• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

Sujit kumar Swain

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରର ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।

less

Posts by Sujit kumar Swain

How To Buy Tickets Online For The India-England Day-Night Match
India vs England: ବାରବାଟୀରେ ଦିନିକିଆ ମ୍ୟାଚ୍; କାଲି ବିକ୍ରି ହେବ ଅନଲାଇନରେ ଟିକେଟ୍, ଜାଣନ୍ତୁ କେମିତି କିଣିବେ...

ଆସନ୍ତାକାଲି କେବଳ ଅନଲାଇନରେ ଟିକେଟ୍ ବିକ୍ରି ହେବ। ଏଥର ୪ ହଜାର ଟିକେଟ୍ ଅନଲାଇନରେ ବିକ୍ରି ପାଇଁ ସ୍ଥିର ହୋଇଛି। ସେହିପରି ୫ ଓ ୬ ତାରିଖରେ ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ୧୯ ହଜାରରୁ ୨୦ ହଜାର ଅଫଲାଇନ୍ ଟିକେଟ୍ ମିଳିବ। 

Forgotten CESU Colony
Forgotten CESU Colony: ଅସୁରକ୍ଷିତ ଅବସ୍ଥାରେ ସେସୁ କଲୋନୀ; ବିପଦଶଙ୍କୁଳ କୋଠାରେ ଜୀବନ ବିତାଉଛନ୍ତି ୫୦ ପରିବାର...

ଫାଟି ଆଁ କରିଛି କାନ୍ଥ...ଛାତ ବି ଗଳି ପଡ଼ିଲାଣି....ଆଉ କେଉଁଠି ଉଠିଗଲାଣି ଗଛ...ଏଭଳି ବିପଦପୂର୍ଣ୍ଣ ଘରେ ଆଶ୍ରା ନେଇଛନ୍ତି ୫୦ ପରିବାର....ପାଦେ ପାଦେ ବିପଦ ଥିଲେ ବି ଭଗବାନ ଭରସାରେ ଦିନ କାଟୁଛନ୍ତି କଟକ ସେସୁ କଲୋନୀ ବାସିନ୍ଦା ।

Gobari Canal Restoration Work Stalled
Gobari Canal: ଦଳ-କାଦୁଅରେ ଭର୍ତ୍ତି ହୋଇଗଲାଣି ଗୋବରୀ କେନାଲ୍; ଅଧାରେ ଅଟକିଛି ପୁନରୁଦ୍ଧାର କାମ

କେନ୍ଦ୍ରାପଡ଼ା ସହର ଦେଇ ଯାଇଥିବା ଗୋବରୀ କେନାଲ । ନଅଙ୍କ ଦୁର୍ଭିକ୍ଷ ପରେ ଜଳସେଚନ, ଗମନାଗମନ ଓ ବାଣିଜ୍ୟ ତତକାଳୀନ ବ୍ରିଟିଶ ସରକାର ଖୋଳିଥିଲେ କେନାଲ । ହେଲେ ସମୟ ବିତିବା ସହ ଐତିହାସିକ କେନାଲିଟି ଏବେ ଅକାମୀ ହୋଇଗଲାଣି । 

Union Budget 2025
Union Budget 2025: ‘ବଜେଟ ଦେଶର ସାଧାରଣ ନାଗରିକଙ୍କ ସଞ୍ଚୟ ବୃଦ୍ଧି କରିବ’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସାଧାରଣତଃ ସରକାର ରାଜକୋଷ ଭରିବା କଥା ଚିନ୍ତା କରିଥାନ୍ତି। କିନ୍ତୁ ଏଥର ବଜେଟରେ ନାଗରିକଙ୍କ ପକେଟକୁ ଗୁରୁତ୍ବ ମିଳିଛି। 

Kalahandi Police Successfully Arrests 8 Members of Robbery Gang
Robbery Gang: ପୋଲିସକୁ ଲିଫ୍ଟ ମାଗି ଫସିଗଲା ଆନ୍ତଃରାଜ୍ୟ ଗ୍ୟାଙ୍ଗ; ୮ ଗିରଫ, ସାଢ଼େ ୩ କୋଟିରୁ ଅଧିକ ଟଙ୍କା ଜବତ

