• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

Sujit kumar Swain

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରର� ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।

less

Posts by Sujit kumar Swain

Eid-ul-Fitr 2025
Eid-ul-Fitr 2025: ଆଜି ପବିତ୍ର ଇଦ୍ ପର୍ବ; ମାସେ ବ୍ୟାପି ରୋଜା ରଖିବା ପରେ ଇଦ୍ ପାଳିବେ ମୁସଲମାନ ଧର୍ମାବଲମ୍ବୀ...

ମୁସଲମାନ ସଂପ୍ରଦାୟର ପ୍ରମୁଖ ପର୍ବ। ମାସେ ବ୍ୟାପି ରୋଜା ରଖିବା ପରେ ଆଜି ଇଦ-ଉଲ-ଫିତର ପାଳିବେ ମୁସଲମାନ ଧର୍ମାବଲମ୍ବୀ। 

Antyodaya Housing Scheme
Antyodaya Housing Scheme: ଥିଲେ କଚ୍ଚା, ଏବେ ହେବ ପକ୍କା: ଗରିବଙ୍କୁ ମିଳିବ ଅନ୍ତ୍ୟୋଦୟ ଗୃହ...

ଗରିବଙ୍କ ମୁଣ୍ଡ ଉପରୁ ହଟିବ ଝାଟିମାଟିର ଚାଳଛପର । ରବିବାର ଦିନ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି । କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।

ଯାଜପୁର କୋରେଇ ଥାନା IICଙ୍କୁ ଆକ୍ରମଣ ।
IIC Attack: ଅଭାବନୀୟ ଘଟଣା: IICଙ୍କୁ ବାଡ଼େଇଲେ ମହିଳା; ଭାଙ୍ଗିଲେ ଥାନା ଗାଡ଼ି, ଛଡ଼ାଇ ନେଲେ ଅଭିଯୁକ୍ତ...

ଆଇଆଇସି ରାକେଶ ତ୍ରିପାଠୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଚୋରି ବାଇକ୍ ସିଜ୍ କରିବାକୁ ଆସିଥିବାବେଳେ କୋରେଇ ଥାନା ପୂର୍ବକୋଟ ହାଟ ନିକଟରେ ଘଟିଛି ଏହି ଘଟଣା । 

Error In OPSC SDIPRO Exam
Error In OPSC SDIPRO Exam: OPSC ପରିଚାଳିତ OIS ପରୀକ୍ଷାରେ ତ୍ରୁଟି; ଓପିଏସ୍‌ସି କହିଲା...

OPSC ପରିଚାଳିତ ଓଡ଼ିଶା ଇନଫର୍ମେସନ୍ ସର୍ଭିସ୍ ପରୀକ୍ଷାରେ ତ୍ରୁଟି । ସାମ୍ବାଦିକତା ଓ ଗଣଯୋଗାଯୋଗ ପେପରରେ ଶହେ ବଦଳରେ ୯୪ ନମ୍ବରର ପ୍ରଶ୍ନ । ପୂର୍ଣ୍ଣ ସଂଖ୍ୟାଠୁ ୬ ମାର୍କ କମ୍ ଥିବା ନେଇ ପରୀକ୍ଷାର୍ଥୀ ଆଣିଲେ ଅଭିଯୋଗ ।

Kamakhya Express Derailment
Kamakhya Express Derailment: କାହିଁକି ଡିରେଲ୍ ହେଲା କାମାକ୍ଷା ଏକ୍ସପ୍ରେସ୍ ? ଆରମ୍ଭ ହେଲା କାରଣ ଖୋଜା...

