• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

Sujit kumar Swain

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରର� ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।

less

Posts by Sujit kumar Swain

Myanmar Earthquake
Myanmar Earthquake: ଦାଉ ସାଧିଛି ପ୍ରକୃତି, ଗଲାଣି ୩,୬୦୦ ଜୀବନ, ଏବେ ବି ଚାଲିଛି ଜୀବନ ଖୋଜା

ମିଆଁମାରରେ ହୋଇଥିବା ଭୂମିକମ୍ପର ଦୃଶ୍ୟ ଦେଖିଲେ ନିହାତି ଆପଣଙ୍କ ଛାତି ଥରି ଉଠିବ । ଭୟଙ୍କର ଭୂମିକମ୍ପରେ ଦୋହଲି ଯାଇଥିଲା ସବୁ କିଛି ।

26/11 Mastermind Tahawwur Rana
Tahawwur Rana: ଭାରତ ଆସିବ ୨୬/୧୧ ମାଷ୍ଟର ମାଇଣ୍ଡ; ତହବୁରର ପ୍ରତ୍ୟର୍ପଣକୁ ନେଇ ତଦାରଖ କରିବେ ଡୋଭାଲ

ମୁମ୍ବାଇ ଆତଙ୍କୀ ହମଲାର ଅନ୍ୟତମ ଅଭିଯୁକ୍ତ ତହବୁର ରାଣାକୁ ଭାରତ ଆଣିବ NIA ଟିମ୍ । ତହବୁରର ପ୍ରତ୍ୟର୍ପଣକୁ ନେଇ ତଦାରଖ କରିବେ ଅଜିତ୍ ଡୋଭାଲ ।

RBI Slashes Repo Rate
RBI Slashes Repo Rate: ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର: ୨୫ ବେସିସ୍ ପଏଣ୍ଟ ରେପୋ ରେଟ୍ ହ୍ରାସ କଲା RBI...

 ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ହ୍ରାସ କରିଛି ଆରବିଆଇ । ଚଳିତବର୍ଷ ଦ୍ବିତୀୟ ଥର ପାଇଁ ରେପୋ ରେଟ୍ ହ୍ରାସ୍ ହେଲା । 

US President Donald Trump
US President Donald Trump: ଜିନପିଙ୍ଗ୍‌ଙ୍କୁ ଟ୍ରମ୍ପଙ୍କ ଖୋଲା ଧମକ; ଚୀନ୍ ଉପରେ ୧୦୪% ଟାରିଫ୍ ଲଗାଇଲା ଆମେରିକା....

ଚୀନ୍ ଉପରେ ବର୍ଦ୍ଧିତ ଆକାରରେ ୧୦୪ ପ୍ରତିଶତ ଟାରିଫ୍ ଲାଗୁ କରିଛି ଆମେରିକା। ଚେତାବନୀର ଦିନକ ପରେ ନୂଆ ଟାରିଫ୍ ଲଗାଇଥିଲେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍। ପୂର୍ବରୁ ଚୀନ ଉପରେ ୩୪ ପ୍ରତିଶତ ଟାରିଫ ଲଗାଇଥିଲା ଆମେରିକା। 

 Odisha Weather Update 
Odisha Weather Update: ରାଜ୍ୟରେ ବଦଳିଲା ପାଗ; ତାତିରୁ ଆଶ୍ବସ୍ତି, ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ

ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ଆସନ୍ତାକାଲି ଓ ୧୧ ତାରିଖରେ ବର୍ଷା ସମ୍ଭାବନା ରହଛି । ଆସନ୍ତା ୨୪ ଘଣ୍ଟାରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । 

Gold Rate
Gold Price In Bhubaneswar: ପୁଣି କମିଲା ସୁନା-ରୂପା ଦର; ଜାଣନ୍ତୁ ଭୁବନେଶ୍ୱରରେ କେତେ କମିଲା...