ପୋଲିସକୁ ଲିଫ୍ଟ ମାଗି ଫସିଗଲେ ଆନ୍ତଃରାଜ୍ୟ ଗ୍ୟାଙ୍ଗର ୨ ସଦସ୍ୟ। ଯାହାଙ୍କୁ ଧରି ସବୁ ତଥ୍ୟ ଉଗାରିବା ପରେ ଜଙ୍ଗଲ ଭିତରୁ ପୁଳା ପୁଳା ନୋଟକୁ ଜବତ କରିଥିଲା କଳାହାଣ୍ଡି ପୋଲିସ। କେମିତି ଥିଲା ପୂରା ଘଟଣା, ଆସନ୍ତୁ ଜାଣିବା...

Union Budget 2025
Union Budget 2025: ସବୁ ଜିଲ୍ଲାରେ ହେବ କ୍ୟାନସର ଚିକିତ୍ସା କେନ୍ଦ୍ର; କମିବ ଇଭି, ବାଇକ୍ ସହ LED ଟିଭିର ଦାମ୍

ଏଥର ବି ବଜେଟରେ ଅନେକ ସାମଗ୍ରୀ ଉପରୁ କଷ୍ଟମ୍ସ ଡ୍ୟୁଟି ହ୍ରାସ କରି ଲୋକଙ୍କୁ ଖୁସି କରିଦେଇଛନ୍ତି ମୋଦି ସରକାର । ଆସନ୍ତୁ ଦେଖିବା ନିର୍ମଳାଙ୍କ ବଜେଟ ପରେ କଣ ହେଲା ଶସ୍ତା ଓ କଣ ମହଙ୍ଗା।

controversy over kissing female fans
Singer Udit Narayan: ସବୁ ସୀମା ଟପିଲେ...ଲାଇଭ୍ ଶୋ’ରେ ମହିଳା ଫ୍ୟାନ୍‌ଙ୍କ ଓଠକୁ କିସ୍‌ କଲେ ଉଦିତ୍, କହିଲେ...

ଲାଇଭ୍ ଶୋ’ରେ ମହିଳାଙ୍କ ଓଠକୁ ଦେଲେ ‘କିସ୍‌’...ଯିଏ ଭିଡ଼ିଓ ଦେଖୁଛି ସିଏ କହୁଛି ଛି ଛି...ଜଣେ ଲୋକପ୍ରିୟ ଗାୟକ ଏମିତି କାମ କରିବା ନେଇ ସମସ୍ତେ ନିନ୍ଦା କରୁଛନ୍ତି।

Maoists Killed In Odisha-Chhattisgarh Border
Maoists Killed : ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ୮ ନକ୍ସଲ ନିପାତ...

ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୮ ନକ୍ସଲ । ଗାଙ୍ଗାଲୁରରେ ଗୁଳି ବିନିମୟ ବେଳେ ୮ ନକ୍ସଲ ନିପାତ ହୋଇଥିବା ସୂଚନା।

Union Budget LIVE Updates
Union Budget 2025 LIVE Updates: ସଂସଦରେ ବଜେଟ୍‌ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ...ରହିଛି ଦେଶବାସୀଙ୍କ ନଜର

ଆଜି ସଂସଦରେ ଉପସ୍ଥାପିତ ହୋଇଛି କେନ୍ଦ୍ର ବଜେଟ୍‌ । ପ୍ରଧାନମନ୍ତ୍ରୀ

Gold Prices
Gold Prices: ବିବାହ ଋତୁ ଆରମ୍ଭରୁ ସୁନା ଦରରେ ଲାଗିଛି ନିଆଁ; ମାସକ ଭିତରେ ବଢ଼ିଲାଣି ୬ ହଜାର ଟଙ୍କା

ଆଜି ରାଜଧାନୀରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ରହିଛି ୭୭ ହଜାର ୪ଶହ ଟଙ୍କା। ବିବାହ ଋତୁ ଆରମ୍ଭରୁ ସୁନା ଦରରେ ଅଚାନକ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇଦେଇଛି।

