• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

Sujit kumar Swain

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରର� ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।

less

Posts by Sujit kumar Swain

Sunita's Triumphant Return
ସୁନୀତାଙ୍କୁ ଘେରିଗଲେ ଡଲଫିନ୍

ସୁନା ଝିଅ ସୁନୀତା ଫୃଥିବୀକୁ ଫେରିବା ପରେ ସାରା ଦେଶରେ ଖେଳିଯାଇଛି ଖୁସିର ଲହରୀ। ଅପେକ୍ଷାର ଘଟିଛି ଅନ୍ତ। ଭାରତର ବିଭିନ୍ନ ସ୍ଥାନରେ ହୋଇଛି ସେଲିବ୍ରେସନ୍। ନାଚଗୀତରେ ଝୁମିଛନ୍ତି ସୁନୀଙ୍କ ଶୁଭେଚ୍ଛୁ।

CB Intensifies Probe After CM Receives Wife Email
ନବଙ୍କ ହତ୍ୟାକୁ ନେଇ ଫୁଲ୍‌  ଆକ୍ଟିଭ୍‌  କ୍ରାଇମବ୍ରାଞ୍ଚ ଟିମ୍‌

ପ୍ରମାଣ ଖୋଜି ନଥିଲା, ଏବେ ଗୋଟାଉଛି ଗୋଟି ଗୋଟି ପ୍ରମାଣ । ନବଙ୍କ ହତ୍ୟାକୁ ନେଇ ଫୁଲ୍‌  ଆକ୍ଟିଭ୍‌  କ୍ରାଇମବ୍ରାଞ୍ଚ ଟିମ୍‌ । ନବଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀଙ୍କୁ ମେଲ୍‌ ଦେବା ପରେ ଯେମିତି ଆକ୍ସନ ମୋଡକୁ ଆସିଛି କ୍ରାଇମ୍‌ବ୍ରାଞ୍ଚ । ଝାରସୁଗୁଡ଼ାକୁ ଯାଇ ଖୋଳତାଡ଼ କରୁଛନ୍ତି କ୍ରାଇମବ୍ରାଞ୍ଚର ଅଧିକାରୀ...

Odisha schools to have morning classes from April 2
ଏପ୍ରିଲ ୨ରୁ ରାଜ୍ୟରେ ସକାଳୁଆ ସ୍କୁଲ୍

ଏପ୍ରିଲ ୨ରୁ ରାଜ୍ୟରେ ସକାଳୁଆ ସ୍କୁଲ୍ । ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରଙ୍କ ନିଷ୍ପତ୍ତି । 

Odisha schools to have morning classes from April 2
Odisha Schools News: ବଡ଼ ଖବର; ଏପ୍ରିଲ ୨ରୁ ରାଜ୍ୟରେ ସକାଳୁଆ ସ୍କୁଲ୍‌...

ଏପ୍ରିଲ ୨ରୁ ରାଜ୍ୟରେ ସକାଳୁଆ ସ୍କୁଲ୍‌ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରଙ୍କ ନିଷ୍ପତ୍ତି ।

PDS Distribution
PDS Distribution: ରାଜ୍ୟରୁ ହଟିପାରେ କଣ୍ଟ୍ରୋଲ ଡିଲର ବ୍ୟବସ୍ଥା; ମାଗଣାରେ ମିଳିବ କିଛି ସାମଗ୍ରୀ !

ପିଡିଏସ୍ ସାମଗ୍ରୀ ବାଟମାରଣା ରୋକିବାକୁ । ସରକାର ନିଜେ ବାଣ୍ଟିବେ ରାସନ୍ । ମାଗଣାରେ ବି ମିଳିପାରେ କିଛି ସାମଗ୍ରୀ । ରାଜ୍ୟରେ ବଣ୍ଟନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାର ଉଦ୍ୟମ ସ୍ବରୂପ ପ୍ରତି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ପୋଷଣ କେନ୍ଦ୍ର ଖୋଲାଯିବା ଉପରେ ଗୁରୁତ୍ବ ଦେଉଛନ୍ତି ମୋହନ ସରକାର।

BJD leader Raja Chakra
BJD leader Raja Chakra: ଖୋଲୁଛି ରାଜା ଚକ୍ର ସୁରକ୍ଷା ଢାଲର ଗୁମର; ଚାର୍ଜସିଟରୁ କେମିତି କଟିଲା ନାଁ, ଉଠିଲା ପ୍ରଶ୍ନ...  

