Advertisment

ସାବଧାନ ! ମହାରାଷ୍ଟ୍ର ପରେ ରାଜଧାନୀ ଦିଲ୍ଲୀରେ ବି ବିଗିଡ଼ିଲାଣି ସ୍ଥିତି

ଗତ ୨୪ ଘଣ୍ଟାରେ ୨୦ ହଜାର ୧୮୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ଗୁରୁବାର ୧୫ ହଜାର ଏବଂ ଶୁକ୍ରବାର ୧୭ ହଜାରରୁ ଅଧିକ ଆକ୍ରାନ୍ତ ବାହରିଥିବା ବେଳେ ଆଜି ବି କରୋନାର ଲମ୍ବ ଡିଆଁ ଦେଖିଛି ରାଜଧାନୀ । ପଜିଟିଭିଟି ରେଟ୍‌ ମଧ୍ୟ ବୃଦ୍ଧି ପାଇ ୧୯.୬୦ରେ ପହଂଚିଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Delhi Night Curfew

Delhi Night Curfew

ଦେଶରେ ମହାନଗରୀରେ ମହାମାରୀର ବେକାବୁ ସ୍ଥିତି । ଆଜି ରାଜଧାନୀ ଦିଲ୍ଲୀରେ ଦୈନିକ ସଂକ୍ରମଣ ୨୦ ହଜାର ପାର କରିଛି । ଗତ ମେ’ ମାସ ପରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୨୦ ହଜାର ୧୮୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ଗୁରୁବାର ୧୫ ହଜାର ଏବଂ ଶୁକ୍ରବାର ୧୭ ହଜାରରୁ ଅଧିକ ଆକ୍ରାନ୍ତ ବାହରିଥିବା ବେଳେ ଆଜି ବି କରୋନାର ଲମ୍ବ ଡିଆଁ ଦେଖିଛି ରାଜଧାନୀ । ପଜିଟିଭିଟି ରେଟ୍‌ ମଧ୍ୟ ବୃଦ୍ଧି ପାଇ ୧୯.୬୦ରେ ପହଂଚିଛି ।

Advertisment

ସେପଟେ ମୁମ୍ବାଇରେ ବି ୨୦ ହଜାର ପାର ଦୈନିକ ସଂକ୍ରମଣ ଗତ ୨୪ ଘଣ୍ଟାରେ ମୁମ୍ବାଇରେ ୨୦ ହଜାର ୩୧୮ ନୂଆ ମାମଲା ସାମ୍ନାକୁ ଆସିଛି । ସମଗ୍ର ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୪୧ ହଜାର ୪୩୪  ଜଣ ସଂକ୍ରମିତ ହୋଇଛନ୍ତି । ମହାରାଷ୍ଟ୍ରରେ ଓମିକ୍ରନ ସଂଖ୍ୟା ମଧ୍ୟ ୧ ହଜାର ପାର କରିଛି । ସଂକ୍ରମଣ ବୃଦ୍ଧି ପରେ ଆସନ୍ତା ୧୦ ତାରିଖରୁ ରାଜ୍ୟବ୍ୟାପୀ ନାଇଟ୍ କର୍ଫ୍ୟୁ ଜାରି ହେବ ବୋଲି ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର । ଏଥିସହ ଜିମ୍ ଓ ସେଲୁନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ ମୁମ୍ବାଇରେ ବି ୨୦ ହଜାର ପାର ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ମୁମ୍ବାଇରେ ୨୦ ହଜାର ୩୧୮ ନୂଆ ମାମଲା ସାମ୍ନାକୁ ଆସିଛି। ସମଗ୍ର ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୪୧ ହଜାର ୪୩୪  ଜଣ ସଂକ୍ରମିତ ହୋଇଛନ୍ତି। ମହାରାଷ୍ଟ୍ରରେ ଓମିକ୍ରନ ସଂଖ୍ୟା ମଧ୍ୟ ୧ ହଜାର ପାର କରିଛି। ସଂକ୍ରମଣ ବୃଦ୍ଧି ପରେ ଆସନ୍ତା ୧୦ ତାରିଖରୁ ରାଜ୍ୟବ୍ୟାପୀ ନାଇଟ୍ କର୍ଫ୍ୟୁ ଜାରି ହେବ ବୋଲି ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର। ଏଥିସହ ଜିମ୍ ଓ ସେଲୁନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ସେପଟେ ତୃତୀୟ ଲହରରେ ଦେଶରେ କେମିତି ସୁନାମି ଭଳି ମାଡ଼ି ଚାଲିଛି, ତାହା କୋଭିଡ୍‌ର ଦୈନିକ ସଂକ୍ରମଣ ସ୍ପଷ୍ଟ କରିଛି । ଗତ କାଲି ଦେଶରେ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୪୧ ହଜାର ୯୮୬ ନୂଆ କରୋନା ଆକ୍ରାନ୍ତ । ଯାହାକି ପୂର୍ବଦିନ ଅପେକ୍ଷା ଆଉ ୨୪ ହଜାର ଅଧିକ ଥିଲା ।

COVID-19 Corona
Advertisment
Advertisment