କଟକ ମ୍ୟୁନିସିପାଲଟି କର୍ପୋରେସନରେ ସାଂଘାତିକ ଘୋଟାଲାର ଅଭିଯୋଗ। ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ୫ କୋଟି ଟଙ୍କାର ଦୁର୍ନୀତି ।
ଗତକାଲି କୋଲ୍ଡ ଡ୍ରିଙ୍କସ ବୋତଲରୁ ମଦ, ଆଜି ପାନ ଦୋକାନରୁ ଗଞ୍ଜେଇ। ନିଶା କାରବାର ରୋକିବାକୁ କମିଶନରେଟ୍ ପୋଲିସର ବଡ଼ଧରଣର ରେଡ୍ ।
ସରକାରୀ ଅର୍ଥକୁ ଅନଲାଇନ୍ କ୍ରିକେଟ୍ ବେଟିଂ ଆପରେ ଲଗାଇ ଦୁଇ ଦୁଇ ଜଣ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଫସିବାକୁ ନେଇ ଏବେ ଚର୍ଚ୍ଚା। କାଲି ଗଞ୍ଜାମ ରାଧାଦେଇପୁର ପିଇଓ, ଆଉ ଆଜି କଳାହାଣ୍ଡି ତଳନାଗି ଓ ପୋଡ଼ାପଦରର ପୂର୍ବତନ ପିଇଓ ବନ୍ଧା ହୋଇଛନ୍ତି।
ଚେନ୍ନାଇରେ ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ବିରୋଧୀ ଗୋଷ୍ଠୀଙ୍କ ମେଳି। ଏଥିରେ ଯୋଗ ଦେଇ ପ୍ରଥମ ଥର ପାଇଁ ବିଜେପି ବିରୋଧରେ ଷ୍ଟାଣ୍ଡ ରଖିଲା ବିଜେଡି। ନବୀନ ଦେଲେ ବିରୋଧୀ ବିବୃତ୍ତି।
ଅଚାନକ ଘୋଟି ଆସିଲା କଳାହାଣ୍ଡିଆ ମେଘ। ସାଇଁ ସାଇଁ ଗର୍ଜନ କରି ବହିଲା ପ୍ରଳୟଙ୍କାରୀ ପବନ। ତୁହାକୁ ତୁହା ବର୍ଷିଲା। ଆକାଶରୁ ଖସିଲା କୁଆପଥର।
ପ୍ରେମିକ ସହ ମିଶି ଘଟାଇଲା ଜଘନ୍ୟକାଣ୍ଡ। ସାଜିଲା ପିଶାଚିନି। ଯାହା ପାଇଁ ସିନ୍ଦୂର ପିନ୍ଧୁଥିଲା, ସାତ ଜନ୍ମର ସାଥୀ ହୋଇଥିଲା, ହାତ ଧରି ବାଟ ଚାଲିବ ବୋଲି କଥା ଦେଇଥିଲା, ତାକୁ ହିଁ ପ୍ରେମରେ ଅନ୍ଧ ହୋଇ ମାରିବାକୁ ପଛଇଲାନି।
ପ୍ରକୃତିର କରାଳ ରୂପ ସବୁ କିଛି ଛାରଖାର କରିଦେଇଛି । କୁଆପଥର ସହ ବର୍ଷା ପବନ ଭାଙ୍ଗିଛି ଲୋକଙ୍କ ମେରୁଦଣ୍ଡ ।
ଜେଲରୁ ଫେରି କରୁଥିଲା ବନ୍ଧୁକ କାରବାର। ରାଜ୍ୟ ବାହାରକୁ ବନ୍ଧୁକ ପଠାଇ ମାଲାମାଲ ବି ହେଉଥିଲା। କଟକ ବୈୟାଳିଶ ମୌଜା ବନ୍ଧୁକ କାରଖାନାର ମାଷ୍ଟର ମାଇଣ୍ଡ। ନାଁ ତା’ର ଚଗଲା ଖୁଣ୍ଟୁଆ ।
ଯାଜପୁରର କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣାଙ୍କ ଉପରେ ଭିଜିଲାନ୍ସ ଯାଞ୍ଚ ବେଳେ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟଜନକ ଘଟଣା। ଭୀମସେନଙ୍କ ବଙ୍ଗଲା ପରିସରରେ ପାଣି ଫ୍ୟାକ୍ଟ୍ରି ରହିଛି। ତାସହ ଏକ ବଡ଼ ଫର୍ଣ୍ଣିଚର ଫ୍ୟାକ୍ଟ୍ରି ବି ରହିଛି ।
ପେଟର ଚର୍ବି ବୃଦ୍ଧି ଏକ ସାଧାରଣ ସମସ୍ୟା । ଖରାପ ଖାଦ୍ୟାଭାସ ଏବଂ ଜଙ୍କ ଫୁଡ୍ ପାଇଁ ଏହି ସମସ୍ୟା ବିଶେଷ ପରିଲକ୍ଷିତ ହୋଇଥାଏ । ବର୍ତ୍ତମାନ ସମସ୍ତେ ଚାହାଁନ୍ତି ଫିଟ୍ ରହିବା ପାଇଁ । ତେଣୁ ଏଥିପାଇଁ ବହୁତ ନିୟମ ଆପଣାଇଥାନ୍ତି।