ପୁଣି ଶସ୍ତା ହେଲା ସୁନା । ଆଜି ବି କମିଲା ସୁନା ଦର । ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧୦ ଟଙ୍କା ହ୍ରାସ ପାଇଛି । 

New Aadhaar App
Aadhaar App: ଆଉ ଦରକାର ହେବନି ଆଧାରକାର୍ଡ; QR କୋଡ୍ ସ୍କାନ କରିବା ମାତ୍ରେ ହେବ ସବୁ କାମ...

ୟୁପିଆଇ ଭଳି କ୍ୟୁ ଆର୍ କୋଡ୍ ସ୍କାନ୍ କରିବା ମାତ୍ରେ ହେବ ସବୁ କାମ। ମୋବାଇଲ ଆପରେ ଫେସ୍ ଆଇଡି ଅଥଣ୍ଟିକେସନ୍ ସହ ସବୁ ତଥ୍ୟ ସୁରକ୍ଷିତ ଭାବେ ଜାଣିପାରିବେ। କେନ୍ଦ୍ର ସରକାର ଏକ ନୂଆ ଆଧାର ଆପ୍ ଆଣିଛନ୍ତି। 

Series Accident
Series Accident: ରାଜଧାନୀରେ ଭୟଙ୍କର ଦୁର୍ଘଟଣା; ପଛକୁ ପଛ ୩ ଟ୍ରକ୍ ମଧ୍ୟରେ ଧକ୍କା...

ସୂଚନା ଅନୁଯାୟୀ, କଟକ ଆଡକୁ ଯାଉଥିବା ଏକ ଟ୍ରକ୍ ପ୍ରଥମେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା । ଏହା ପଛରେ ଆସୁଥିବା ଅନ୍ୟ ଦୁଇଟି ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଧକ୍କା ଦେଇଥିଲା ।

CM Mohan Majhi Shares Full List of Companies Set to Invest in Odisha
Invest In Odisha: ଓଡ଼ିଶାକୁ ଆସିବ ନିବେଶ ! ୧୩ଟି କମ୍ପାନୀ ସହ MoU ସ୍ବାକ୍ଷର...

ଆଜି ଦିଲ୍ଲୀ ଇନଭେଷ୍ଟର୍ସ ମିଟର ଦ୍ବିତୀୟ ଦିନରେ ୧୩ଟି କମ୍ପାନୀ ସହ MoU ସ୍ବାକ୍ଷର ହୋଇଛି । ଓଡ଼ିଶା ସରକାର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ଅଧିନରେ ଥିବା ଆଇଓସିଏଲ୍ ସମେତ ବିଭିନ୍ନ ସଂସ୍ଥା ସହିତ ଏମଓୟୁ ହୋଇଛି । 

Sambit Routray Calls VK Pandian Part of the Past
Waqf Bill Row: ‘ପାଣ୍ଡିଆନ୍ କିଏ ମୁଁ ଜାଣିନି, ସିଏ ଏବେ ଇତିହାସ’

ଦେବାଶିଷ ସାମନ୍ତରାୟଙ୍କ ସପକ୍ଷରେ ବାହାରିଲେ ସମ୍ବିତ ରାଉତରାୟ । ଟ୍ବିଟ୍‌ କରି ଦେବାଶିଷ ସାମନ୍ତରାୟଙ୍କୁ ଆକ୍ଷେପ କରିବା ଠିକ୍‌ ହେଲାନି । ଏପରି ଟ୍ୱିଟ୍‌ କରିବା ପୂର୍ବରୁ ଟିକେ ଭାବିବାର ଥିଲା ବୋଲି କହିଲେ । 

Woman Constable
Woman Constable: ପ୍ରେମ ହେଲା କାଳ ! ପୋଲିସ ବାରାକରେ ଝୁଲି ପଡ଼ିଲେ ମହିଳା କନଷ୍ଟେବଳ...

