• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Theft
ଭୋଲାଭାଲା ଚେହେରା, ଫର୍ମାଲ୍ ଡ୍ରେସ୍ ଆଉ ଲୁକ୍‌ସରେ ନୂଆ ଷ୍ଟାଇଲ୍‌ର ଚୋରି ! ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଭୋଲାଭାଲା ଚେହେରା, ଫର୍ମାଲ୍ ଡ୍ରେସ୍, ଫର୍ମାଲ୍ ଲୁକ୍‌ସ । ଏଭଳି ବ୍ୟକ୍ତି ଯେ ବ୍ୟାଙ୍କରେ ପଶି କଳାକନା ବୁଲାଇଦେବ, ସହଜରେ ବିଶ୍ୱାସ ହେବା ମୁସ୍କିଲ । କିନ୍ତୁ ଜାଣିରଖନ୍ତୁ ତାର କଳା କାରନାମାା ।

Air Bag In Car
ଏଣିକି ଗୋଟିଏ କି ଦୁଇଟି ନୁହେଁ କାର୍‌ରେ ୬ ଏୟାରବ୍ୟାଗ୍‌ ବାଧ୍ୟତାମୂଳକ

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ୍ ଗଡ଼କରୀ ଟ୍ୱିଟ୍ କରି କହିଛନ୍ତି, ୨୦୧୯ ଜୁଲାଇରୁ ଦେଶରେ ଡ୍ରାଇଭର ଏୟାର ବ୍ୟାଗ୍‌କୁ ବାଧ୍ୟତାମୂଳକ କରାଯାଇଥିଲା । ୨୦୨୨ ଜାନୁଆରୀ ପହିଲାରୁ ସହ-ଯାତ୍ରୀ ଏୟାର ବ୍ୟାଗ୍ ବାଧ୍ୟତାମୂଳକ କରାଯାଇଛି ।

Panchayat Election
ରାତି ପାହିଲେ ପଞ୍ଚାୟତ ନିର୍ବାଚନର ନାମାଙ୍କନ ଦାଖଲ, ତଥାପି ଛିଣ୍ଡୁନି ଗଣିତ ! କିଏ ହେବ ପ୍ରାର୍ଥୀ ?

ହାତରେ ସମୟ କମ୍, ତଥାପି ବିଜେଡି, ବିଜେପି ଓ କଂଗ୍ରେସର ଅଙ୍କ ଛିଡ଼ୁନି । ମାଳ ମାଳ ଆଶାୟୀଙ୍କୁ ନେଇ ୮୫୩ ଜିଲ୍ଲା ପରିଷଦ ଲାଗି ଟିକେଟ ବଣ୍ଟା ଫାଇନାଲ୍ ଏଯାଏ ହୋଇପାରୁନି ।

Corona Vaccination
ଟିକାକରଣକୁ ବର୍ଷେ, ହେଲେ ଏବେ ବି ଲୋକଙ୍କ ମନାରୁ ଯାଇନି ଭୟ

ଗତବର୍ଷ ମେ’ ପହିଲାରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ଅର୍ଥାତ୍ ଯୁବ ବର୍ଗଙ୍କୁ କୋଭିଡ୍ କବଚ ପ୍ରଦାନ ଆରମ୍ଭ ହୋଇଯାଇଥିଲେ ବି କିଶୋର ବର୍ଗଙ୍କୁ ଭ୍ୟାକ୍ସିନେସନ ପାଇଁ ପୁରା ବର୍ଷେ ଅପେକ୍ଷା କରିବାକୁ ପଡ଼ିଥିଲା ।

Stone Artist
ଓଃ କି ଦୁଃଖ ! ଭଲ ପଥର ମିଳୁନି କି ଗରାଖ ବି ନାହାନ୍ତି, ଭୋକ ଉପାସରେ ପଥର କାରିଗର

ପଥର କାରିଗରୀ ପାଇଁ ପ୍ରସିଦ୍ଧ ଗଞ୍ଜାମ ଜିଲ୍ଲା ପୋଲସରା ନିକଟ ମଥୁରା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗ୍ରାମର କିଛି ହାତ ଗଣତି ଶିଳ୍ପୀ ହିଁ ନିଜ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ପ୍ରାଣପଣେ ଚେଷ୍ଟା କରୁଛନ୍ତି ।

Novak Djokovic
ବିଶ୍ୱର ୧ନଂ ଖେଳାଳିଙ୍କ ଅଷ୍ଟ୍ରେଲିଆନ୍‌ ଓପନ୍ ଆଶା ଧୂଳିସାତ୍‌ ! ଫେରାଇ ଦେଲେ ଅଷ୍ଟ୍ରେଲିଆ ସରକାର

କୋଭିଡ-୧୯ ପ୍ରତିଷେଧକ ଟିକା ନେବାକୁ ଅମଙ୍ଗ ଜୋକୋଭିଚ୍ ଫେରିଲେ । ଅଷ୍ଟ୍ରେଲିଆନ ଓପନ୍ ଜିଣି ରେକର୍ଡ ୨୧ତମ ଗ୍ରାଣ୍ଡସ୍ଲାମ ସ୍ୱପ୍ନ ଧୂଳିସାତ୍‌ ହୋଇଛି । ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ନୋଭାକ୍ ଜୋକୋଭିଚ୍‌ଙ୍କ ଅଷ୍ଟ୍ରେଲିଆନ୍ ଓପନ୍ ଖେଳିବା ଆଶା ଧୂଳିସାତ୍ ।

DGP Sunil Bansal
ପ୍ରଥମ ଥର ପାଇଁ ମାଓ ଇଲାକାରେ ନୂଆ ଡିଜିପି

ଏସ୍‌ପି ଅଫିସ୍‌ରେ ହୋଇଥିବା ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ, ଆଇଜି ଅପରେସନ ଅମିତାଭ ଠାକୁର,  ଡିଆଇଜି ଅନିରୁଦ୍ଧ ସିଂ ଓ ନୂଆପଡ଼ା ଏସପି ପ୍ରତ୍ୟୁଷ ଦିବାକର ଉପସ୍ଥିତ ଥିଲେ ।

Crime
ଭୁବନେଶ୍ୱର ପ୍ରେସ୍‌ଛକ ହତ୍ୟାକାଣ୍ଡ: ଦୁଇ ଅଭିଯୁକ୍ତ ଗିରଫ, ଜାଣନ୍ତୁ ପୁରା ଘଟଣା

ଗତକାଲିର ଘଟଣା ପରେ ଅଭିଯୁକ୍ତ ମାନେ ଫେରାର ଥିଲେ । ଏମାନଙ୍କୁ ଖୋଜି ଧରିବା ପରେ ଏବେ ଖୋଳତାଡ଼ ଚାଲିଛି । ଘଟଣାସ୍ଥଳକୁ ସାଇଣ୍ଟିଫିକ୍ ଟିମ୍ ଯାଇ ତଦନ୍ତ କରିଛି ।

murder
ପୁଣି ରକ୍ତରଂଜିତ ରାଜଧାନୀ ! ବିଚ୍ ରାସ୍ତାରେ ଯୁବକଙ୍କୁ ଛୁରି ମାରି ହତ୍ୟା

ଛୁରାମାଡ଼ରେ ଆଉ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ନୟାପଲ୍ଲୀ ଅଞ୍ଚଳର ଦୁର୍ବୃତ୍ତ ମାନେ ଚିଣ୍ଟୁ ଏବଂ ଆଉ ଜଣଙ୍କୁ ଛୁରାମାଡ଼ କରିଥିଲେ । ଫଳରେ ଚିଣ୍ଟୁଙ୍କ ମୃତ୍ୟୁ ହୋଇଥିବା ଅନ୍ୟ ଜଣେ ଆହତ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି ।

Biju Patnaik Police Academy
ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଦେଶରେ ଶ୍ରେଷ୍ଠ

୨୦୨୦-୨୧ ବର୍ଷରେ ଗେଜେଟେଡ୍ ଅଫିସର୍ସ ବର୍ଗରେ ଏହି ଟ୍ରେନିଂ ସେଣ୍ଟରକୁ ପୁରସ୍କୃତ କରାଯାଇଛି । ଶ୍ରେଷ୍ଠ ଭାବେ ପୁରୁସ୍କୃତ ହେବା ପରେ ଟ୍ରେନିଂ ସେଣ୍ଟରକୁ ଦିଆଯିବ ୨୦ ଲକ୍ଷର ପୁରସ୍କାର ରାଶି ।

OPSC
ନିରାଶ ହେଲେ ଆଶାୟୀ OPSC ପରୀକ୍ଷାର୍ଥୀ, ସରକାର କହିଲେ କଟକଣାରେ ହେବ ପରୀକ୍ଷା

ଜାନୁଆରୀ ୨୩ ତାରିଖରେ ହେବ ଆସିଷ୍ଟାଣ୍ଟ ସର୍ଜନ ପରୀକ୍ଷା । ପ୍ରେସ୍ ରିଲିଜ ଜରିଆରେ ସ୍ପଷ୍ଟ କଲେ ଲୋକସେବା ଆୟୋଗ ସଚିବ । ସବୁ ପରୀକ୍ଷାର୍ଥୀଙ୍କୁ ଏନ୍-୯୫ ମାସ୍କ ପିନ୍ଧିବାକୁ ପରାମର୍ଶ ।

Elephant
ରାତି ଅଧରେ ହାତୀର ଉତ୍ପାତ ! ପାଚେରୀ ଭାଙ୍ଗି ପଶିଲା, କଲେକ୍ଟର ଅଫିସ ଆଗରେ ବୁଲିଲା

ନିକଟରେ ଖୋର୍ଦ୍ଧ ସହର ଭିତରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମକୁନ୍ଦ ପ୍ରସାଦ ପେଟ୍ରୋଲ ପମ୍ପ ଓ ପଲ୍ଲା ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ହାତୀ ମାଡି ଆସିବା ପରେ ଏବେ ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନା ରାସ୍ତାକୁ ହାତୀ ପଶିଆସିବା ସହରବାସୀଙ୍କ ମନରେ ଆଣି ଦେଇଛି ଭୟ ଓ ଆତଙ୍କର ବାତାବରଣ...

omicron Variant
ରାଜ୍ୟରେ ଓମିକ୍ରନ୍‌ର ଡବଲ୍ ସେଞ୍ଚୁରୀ, ରେଡ୍ ଜୋନ୍‌ରେ ଥିବା ୪ ଜିଲ୍ଲାରୁ ଖୋର୍ଦ୍ଧାରେ ସର୍ବାଧତ୍କ ଆକ୍ରାନ୍ତ

ରେଡ୍ ଜୋନ୍‌ରେ ଥିବା ୪ ଜିଲ୍ଲା ଖୋର୍ଦ୍ଧାରୁ ସର୍ବାଧତ୍କ ୩,୦୮୭ ନୂଆ ପଜିଟିଭ୍ ଥିବାବେଳେ ସୁନ୍ଦରଗଡ଼ରୁ ୧୯୪୩, କଟକରୁ ୯୦୯ ଓ ସମ୍ବଲପୁରରୁ ୫ଶହ ଆକ୍ରାନ୍ତ ଅଛନ୍ତି ।

Dhinkia
ଲୁହ ଛଳ ଛଳ ଆଖି, ନିର୍ଯାତନାର ବେଦନାରେ ଛଟପଟ ମନ ଆଉ ପ୍ରାଣ ! ନିସ୍ତବ୍ଧ ହୋଇପଡ଼ିଛି ଢ଼ିଙ୍କିଆ

ଭୟ ଆଉ ଆତଙ୍କରେ ଥରହର ଢିଙ୍କିଆ । ଯୁଆଡ଼େ ଚାହିଁବେ ଶୂନଶାନ୍ । ପଇଁତରା ମାରୁଛି ପୋଲିସ । ହାତରେ ଲାଠି ଧରି ଢିଙ୍କିଆ ଗାଁର ଏମୁଣ୍ଡରୁ ସେ ମୁଣ୍ଡ ଘୁରିବୁଲିଛନ୍ତି ଫୋର୍ସ । ଅଧିକାଂଶଙ୍କ ଘରେ ତାଲା ଝୁଲୁଛି ।

Political Rally
ଯେଉଁଠି ନିର୍ବାଚନ ସେଇଠି ଜୋରଦାର କଟକଣା, ରାଲି-ରୋଡ୍‌ ଶୋ’କୁ ନା

ଇଣ୍ଡୋର ମିଟିଂ ପାଇଁ ରାଜନୈତିକ ଦଳଙ୍କୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରାଯାଇଛି । ସର୍ବାଧିକ ୩ଶହ ଲୋକ ବା ହଲ୍ କ୍ଷମତାର ୫୦ ପ୍ରତିଶତ ଉପସ୍ଥାନରେ ମିଟିଂ ଆୟୋଜନ କରିହେବ ।

Virat Kohli
ଅଧିନାୟକ ପଦ ଛାଡ଼ିଲେ ବିରାଟ, କଲେ ଭାବ ବିହ୍ୱଳପୂର୍ଣ୍ଣ ଟ୍ୱିଟ୍‌

 ୭ ବର୍ଷ ଧରି ଦଳର ସଫଳତା ପାଇଁ କାର୍ଯ୍ୟ କରିଥିବା ନିଜ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି । ଦୀର୍ଘ ପଥ ଯାତ୍ରାରେ ଉତ୍ଥାନ ପତନ ଦେଇ ଗତି କରିଥିବା ମଧ୍ୟ ସେ କହିଛନ୍ତି ।

Mask
ଭୟଙ୍କର ହେଉଛି ସଂକ୍ରମଣ ! ସୁରକ୍ଷା ଦେଇପାରିବ ମାସ୍କ, ହେଲେ କେଉଁ ମାସ୍କ ସବୁଠୁ ଭଲ ?

ଓମିକ୍ରନ୍‌ ଭ୍ୟାରିଆଣ୍ଟ ତଥା କରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଉଛି ।

Corona
କରୋନାର କରାଳ ଭୟ ମଧ୍ୟରେ ବିଶେଷଜ୍ଞ ଦେଲେ ଖୁସି ଖବର

କରୋନା ୩ୟ ଲହର ସଂପର୍କରେ ବିଶେଷଜ୍ଞ ତଥା ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ଯେ, ୩ୟ ଲହରରେ ଗଳାବ୍ୟଥାରୁ ଲକ୍ଷଣ ଆରମ୍ଭ ହେଉଛି । ଦେହହାତ ଘୋଳାବିନ୍ଧା ହେଉଛି ।

TUSU MUNI
ଟୁସୁ ମୁନିଙ୍କ ପାଇଁ ଟୁସୁ ପୂଜା ! ହେଲେ ସେ କିଏ, କ’ଣ ରହିଛି ତାଙ୍କର ବିଶେଷତ୍ୱ ?

ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ନାରା ସାହିରେ ଚାଲିଛି ଟୁସୁ ମୁନିଙ୍କ ପୂଜା । ଘରେ ଘରେ ମକର ପୂର୍ବରୁ ଲିପାପୋଛା କରି ପୂଜା ଦିନ ନୂଆ ଲୁଗା ପରିଧାନ କରି ଏହି ଟୁସୁ ପୂଜାକୁ ପାଳନ କରିଛନ୍ତି ।

AIIMS BHUBANESWAR
ଏମ୍‌ସ୍‌ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ, ୧୭ରୁ ଓପିଡି ବନ୍ଦ

ଡେ କେୟାର, ରେଡିଓ ଥେରାପି, ଡାଇଲିସିସ୍, ଟ୍ରମା ଏବଂ ଏମରଜେନ୍ସି, ଆଇପିଡି, ଟେଲି ମେଡିସିନ ଓ ଟେଲିକନସଲଟେସନ, ପଲମୋନାରି, ବୟସ୍କଙ୍କ ପାଇଁ ଟିକା, କୋଭିଡ ଟିକାକରଣ ଆଦି ଜାରି ରହିବ ବୋଲି ନିର୍ଦ୍ଦେଶାନାମାରେ କୁହାଯାଇଛି । 

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।