• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Makar Sankranti
ଏଥର ମକର ମଉଜ ପଡ଼ିବ ଫିକା

ଏଥର ମକର ମଉଜ ପଡ଼ିବ ଫିକା: ମେଳାରେ ବାଧକ ସାଜିଲା ମହାମାରୀ, ଉତ୍ସବ ପାଇଁ ଉତ୍ସାହ ଅଛି କିନ୍ତୁ କିଛି ହୋଇପାରୁ ନାହିଁ ।

Adulteration Wary For Customers In Odisha
ଛି ଛି ଲୋ... ସୁଆଦିଆ ଖାଇବାରେ ମିସୁଛି ଏ ପଚା ସସ୍‌

ଛି ଛି ଲୋ... ସୁଆଦିଆ ଖାଇବାରେ ମିସୁଛି ଏ ପଚା ସସ୍‌, ତିଆରି ଦେଖିଲେ ବାନ୍ତି ବାହାରି ପଡ଼ିବ: ସାଲୁବାଲୁ ପୋକ, ଉଡ଼ୁଛନ୍ତି ମାଛି ଭଣଭଣ ।

Social Media
ପଞ୍ଚାୟତ ନିର୍ବାଚନ: ଏଥର ଫେସ୍‌ବୁକ୍‌-ୱାଟ୍‌ସଆପ୍‌ ହିଁ ନେତାଙ୍କ ସାହା ଭରସା

ପ୍ରାର୍ଥୀମାନେ ଡିଜିଟାଲ୍ କ୍ୟାଂପେନ୍ କରିବା ସହିତ ଭର୍ଟୁଆଲ୍ ମିଟିଂ ମାଧ୍ୟମରେ ଭୋଟରଙ୍କ ପାଖରେ ପହଞ୍ଚିବାକୁ କରିବେ ଉଦ୍ୟମ । ଆସିବ ପ୍ରାର୍ଥୀଙ୍କ ଭିଡଓ ବାର୍ତ୍ତା । ଫୋନ୍ କଲ୍‌ରେ ବି ହେବ ଭୋଟ୍ ନିବେଦନ ସବୁ ଦଳ ବି ଡିଜିଟାଲ୍ ମୋଡ୍‌ରେ କ୍ୟାଂପେନିଂ ପାଇଁ ପ୍ରସ୍ତୁତ କରୁଛନ୍ତି ଷ୍ଟ୍ରାଟେଜି ।

Sewage Water
ଚିନ୍ତାର ବିଷୟ ! ସିୱେଜ ପାଣି ବି ହେଲା କରୋନା ପଜିଟିଭ୍‌

ସମସ୍ତେ କୁହନ୍ତି ମାସ୍କ ପିନ୍ଧିବା ଦ୍ୱାରା ଓ ସାମାଜିକ ଦୂରତା ବଜାୟ ରଖିଲେ କରୋନା ସଂକ୍ରମଣ ଚେନ୍‌କୁ କିଛି ମାତ୍ରାରେ ବ୍ରେକ୍‌ ଦେଇ ହେବ । ହେଲେ ଏବେ ଯେଉଁଭଳି ପରିସ୍ଥିତି ସାମ୍ନାକୁ ଆସିଛି, ସେଥିରେ କରୋନା ସଂକ୍ରମଣ ଅଧିକ ବ୍ୟାପିବାର ଆଶଙ୍କା ରହିଛି ।

Train Accident
ବାରମ୍ବାର ଟ୍ରେନ୍‌ ଦୁର୍ଘଟଣା, ହେଲେ କାହିଁକି ? ୨୦୨୦ରେ ଯାଇଛି ୧୨ ହଜାର ଜୀବନ

ସାମାନ୍ୟ ଅସାବଧାନତା ଯୋଗୁଁ ଅକାଳରେ ଝଡ଼ି ଯାଉଛି ଜୀବନ । ୨୦୨୦ରେ ସାରା ଦେଶରେ ୧୩ ହଜାରରୁ ଅଧିକ ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ଆଉ ଏହି ଦୁର୍ଘଟଣାଗୁଡ଼ିକରେ ପ୍ରାୟ ୧୨୦୦୦ ଲୋକ ପ୍ରାଣ ହରାଇଥିଲେ ।

Ganja
କରୋନାକୁ ରୋକିବାରେ ସହାୟକ ଗଞ୍ଜେଇ

 ଆମେରିକାର କିଛି ବିଶେଷଜ୍ଞ ଏହା ଗବେଶଣା କରି ଜାଣିବାକୁ ପାଇଛନ୍ତି । ସେ କହିଛନ୍ତି ଗଞ୍ଜେଇରେ କାନାବିନଏଡ୍‌ ଏସିଡ୍‌ ରହିଛି । ଯାହାକି କୋଭିଡ-୧୯ ସୃଷ୍ଟି କରୁଥିବା ସାର୍ସ-କୋଭ୍‌-୨ ଭୂତାଣୁକୁ ମଣିଷର କୋଷରେ ପ୍ରବେଶ କରିବାକୁ ଦିଏନାହିଁ ।

