ଶିକ୍ଷା ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ସାତ ସପନ । ଉପାନ୍ତ ନୁହେଁ ଖୋର୍ଦ୍ଧା ବାଣପୁରଠାରୁ ମାତ୍ର ୪୦ କିମି ଦୂରରେ ଥିବା ମହୁଲିଆ ଗାଁର ଏଭଳି ଅବସ୍ଥା ।
ହତ୍ୟା କରିବା ପରେ ସେ ଘରେ ହିଁ ଜାଳି ଦେଇଛି ନିଜ ମାଆକୁ । ମଙ୍ଗଳବାର ସଂଧ୍ୟାରେ ଘଟିଛି ଏହି ଅଭାବନୀୟ ଘଟଣା ।
ICMR ତଥ୍ୟ ଅନୁଯାୟୀ ଦେଶର ବିଭିନ୍ନ ରାଜ୍ୟରେ ଟେଷ୍ଟିଂ ବହୁ ପରିମାଣରେ ହ୍ରାସ ପାଇଛି । ଏହା ଫଳରେ ଦୈନିକ ସଂକ୍ରମଣ ମଧ୍ୟ ତଳମୁହାଁ ହୋଇଛି । ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରିବାକୁ ରାଜ୍ୟମାନଙ୍କୁ ପରମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅତିରିକ୍ତ...
ଜୌତିଷବାଣୀ- ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସୁସମ୍ପର୍କ ରହିବା ପାଇଁ କରନ୍ତୁ ଏହି ସରଳ ପ୍ରତିକାର । ୧- ପ୍ରତ୍ୟେକ ଗୁରୁବାର ଅରୁଆଚାଉଳ ମନ୍ଦିରରେ ଦାନ କରନ୍ତୁ । ୨-ଶନିବାର ତେଲ ଦୀପ ଜାଳନ୍ତୁ । ୩-ଅସହାୟ ବ୍ୟକ୍ତିଙ୍କୁ ଯଥା ସମ୍ବବ ସାହାଯ୍ୟ କରନ୍ତୁ ।
ଦଳରୁ ନିଲମ୍ବନ ହୋଇ ମଧ୍ୟ ସେ ସବୁ ବେଳେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଉଛନ୍ତି । ଖାଲି ଯୋଗଦେଉଛନ୍ତି କହିଲେ ହେବ ନାହିଁ । ତାଙ୍କରି ତତ୍ୱାବଧାନରେ ହିଁ ଦଳୀୟ କାର୍ଯ୍ୟକ୍ରମ ଗୁଡ଼ିକ ଆୟୋଜନ କରାଯାଉଛି ।
ପ୍ରିନିସିପାଲ ବିକାଶ ଦାଶଙ୍କୁ ନିଲମ୍ବନ ପାଇଁ ଗଣଶିକ୍ଷା ବିଭାଗକୁ ସୁପାରିସ୍ କରାଯାଇଛି । ବିକାଶଙ୍କ ନାଁରେ FIR ପାଇଁ ମଧ୍ୟ ଜିଲ୍ଲାପାଳଙ୍କୁ କୁହାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ନିର୍ବାଚନ କମିଶନଙ୍କୁ ଜଣାଇବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।
ଦିଲ୍ଲୀ ପୋଲିସକୁ ଗୁଇନ୍ଦା ବିଭାଗ ପକ୍ଷରୁ ଆଲର୍ଟ କରାଯାଇଛି । ମିଳିଥିବା ଖବର ଅନୁସାରେ ଇଣ୍ଟେଲିଜେନ୍ସ ବ୍ୟୁରୋ ଦିଲ୍ଲୀ ପୋଲିସକୁ ନଅ ପୃଷ୍ଠାର ଆଲର୍ଟ ମଧ୍ୟ ସେୟାର କରିଛି ।
କଥାରେ ଅଛି ସ୍ନେହ ପ୍ରେମର ବନ୍ଧନ ଅତୁଟ । ଯିଏ ହୃଦୟରୁ ଥରେ ଏହି ବନ୍ଧନରେ ବାନ୍ଧି ହୋଇଛି, ସେ ଜୀବନ ସାରା ଆଉ ବାହାରି ପାରିନି । ସାରା ଓଡ଼ିଶା ଜାଣିଲା ପ୍ରଥମେ କୋକୋ କେଉଁଆଡ଼େ ଉଡ଼ିଯାଇଛି । ତାପରେ..
ମାର୍ଚ୍ଚ 17 ତାରିଖରେ ଯୋଗୀ ଗୋରଖପୁର ଫେରିଆସିଲେ । ପରେ ଅମିତ ଶାହ ଫୋନ୍ କରି କହିଲେ, ତୁରନ୍ତ ଦିଲ୍ଲୀ ଆସ । ସନ୍ଧ୍ୟାରେ ଗୋରଖପୁରରୁ ଦିଲ୍ଲୀକୁ ଫ୍ଲାଇଟ୍ ଓ ଟ୍ରେନର ସୁବିଧା ନଥିଲା । ତା ପରଦିନ ଯୋଗୀଙ୍କୁ ନେବା ପାଇଁ ଦିଲ୍ଲୀରୁ ଚାଟର୍ଡ ବିମାନ ଆସିଲା...
