ଆପଣ ବାହାରେ ବିରିୟାନୀ ଖାଇବାକୁ ପସନ୍ଦ କରନ୍ତି କି ? ତେବେ ଟିକେ ସତର୍କ ହୋଇଯାଆନ୍ତୁ ଆଉ ଆପଣ ଖାଉଥିବା ଖାଦ୍ୟ କେତେ ସ୍ୱାସ୍ଥ୍ୟକର, ସେ ସମ୍ପର୍କରେ ଟିକେ ପରଖନ୍ତୁ।
ଜଙ୍ଗଲ ଭିତରେ ଜନ୍ତୁ ବଦଳରେ ମଣିଷ ଶିକାର। ଶିକାର ଭାବି ସାଙ୍ଗକୁ ଗୁଳି ଚଳାଇ ଦେଲା ସାଙ୍ଗ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ମାନପୁର ଗାଁରେ ଘଟିଛି ଅଭାବନୀୟ ଘଟଣା।
ଭଲ ଗୀତ ଗାଆନ୍ତି, ନାଚନ୍ତି। ନିଜେ ପରିବା କାଟି ରୋଷେଇ କରନ୍ତି। କେକ୍ ବି ତିଆରି କରନ୍ତି। ହେଲେ ଅଭିଭାବକଙ୍କୁ ଛାଡ଼ିଦେଲେ ଅଟିଜିମ୍ ପୀଡ଼ିତଙ୍କୁ କେହି ଗ୍ରହଣ କରିବାକୁ ନାରାଜ।
ଚୀନର ତାଇୱାନରେ ବେଶ ଧୁମଧାମରେ ପାଳନ ହୋଇଛି ଓଡ଼ିଶା ଦିବସ। ସେଠାରେ ରହୁଥିବା ଓଡ଼ିଆ ସମାଜ ପକ୍ଷରୁ ଓଡ଼ିଶା ଦିବସ ପାଳନ କରାଯାଇଛି।
ଫସଲରେ ହେଉଛି ଅତ୍ୟଧିକ କୀଟନାଶକ ବ୍ୟବହାର । ଅଧିକ ଉତ୍ପାଦନ ଆଶାରେ ରସାୟନିକ ସାର ପ୍ରୟୋଗ କରୁଛି ଚାଷୀ । ଆଉ ଏଥିଯୋଗୁଁ ରାଜ୍ୟରେ ହୁ ହୁ ବଢୁଛି କ୍ୟାନସର ଭଳି ମାରାତ୍ମକ ରୋଗ।
ୱାକଫ୍ ସଂଶୋଧନ ବିଲକୁ ନେଇ ଲୋକସଭାରେ ଶାସକ ବିରୋଧୀ ମୁହାଁମୁହିଁ। ବିଲ୍ ସପକ୍ଷରେ ସରକାରୀ ଦଳ ଆଉ ବିଲ୍ ବିରୋଧରେ ବିରୋଧୀଙ୍କ ଅଗ୍ନିବର୍ଷୀ ତର୍କ, ଆଲୋଚନା।
ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍ । ବସ୍ରେ ଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଏନକାଉଣ୍ଟରରେ ଥରହର ମାଓବାଦୀ । ଶାନ୍ତି ଆଲୋଚନା ପାଇଁ ଜାରି କଲେ ପ୍ରେସ୍ ନୋଟ୍ ।
ଅନାସ୍ଥା ଭୋଟରେ ଅଧ୍ୟାକ୍ଷାଙ୍କ ବିରୋଧରେ ପଡ଼ିଲା ୨୦ ଭୋଟ୍ । ଅନୁପସ୍ଥିତ ରହିଲେ ୬ କାଉନସିଲର । ବିଜେଡି କାଉନସିଲରଙ୍କ ତରଫରୁ ଆଗତ ଅନାସ୍ଥାରେ ପରାଜିତ ହୋଇଛନ୍ତି ବିଜେଡି ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ ।
