ୍ୟ ଦେଇଛନ୍ତି । ମୋଦିଙ୍କ ପାଇଁ ରାହୁଲଙ୍କ ଦ୍ୱାରା ପ୍ରୟୋଗ ହୋଇଥିବା ଅପମାନଜନକ ଶବ୍ଦକୁ ନେଇ ବିବ୍ରତ ନହେବାକୁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ।
ଓଡିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଝାରସୁଗୁଡ଼ା ବିମାନ ବନ୍ଦରରେ ସ୍ୱତନ୍ତ୍ର ବିମାନ ଯୋଗେ ପହଞ୍ଚିଲେ ଶାହ । ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସୋନପୁରରେ ପହଞ୍ଚିବେ ।
ଦୁଇ ତିନି ଦିନର ସାମାନ୍ୟ ଆଶ୍ୱସ୍ତି ପରେ ରାଜ୍ୟକୁ ପୁଣି ଫେରିଛି ଗ୍ରୀଷ୍ମ ଲହରି । ଆଜିଠୁ ତାତି ବଢ଼ିବ । କାଲିଠୁ ଆହୁରି ଉପରମୁହାଁ ହେବ ପାରଦ । ଆଜି ଦିନ ୨ଟା ସୁଦ୍ଧା ୪୩ ଡିଗ୍ରୀ ଡେଇଁଛି ତାତି ।
ଗତକାଲି ଖେଳା ଯାଇଥିବା ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଗୁଜରାଟ ଟାଇଟନ୍ସ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚରେ ଡିସି ଅଧିନାୟକ ଋଷଭ ପନ୍ତ ବଢ଼ିଆ ପ୍ରଦର୍ଶନ କରିଥିଲେ ।
ଟାଇଁ ଟାଇଁ ଖରାରେ ଶ୍ରୀଜିଉଙ୍କୁ ଦର୍ଶନ । ଧାଡ଼ିରେ ଠିଆ ହୋଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ମୁଣ୍ଡ ଉପର ଖରା, ଭୂଇଁ ବି ତତଲା । ଚାଲିବା କଷ୍ଟକର । ତାତି ଓ ଗୁଳୁଗୁଳିରେ ଠିଆହୋଇ ଧାଡ଼ିରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ବେଳେ କଲବଲ...
କୋରାପୁଟ ସଂସଦୀୟ କ୍ଷେତ୍ର ଅଧିନସ୍ଥ ପ୍ରମୁଖ ବିଧାନସଭା ଆସନ ଲକ୍ଷ୍ମୀପୁର । ଏଠାରେ ମୋଟ ଭୋଟର ସଂଖ୍ୟା ୧ ଲକ୍ଷ ୫୩ ହଜାର ୫୩୮ । ଏହି ଆସନଟି ଅନୁସୂଚିତ ଜାତି ବର୍ଗ ଲାଗି ସଂରକ୍ଷିତ ।
ମହାପ୍ରଭୁଙ୍କ ଅତି ପ୍ରିୟ ଦୟଣା ଏବେ ଓଡ଼ିଶାରେ ଉତ୍ପାଦନ କମ୍ ହେଉଥିବାରୁ ମହାପ୍ରଭୁଙ୍କ ପାଖରେ ଅଭାବ ଦେଖା ଦେଇଛି । ଯାହାକୁ ନେଇ ବାଙ୍ଗାଲୋରରେ ରହୁଥିବା ଚୌଦ୍ଵାର ଅଞ୍ଚଳର ଜଣେ ଯୁବକ ଦେବଦତ୍ତ ସାହୁ ତାମିଲନାଡ଼ୁରୁ ଆରିଛନ୍ତି ଦୟଣା ।