ଖୋଲୁଛି ମହାଲୁଟର ଚକ୍ରବ୍ୟୁହ ରଚିଥିବା ବିଜେଡି ନେତା ରାଜା ଚକ୍ରର ଗୁମର। ଫିଟୁଛି ରାଜା ଇସାରାରେ ନାଚିଥିବା ସରକାରୀ ବାବୁଙ୍କ ଅସଲ ରୂପ। 

Sunita Williams may face painful return to Earth
Sunita Williams: ସୁନୀତାଙ୍କ ପୃଥିବୀ ବାହୁଡ଼ା: ଯେତିକି ଆଶ୍ବସ୍ତି, ସେତିକି ଚିନ୍ତା; ଜାଣନ୍ତୁ କାହିଁକି ?

ଦୀର୍ଘ ୯ ମାସ ମହାକାଶରେ କାଟିବା ପରେ, ମାଟିକୁ ଛୁଇଁବେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀ। ୬୦ ବର୍ଷୀୟା ସୁନୀତା ପୃଥିବୀକୁ ଫେରିବା ଖବର ବିଶ୍ବବାସୀଙ୍କୁ ଯେତିକି ଆଶ୍ବସ୍ତି ଦେଇଛି, ସେତିକି ଚିନ୍ତା ସୃଷ୍ଟି କରିଛି ସେ ଆଗକୁ ସାମ୍ନା କରିବାକୁ ଥିବା ଜଟିଳ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ।

Biswanath Pandit Central Library
Biswanath Pandit Central Library: ସମୟ ଗଡ଼ୁଛି, ସରିପାରୁନି ଲାଇବ୍ରେରୀ ନିର୍ମାଣ; ବଢୁଛି ଅସନ୍ତୋଷ...

କେବେ ସ୍ଥାୟୀ ଠିକଣା ପାଇବ କଟକ ବିଶ୍ବନାଥ ପାଠାଗାର ? ସମୟ ଗଡ଼ୁଛି, ହେଲେ ସରିପାରୁନି ଲାଇବ୍ରେରୀ ନିର୍ମାଣ । ନେତାଜୀ ବସ୍ ଟର୍ମିନାଲ୍ ପାଇଁ ବଳିପଡ଼ିଲା କଟକର ଅନ୍ୟତମ ଗୌରବମୟ ଅଧ୍ୟାୟ ପଣ୍ଡିତ ବିଶ୍ବନାଥ ପାଠାଗାର। 

Banking services may be hit on March 24, 25
Banking Services: ୨୪ ଓ ୨୫ରେ ବ୍ୟାଙ୍କ୍‌ ଧର୍ମଘଟ;  ଲଗାତାର ୪ ଦିନ ବନ୍ଦ ରହିବ ବ୍ୟାଙ୍କ୍‌

ମାର୍ଚ୍ଚ ୨୪ ଓ ୨୫ରେ ଦୁଇ ଦିନିଆ ବ୍ୟାଙ୍କ୍‌ ଧର୍ମଘଟ । ୯ ଦଫା ଦାବିରେ UFBU ପକ୍ଷରୁ ଧର୍ମଘଟ ଡାକରା । ୬ ହଜାର ବ୍ୟାଙ୍କ ଶାଖାର ୩୭ ହଜାର କର୍ମଚାରୀ ସାମିଲ୍‌ ହେବେ । 

After Murder Accused Eats Poisonous Fruit Out of Fear
Accused Eats Poisonous Fruit: ପେଟ ଚିରି ଖେଳିଥିଲା ରକ୍ତର ହୋଲି, ଡରରେ ଡିମିରି ଫଳ ଖାଇଦେଲା...