ଆଜି ବାରାକରେ ମହିଳା କନଷ୍ଟେବଳ ଯଶୋଦା ଦାସ୍‌ଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ଅନ୍ୟ ସହଯୋଗୀମାନେ ଉଦ୍ଧାର କରି ତୁରନ୍ତ ବାଲେଶ୍ବର ଜିଲ୍ଲା ମୁଖ୍ୟ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । 

BJD Turmoil: Senior Leader Arun Sahoo Distances Himself, Says ‘I Know Nothing’
ମୁଁ କିଛି ଜାଣିନି...

ବିଜେଡିରେ ଲାଗିଥିବା ଝଡ଼ ସମ୍ପର୍କରେ ଯାହା ପଚାରିଲେ କିଛି ନ ଜାଣିଲା ପରି ଉତ୍ତର ଦେଉଛନ୍ତି ବରିଷ୍ଠ ନେତା ଅରୁଣ ସାହୁ। କହୁଛନ୍ତି ମୁଁ କିଛି ଜାଣିନି। ଆଜିକାଲି ମୁଁ ସୋସିଆଲ୍ ମିଡିଆରେ ସେତେଟା ଆକ୍ଟିଭ୍ ନାହିଁ। ମୁଁ କ୍ଷେତ୍ର କାମରେ ବ୍ୟସ୍ତ...

Once Face of BJD, Now an Afterthought: Sambit Routray Calls VK Pandian Part of the Past
ପାଣ୍ଡିଆନ୍ କିଏ?

ନିର୍ବାଚନ ପୂର୍ବରୁ ଭିକେ ପାଣ୍ଡିଆନଙ୍କୁ ବିଜେଡିରେ ଠା ପୂଜା କରାଯାଉଥିଲା। ଥାଟ ବାଟ ସବୁ ମିଳିଥିଲା। ନେତା ପାଲ ଟାଣୁଥିଲେ, ପାଣ୍ଡିଆନ୍ ଷ୍ଟେଜ୍ ଚଢୁଥିଲେ। ଏବେ ସେଇ ଦଳର ନେତା ସମ୍ବିତ ରାଉତରାୟ କହୁଛନ୍ତି, ପାଣ୍ଡିଆନ୍ କିଏ? ସେ ବିଜେଡି ପାଇଁ ଅତୀତ ହୋଇ ଯାଇଛନ୍ତି।

 why did ChatGPT Ghibli Studio suddenly become so popular
Ghibli Studio: କ’ଣ ଏହି ଘିବଲି ଷ୍ଟୁଡିଓ ? ଚାଟଜିପିଟିରେ କାହିଁକି ହେଲା ଟ୍ରେଣ୍ଡ ? ଜାଣନ୍ତୁ...

ନିଜ ଫଟୋକୁ Ghibli ଷ୍ଟାଇଲ କରିବାକୁ ପିଲାଠୁ ନେଇ ବୁଢା ସଭିଏଁ ହେଉଛନ୍ତି ମତୁଆଲା। ନିଜ ଫଟୋକୁ ଚାଟବଟରେ ଅପଲୋଡ କରି ‘Ghibliରେ ପରିଣତ କରିଦିଅ’ କମାଣ୍ଡ ଦେଲେ ଏହା ଅତି ସହଜରେ Ghibli ଛବି ତିଆରି କରି ଦେଉଛି। କଣ ଏହି ଘିବଲି ଷ୍ଟୁଡିଓ ? ଜାଣନ୍ତୁ...

ଘିବଲି ଷ୍ଟାଇଲ ଫଟୋ ତିଆରି କରିବାକୁ ଇଚ୍ଛା ହେଉଛି କି ? କେମିତି ତିଆରି କରିବେ ଘିବଲି ଷ୍ଟାଇଲ ଫଟୋ ଜାଣିପାରୁ ନାହାଁନ୍ତି
Create Studio Ghibli-Style AI Images: କେମିତି ତିଆରି କରିବେ ଘିବଲି ଷ୍ଟାଇଲ ଫଟୋ ? ଜାଣନ୍ତୁ...