Train Accident
ବିକାନେର ଏକ୍ସପ୍ରେସର ୧୨ ବଗି ଛିନ୍‌ଛତ୍ର, ୫ ମୃତ

ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ରେଲ୍‌ୱେ ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଟ୍ରେନ୍‌ଟି କାହିଁକି ଓ କେଉଁ ପରିସ୍ଥିତିରେ ଲାଇନ୍‌ଚ୍ୟୁତ ହେଲା ସେନେଇ ତଦନ୍ତ ଆରମ୍ଭ ହୋଇଛି ।

Corona Himachal Pradesh
ସିମ୍‌ଲା ବୁଲିବାକୁ ଯାଉଥିଲେ ସାବଧାନ ! ଘରକୁ ଆଣିପାରନ୍ତି କରୋନା

ଗତ ସପ୍ତାହ ତୁଳନାରେ ୧୦ ଗୁଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ତଥ୍ୟ ଅନୁସାରେ ଶିମଲାରେ ସମ୍ପୂର୍ଣ୍ଣ ଥମି ଯାଇଥିବା କରୋନା ମାମଲା ଏବେ ଦ୍ରୁତଗତିରେ ବୃଦ୍ଧି ପାଇଛି ।

Lilima Minz
ହକିକୁ ଅଲବିଦା କହିଲେ ଭାରତୀୟ ମହିଳା ହକି ଷ୍ଟାର ଲିଲିମା ମିଞ୍ଜ

ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଜନ୍ମିତ ଲିଲିମା ୨୦୧୧ରେ ଆର୍ଜେଣ୍ଟିନାରେ ଆୟୋଜିତ ଚତୁଃରାଷ୍ଟ୍ରୀୟ ହକି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ଲାଗି ଭାରତୀୟ ଦଳ ପକ୍ଷରୁ ଖେଳିଥିଲେ ।

OPSC
ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଆସନ୍ତା ୨୦ ତାରିଖରୁ ଫେବ୍ରୁଆରୀ ୮ ତାରିଖ ଯାଏଁ ଅଛି ମେନ୍ ପରୀକ୍ଷା । ଏନେଇ ପୂର୍ବରୁ ସୂଚୀ ସ୍ଥିର ହୋଇଛି ।

Biju Setu
ପୁଣି ଭୁଶୁଡ଼ିଲା ବିଜୁ ସେତୁ, ପଦାରେ ପଡ଼ିଲା ନିମ୍ନମାନର କାମ

୨୦୧୬ ଡିସେମ୍ବର ୧୨ରେ ଏହାର ଶିଳାନ୍ୟାସ କରାଯାଇଥିଲା । ପ୍ରାୟ ୨.୫ କୋଟି ଟଙ୍କା ବ୍ୟୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୋଲଟି ନିର୍ମାଣ କରାଯାଉଛି ।

Oxygen
ସାଂଘାତିକ ହେଲାଣି କରୋନା ସ୍ଥିତି ! ଅକ୍ସିଜେନ୍-ହସ୍ପିଟାଲ ପ୍ରସ୍ତୁତ ପାଇଁ କେନ୍ଦ୍ରର ନିର୍ଦ୍ଦେଶ

ତରଳ ଅକ୍ସିଜେନ ଯେମିତି ନିରବଚ୍ଛିନ୍ନ ଭାବେ ଯୋଗାଣ ହୋଇପାରିବ, ତାର ବ୍ୟବସ୍ଥା କରାଯାଉ ବୋଲି ସେ କହିଛନ୍ତି । ଏହାସହ ସବୁ ଡାକ୍ତରଖାନାରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ ରଖନ୍ତୁ ।

Modi
PM ମୋଦିଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ; ତଦନ୍ତ କରିବ ସୁପ୍ରିମକୋର୍ଟଙ୍କ ୪ ଜଣିଆ କମିଟି

ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ୫ ତାରିଖ ଗସ୍ତର ସମସ୍ତ ରେକର୍ଡକୁ ସୁରକ୍ଷିତ ରଖିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ପଂଜାବ ଗସ୍ତ ବେଳେ ଫିରୋଜପୁର ନିକଟ ଓଭରବ୍ରିଜ୍ ଉପରେ ତାଙ୍କ କାରକୁ ୧୫ରୁ ୨୦ ମିନିଟ ଅଟକିବାକୁ ପଡିଥିଲା ।

Indian Army
ବଦଳିବ ଭାରତୀୟ ସେନାର ୟୁନିଫର୍ମ, ଆସୁଛି ନୂଆ ଡିଜାଇନ୍; ବଜାରରେ ହେବନି ଉପଲବ୍ଧ

ସେନାର ନୂଆ ୟୁନିଫର୍ମ ପାଇଁ ୧୫ ଟି ପ୍ୟାଟର୍ଣ୍ଣ, ୪ଟି ଡିଜାଇନ୍ ଓ ୮ ଟି ଫାବ୍ରିକ୍‌କୁ ବଛାଯାଇଛି । ଏହି କମ୍ବାଟ ୟୁନିଫର୍ମରେ ରହିଛି ଡିଡିଟାଲ କାମୋଫ୍ଲାଜ୍ ପାଟର୍ଣ୍ଣ । ଅର୍ଥାତ୍ ଯେକୌଣସି ପରିବେଶ ସହିତ ଏହା ଖାପ ଖାଇବ ଏବଂ ସେନାଙ୍କୁ ନିଜକୁ ଶତ୍ରୁ ନଜରରୁ...