Gold Prices
Gold Prices: ବିବାହ ଋତୁ ଆରମ୍ଭରୁ ସୁନା ଦରରେ ଲାଗିଛି ନିଆଁ; ମାସକ ଭିତରେ ବଢ଼ିଲାଣି ୬ ହଜାର ଟଙ୍କା 

ଆଜି ରାଜଧାନୀରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ରହିଛି ୭୭ ହଜାର ୪ଶହ ଟଙ୍କା। ବିବାହ ଋତୁ ଆରମ୍ଭରୁ ସୁନା ଦରରେ ଅଚାନକ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇଦେଇଛି। 

Gold Prices
ବଜେଟ୍ ପୂର୍ବରୁ ସୁନା ଦରରେ ଲାଗିଛି ନିଆଁ

ବଜେଟ୍ ପୂର୍ବରୁ ସୁନା ଦରରେ ଲାଗିଛି ନିଆଁ। ମାସକ ମଧ୍ୟରେ ସୁନା ୧୦ ଗ୍ରାମ ପ୍ରତି ୬ ହଜାର ଟଙ୍କା ବଢିଲାଣି। ଆଜି ରାଜଧାନୀରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ରହିଛି ୭୭ ହଜାର ୪ଶହ ଟଙ୍କା। ବିବାହ ଋତୁ ଆରମ୍ଭରୁ ସୁନା ଦରରେ ଅଚାନକ ବୃଦ୍ଧି ଖାଉଟିଙ୍କ...

India on Track to Become World's Third-Largest Economy Soon
ଖୁବଶୀଘ୍ର ଭାରତ ହେବାକୁ ଯାଉଛି ବିଶ୍ବର ତୃତୀୟ ବୃହତ ଆର୍ଥିକ ଶକ୍ତି

ଖୁବଶୀଘ୍ର ଭାରତ ହେବାକୁ ଯାଉଛି ବିଶ୍ବର ତୃତୀୟ ବୃହତ ଆର୍ଥିକ ଶକ୍ତି। ଆଜିଠୁ ଆରମ୍ଭ ହୋଇଥିବା ବଜେଟ୍ ଅଧିବେଶନରେ ସଂସଦର ଉଭୟ ଗୃହକୁ ସମ୍ବୋଧନ କରି କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ ଓ ସଫଳତାର ଲମ୍ବା ତାଲିକା ଉପସ୍ଥାପନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Rising Crime
ଭୁବନେଶ୍ବରର ଛାତି ଉପରେ କ୍ରମାଗତ ଅପରାଧ

କେବେ ହତ୍ୟା ତ କେବେ ଚୋରି, କେବେ ଡକାୟତି ତ କେବେ ଭିଭିଆଇପିଙ୍କ ସୁରକ୍ଷାରେ ତ୍ରୁଟି। ବର୍ଷ ଆରମ୍ଭରୁ ଭୁବନେଶ୍ବରର ଛାତି ଉପରେ କ୍ରମାଗତ ଅପରାଧ ଘଟିବା ଏବଂ ସଂପୃକ୍ତ ଅପରାଧୀ ଧରା ନପଡ଼ିବା ସମସ୍ତଙ୍କ ମନରେ ଆତଙ୍କ ବଢ଼ାଇଛି। ସାମଗ୍ରିକ ଘଟଣାକୁ ଦେଖିଲେ, କମିଶନରେଟ୍ ପୋଲିସର ଦାୟିତ୍ବକୁ...