ପଞ୍ଜାବ ନିର୍ବାଚନ ପାଇଁ ଆପ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ ଏକ ସର୍ଭେ କରାଯାଇଥିଲା । ଏହି ସର୍ଭେରେ ପଞ୍ଜାବବାସୀ ଭଗବନ୍ତ ମାନ୍ଙ୍କୁ ବାଛିଥିବା କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ୱାଲ ।
ବଞ୍ଚିଥିଲା ବେଳେ ଘର ଲୋକଙ୍କୁ କହିଥିଲେ ମଲା ପରେ ଶରୀରକୁ ପୋଡିବନି କି ପୋତି ଦେବନି । ଏକ ମହାନ କାର୍ଯ୍ୟରେ ଲଗାଇବ । ଏବେ ପୁଅ ବୋହୂ ତାଙ୍କର ଶେଷ ଇଚ୍ଛା ପୂରଣ କରିଛନ୍ତି ।
ଏବେ ଦୈନିକ ସଂକ୍ରମଣ ୧୦ରୁ ୧୧ ହଜାର ଭିତରେ ରହୁଛି । ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମ୍ ରହିଛି । ଜେନେରାଲ୍ ବେଡ୍ ୯ ପ୍ରତିଶତ, ଆଇସିୟୁ ୧୫ ପ୍ରତିଶତ ଓ ଭେଣ୍ଟିଲେଟରରେ ୫ରୁ ୬ ପ୍ରତିଶତ ରୋଗୀ ଅଛନ୍ତି ।
ନିର୍ବାଚନ ଲାଗି ଜିଲ୍ଲାଗୁଡ଼ିକୁ ବାଲଟ ପେପର ପଠାଯିବା ଆରମ୍ଭ ହୋଇଛି । ଗତକାଲି ପ୍ରଥମ ଦିନର ନାମାଙ୍କନ ପତ୍ର ଦାଖଲ ସରିଥିବାବେଳେ ୧୦ଟି ଜିଲ୍ଲାକୁ ଓ୍ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟଙ୍କ ଅକ୍ଷର ଅନୁସାରେ ବାଲଟ ପେପର ପଠାଯାଇଛି ।
ପୁରୁଷୋତ୍ତମପୁର ବ୍ଲକ୍ ଶିକୁଳା ଗ୍ରାମର ଶିବରାମ ନାୟକ ଦୁଇଟି କିଡ୍ନୀ ହରାଇ ରୋଗ ଶଯ୍ୟାରେ ମରଣ ସହ ସଂଗ୍ରାମ କରୁଥିଲେ ।
ଏହାରି ଭିତରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଧୀନ କୋଭିିଡ୍-୧୯ ଟାସ୍କ ଫୋର୍ସ ପକ୍ଷରୁ ବୟସ୍କ ରୋଗୀଙ୍କ ଚିକିତ୍ସା ପାଇଁ ସଂଶୋଧିତ ଗାଇଡଲାଇନ୍ ଜାରି କରାଯାଇଛି ।
ସଂଶୋଧିତ ଗାଇଡଲାଇନ୍ ଅନୁସାରେ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରୁନଥିବା ରୋଗୀଙ୍କୁ ସାମାନ୍ୟ ଲକ୍ଷଣଯୁକ୍ତ ରୋଗୀ ଭାବେ ଗଣାହେବ ।
କେଉଁଠି ଛାତରୁ ଖସୁଛି କଂକ୍ରିଟ୍ ତ ଆଉ କେଉଁଠି ଉଠିଗଲାଣି ଗଛ । ଅନେକ ସ୍ଥାନରେ ଲୁହା ଛଡ଼ ବାହାରି ପଦାକୁ ଦିଶିଲାଣି । କାନ୍ଥ ବି ଫାଟି ଆଁ କଲାଣି ।
କେତେ ସୁରକ୍ଷିତ ବ୍ୟାଙ୍କ ଲକର ? କେତେ ନିରାପଦ ବ୍ୟାଙ୍କରେ ଜମା ଥିବା ଆପଣଙ୍କ ମୂଲ୍ୟବାନ ଅଳଙ୍କାର ? କୋରାପୁଟ ଲକ୍ଷ୍ମୀପୁର SBI ଶାଖାରେ କଳାକନା ବୁଲାଇଥିବା ଦୁର୍ବୃତ୍ତ ନିକଟରେ ଧରା ପଡ଼ିଥିବା ବେଳେ ଆଜି ଢେଙ୍କାନାଳ ରାସୋଳ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ୯ ଜଣଙ୍କୁ...
JSWର ପ୍ରସ୍ତାବିତ ଶିଳ୍ପ ପାଇଁ ପ୍ରଶାସନିକ ଜୁଲମ୍ ଆଗରେ ଅସହାୟ ଢିଙ୍କିଆ ବାସିନ୍ଦା । ଘରେ ଥିଲେ ପୋଲିସକୁ ଭୟ, ପାନବରଜକୁ ଟେକିନଦେଲେ ମିଥ୍ୟା ମାମଲାର ଡର । ତେଣୁ ଘର ଛାଡ଼ି କିଏ ବିଲରେ ତ ଆଉ କିଏ ଦଳଭର୍ତ୍ତି ପାଣି କାଦୁଅରେ ଲୁଚିଛନ୍ତି ପୋଲିସ ଭୟରେ...
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନ ଦାଖଲ । ହାତଗଣତି ସମର୍ଥକଙ୍କ ସହ ପ୍ରାର୍ଥୀଙ୍କ ଶୋଭାଯାତ୍ରା । ଖୋର୍ଦ୍ଧା ଜିଲ୍ଲା ୨୯ ନମ୍ବର ଜିଲ୍ଲା ପରିଷଦ ଜୋନ୍ ପାଇଁ ଆଜି ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ ଅଫିସ୍କୁ ସ୍ୱଳ୍ପ ସଂଖ୍ୟକ ସମର୍ଥକଙ୍କ ସହ ଆସି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପିର ସୁଜିତ...