ବେଙ୍ଗଲୁରୁରୁ ଗୌହାଟି ଯାଉଥିବା ଏହି ଟ୍ରେନ୍‌ର ୧୧ଟି ବଗି ଲାଇନଚ୍ୟୁତ ହେବାରୁ ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି 3 ଜଣ ଆହତ ହୋଇ କଟକ SCB ମେଡିକାଲରେ ଚିକିତ୍ସିତ ହେଉଛନ୍ତି। 

Honeytrap Queens Nabbed
Honeytrap Queens Nabbed: ସୁନ୍ଦରୀଙ୍କ ଭୟଙ୍କର କାଣ୍ତ; ଟଙ୍କା ନଦେଲେ ଆଣନ୍ତି ମିଥ୍ୟା ଦୁଷ୍କର୍ମ ଅଭିଯୋଗ...

ଡଉଲ ଡାଉଲ ଚେହେରା। ଦେଖିବାକୁ ବେଶ୍ ସୁନ୍ଦର। ହେଲେ ଚିନ୍ତା ତାଙ୍କର ଭୟଙ୍କର। ବୁଢ଼ିଆଣୀ ଜାଲରେ ଥରେ ଯିଏ ଫସିଛି, ଆଉ ଫିଟିବାର ବାଟ ପାଇନି।

Gold Chain Snatching Cases
Gold Chain Snatching: ଚାହୁଁଚାହୁଁ ବେକରୁ କାଢ଼ି ନେଉଛନ୍ତି ସୁନା ଚେନ୍‌, ମାରୁଛନ୍ତି ଚମ୍ପଟ୍‌...

ମହିଳାଙ୍କ ପଛରେ ଠିଆ ହୋଇ ମହିଳା ହିଁ କରୁଛନ୍ତି ଲୁଟ୍‌ପାଟ। ବାହାର ସହରରୁ ଆସି ସିଲ୍‌କ ସିଟିରେ ଖେଳାଇଛନ୍ତି ଆତଙ୍କ। ଆଗକୁ ଠାକୁରାଣୀ ଯାତ୍ରା ଥିବାରୁ ସୁନା ଅଳଙ୍କାର ପିନ୍ଧିବାକୁ ଭୟ କରିଲେଣି ମା’-ଭଉଣୀ।

Kamakhya Express Train Derailment
Kamakhya Express Train Derailment: ଜୀବନ ନେଲା କାମାକ୍ଷା ଏକ୍ସପ୍ରେସ୍; କେବେ ଚେତିବ ରେଲୱେ ? 

ସବୁ କିଛି ଠିକ୍‌ଠାକ୍‌ ଥିଲା । ସବୁ କିଛି ସଠିକ୍‌ ଅନୁସାରେ ଚାଲୁଥିଲା । ଲୋକ ପାଇଲଟ୍‌ ନିଜ ହିସାବରେ ଆଗକୁ ଆଗକୁ ଗଡ଼ାଇ ନେଉଥିଲେ କାମାକ୍ଷା ଏକ୍ସପ୍ରେସକୁ । ହେଲେ ଠିକ୍‌ ଚୌଦ୍ବାର ନିର୍ଗୁଣ୍ଡି ନିକଟରେ ଟ୍ରାକ୍‌ରୁ ଖସିଗଲା କାମାକ୍ଷା ଏକ୍ସପ୍ରେସର ୧୧ ବଗି । 

Kamakhya Express Derails Near Nirgundi Railway Station in Odisha
ଯାତ୍ରୀବାହୀ ଟ୍ରେନ୍ ଲାଇନ୍ ଚ୍ୟୁତ

କଟକରେ ନିର୍ଗୁଣ୍ଡି ଠାରେ ଯାତ୍ରୀବାହୀ ଟ୍ରେନ୍ ଲାଇନ୍ ଚ୍ୟୁତ। ଏକାଧିକ ବଗି ଲାଇନଚ୍ୟୁତ ହୋଇଥିବା ଜଣା ପଡିଛି।

Kamakhya Express Derailment | Cucumbers Provided to Passengers
ବସ୍ତା ବସ୍ତା କାକୁଡି ବାଣ୍ଟିଦେଲେ କିଛି ଯୁବକ

ଟ୍ରାକ୍‌ରୁ ଖସିଗଲା କାମାକ୍ଷା ଏକ୍ସପ୍ରେସ: ଏଭଳି ଅସୁବିଧା ପରିସ୍ଥିତିରେ ଲୋକଙ୍କୁ ବସ୍ତା ବସ୍ତା କାକୁଡି ବାଣ୍ଟିଦେଲେ କିଛି ଯୁବକ ।

Kamakhya Express Derailment | Passengers Vent Their Anger, Narrates Incident
ଅଚାନକ ଘଡ଼ ଘଡ଼ ଶବ୍ଦ ହେଲା...