ଭୁବନେଶ୍ବରରେ ଆତଙ୍କ ଖେଳାଇଛନ୍ତି ଚେନ୍ ଲୁଟେରା। ଗୋଟିଏ ଦିନରେ ଚାରି ଚାରିଟି ଘଟଣା ରାଜଧାନୀବାସୀଙ୍କୁ ଭୟଭିତ କରିଛି । କେଉଁଠି ଗୋଡାଇ ଗୋଡାଇ ଛିଣ୍ଡାଇ ନେଇଛନ୍ତି । ପୁଣି କାର୍ ଭିତରୁ ଝାମ୍ପି ନେଇଛନ୍ତି ଚେନ୍।
ସୀମା ଲଙ୍ଘି ରାସ୍ତା ଭାଙ୍ଗୁଛି । ନିଜେ ନୂଆ ରାସ୍ତା ନିର୍ମାଣ କରୁଛି । ହରକତ ଦୋହରାଉଛି, ବିରୋଧ ବଢୁଛି । ଦିନକୁ ଦିନ ଉଦ୍ଧତ ହେଲାଣି ପଶ୍ଚିମବଙ୍ଗ ପ୍ରଶାସନ ।
ଯେଉଁଠି ଦେଖିବ ସେଇଠି ରହିଛି ବିକ୍ରମ ସାହୁଙ୍କର ଦେଶୀ ମଦ ଭାଟି । ଯେଉଁ ସହରରେ ଖୋଜିବ ସେଇଠି ପାଇବ ବିକ୍ରମଙ୍କର ଆଲିଶାନ ବଙ୍ଗଳା ।
RTE ପାରଦର୍ଶୀ ପୋର୍ଟାଲରେ ବୟସ ଆବେଦନ ଦ୍ବନ୍ଦ୍ବ । ଗୋଟିଏ ରାଜ୍ୟରେ ଦୁଇଟି ନିୟମକୁ ନେଇ ଅଭିଭାବକ କ୍ଷୁବ୍ଧ ।
ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଛୋଟ ଛୋଟ ସମସ୍ୟାକୁ ଖୁବ୍ ଡରନ୍ତି । ସେଇ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ସେମାନେ ଡରି ଡରି ସମସ୍ୟା ଅଧିକ ବଡ଼ କରିଥାନ୍ତି ।
ରାଉରକେଲା ସରକାରୀ ହସ୍ପିଟାଲ। ଏଠାକୁ ଦୈନିକ ଆସୁଛନ୍ତି ଶତାଧିକ ରୋଗୀ। ସୁନ୍ଦରଗଡ ସମେତ ପଡୋଶୀ ଝାଡଖଣ୍ଡ ରାଜ୍ୟର ବହୁ ରୋଗୀ ଏହା ଉପରେ ନିର୍ଭର କରିଥାନ୍ତି। ରୋଗୀଙ୍କ ଚିକିତ୍ସା କରିବ କଣ ଖୋଦ୍ ହସ୍ପିଟାଲର ଟ୍ରିଟମେଣ୍ଟ କରିବା ଜରୁରୀ ହୋଇପଡିଛି।
ଏୟାରପୋର୍ଟ, ହସ୍ପିଟାଲ ଓ କ୍ରାଇମ୍ସ୍ପଟରେ ଖୋଜୁଛି କ’ଣ ? ୨ର୍ଷ ତଳର ପ୍ରମାଣ କ’ଣ ଏବେ ମିଳିଯିବ ? କାରଣ ଜାମୁକୋଳି ଗପ ରଚୟିତାଙ୍କ ନାହିଁ ଦେଖା । ନିଶରେ ତେଲ ମାରି ବୁଲୁଛନ୍ତି ଅରୁଣ ବୋଥ୍ରା । ଇନଭେଷ୍ଟିଗେସନ ଅଫିସର ରମେଶ ଦୋରା ଏବେ କେଉଁଠି ?
ବସିବ ବୈଠକ, ରାଜନୀତି ପାଇଁ କଷିବ ଅଙ୍କ । ଶନିବାର ଦିନ ଚେନ୍ନାଇରେ ହେବାକୁ ଥିବା ବୈଠକରେ ଯୋଗ ଦେବାକୁ ଚେନ୍ନାଇ ଯାଇଛନ୍ତି ବିଜେଡି ପ୍ରତିନିଧି । ଡିଲିମିଟେସନ ନେଇ ଏହି ବୈଠକ ହେବାକୁ ଯାଉଛି ।
ଆଉ ନାହାଁନ୍ତି ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା। ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଯାଇଛି।
କୋରାପୁଟ ତଳମାଳିରେ ଫିଲ୍ମ ସୁଟିଂ ପାଇଁ ୧୫ ଦିନ ରହଣି ପରେ ଫେରିଗଲେ ବଲିଉଡ୍ ଅଭିନେତ୍ରୀ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା। ତେବେ କୋରାପୁଟ ଛାଡ଼ିବା ବେଳେ ସାଙ୍ଗରେ ନେଇଯାଇଛନ୍ତି ଅନେକ ସ୍ମୃତି।