ମଞ୍ଚେଶ୍ୱର ହତ୍ୟାକାଣ୍ଡ ଘଟଣାରେ ୪ଜଣ ଧରାପଡିଥିବା ବେଳେ ସହିଦନଗର ଘଟଣାରେ ୨ ଅଭିଯୁକ୍ତଙ୍କୁ ବାନ୍ଧିଛି ପୋଲିସ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଜଗମୋହନ ମୀନା।

Police Involved in Ganja Farming!
Police Involved in Ganja Farming: ପୋଲିସ କରୁଛି ଗଞ୍ଜେଇ ଡିଲ୍‌; ମାଗୁଛି ୧୦ ଲକ୍ଷ ଟଙ୍କା...

ନାଇଁ ନାଇଁ ତୁମେ ମୋର କଥା ଶୁଣି ସାର...ମୋ କହିବାର ମାନେ, ତୁମ ସେଇଠି ୧୫ ହଜାର ଗଛ ଲଗାଇଛ, ୧୫ ହଜାର ତମେ କହୁଛ କିନ୍ତୁ କୋଡିଏ ହଜାର ଗଛ ଅଛି…ଯଦି ଗୋଟିଏ ଗଛକୁ ୫୦ ଟଙ୍କା ଦେବ, ତାହେଲେ ଦଶ ଲକ୍ଷ ଟଙ୍କା ହେବ…ଆମେ ସେଭଳି...

 Abhimanyu Becomes a Savior with Free Meals
Special Story: ବନ୍ଦ ଥିଲା ଆହାର କେନ୍ଦ୍ର; ଭାତ-ଡାଲମା କରି ଶହ ଶହ ଲୋକଙ୍କୁ ବାଣ୍ଟିଦେଲେ ଅଭିମନ୍ୟୁ...

ହୋଲି ପାଇଁ ଚାରିଆଡ଼େ ବନ୍ଦ ଥିଲା ଦୋକାନ ବଜାର ଓ ଆହାର କେନ୍ଦ୍ର। ଖାଦ୍ୟ ପାଇଁ ହନ୍ତସନ୍ତ ହେଉଥିଲେ ଲୋକେ। ହେଲେ ଦେବଦୂତ ଭଳି ଆସି ଶହ ଶହ ଲୋକଙ୍କୁ ଭାତ ଡାଲମା ବାଣ୍ଟିଲେ ଅଭିମନ୍ୟୁ ।

Ration Card to be Canceled Without E-KYC
Ration Card: ଖୋଲି କହିଦେଲେ ମନ୍ତ୍ରୀ, e-Kyc କରିନଥିଲେ କଟିଯିବ ରାସନ କାର୍ଡ !

ସରକାର କରିବେ ସର୍ଭେ ।  ୩୧ ମାର୍ଚ୍ଚ ପରେ ସାମ୍‌ନାକୁ ଆସିବ ପୂରା ତଥ୍ୟ । କେଉଁମାନଙ୍କର ରାସନ କାର୍ଡ କଟିବ ଓ କେଉଁ ମାନଙ୍କର ରହିବ ସେନେଇ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । 

Road Accident In Odisha
ଦିନକୁ ହାରାହାରି ୩୧ ଦୁର୍ଘଟଣାରେ ଯାଉଛି ୧୫ ଜୀବନ

ଦିନକୁ ହାରାହାରି ୩୧ ଦୁର୍ଘଟଣାରେ ଯାଉଛି ୧୫ ଜୀବନ । ବିଧାନସଭା ତଥ୍ୟରୁ ସଡ଼କ ସୁରକ୍ଷା ବିଶେଷଜ୍ଞଙ୍କ ଉଦବେଗ । କହିଲେ କେବଳ ଏସି ରୁମରେ ସୀମିତ ସୁରକ୍ଷା ଯୋଜନା ।

ପରଲୋକରେ ରମାକାନ୍ତ ରଥ
ଆଉ ସ୍ୱଦେହରେ ନାହାନ୍ତି ଶ୍ରୀରାଧାର ସ୍ରଷ୍ଟା

ଆଉ ସ୍ୱଦେହରେ ନାହାନ୍ତି ଶ୍ରୀରାଧାର ସ୍ରଷ୍ଟା। କିମ୍ବଦନ୍ତୀ କବି ରମାକାନ୍ତ ରଥଙ୍କ ଦେହାନ୍ତ। ସ୍ତବ୍ଧ ସାହିତ୍ୟଜଗତ, ଶ୍ରଦ୍ଧାଞ୍ଜଳି ଦେଲେ ବିଶିଷ୍ଟ ବ୍ୟକ୍ତି। କାଲି ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ।