ଘିବଲି ଷ୍ଟାଇଲ ଫଟୋ ତିଆରି କରିବାକୁ ଇଚ୍ଛା ହେଉଛି କି ? କେମିତି ତିଆରି କରିବେ ଘିବଲି ଷ୍ଟାଇଲ ଫଟୋ ଜାଣିପାରୁ ନାହିଁନ୍ତି କି ? ତେବେ ଆସନ୍ତୁ ଜାଣିବା...

Stock Market Crashed
Stock Market Crashed: ସେୟାର ମାର୍କଟ୍‌ରେ ରକ୍ତପାତ; ୭୬,୪୦୦ କୋଟି ହରାଇଲେ ଦେଶର ୪ ବିଲିୟନିୟର୍...

କିଏ କହିଲା ବ୍ଲାକ୍ ମଣ୍ଡେ ଟୁ ପଏଣ୍ଟ୍ ଓ ପୁଣି କିଏ କହିଲା ଦଲାଲ୍ ଷ୍ଟ୍ରିଟ୍ ବ୍ଲଡ୍ ବାଥ୍  । ଦେଶର ଶ୍ରେଷ୍ଠ ଚାରି ବିଲିୟନିୟର୍ - ମୁକେଶ ଅମ୍ବାନୀ, ଗୌତମ ଆଦାନୀ, ସାବିତ୍ରୀ ଜିନ୍ଦଲ ଓ ଶିବ ନାଦରଙ୍କ ଗୋଟିଏ ଦିନରେ ପାଖାପାଖି ୭୬,୪୦୦ କୋଟି ଟଙ୍କା...

Gold Price Drop
Gold Price Today : ଆଜି ବି କମିଲା ସୁନା ଦର; ୫ ଦିନରେ କମିଲାଣି ୩,୩୫୦ ଟଙ୍କା...

ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୬୦୦ ଟଙ୍କା ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନା ୬୫୦ ଟଙ୍କା କମିଛି । 

Odia Jatra Artist Nari Panda Assault Case; CCTV Footage Goes Viral
ନରି ପଣ୍ଡାଙ୍କୁ ମାଡ଼ ଘଟଣା: CCTV ଫୁଟେଜ୍ ହେଉଛି ଭାଇରାଲ୍

ନରି ପଣ୍ଡାଙ୍କୁ ମାଡ଼ ଘଟଣାର ଏହି CCTV ଫୁଟେଜ୍ ହେଉଛି ଭାଇରାଲ୍ !

Special Story: BJD MP Munna Khan Makes Explosive Statement Against Sasmit Patra
ଦଳରେ ଦୋ ମୁହାଁ ନୀତି ଚଳିବ ନାହିଁ

ଦଳରେ ଦୋ ମୁହାଁ ନୀତି ଚଳିବ ନାହିଁ। ଯାହାର ଆତ୍ମା ଡାକୁଛି ବିଜେପିକୁ ଭୋଟ ଦେବାକୁ ସେ ଦଳ ଛାଡି ଚାଲି ଯାଆନ୍ତୁ। ଦଳରେ ସମାନରେ ରୁହ ନହେଲେ ଦଳ ଛାଡ। ବିସ୍ପୋରକ ବୟାନ ଦେଇଛନ୍ତି ବିଜେଡି ସାଂସଦ ମୁନା ଖାଁ।

Trump Tariff War: Bloodbath in Global Stock Markets Hits India, China, Japan, Korea
ଟ୍ରମ୍ପ୍ ଟାରିଫ୍ ୱାର୍ ପରେ ବିଶ୍ବ ବଜାରରେ ହାହାକାର

ଟ୍ରମ୍ପ୍ ଟାରିଫ୍ ୱାର୍ ପରେ ବିଶ୍ବ ବଜାରରେ ହାହାକାର। ଭାରତ, ଜାପାନ୍, ଚୀନ୍, କୋରିଆ ସେୟାର ବଜାରରେ ନିବେଶକଙ୍କୁ ବଡ଼ ଝଟକା ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।