ଯୁବପିଢିମାନଙ୍କ ମଧ୍ୟରେ ହୃଦଘାତର ସମସ୍ୟା ମଧ୍ୟ ଦେଖାଯାଉଛି । ଆପଣ ହୁଏତ ସୋସିଆଲ ମିଡିଆରେ ଦେଖିଥିବେ ଯେ ବ୍ୟାୟାମ କିମ୍ବା ନାଚିବା ସମୟରେ ଯୁବକମାନେ ହଠାତ୍ ତଳେ ପଡ଼ି ମୃତ୍ୟୁବରଣ କରିଥାନ୍ତି । ତେବେ ଏହାର କାରଣ କଣ ? ଜାଣନ୍ତୁ...
ରାଜ୍ୟରେ ନୂଆ ସରକର ଆସିବାର ପରେ ମହିଳାଙ୍କ ପାଇଁ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ହେଲା । ଆଉ ସେହି ଯୋଜନାରେ ମହିଳାଙ୍କୁ ଟଙ୍କା ମିଳିଲା । ହେଲେ ବଞ୍ଚିତ ହେଲେ ସୌରା ସମ୍ପ୍ରଦାୟ ଲୋକେ ।
ବିଧାନସଭାରେ ଦାଶରଥୀ ଓ ରାଜନଙ୍କ ଯୁକ୍ତିତର୍କ । ଏଭଳି ଅବସ୍ଥା ଦେଖି ବିଧାୟକ ତାରା ପ୍ରସାଦ ବାହିନୀପତି ଓ ପବିତ୍ର ସାଉଁଟା ଉଭୟ ଦାଶରଥୀ ଓ ରାଜନଙ୍କୁ ବୁଝାଇଥିଲେ ।
୯୨ ବର୍ଷ ବୟସରେ ନିଜ ବାସଭବନରେ ଏସ୍ଏମ୍ କ୍ରିଷ୍ଣାଙ୍କ ଦେହାନ୍ତ ହୋଇଛି । ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ଏସ୍ଏମ୍ କ୍ରିଷ୍ଣା ମହାରାଷ୍ଟ୍ରର ରାଜ୍ୟପାଳ ଥିଲେ।
ଆଜି ସକାଳୁ ଟ୍ବିନ୍ ସିଟି ସହ ବିଭିନ୍ନ ଜିଲ୍ଲାରେ କୋହଲା ପାଗ ଦେଖିବାକୁ ମିଳିଛି। ଖୋର୍ଦ୍ଧା, କଟକ, ଢେଙ୍କାନାଳ, ପୁରୀ, ଯାଜପୁରରେ କୋହଲା ପାଗ ଦେଖିବାକୁ ମିଳିଛି।
ଦୀର୍ଘ ୪୩ ବର୍ଷର ସଂଘର୍ଷ ପରେ ବି ସେ ଆଜି ଥକି ପଡ଼ିନାହାନ୍ତି । ନିଜ ପାଇଁ ନ୍ୟାୟର ଲଢ଼େଇ ଲଢ଼ି ଚାଲିଛନ୍ତି । କୋର୍ଟ କଚେରୀ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ କଥା ହୋଇଥିଲେ ମଧ୍ୟ ଏ ଯାଏଁ ତାଙ୍କୁ ନ୍ୟାୟ ମିଳିପାରିନି...
ସରକାରଙ୍କ ବଦଳି ନିର୍ଦ୍ଦେଶକୁ ଅମାନ୍ୟ କରୁଥିବା ଅଫିସରଙ୍କ ଉପରେ କଡ଼ା ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର । ଆଉ ଏଥିପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଗଲାଣି ।
ବ୍ୟାଙ୍କ ପାଲିଟିଲା ରଣଭୂମି। ଗୁଜରାଟର ଅହମଦାବାଦରେ ଥିବା ୟୁନିୟନ ବ୍ୟାଙ୍କ ଭିତରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ମାଡ଼ ମାରିଛନ୍ତି ଜଣେ ଗ୍ରାହକ। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ବିଧାନସଭାରେ ଆଜି ନାମାଙ୍କନ ଦାଖଲ କରିବେ ସୁଜିତ କୁମାର। ବିଜେପିରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ସେ ନାମାଙ୍କନ ଭରିବେ।
ଜାପାନରେ ଟିକେ ଆଗକୁ ଯାଇ ଏଭଳି ଏକ ମେସିନ୍ ତିଆରି କରାଯାଇଛି, ଯାହାକି ମଣିଷକୁ ବି ଗାଧୋଇଦେବ ।
ନୂଆଦିଲ୍ଲୀର ୨ଟି ଘରୋଇ ସ୍କୁଲ DPS ଆର୍.କେ.ପୁରମ୍ ଓ ପଶ୍ଚିମବିହାର ଜିଡି ଗୋଏଙ୍କା ସ୍କୁଲକୁ ଇମେଲ୍ ଯୋଗେ ଧମକ ଆସିଛି। ଆଜି ସକାଳେ ମେଲ୍ ଯୋଗେ କେହି ସ୍କୁଲରେ ବିସ୍ଫୋରଣ କରିବ ନେଇ ଧମକ ପରେ ପହଞ୍ଚିଲା ପୋଲିସ୍ ଓ ଅଗ୍ନିଶମ ବାହିନୀ।
