• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Mihir Das
କେମିତି ଓ କେଉଁଠି ଆରମ୍ଭ ହୋଇଥିଲା ମିହିରଙ୍କ ଓଲିଉଡ୍‌ ଯାତ୍ରା, ଜାଣନ୍ତୁ..

ଦୀର୍ଘଦିନ ଧରି କିଡନୀ ରୋଗରେ ପୀଡ଼ିତ ଥିଲେ ମିହିର ଦାସ । କଟକର ଏକ ଘରୋଇ ହସ୍ପିଟାଲରେ ଗତ ପ୍ରାୟେ ମାସେ ଧରି ତାଙ୍କର ଚିକିତ୍ସା ଜାରି ରହିଥିଲା ।

Panchayat Election
ଏଥର ପଞ୍ଚାୟତ ନିର୍ବାଚନରେ ଅନେକ ପରିବର୍ତ୍ତନ, ଜାଣନ୍ତୁ କଣ ରହିଛି ବ୍ୟବସ୍ଥା

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଜାନୁଆରୀ ୧୩ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଜାନୁଆରୀ ୧୭ରୁ ୨୧ ଭିତରେ ନାମଙ୍କନପତ୍ର ଦାଖଲ, ୨୨ରେ ପ୍ରାର୍ଥିପତ୍ର ଯାଂଚ, ୨୫ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହର ଓ ସେହି ୨୫ ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ।

Corona
ରାଜ୍ୟରେ ବିଗିଡ଼ୁଛି ସ୍ଥିତି, ନିୟନ୍ତ୍ରଣ ବାହାରକୁ ଗଲାଣି ସଂକ୍ରମଣ !

ଦିନକ ବ୍ୟବଧାନ ପରେ ଆଜି ରାଜ୍ୟରେ ପୁଣି ଲମ୍ବ ଡିଆଁ ମାରିଛି କୋଭିଡ୍ ସଂକ୍ରମଣ । ୨୪ ଘଣ୍ଟା ଭିତରେ ଚିହ୍ନଟ ହୋଇଛନ୍ତି ୭ ହଜାର ୭୧ ପଜିଟିଭ୍ । ଯାହାକି ଗତକାଲି ଚିହ୍ନଟ ହୋଇଥିବା ୪ ହଜାର ୮୨୯ କରୋନା ଆକ୍ରାନ୍ତଙ୍କ ତୁଳନାରେ ୪୨ ପ୍ରତିଶତ ବା...

Panchayat Election
ନିର୍ବାଚନ ନେଇ କଡ଼ା ଗାଇଡ୍‌ଲାଇନ୍, ଜାଣନ୍ତୁ ପ୍ରଚାର ବେଳେ କ’ଣ ରହିଛି କଟକଣା

ଏଥର ଗାଁ ଗାଁରେ ଜମିବନି ପ୍ରଚାର କି ଭୋଜି ଭାତ । କୌଣସି ସ୍ଥାନରେ ପଥପ୍ରାନ୍ତ ସଭା, ପଦଯାତ୍ରା କି ବାଇକ୍ ରାଲି ହେବ ନାହିଁ ।

Cannabis
ଦେଶରେ ସମ୍ପୂର୍ଣ୍ଣ ବ୍ୟାନ୍‌ ନୁହେଁ ଗଞ୍ଜେଇ, ଜାଣନ୍ତୁ ଏହାର ଉପକାରିତା

ଗଞ୍ଜେଇକୁ ନେଇ ଧରପଗଡ଼ ଚାଲୁଥିବା ବେଳେ କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କ ଆଗାରେ ବଡ଼ ବୟାନ ରଖିଛନ୍ତି । ଦେଶରେ କେବେ ହେଲେ ଗଞ୍ଜେଇକୁ ସଂପୂର୍ଣ୍ଣ ଭାବେ ବ୍ୟାନ କରାଯାଇ ନାହିଁ ବୋଲ କହିଛନ୍ତି ସରକାର ।

Delhi corona
ଦିଲ୍ଲୀରେ ସାଂଘାତିକ ହେଲାଣି ସ୍ଥିତି, ନିୟନ୍ତ୍ରଣ ବାହାରେ କରୋନା

ଦିଲ୍ଲୀରେ ଏବେ ସ୍ଥିତି ସଂଗୀନ ରହିଛି । ପ୍ରତି ୪ ଜଣରେ ଜଣେ କରୋନା ପଜିଟିଭ୍ ହେଉଥିବା ଜଣାପଡ଼ିଛି । ଗତକାଲି ପଜିଟିଭ୍ ହାର ୨୫ ପ୍ରତିଶତ ରହିଥିଲା । ଗତବର୍ଷ ମେ’ ମାସ ପରେ ପ୍ରଥମଥର ପାଇଁ ଗତକାଲି ପଜିଟିଭ୍‌ ହାର ୨୫ ପ୍ରତିଶତକୁ ଛୁଇଁଛି ।...