ନେପାଳ ଛାତ୍ରୀଙ୍କ ପରେ ପୁଣି ଜଣେ ବି-ଟେକ୍ ଛାତ୍ର ଅର୍ଣ୍ଣବ ମୁଖାର୍ଜୀଙ୍କ ସନ୍ଦେହଜନକ ମୃତ୍ୟୁ, ଶିକ୍ଷାନୁଷ୍ଠାନରେ ଅନ୍ତେବାସୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଦିନକୁ ଦିନ ରୋମାଞ୍ଚକର ହେଉଛି ଆଇପିଏଲ । ଦିନ ଗଡୁଛି ଲଢ଼େଇ ଜୋରଦାର ହେଉଛି । ଆଜି ୧୪ତମ ଲିଗ୍ ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଘରୋଇ ଗ୍ରାଉଣ୍ଡରେ ଗୁଜରାଟ ଟାଇଟନ୍ସକୁ ଭେଟିବ ।
ପ୍ରେମିକକୁ ଅପହରଣ କରି ପ୍ରେମିକା ଗିରଫ। ଘଟଣା ଘଟିଛି ଭୁବନେଶ୍ବର ଝାରପଡା ଅଞ୍ଚଳରେ।
କାମ କରୁନି SBIର ଡିଜିଟାଲ ସେବା। ଫୋନ୍-ପେ, ଗୁଗଲ୍-ପେ ଅଚଳ ପରେ ହନ୍ତସନ୍ତ ଉପଭୋକ୍ତା।
ପୁଣି ଜଣେ କିଟ୍ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ହଷ୍ଟେଲରୁ କେମିତି ମଞ୍ଚେଶ୍ୱର ଆସିଲେ ସେନେଇ ସନ୍ଦେହ । ବିଟେକ୍ ଛାତ୍ର ମୃତ୍ୟୁକୁ ସ୍ୱୀକାର କଲେ କିଟ୍ କର୍ତ୍ତୃପକ୍ଷ ।
ବନକଲାଗି ନୀତି ପାଇଁ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଯୁଆଡ଼େ ଚାହିଁବେ ସିଆଡ଼େ ଖାଲି ଧୂଆଁମୟ ପରିବେଶ । ଆଖି ପିଛୁଳାକେ ଚାଲିଗଲା ୧୭ ଜଣଙ୍କ ଜୀବନ। ସବୁ ଜଳି ପୋଡ଼ି ପାଉଁଶ ହୋଇଗଲା।
ଏଣିକି ସରକାରୀ ଭାବେ ‘ଓଡ଼ିଶା ପର୍ବ’ ପାଳନ କରାଯିବ। ସଂସ୍କୃତି ମନ୍ତ୍ରୀ କପିଳ ମିଶ୍ରା ଏହାର ଦାୟିତ୍ବରେ ରହିବେ ବୋଲି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି।
ରାଜ୍ୟର ୩ କୋଟି ୫୨ ଲକ୍ଷ ଲୋକ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମାର ସୁଫଳ ପାଇବେ । ରାଜ୍ୟ ଭିତରେ ଓ ବାହାର ମେଡିକାଲ୍ରେ ମିଳିବ ଚିକିତ୍ସା ସୁବିଧା ।
ପୁଣି ବାହାଘର, ପୁଣି ପରକିୟା ପ୍ରୀତି, ପୁଣି ସ୍ୱାମୀର ଜୀବନ ନେବାକୁ ପ୍ରୟାସ। ବୟଫ୍ରେଣ୍ଡ ସହ କଥା ହେବାବେଳେ ସ୍ୱାମୀ ଦେଖିଦେବାରୁ ସ୍ୱାମୀକୁ ବିଷ ଦେଇଦେଲା ସ୍ତ୍ରୀ।
ଠିକ୍ ଭାବେ କାମ କରୁନି ପୋଲିସ ? ପୋଲିସ ଉପରେ ଲାଗୁନି କି ସରକାରଙ୍କ ଅଙ୍କୁଶ ? ରାଜ୍ୟରେ ଅପରାଧିକ ଘଟଣା ସାମ୍ନାକୁ ଆସିବା ପରେ ତାତିଲେଣି ବିରୋଧୀ ।