Mihir Das
ମେଲାଣି ନେଉଛନ୍ତି ମିହିର, ଅନ୍ତ୍ୟେଷ୍ଟି କ୍ରିୟାରେ ପ୍ରଶଂସକଙ୍କ ଭିଡ଼

ଶେଷକୃତ୍ୟ ପୂର୍ବରୁ ମିହିରଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି । ଦୀର୍ଘ ବର୍ଷ ଧରି କିଡ୍‌ନୀ ରୋଗରେ ପୀଡ଼ିିତ ଥିବା ମିହିର ମାସେ ତଳେ ଗୁରୁତର ହୋଇପଡ଼ିଥିଲେ ।

Corona
ଅଭାବନୀୟ ଦୃଶ୍ୟ; ଜାଳିଦେଲେ ଶହ ଶହ କରୋନା କିଟ୍‌ !

ଏହା ବ୍ୟବହାର କରାଯାଇଛି କି ନାହିଁ ତାହାର ପ୍ରମାଣ ଏ ପର୍ଯ୍ୟନ୍ତ ମିଳିନଥିବା ବେଳେ ଖବର ପାଇ ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି ।

VOTE
ରାଜ୍ୟ ସରକାରଙ୍କ ସଖି କଣ୍ଢେଇ ସାଜିଛନ୍ତି ରାଜ୍ୟ ନିର୍ବାଚନ କମିଶନ ! ଏଭଳି ସ୍ଥିତିରେ ନିର୍ବାଚନ, ଭୁଲ ନିଷ୍ପତି: କଂଗ୍ରେସ

କରୋନା କାଳରେ ଲୋକଙ୍କ ଜୀବନକୁ ବିପଦ ମୁହଁକୁ ଠେଲି ନିର୍ବାଚନ କମିଶନ କିଭଳି ନିର୍ବାଚନ କରିବାକୁ ନିଷ୍ପତ୍ତି ନେଲେ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଏହାସହ ଏହାକୁ ଦୃଢ଼ ନିନ୍ଦା ମଧ୍ୟ କରିଛି ।

Odisha Weather
ସରିନି ଅଦିନିଆ ବର୍ଷା, ଆହୁରି ୨ ଦିନ ବର୍ଷିବ ! କୁଆପଥର ବି ମାଡ଼ ହେବ

ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଏବଂ ସମ୍ବଲପୁର ଜିଲ୍ଲାକୁ ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

NEET
ଆଜିଠୁ NEET PG କାଉନ୍‌ସେଲିଂ

ଆଜି ମଧ୍ୟାହ୍ନ ୧୨ଟାରୁ ଆସନ୍ତା ୧୮ ତାରିଖ ମଧ୍ୟରେ ରେଜିଷ୍ଟ୍ରେସନ କରାଯାଇପାରିବ । ଏହି ୱେବ୍‌ସାଇଟ୍‌ ଦ୍ୱାରା ଅନଲାଇନ୍ ଆପ୍ଲିକେସନ ସାଙ୍ଗକୁ ଫି ଡିପୋଜିଟ, ଡକ୍ୟୁମେଣ୍ଟ ଅପଲୋଡିଂ ଏବଂ ଅନଲାଇନ୍ ଭେରିଫିକେସନ ପାଇଁ ସମୟ ଓ ଦିନ ଧାର୍ଯ୍ୟ କରାଯାଇପାରିବେ ।

Rain
ଅଦିନିଆ ବର୍ଷା ଆଣିଦେଲା ଚାଷୀ ଆଖିରେ ଲୁହ, କୁଆପଥର ମାଡ଼ରେ ଭାଙ୍ଗିଲାଣି ଚାଷୀଙ୍କ ମେରୁଦଣ୍ଡ

ସବୁ ଜିଲ୍ଲାର ଚାଷୀ ଅମଳ ପରେ ବିକ୍ରି ପାଇଁ ମଣ୍ଡିର ଖୋଲା ଆକାଶ ତଳେ ଧାନ ପକାଇ ରଖିଥିବା ବେଳେ ବହୁ ସ୍ଥାନରେ ସାଇତା ଧାନକୁ ଭିଜାଇ ଦେଇଛି ବର୍ଷା ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।