ରାଜ୍ୟର ସମୁଦାୟ ଭୋଟର ସଂଖ୍ୟା ୩ କୋଟି ୨୯ ଲକ୍ଷ ୮୩ ହଜାର ୬୪୩ । ରାଜ୍ୟରେ ପୁରୁଷ ଭୋଟର ସଂଖ୍ୟା ୧ କୋଟି ୬୭ ଲକ୍ଷ ୯୬ ହଜାର ୬୦୩ ଥିବାବେଳେ ରାଜ୍ୟରେ ମହିଳା ଭୋଟର ସଂଖ୍ୟା ୧ କୋଟି ୬୧ ଲକ୍ଷ ୮୩ ହଜାର ୮୩୫...
୧୫ରୁ ୨୦ ମିନିଟ୍ ଯାଏଁ ପ୍ରଧାନମନ୍ତ୍ରୀ ରାସ୍ତାରେ ଅଟକି ରହିବା ପରେ ଗସ୍ତ କାର୍ଯ୍ୟକ୍ରମ ବାତିଲ କରି ପୁଣି ଭଟିଣ୍ଡା ବିମାବନ୍ଦରକୁ ଫେରି ଆସିଥିଲେ ।
ଏହି ଅଧ୍ୟାଦେଶ ବଳରେ ଶ୍ରୀମନ୍ଦିର ଆଇନ ୧୯୫୪କୁ ସଂଶୋଧନ କରାଯିବ । ଫଳରେ ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ଓ ମାଲିକାନା ପରିବର୍ତ୍ତନ ନେଇ ଆଉ ରାଜ୍ୟ ସରକାର ନୁହେଁ ବରଂ ଶ୍ରୀମନ୍ଦିର ପରିଚାଳନା କମିଟି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ମଧ୍ୟ ନିଷ୍ପତ୍ତି ନେଇପାରିବେ ।
ଝିଅଙ୍କ ବିବାହ ବୟସ ବୃଦ୍ଧି ନକରି ବରଂ ପୁଅଙ୍କ ବିବାହ ବୟସକୁ ୨୧ରୁ ୧୮ ବର୍ଷ କମାଇବାକୁ ସେ ଅପିଲ୍ କରିଛନ୍ତି ।
ରାଜ୍ୟ ସରକାର କରୋନା ସଂକ୍ରମଣକୁ ବ୍ରେକ୍ ଦେବା ପାଇଁ କଟକଣା ଲାଗୁ କରିଛନ୍ତି ସରକାର । ସମସ୍ତ କଟକଣା ଜାନୁଆରୀ ୭ରୁ ଫେବ୍ରୁଆରୀ ପହିଲା ଯାଏ ଲାଗୁ ।
ବାହାଘର, ବ୍ରତ ଘରେ ୧୦୦ ଜଣଙ୍କୁ ଅନୁମତି ଥିବା ବେଳେ ଶୁଦ୍ଧିକ୍ରିୟାରେ ୫୦ ଜଣଙ୍କୁ ଅନୁମତି । ବାହାଘର ଶୋଭାଯାତ୍ରାରେ ସର୍ବାଧିକ ୩୦ ଜଣଙ୍କୁ ଅନୁମତି ।
ପୂର୍ବରୁ ଗୋଟିଏ ଦିନରେ ଏତେ ସଂଖ୍ୟାରେ ସକ୍ରମିତ କେବେ ବି ଚିହ୍ନଟ ହୋଇନଥିଲେ । ଏଭଳି ସଂଖ୍ୟା ଯୋଗୁଁ ସମସ୍ତଙ୍କ ମନରେ ଛନକା ପଶିଛି । କ’ଣ ହେବ ଭବିଷ୍ୟତ ? ପୁଣି ଥରେ ହେବ କି ଲକ୍ଡାଉନ୍ ? ନା ୱିକେଣ୍ଡ ସଟ୍ଡାଉନ୍କୁ ଦିଆଯିବ ଗୁରୁତ୍ୱ ?
ବୁଷ୍ଟର ଡୋଜ୍ ପାଇଁ ସମସ୍ତଙ୍କ ଆଶା । କେବେ ମିଳିବ ସେମାନଙ୍କୁ ବୁଷ୍ଟର ଡୋଜ୍ ? ହେଲେ ଏଠି ପ୍ରଶ୍ନ ଉଠୁଛି ବୁଷ୍ଟର ଡୋଜ୍ ଯଦି ନିଆଯିବ, ତେବେ କେଉଁ ବ୍ରାଣ୍ଡର ?