ଅଚାନକ ଘଡ଼ ଘଡ଼ ଶବ୍ଦ ହେଲା। ଏହାପରେ ଟ୍ରେନର ବଗି ତଳକୁ ଖସି ପଡ଼ିଥିଲା। ଏପରି କହିଛନ୍ତି ଦୁର୍ଘଟଣାଗ୍ରସ୍ତ କାମାକ୍ଷା ଟ୍ରେନର କିଛି ଯାତ୍ରୀ।

Kamakhya Express Derailment | Injured Passengers Taken to Hospital in Ambulance
ଆହତଙ୍କୁ ଧରି ବିଜୁଳି ବେଗରେ ଗଲା ଆମ୍ବୁଲାନ୍ସ...

ଆହତଙ୍କୁ ଧରି ବିଜୁଳି ବେଗରେ ଗଲା ଆମ୍ବୁଲାନ୍ସ...

Kamakhya Express Derailment | Passengers Narrate When Train Derailment Happened
ଏବେ ଯାତ୍ରୀ ସମସ୍ତେ ଆସି ବାହାରେ ବସିଛନ୍ତି...

ଏବେ ଯାତ୍ରୀ ସମସ୍ତେ ଆସି ବାହାରେ ବସିଛନ୍ତି। ପ୍ରବଳ ଖରା ହେଉଛି।

Brutal Murder in Ganjam: Political Rivalry Suspected!
ବିଚ ରାସ୍ତାରେ ଖଣ୍ଡାରେ ହାଣି ପକାଇଲେ

ବିଚ ରାସ୍ତାରେ ଖଣ୍ଡାରେ ହାଣି ପକାଇଲେ। ଜୀବନ ଯିବା ଯାଏ ଆକ୍ରମଣ କଲେ। ଗଞ୍ଜାମ ପୁରୁଷୋତ୍ତମପୁର ଥାନା ସମା ଗାଁରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ରାଜନୈତିକ ଶତ୍ରୁତାରୁ ହତ୍ୟା କାଣ୍ଡ ଘଟିଥିବା ଏବଂ ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀଙ୍କ ଇଙ୍ଗିତରେ ହତ୍ୟା ହୋଇଥିବା ଅଭିଯୋଗ କରିଛନ୍ତି...

Government Using False Cases to Intimidate Congress Workers: PCC Chief Bhakta Das
କଂଗ୍ରେସ କର୍ମୀଙ୍କ ନାଁରେ ଫଲ୍ସ କେସ୍ କରୁଛନ୍ତି

ବିଧାନସଭା ଘେରାଉ ବେଳେ କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ଖଣ୍ଡ ଯୁଦ୍ଧ ପ୍ରସଙ୍ଗରେ ବଡ଼ ବୟାନ ରଖିଛନ୍ତି ପିସିସି ସଭାପତି। କଂଗ୍ରେସ କର୍ମୀଙ୍କ ନାଁରେ ଫଲ୍ସ କେସ୍ କରି ଭୟଭୀତ କରିବାକୁ ଚାହୁଁଛନ୍ତି ସରକାର: ଭକ୍ତ ଦାସ, ପିସିସି ସଭାପତି ! 

Congress Leader Tara Prasad Bahinipati Hits Out Odisha Govt For Not Allowing MLAs After Suspension
ଏମିତିକା ରାଜନୀତି ଆଗରୁ କେବେ ହୋଇନଥିଲା

ଶାସକ ଦଳ ଉପରେ ପୁଣି ବର୍ଷିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। କହିଲେ, ଏମିତିକା ରାଜନୀତି ଆଗରୁ କେବେ ହୋଇନଥିଲା ! 