FM Nirmala Sitharaman
କାଲି ଖୋଲିବ ଅର୍ଥମନ୍ତ୍ରୀଙ୍କ ବଜେଟ ପେଡ଼ି

କାଲି ଖୋଲିବ ଅର୍ଥମନ୍ତ୍ରୀଙ୍କ ବଜେଟ ପେଡ଼ି। ଦରଦାମ ବୃଦ୍ଧିରେ ଅତିଷ୍ଠ ମଧ୍ୟବିତ୍ତଙ୍କୁ ମହଙ୍ଗା ମାଡରୁ ଆଶ୍ବସ୍ତି ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରିପାରନ୍ତି ବଡ ଘୋଷଣା।

Droupadi Murmu
ସଂସଦ ବାହାରେ ଶସ୍ତା ମନ୍ତବ୍ୟ ଦେଇ ଫସିଲେ ସୋନିଆ ଗାନ୍ଧି

ସଂସଦ ବାହାରେ ଶସ୍ତା ମନ୍ତବ୍ୟ ଦେଇ ଫସିଲେ ସୋନିଆ ଗାନ୍ଧି। ରାଷ୍ଟ୍ରପତିଙ୍କୁ ପୁଅର ଲେଡି, ଅଭିଭାଷଣ ରଖିବା ବେଳେ ସେ ଥକି ପଡ଼ିଥିବା ଏବଂ ଆଦୌ କହିପାରୁ ନଥିବା ଭଳି ମନ୍ତବ୍ୟ ପରେ ସୋନିଆଙ୍କୁ ଘେରିଛି ବିଜେପି। ସେପଟେ ରାଷ୍ଟ୍ରପତି ଭବନ ପକ୍ଷରୁ ସୋନିଆଙ୍କ ମନ୍ତବ୍ୟ ଆଦୌ ଗ୍ରହଣୀୟ...

Berhampur Municipal Corporation Meeting
Berhampur Municipal Corporation Meeting: BeMC ବୈଠକରେ ହୋହଲ୍ଲା; ମୁହାଁମୁହିଁ ହେଲେ ଦୁଇ କର୍ପୋରେଟର ଗୋଷ୍ଠୀ...

ବ୍ରହ୍ମପୁର ମହାନଗର ନିଗମ ବୈଠକରେ ହୋହଲ୍ଲା। ଉଠି ଚାଲିଗଲେ ମେୟର, କମିଶନର୍, ଅଧାରେ ବନ୍ଦ ବୈଠକ । ମୁଖ୍ୟ ଫାଟକ ଆଗରେ ଧାରଣା ଦେଲେ କର୍ପୋରେଟର୍ ।

 Heatwave Warning Across odisha
Weather Update: ସରିଲା ଶୀତ, କାଲିଠୁ କଲବଲ କରିବ ଖରା; ସବୁ ଜିଲ୍ଲାରେ ବୃଦ୍ଧି ପାଇବ ତାପମାତ୍ରା...

ରାଜ୍ୟରୁ ଶୀତ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଆସନ୍ତାକାଲିଠୁ ଖରା ବଢିବ। ସପ୍ତାହେ ଯାଏ ଗରମ ସହ ଟାଇଁ ଟାଇଁ ଖରାରୁ ନିସ୍ତାର ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Patnagarh Wedding Gift Blast
Patnagarh Parcel Bomb Case: ପାଟଣାଗଡ଼ ପାର୍ସଲ ବୋମା ମାମଲା; ଶୁଣାଣି ଶେଷ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଅଭିଯୁକ୍ତ ପୁଞ୍ଜିଲାଲ ମେହର ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ । ଜାମିନ ପିଟିସନ ଉପରେ ଶୁଣାଣି କରି ୪ ସପ୍ତାହ ଭିତରେ ଶୁଣାଣି ଶେଷ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 

Utkarsh Odisha
Utkarsh Odisha: ଉତ୍କର୍ଷ ଓଡ଼ିଶାରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ; କହିଲେ-‘ମହିଳାଙ୍କ ପାଇଁ ହେବ ଇଣ୍ଡଷ୍ଟ୍ରିଆଲ ପାର୍କ’...

ରାଜ୍ୟରେ ମହିଳାଙ୍କ ପାଇଁ ହେବ ଇଣ୍ଡଷ୍ଟ୍ରିଆଲ ପାର୍କ । ଭୁବନେଶ୍ବରର ଜନତା ମୈଦାନରେ ଚାଲିଥିବା ଉତ୍କର୍ଷ ଓଡ଼ିଶାର ଆଜି ଦ୍ୱିତୀୟ ଦିନରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।