Sunita William Latest News
ମହାକାଶରେ ଖୁସିରେ ଝୁମିଲେ ସୁନୀତା

ମହାକାଶରେ ଖୁସିରେ ଝୁମିଲେ ସୁନୀତା। ଫେରାଇ ଆଣିବାକୁ ସ୍ପେସ୍ ଷ୍ଟେସନରେ \'ଡ୍ରାଗନ୍\' । ୮ ଦିନ ପାଇଁ ଯାଇ ୯ ମାସ ଫସିଲେ । ସୁନୀତା ଫେରୁଥିବା ଖବରରେ ଆଶ୍ବସ୍ତ ବିଶ୍ବ ।

Murder In Holi
ହୋଲି ହତ୍ୟାକାଣ୍ଡ, ସରକାରଙ୍କୁ ଘେରିଲେ ବିରୋଧୀ

ହୋଲି ହତ୍ୟାକାଣ୍ଡ, ସରକାରଙ୍କୁ ଘେରିଲେ ବିରୋଧୀ। ବିଜେଡି କହିଲା ବିଧାନସଭାରେ ଉଠିବ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରସଙ୍ଗ। ପୂର୍ବ ସରକାରର ବିପର୍ଯ୍ୟସ୍ତ ନୀତିକୁ ଦାୟୀ କଲା ବିଜେପି। ଏପଟେ ଭୁବନେଶ୍ବର ଡବଲ୍ ମର୍ଡର ମାମଲାରେ ୬ ଗିରଫ।

Odisha Weather
ମାର୍ଚ୍ଚ ଅଧାରୁ ଜଳିଲାଣି ଅଧାରୁ ଅଧିକ ଓଡ଼ିଶା

ମାର୍ଚ୍ଚ ଅଧାରୁ ଜଳିଲାଣି ଅଧାରୁ ଅଧିକ ଓଡ଼ିଶା। ଖାସ୍ କରି ପଶ୍ଚିମ ଓଡ଼ିଶାରେ ସବୁଦିନ ରେକର୍ଡ କରିଚାଲିଛି ଉପରମୁହାଁ ପାରଦ। ଶନିବାର ବୌଦ୍ଧ, ସାରା ଦେଶରେ ଉତ୍ତପ୍ତ ସହର ପାଲଟିଥିବା ବେଳେ ଶୁକ୍ରବାର ଥିଲା ଝାରସୁଗୁଡ଼ା। ଆଜି ବି ୪୩.୬ ଡିଗ୍ରୀ ସହ ଜଳିଛି ବୌଦ୍ଧ।

Odisha Min Krushna Chandra Mahapatra Criticises BJD
‘ଯେତେ କିଆ ଫୁଲ ଦେଲେ ବି ଶୁଖୁଆ ବୋଝର ବାସ୍ନା ଯିବ ନାହିଁ’

ଯେତେ କିଆ ଫୁଲ ଦେଲେ ବି ଶୁଖୁଆ ବୋଝର ବାସ୍ନା ଯିବ ନାହିଁ। ଏମିତି କହି ବିଜେଡିକୁ ଆକ୍ଷେପ କଲେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ! 

BJD MLA Arun Sahoo Targets BJP
‘ହୋଲିରେ ପାଞ୍ଚ ପାଞ୍ଚଟି ମର୍ଡର ହୋଇଛି’

ହୋଲିରେ ସରକାର ନାରାବାଜି କରିଥିଲେ ଆଇନ ଶୃଙ୍ଖଳା ନିୟନ୍ତ୍ରଣରେ ରଖିବେ ବୋଲି।  କିନ୍ତୁ ପାଞ୍ଚ ପାଞ୍ଚଟି ମର୍ଡର ହୋଇଛି: ଅରୁଣ ସାହୁ, ବିଜେଡି ବିଧାୟକ ! 

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।