ଏଭଳି ପାପ କରିବା ପରେ ଏହି ସରକାର କ୍ଷଣେ ମାତ୍ର ରହିବା ଉଚିତ ନୁହେଁ କହିଲେ ଅମରିନ୍ଦର । ପଞ୍ଜାବ ସରକାରକୁ ତୁରନ୍ତ ବରଖାସ୍ତ କରିବାକୁ କହିଲେ ଅମରିନ୍ଦର ସିଂହ ।
ଓଡ଼ିଶାରେ ବଢ଼ୁଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସଂକ୍ରମଣ ହାର ଅଧିକ ରହୁଛି । ଆଗକୁ ଦିଲ୍ଲୀ ପରି ବଢ଼ିବ ବୋଲି ଆଶଙ୍କା କରାଯାଉଛି । ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢ଼ିବା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି ।
ପଂଚାୟତ ନିର୍ବାଚନ ହେବା ପୂର୍ବରୁ ସବୁ ବର୍ଗଙ୍କୁ ଖୁସ୍ କରିଦେଲେ ନବୀନ ସରକାର । ଫୋକସ୍ରେ ଶିକ୍ଷକ, ଗୋଟିଏ ପରେ ଗୋଟିଏ ଦାବିକୁ ପୂରଣ କରୁଛନ୍ତି ସରକାର ।
କିଛି ମାନୁନି ସଂକ୍ରମଣ । ନିଇତି ବଢୁଛି ସଂକ୍ରମଣ ଗ୍ରାଫ୍, ଫେରିଲା ନାଇଟ୍ କର୍ଫ୍ୟୁ ।
ରାଜ୍ୟର ବିଭିନ୍ନ ସ୍ଥାନରେ ସନ୍ଦିଗ୍ଧ ପାରା ଆତଙ୍କ । ଗୋଡ଼ରେ ରିଙ୍ଗ୍ ଓ ଚୀନ ଭାଷାର ସଙ୍କେତକୁ ନେଇ ସନ୍ଦେହ ।
ଓମିକ୍ରନ୍ର ଆଶଙ୍କା ଭିତରେ କାଲିଠାରୁ ଆରମ୍ଭ ହେବ ଦଶମ ସମ୍ମେଟିଭ ପରୀକ୍ଷା । ଚାରିଦିନ ଧରି ପରୀକ୍ଷା ଚାଲିବ ।
ବିଶ୍ୱାସ ଆଗରେ ହାର ମାନିଲା ପ୍ରତିବନ୍ଧକ । ଶେଷରେ ତପସ୍ୱିନୀଙ୍କ ସପକ୍ଷରେ ରାୟ ଦେଲେ କୋର୍ଟ । ସୁମୀତଙ୍କ ସହ ଗୋଟିଏ ଘରେ ରହିବେ ତପସ୍ୱିନୀ ।
୬ ସପ୍ତାହ ମଧ୍ୟରେ ନିର୍ବାଚନ ସାରିବାକୁ କୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି । ପରିଷଦର ପୂର୍ବତନ ଅଧ୍ୟକ୍ଷ ଚିନ୍ମୟ ମହାନ୍ତିଙ୍କ ଆବେଦନର ରାୟ ପ୍ରକାଶ ସହ ହାଇକୋର୍ଟ ଏହା କହିଛନ୍ତି ।
ଭୋଟ୍ ପୂର୍ବରୁ ସବୁ ବର୍ଗଙ୍କୁ ସନ୍ତୁଷ୍ଟ କରିବାକୁ ସରକାର ଭରପୂର ଉଦ୍ୟମ କରୁଥିବା ବେଳେ ଫୋକସ୍ରେ ଅଛନ୍ତି ଶିକ୍ଷକ । ତେବେ ଶିକ୍ଷକଙ୍କୁ ହଠାତ୍ ଏତେ ଗୁରୁତ୍ୱ ଦିଆଯିବା ପଛରେ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧୀ ।
ଓମିକ୍ରନ୍ର ଆଶଙ୍କା ଭିତରେ କାଲିଠାରୁ ଆରମ୍ଭ ହେବ ଦଶମ ସମ୍ମେଟିଭ ପରୀକ୍ଷା । ଚାରିଦିନ ଧରି ପରୀକ୍ଷା ଚାଲିବ । ପ୍ରଥମ ତିନିଦିନ ଥିଓରୀ ପରୀକ୍ଷା ଥିବାବେଳେ ୮ ତାରିଖରେ କେବଳ ପ୍ରାକ୍ଟିକାଲ ପରୀକ୍ଷା ହେବ ।
ଉଭୟ ଡୋଜ୍ ନେଇଥିବା ୧୧୨ ଜଣଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା । ୨୮ରୁ ୩୦ ଦିନ ମଧ୍ୟରେ ଦୁଇଟି ଟିକା ନେଇଥିଲେ । ପରେ ତିନିଟି ପର୍ଯ୍ୟାୟରେ ଏମାନଙ୍କ ରକ୍ତ ପରୀକ୍ଷା କରାଯାଇଥିଲା ।
୧୮ରୁ ୨୧ ବର୍ଷ ପର୍ଯ୍ୟନ୍ତ ବୟସ ବର୍ଗଙ୍କୁ କେଉଁ ବର୍ଗରେ ଗ୍ରହଣ କରାଯିବ ? ସେମାନଙ୍କ ପାଇଁ ଯଥେଷ୍ଟ ଆଇନ ନଥିବାରୁ ଅନେକ ସାମାଜିକ ସମସ୍ୟା ସୃଷ୍ଟି ହେବ ବୋଲି ସେ ଚିଠିରେ ଦର୍ଶାଇଛନ୍ତି ।