Yogi Adityanath
ବିଧାନସଭା ନିର୍ବାଚନ ପୂର୍ବରୁ ଯୋଗୀଙ୍କୁ ବଡ଼ ଝଟକା

ସ୍ୱାମୀ ପ୍ରସାଦ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏହାସହ ଗଣମାଧ୍ୟମକୁ ମଧ୍ୟ ସୂଚନା ଦେଇଛନ୍ତି ।

Indian Currency
କରୋନା ସହାୟତା ନାଁରେ ୫୦୦୦ ଟଙ୍କା ଦେଉଛନ୍ତି ସରକାର ! ଏହା କ’ଣ ସତ ?

କରୋନାକୁ ନେଇ ମଧ୍ୟ ଅନେକ ମିଛ ଖବର ଏଥିରେ ଭାଇରାଲ ହୋଇଥାଏ । କିଛି ଦିନ ହେବ ସୋସିଆଲ ମିଡିଆରେ ଏମିତି କିଛି ଖବର ଏବେ ପୁଣି ଭାଇରାଲ ହେବାରେ ଲାଗିଛି ।

Sambalpur Drown
ମା’ ସହ ଗାଧୋଉଥିଲା କୁନି ପୁଅ, ହେଲେ ହଠାତ୍ ଭାସିଗଲା; ‌ଏମିତି କ’ଣ ଘଟିଗଲା !

ଶିବ ମନ୍ଦିର ଘାଟରେ ଗାଧୋଇବା ସମୟରେ କୌଣସି କାରଣରୁ ପିଲାଟି ଭାସି ଯାଇଥିଲା । ସେଠାରେ ସ୍ରୋତ ପ୍ରଖର ଥିବାରୁ ପିଲାଟି ତଳକୁ ତଳକୁ ଭାସି ଯାଇଥିଲା ।

BMC Increase Covid Bed
କୋଭିଡ୍ ହସ୍ପିଟାଲରେ ବଢ଼ିଲା ବେଡ୍‌ ସଂଖ୍ୟା, ଖୋଲିଲା ନୂଆ କୋଭିଡ୍‌ କେୟାର; ଜାଣନ୍ତୁ କେଉଁଠି..

କୋଭିଡ୍ ହସ୍ପିଟାଲ ସଂଖ୍ୟା ୪ ଏବଂ ଶଯ୍ୟାସଂଖ୍ୟା ୧୬୯୯କୁ ବୃଦ୍ଧି ପାଇଛି । ପୂର୍ବରୁ ସମ୍‌ରେ ୮୧୦ ଓ ଆଦିତ୍ୟ ଅଶ୍ୱିନୀରେ ୧୫୦ ବେଡ୍‌ର ବ୍ୟବସ୍ଥା ଥିଲା ।

Elephant Calf Rescued
ନୂଆ ଷ୍ଟାଇଲ୍‌ରେ କୂଅ ଭିତରୁ ହାତୀ ଛୁଆକୁ ଉଦ୍ଧାର କଳା ହାତୀ ପଲ, ଜାଣନ୍ତୁ

ପ୍ରଥମେ ହାତୀ ଶାବକଟି କୂଅ ଭିତରେ ଖସି ପଡ଼ିଥିଲା । ଆଉ ହାତୀ ଛୁଆଟି ଖସି ପଡ଼ିବାରୁ ଅନ୍ୟ ହାତୀମାନେ ସେଠାରେ ଜଗି ରହିଥିଲେ । ପ୍ରାୟ ୧୦ରୁ ଅଧିକ ହାତୀ ସେହି କୂଅ ପାଖରେ ଜଗି ବସିଥିଲେ ।

Dhana Mandi
ମଣ୍ଡିରୁ ଉଠୁନି ଧାନ, ମାଡ଼ି ଆସିଲାଣି ବର୍ଷା

ମଣ୍ଡିରେ ଅଚଳାବସ୍ଥା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ବିନିକା ଶଙ୍କରା ମଣ୍ଡିରେ । ମିଲର୍ସ ମଣ୍ଡିକୁ ଧାନ କିଣିବାକୁ ଆସୁନଥିବାରୁ ଧାନ ଉଠୁନଥିବା ଅଭିଯୋଗ ହୋଇଛି ।

Petrol Bomb
କଂଗ୍ରେସ ଭବନରେ ପେଟ୍ରୋଲ ବୋମା ମାଡ଼

ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ପେଟ୍ରୋଲ ବୋମାମାଡ କରିଥିବା ଜଣାପଡ଼ିଛି । ଏଥିରେ କଂଗ୍ରେସ ଭବନରେ ସେମିତି କିଛି କ୍ଷୟକ୍ଷତି ହୋଇନାହିଁ ।

Conch
ଘରେ ଶଙ୍ଖ ଫୁଙ୍କିଲେ କ’ଣ ଲାଭ ହୁଏ ? କେଉଁ ଶଙ୍ଖ ରଖିଲେ ଧନର ସମସ୍ୟା ରହେ ନାହିଁ ? ଜାଣନ୍ତୁ..

ଆଜି ଜାଣିବା ଘରେ ଶଙ୍ଖ ରଖିଲେ କ’ଣ ସବୁ ଫାଇଦା ମିଳିଥାଏ ? ଏହାସହ କେଉଁ ଶଙ୍ଖ ରଖିଲେ ଘରେ କେବେ ବି ଧନ ସମସ୍ୟା ଦେଖା ଦିଏ ନାହିଁ ?

Daily Horoscope
Daily Horoscope 09 Jan 2022: ସିଂହ-କନ୍ୟା-କୁମ୍ଭ ରାଶିର ବ୍ୟକ୍ତି ସାବଧାନ !

ଧନୁ ୨୫ ଦିନ ପୌଷ ମାସ ଶୁଳ୍କ ପକ୍ଷ । ସପ୍ତମୀ ଭୁକ୍ତ ଅଷ୍ଟମୀ ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର । ଆଜି ଦିନଟି ଆପଣଙ୍କ ପାଇଁ କେମିତି କଟିବ ଆସନ୍ତୁ ଜାଣିବା । 

Puri Lord Jagannath
ବନ୍ଦ ହେଲା ଜଗାଦର୍ଶନ, ପୁଣି ଦେଖାଦେବ ଆର ମାସରେ

ଶ୍ରୀମନ୍ଦିରରେ ଆଜିଠୁ ଜଗାଦର୍ଶନ ବନ୍ଦ ରହିଛି । ସାଧାରଣ ଭକ୍ତଙ୍କ ପାଇଁଶ୍ରୀମନ୍ଦିର ପ୍ରବେଶ ମନା । ବଢ଼ି ଚାଲିଥିବା କରୋନା ସଂକ୍ରମଣ ସ୍ଥିତିକୁ ଦେଖି ଶ୍ରୀମନ୍ଦିରକୁ ସାଧାରଣ ଭକ୍ତଙ୍କ ପ୍ରବେଶ ଉପରେ ଲାଗିଛି କଟକଣା ।

rain-Google-weather-forecasting-machine-learning
ରାଜ୍ୟରେ ଶୀତ କମୁଛି ବର୍ଷା ମାଡ଼ି ଆସୁଛି, ପୁଣି ଚାଷୀ ମୁଣ୍ଡରେ ଚଡ଼କ

୧୧ ଓ ୧୨ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବ ଏହି ଦୁଇ ଦିନ ପାଇଁ ଆଭ୍ୟନ୍ତରୀଣ ଓଡିଶା ସହ ଉପକୂଳବର୍ତ୍ତୀ କିଛି ଜିଲ୍ଲା ପାଇଁ  ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Delhi Night Curfew
ସାବଧାନ ! ମହାରାଷ୍ଟ୍ର ପରେ ରାଜଧାନୀ ଦିଲ୍ଲୀରେ ବି ବିଗିଡ଼ିଲାଣି ସ୍ଥିତି

ଗତ ୨୪ ଘଣ୍ଟାରେ ୨୦ ହଜାର ୧୮୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ଗୁରୁବାର ୧୫ ହଜାର ଏବଂ ଶୁକ୍ରବାର ୧୭ ହଜାରରୁ ଅଧିକ ଆକ୍ରାନ୍ତ ବାହରିଥିବା ବେଳେ ଆଜି ବି କରୋନାର ଲମ୍ବ ଡିଆଁ ଦେଖିଛି ରାଜଧାନୀ । ପଜିଟିଭିଟି ରେଟ୍‌ ମଧ୍ୟ ବୃଦ୍ଧି...

Air port
କରୋନା ଭୟ ! ବିମାନ ବନ୍ଦର ଏବେ ଖାଁ ଖାଁ

BMC ପକ୍ଷରୁ RTPCR ଟେଷ୍ଟ ଲାଗି ସବୁ ସୁବିଧା ଯୋଗାଇ ଦିଆଯାଇଛି । BMCର ନୂଆ ନିର୍ଦ୍ଦେଶନାମା ଅନୁସାରେ ଯେଉଁମାନେ ୭୨ଘଣ୍ଟା ମଧ୍ୟରେ RTPCR ପରୀକ୍ଷା କରିଥିବେ, ସେମାନଙ୍କର ଆଉ ବିମାନବନ୍ଦରରେ କୋଭିଡ ଟେଷ୍ଟ ହେବନି ।

Swargadwara
ପ୍ରଥମେ ମନ୍ଦିର ଯିବାକୁ ଲାଗିଲା କଟକଣା, ଆଉ ଏବେ ସ୍ୱର୍ଗଦ୍ୱାର

ପୁରୀ ପ୍ରଶାସନ ପକ୍ଷରୁ ସ୍ୱର୍ଗଦ୍ୱାରରେ ଶବ ପୋଡ଼ା ନେଇ ଲାଗିଲା କଟକଣା । ଆସନ୍ତା ସୋମବାରରୁ ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ବନ୍ଦ ବୋଲି କହିଛି ପୁରୀ ପ୍ରଶାସନ । ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଲୋକଙ୍କ ଶବ ସତ୍କାର ପାଇଁ ବାରଣ କରାଯାଇଛି

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।