Controversial Jaya Hotel Reopens in Puri\'s Sakhigopal After High Court Order
ଖୋଲିଲା ସାକ୍ଷୀଗୋପାଳର ବିବାଦୀୟ ଜୟା ହୋଟେଲ୍, ଏଥର ଜମିବ ଭିଡ଼

ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସିଲ୍ ହୋଇଥିବା ବିବାଦୀୟ ଜୟା ହୋଟେଲ୍ ଶନିବାର ଖୋଲିଛି । ଭଲ ମଟନ ପାଇଁ ସାରା ଓଡ଼ିଶାରେ ବେଶ୍ ଚର୍ଚ୍ଚାରେ ଥିଲା ସାକ୍ଷୀଗୋପାଳ କଲେଜ ଛକରେ ଥିବା ଜୟା ଢାବା ବା ଜୟା ହୋଟେଲ୍। ପୂର୍ବରୁ ଏକ ଭିଡ଼ିଓ ଭାଇରାଲ୍ ହୋଇଥିଲା ଯେଉଁଥିରେ ଜୟା...

Climate Change Hits Marine Fishing, Balaramgadi Market Faces Crisis
ଜଳବାୟୁ ପରିବର୍ତ୍ତନ ପାଇଁ ସାମୁଦ୍ରିକ ମାଛର ମରୁଡି

ଜଳବାୟୁ ପରିବର୍ତ୍ତନ ପାଇଁ ସାମୁଦ୍ରିକ ମାଛର ମରୁଡି। ଯେଉଁ ମୁହାଣରେ ଦିନେ ଶହେ କିସମର ମାଛ ଧରାହେଉଥିଲା ଏବଂ ଯେଉଁ ବଜାରରୁ ସାରା ଦେଶକୁ ପଠାହେଉଥିଲା କିସମ କିସମର ମାଛ, ଆଜି ସେଠି ତାଲା ପଡିଛି। ତିନି ମାସ ହେବ ମତ୍ସ୍ୟଜୀବୀ ହତାଶ। ଦରିଆ ମଝିରୁ ଫେରୁଛି ଫାଙ୍କା...

17 Naxals Killed in Chhattisgarh's Sukma Encounter
Naxals Killed in Chhattisgarh: ସରି ଆସୁଛି ଲାଲଗଡ଼ରେ ମାଓବାଦୀଙ୍କ ଆୟୁଷ; ମୂଳପୋଛ ହୋଇଯିବେ ବିକାଶ ବିରୋଧୀ !

ଧ୍ବଂସ ହେବାକୁ ବସିଛି ହିଂସାର ସୀମା ଡେଇଁଥିବା ନକ୍ସଲବାଦ। ଆଜି ଭୋରରୁ ସଫା ହୋଇଯାଇଛନ୍ତି ସତର ସତର ଜଣ ମାଓବାଦୀ। 

Saturn's Transit Today
Saturn's Transit Today: ୩୦ବର୍ଷ ପରେ ବିରଳ ସଂଯୋଗ; କାହାକୁ ମିଳିବ ସୂର୍ଯ୍ୟପୂତ୍ରଙ୍କ ଅଜସ୍ର ଆଶିଷ ? ଜାଣନ୍ତୁ...

କାହାକୁ ଅତ୍ୟନ୍ତ ଶୁଭଫଳ ତ କାହାକୁ ଅଶୁଭ ଫଳ ମିଳିବା ନେଇ ଭବିଷ୍ୟବାଣୀ କରିଛନ୍ତି ଜ୍ୟୋତିର୍ବିଦ୍। ଯେଉଁ ରାଶିର ବ୍ୟକ୍ତି ବିଶେଷ ଶନିଙ୍କ ସାଢ଼େ ସାତି କୋପରେ ରହିବେ ସେମାନେ ଏବେ ନ୍ୟାୟ ଦେବତାଙ୍କ ଶରଣରେ। 

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।