ଭୟଙ୍କର ଗୃହଯୁଦ୍ଧରେ ବିରୋଧୀ ଗୋଷ୍ଠୀଙ୍କ ଦ୍ବାରା ବିତାଡ଼ିତ ହେବା ପରେ ଦେଶଛାଡ଼ି ପଳାଇଛନ୍ତି ରାଷ୍ଟ୍ରପତି ବସର ଅଲ ଅସଦ। ଏପଟେ ରାଷ୍ଟ୍ରପତିଙ୍କ ପଳାୟନ ପରେ ରାଜଧାନୀ ଦାମାସକସକୁ ନିଜ ଦଖଲକୁ ନେଇଛନ୍ତି ବିଦ୍ରୋହୀ ସେନା।
କଣ୍ଟେନର ଧକ୍କାରେ ଚୂର୍ ମାର ହୋଇଗଲା ଘର । ବରଗଡ଼ ସଦର ଥାନା ତୁରୁଙ୍ଗା ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
ବେଲଗାମ୍ ବିମାନ ଟିକେଟ୍ ଦର । ମାସକ ଭିତରେ ୩ ଗୁଣା ଏୟାର ଫେୟାର । ଧୂଳିସାତ୍ ସାଧାରଣ ଲୋକଙ୍କ ବିମାନରେ ଉଡ଼ିବା ସ୍ୱପ୍ନ । ପର୍ଯ୍ୟଟନ ଋତୁକୁ ଦାୟୀ କଲେ ଏୟାରପୋର୍ଟ ନିର୍ଦ୍ଦେଶକ । ଡିଜିସିଏର ହସ୍ତକ୍ଷେପ ଦାବି କଲେ ଟୁର ଅପରେଟର ।
ରାଜ୍ୟରେ ମହାମାରୀ ନାଁରେ ମହା ଘୋଟାଲା । କୋଭିଡ୍ ପରିଚାଳନା ପାଇଁ ବିନା ଯାଞ୍ଚରେ ଟଙ୍କା ବଣ୍ଟନ । DCH ମାନଙ୍କୁ ବେପରୁଆ ଭାବେ ଟଙ୍କା ବାଣ୍ଟିଥିଲେ ପୂର୍ବ ସରକାର । ୧୪୪ କୋଟି ୮୮ ଲକ୍ଷ ଟଙ୍କାର ଅନିୟମିତତା ଧରିଲେ ସିଏଜି । ସିଏଜି ସତ ଧରିବା...
ଡିସେମ୍ବର ୧୬ରୁ ଆରମ୍ଭ ହୋଇପାରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଗତ ସେପ୍ଟେମ୍ବର ମାସରେ ରତ୍ନଭଣ୍ଡାର GPR-GPS ରିପୋର୍ଟ ଆସିବା ପରେ ଏବେ ମରମତି କାର୍ଯ୍ୟ ଆରମ୍ଭ ଲାଗି ପ୍ରସ୍ତୁତ ହୋଇଛି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା।
ପୁଣି ପ୍ରତିଶ୍ରୁତି ପୂରଣ କଲେ ମୋହନ ସରକାର । ଅନ୍ନଦାତାଙ୍କ ଖାତାକୁ ଗଲା ୮ଶହ ଟଙ୍କାର ଇନପୁଟ୍ ସହାୟତା । ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାକୁ ଦୋହରାଇଲେ ପ୍ରତିଶ୍ରୁତି । ବରଗଡ଼ ସୋହେଲା ମଞ୍ଚରୁ ଗତ ବିଜେଡି ସରକାରକୁ ନିଶାନା । ଦଲାଲଙ୍କୁ ବି ଚେତାବନୀ...
ରାଜଧାନୀର ଛାତି ଉପରେ ଚାଲିଥିଲା କୋଟିଏ ଟଙ୍କାର ଟେଣ୍ଡର ଫିକ୍ସିଂ । ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀ GGM ଓ ମିଡିଲମ୍ୟାନଙ୍କ ସହ ୩ ଗିରଫ । ତାରକା ହୋଟେଲ୍ ସାମ୍ନାରୁ ୩ ଜଣଙ୍କୁ ରଙ୍ଗେ ହାତ ଧରି ଘାଣ୍ଟୁଛି ସିବିଆଇ । ୧୦ ଲକ୍ଷ ଟଙ୍କା ସହ...
ସାଧାରଣ ଲୋକଙ୍କ ଉଡ଼ାଣ ସ୍ବପ୍ନ ଧୂଳିସାତ୍ ! ସାଧାରଣ ଲୋକଙ୍କ ଆକାଶରେ ଉଡ଼ିବା ସ୍ବପ୍ନ ପୂରଣ ପାଇଁ ୨୦୧୬ ଅକ୍ଟୋବରରେ ମୋଦି ସରକାର ଆରମ୍ଭ କରିଥିଲେ ଉଡେ ଦେଶ କା ଆମ୍ ନାଗରିକ୍ ସ୍କିମ୍ ବା ଉଡାନ୍। ହେଲେ ଉଡାନ୍ ସ୍କିମ୍ ଏବେ ସତେ ଯେମିତି ଭେଳିକି।
ଡିସେମ୍ବର ୧୬ରୁ ଆରମ୍ଭ ହୋଇପାରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଗତ ସେପ୍ଟେମ୍ବର ମାସରେ ରତ୍ନଭଣ୍ଡାର GPR-GPS ରିପୋର୍ଟ ଆସିବା ପରେ ଏବେ ମରମତି କାର୍ଯ୍ୟ ଆରମ୍ଭ ଲାଗି ପ୍ରସ୍ତୁତ ହୋଇଛି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା।