• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଜି ୨୦୨୨ ମସିହା ଜାନୁଆରୀ ୯ ତାରିଖ ରବିବାର । ଧନୁ ୨୫ ଦିନ ପୌଷ ମାସ ଶୁଳ୍କ ପକ୍ଷ । ସପ୍ତମୀ ଭୁକ୍ତ ଅଷ୍ଟମୀ ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର । ଆଜି ଦିନଟି ଆପଣଙ୍କ ପାଇଁ କେମିତି କଟିବ ଆସନ୍ତୁ ଜାଣିବା । 

ମେଷ
ବନ୍ଧୁମାନଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ପାଇ କାମ ହାସଲ କରିବେ ।  

ସମସ୍ତ ଦିଗରେ ସଫଳତା ହାସଲ କରିବେ ।
ପରିବାରରେ ସୁଖ-ଶାନ୍ତି ପୂର୍ବ ପରି ଅତୁଟ ରହିବ ।
ପ୍ରତିକାର-ଅଶୁଭତ୍ୱ ଖଣ୍ଡନ ପାଇଁ ଅଧିକ ଶୁଭ ଫଳ ପାଇବା ପାଇଁ ହନୁମାନଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ ।

ବୃଷ
ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ ।
ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ ।
ବ୍ୟବସାୟରେ ଆର୍ଥିକ ଲାଭ ହେବ ।
ପ୍ରତିକାର-ଅଶୁଭତ୍ୱ ଖଣ୍ଡନ ପାଇଁ ଅଧିକ ଶୁଭ ଫଳ ପାଇବା ପାଇଁ ମା’ ଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ ।

ମିଥୁନ
ଆଜିର ଦିନ ଲାଭଦାୟୀ ହେବ ।
ଆଶା କରୁଥିବା ଦିଗରୁ ଅର୍ଥ ମାନ ସମ୍ମାନ ଲାଭ କରିବେ ।
ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ ।
ପ୍ରତିକାର-ଅଧିକ ଶୁଭ ଫଳ ପାଇବା ପାଇଁ ଗଣେଶଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ ।

କର୍କଟ
ଆଜି କର୍ମକ୍ଷେତ୍ରର ଉଚ୍ଚ କର୍ତ୍ତୃପକ୍ଷ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ ।
ଆର୍ଥିକ ଦୃଷ୍ଟିରୁ ଲାଭ ହେବ ।
ଅପ୍ରିୟ ସତ୍ୟକଥା କହି ଦୋଷୀ ସାବ୍ୟସ୍ତ ହୋଇ ମନସ୍ତାପ କରିବେ । 
ପ୍ରତିକାର-ଅଧିକ ଶୁଭ ଫଳ ପାଇବା ପାଇଁ ଚନ୍ଦ୍ରଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ ।

ସିଂହ
ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ ।
ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ, ଯାହାଫଳରେ ଧାର କରଜ କରିବାକୁ ପଡିପାରେ ।
ବହୁ ଦିନର ସ୍ୱପ୍ନ ଆଜି ବାସ୍ତବରେ ପରିଣତ ହୋଇପାରେ । 
ପ୍ରତିକାର-ଅଧିକ ଶୁଭ ଫଳ ପାଇବା ପାଇଁ ସୂର୍ଯ୍ୟଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ ।

କନ୍ୟା
ଆଜି ଆକସ୍ମିକ ଅର୍ଥଖର୍ଚ୍ଚ ହୋଇପାରେ ।
ଦୂର ଯାତ୍ରା କରିବାକୁ ପଡ଼ିପାରେ ।
ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ।
ପ୍ରତିକାର-ଅଶୁଭତ୍ୱ ଖଣ୍ଡନ ପାଇଁ ଅଧିକ ଶୁଭ ଫଳ ପାଇବା ପାଇଁ ବୁଧଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ ।

ତୁଳା
ଆଜି ଆତ୍ମବିଶ୍ୱାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ ।
ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ ।
ସ୍ୱଭାବରେ ଉଗ୍ରତା ରହିବ । ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । 
ପ୍ରତିକାର-ଅଧିକ ଶୁଭ ଫଳ ପାଇବା ପାଇଁ ଶୁକ୍ରଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ ।

ବିଚ୍ଛା
ଆଜି ଶାରୀରିକ ମାନସିକ ସୁଖ ଶାନ୍ତି ମିଳିବ ।
ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ଭାବୁକତାର ମାତ୍ରା ଅଧିକ ରହିବ ।
ପ୍ରତିକାର-ଅଧିକ ଶୁଭ ଫଳ ପାଇବା ପାଇଁ ମଙ୍ଗଳାଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ ।

ଧନୁ
ଆଜି ପାରିବାରିକ ଜୀବନରେ ସୁଖ ଶାନ୍ତି ମିଳିବ । ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ ।
ଧନ ମାନ ସମ୍ମାନ ପ୍ରତିଷ୍ଠା ମିଳିବ ।
ଅପରାହ୍ନରେ କୋଣସି ଶୁଭ ଖବର ଶୁଣିପାରନ୍ତି ।
ପ୍ରତିକାର-ଅଧିକ ଶୁଭ ଫଳ ପାଇବା ପାଇଁ ବୃହସ୍ପତିଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ ।

ମକର
ଆଜି ପାରିବାରିକ ଜୀବନ ସୁଖପ୍ରଦ ହେବ ।
ବହୁ ଦିନର ସ୍ୱପ୍ନ ଆଜି ବାସ୍ତବରେ ପରିଣତ ହେବ ।
ମିତ୍ରମାନଙ୍କ ସହିତ ସାକ୍ଷାତ କରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ ।
ପ୍ରତିକାର-ଅଧିକ ଶୁଭ ଫଳ ପାଇବା ପାଇଁ ଶନିଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ ।

କୁମ୍ଭ
ଆଜି କର୍ମକ୍ଷେତ୍ରରେ ମାନ-ସମ୍ମାନ ପ୍ରାପ୍ତ ହେବ । 
କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ ।
ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ ।
ପ୍ରତିକାର-ଅଧିକ ଶୁଭ ଫଳ ପାଇବା ପାଇଁ ରାହୁଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ ।

ମୀନ
ଆଜିର ଦିନ ଶୁଭଫଳଦାୟୀ ହେବ ।
ଶାରୀରିକ, ମାନସିକ ସ୍ୱାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ ।
ନୂତନ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ ।
ପ୍ରତିକାର-ଅଧିକ ଶୁଭ ଫଳ ପାଇବା ପାଇଁ ନାରାୟଣଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ ।