• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Dhinkia
ଢ଼ିଙ୍କିଆରେ ଗୋଡ଼େଇ ପିଟିଲା ପୋଲିସ, ତଥାପି ଜୀବିକା ପାଇଁ ଲୋକଙ୍କ ଆନ୍ଦୋଳନ ଜାରି

ଜୀବିକାକୁ ସୁରକ୍ଷା ଦେବାକୁ ଯାଇ ପୋଲିସ ସହ ଢିଙ୍କିଆବାସୀଙ୍କ ଆର୍ର୍‌ପାର୍‌ ଲଢ଼େଇ । ସମୟ ସକାଳ ପ୍ରାୟ ସାଢ଼େ ୧୧ଟା । JSWର ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଜାରି ରହିଥିବା ଉଚ୍ଛେଦ କାର୍ଯ୍ୟ ଭିତରେ ଢିଙ୍ଗିଆବାସୀ ନିଜ ନିଜ ପାନବରଜକୁ ସୁରକ୍ଷା ଦେବାକୁ ବାହାରିଥିଲେ ।

Odisha Politics
ପଞ୍ଚାୟତ ନିର୍ବାଚନ: ଆଶାୟୀଙ୍କ ପ୍ରବଳ ଭିଡ଼ ଛିଣ୍ଡୁନି ଅଙ୍କ, ଅକଳରେ ପଡ଼ିଲାଣି BJD !

ଛିଡ଼ୁନି ପ୍ରାର୍ଥୀ ବଛା ଅଙ୍କ । ସବୁଠୁ ଅଧିକ ମୁଣ୍ଡବିନ୍ଧା ବଢିଛି ଶାସକ ବିଜେଡିରେ । ଦଳ ପାଇଁ ପ୍ରାର୍ଥୀ ଚୟନ ଯେତିକି ବଡ କଥା ନୁହେଁ ତାଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ ହୋଇଛି ଟିକେଟ କଟୁଥିବା ନେତାଙ୍କୁ ସନ୍ତୁଷ୍ଟି ।

Corona
ସବୁ ଅଫିସ୍‌ରେ ବ୍ୟାପିଲାଣି ମହାମାରୀ, କରୋନା ଆଁରେ ଡାକ୍ତରଖାନା

କିଛି ମାନୁନି କରୋନା: ହୁ ହୁ ହୋଇ ବଢୁଛି ସଂକ୍ରମଣ, ସବୁ ଅଫିସ୍‌ରେ ବ୍ୟାପିଲାଣି ମହାମାରୀ, କରୋନା ଆଁରେ ଡାକ୍ତରଖାନା ।

Odisha Politics
ଜମି ଆସୁଛି ପଂଚାୟତ ମାହୋଲ: କାହାକୁ ଟିକେଟ୍‌ ଦେବ ଚିନ୍ତାରେ ବିଜେଡ଼ି

ଜମି ଆସୁଛି ପଂଚାୟତ ମାହୋଲ: କାହାକୁ ଟିକେଟ୍‌ ଦେବ ସେନେଇ ଚିନ୍ତାରେ ବିଜେଡ଼ି, ଯାହାର ଟିକେଟ୍‌ କାଟିବ ସିଏ ମୁହଁ ମୋଡ଼ିବ ସେଇ ଚିନ୍ତାରେ ନେତା ।

Road Accident
ବ୍ରହ୍ମଗିରିରେ ରିପିଟ୍‌ ହେଲା ଛତିଶଗଡ଼ ଘଟଣା, ସଂକୀର୍ତ୍ତନ ବେଳେ ମାଡ଼ିଗଲା କାର ! ଜଣେ ମୃତ

ଗୁରୁତରଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ରେବଣା ନୂଆଗାଁରେ ସଂକୀର୍ତ୍ତନ ଚାଲିଥିଲା ବେଳେ ଘଟିଛି । ହଠାତ୍‌ ଏକ ଦ୍ରୁତଗାମୀ କାର ଆସି ସଂକୀର୍ତ୍ତନ କରୁଥିବା ଲୋକଙ୍କୁ ଧକ୍କା ଦେଇଥିଲା ।

Farmer labor mixed with soil
ଅଦିନିଆ ବର୍ଷାରେ ଛିନଛତର ପରିବା ଚାଷ

ଏ କୁଆପଥର ସବୁ ସାରିଦେଲା: ମାଟିରେ ମିଶିଗଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ପରିବା, ଅଦିନିଆ ବର୍ଷାରେ ଛିନଛତର ପରିବା ଚାଷ ।

COAL
କଳାହୀରା ଚୋରୀ ! ଅନ୍ଧାର ରାତିର ସୁଯୋଗ ନେଇ ମାଲେ ମାଲ

ଏମାନଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ: କଳାହୀରାକୁ ଏମିତି ଉପାୟରେ କରୁଛନ୍ତି ଚୋରୀ, ଅନ୍ଧାର ରାତିର ସୁଯୋଗ ନେଇ ମାଲେ ମାଲ ହେଉଛନ୍ତି ଚୋରା ବେପାରୀ ।

CDS Bipin Rawat
CDS ବିପିନ ରାୱତଙ୍କ ଚପର କ୍ରାସ୍ ଘଟଣାରେ ସାମ୍ନାକୁ ଆସିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ବିଦାୟୀ ବର୍ଷର ଡିସେମ୍ବର ୮ ତାରିଖରେ ଦେଶର ପ୍ରଥମ ସିଡିଏସ୍‌ ବିପିନ ରାୱତଙ୍କୁ ନେଇ ଯାଉଥିବା ବାୟୁସେନାର ଏମଆଇ-୧୭ଭି୫ ହେଲିକପ୍ଟର ତାମିଲନାଡୁର କୁନ୍ନୁର ଠାରେ କ୍ରାଶ ହୋଇଥିଲା ।

Corona
ବିଗିଡ଼ିଲାଣି କରୋନା ସ୍ଥିତି ! ଜଣେ ଓମିକ୍ରନ୍‌ ଚିହ୍ନଟ ଅର୍ଥାତ୍‌ ଆଉ ୬୦ରୁ ୯୦ ଜଣ ଆକ୍ରାନ୍ତ..

ଫୋନ୍ ଯୋଗେ ଡାକ୍ତରୀ ପରାମର୍ଶ ବା ଟେଲିମେଡିସିନ୍ ଉପରେ ଗୁରୁତ୍ୱ । ରୋଗୀଙ୍କ ଭଲ ପାଇଁ ଏ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏ

Dhinkia
ଢ଼ିଙ୍କିଆରେ ସ୍ଥିତି ବିଗିଡ଼ୁଛି ! ଲୋକଙ୍କୁ ଗୋଡ଼ାଇ ପିଟୁଛି ପୋଲିସ, ତଥାପି ଜୀବିକା ପାଇଁ ଆନ୍ଦୋଳନ ଜାରି

ସ୍ଥିତି ଅଣାୟତ୍ତ ହେବାରୁ ଲୋକଙ୍କ ଉପରେ ଲାଠିମାଡ଼ ସହ ନିର୍ଘାତ ପ୍ରହାର ହୋଇଛି । ଫଳରେ ବହୁ ଢିଙ୍କିଆ ବାସୀ ଆହତ ହୋଇଥିବା ବେଳେ କିଛି ପୋଲିସ କର୍ମଚାରୀ ବି ପାଲଟା ଆକ୍ରମଣର ଶିକାର ହୋଇଥିବା ଏସ୍ପି କହିଛନ୍ତି ।

India Team
ଧୂଳିସାତ୍‌ ହେଲା ଟିମ୍‌ ଇଣ୍ଡିଆର ଆଶା, ଦକ୍ଷିଣ ଆଫ୍ରିକାଠାରୁ ୨-୧ରେ ହାରିଲା ସିରିଜ୍

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି ଦକ୍ଷିଣ ଆଫ୍ରିକା । ପ୍ରଥମ ମ୍ୟାଚ୍‌ ଭାରତ ଜିତିଥିବା ସତ୍ତ୍ୱେ ସିରିଜ ହରାଇଛି ଦଳ । କାରଣ ସିରିଜର ବାକି ୨ଟି ମ୍ୟଚରେ ଦକ୍ଷିଣ ଆଫ୍ରିକାଠୁ ଶୋଚନୀୟ ପରାଜୟ ବରଣ କରିଛି ଟିମ୍‌...

Home Quarantine
କାହାକୁ ମିଳିବ ହୋମ କ୍ୱାରେଣ୍ଟିନ୍‌ ଅନୁମତି ! ଜାରି ହେଲା ଗାଇଡ୍‌ଲାଇନ୍‌

ସାମାନ୍ୟ ଲକ୍ଷଣ ତଥା ଲକ୍ଷଣହୀନ କରୋନା ସଂକ୍ରମିତ, ହୋମ୍ ଆଇସୋଲେସନରେ ରହିପାରିବେ ବୋଲି ମାର୍ଗଦର୍ଶିକା ଜାରି କରାଯାଇଛି । ଖାଲି ସେତିକି ନୁହେଁ ୬୦ରୁ ଉର୍ଦ୍ଧ୍ୱ ବୟସ୍କ, ବହୁବିଧ ରୋଗାକ୍ରାନ୍ତଙ୍କ ପାଇଁ ସର୍ତ୍ତମୂଳକ ହୋମ୍ ଆଇସୋଲେସନ ପାଇଁ ଅନୁମତି ମିଳିବ ।

Novak Djokovic,
ନୋଭାକ୍ ଜୋକୋଭିଚ୍‌ ପୁଣି ହଟହଟା ! ଭିସା ବାତିଲ କଲା ଅଷ୍ଟ୍ରେଲିଆ, ଖେଳିପାରିବେନି ବଡ଼ ଟୁର୍ଣ୍ଣାମେଣ୍ଟ

ଭିସା ବାତିଲ ହେବା ପରେ ସର୍ବିଆର ଏହି ଟେନିସ ଷ୍ଟାରଙ୍କ ଚଳିତ ବର୍ଷର ଅଷ୍ଟ୍ରେଲିଆ ଓପନ୍ ଖେଳିବା ଆଶା ଧୂଳିସାତ୍ ହୋଇଯାଇଥିବା ପରି ଲାଗୁଛି । ଡିଫେଣ୍ଡିଂ ଚାମ୍ପିଅନ୍ ଜୋକୋଭିଚ୍ ଏ ବର୍ଷର ଅଷ୍ଟ୍ରେଲିଆ ଓପନ୍‌ରେ ଟପ୍ ସିଡ୍ ଥିଲେ ।

BMC
BMCରେ ବଢ଼ିଲା କଣ୍ଟେନ୍‌ମେଣ୍ଟ, କଟକର ୩ କୋର୍ଟ ହେଲା ସିଲ୍‌

ଶ୍ରୀରାମନଗର ୫୯ ନଂ ୱାର୍ଡର ଗୋଟିଏ ପ୍ଲଟ୍‌ କଣ୍ଟେନମେଣ୍ଟ । IRC ଭିଲେଜ ସ୍ଥିତ UBI ଆଞ୍ଚଳିକ ଶାଖାର ପ୍ରଥମ ମହଲା କଣ୍ଟେନମେଣ୍ଟ । ପଟିଆ ସମ୍ପର୍କ ବିହାରରର ଗୋଟିଏ ପ୍ଲଟ, ଡୋଭ୍ ଆପର୍ଟମେଣ୍ଟ ବି କଣ୍ଟେନମେଣ୍ଟ ।

Farmers Problem
ଅଦିନିଆ ବର୍ଷାରେ ବେହାଲ ଚାଷୀ କୁଳ ! ଧାନ ତ ଗଜା ହୋଇଥିଲା ଏବେ ପରିବା ଫସଲ ବି ଗଲା

ଠିକଣା ସମୟରେ ଧାନ ମଣ୍ଡିକୁ ଯାଇଥିଲେ ବି ମିଲର ନ ଉଠାଇବାରୁ ଚାଷୀ ଅସନ୍ତୋଷ ବଢିଛି । ରବି ଫସଲ ସହ ପନିପରିବା ଆଉ ଶେଷରେ ଧାନରେ ପାଣି ବାଜିବାରୁ ଚାଷୀ କଣ କରିବ କିଛି ବୁଝିପାରୁନି ।

Police Dabangiri
ବ୍ଲକିଂ ଚେକିଂ ନାଁରେ ପୋଲିସର ଗୁଣ୍ଡାଗିରି ! ଡ୍ରାଇଭରକୁ ବହେ ଛେଚିଲେ ପୁଣି ଫାଇନ୍‌ ବି ଆଦାୟ କଲେ

ପୋଲିସ ଚେକିଂ ଆଳରେ ଗାଡ଼ି ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼ ମାରିଥିଲା । ଏମିତିକି ପୋଲିସ ମାଡ଼ରେ ଡ୍ରାଇଭର ଜଣକ ଲହୁଲୁହାଣ ହୋଇପଡ଼ିଥିଲେ । ପୋଲିସର ନିସ୍ତୁକ ମାଡ଼ ପରେ ଡ୍ରାଇଭର ଜଣକ ଅତ୍ୟନ୍ତ ଅସହାୟ ଅନୁଭବ କରିବା ସହ ଭୋ ଭୋ ହୋଇ ସେଠାରେ କାନ୍ଦିଥିଲେ ।

Bhubaneswar Mayor
ଏଥର ଭୁବନେଶ୍ୱର ମେୟର ମୁକୁଟ ପିନ୍ଧିବ କିଏ ?

ଏଥର ଭୁବନେଶ୍ୱର ମେୟର ମୁକୁଟ ପିନ୍ଧିବ କିଏ ? ଲୋପାମୁଦ୍ରା ଓ ମୀରାଙ୍କ ବାଦ୍‌ ଅନ୍ୟ ନେତ୍ରୀଙ୍କୁ ନେଇ ଚାଲିଛି ଜୋରସୋରରେ ଚର୍ଚ୍ଚା ।

Bhubaneswar Mayor
ମେୟର ପାଇଁ ଅଙ୍କ କଷିଲେଣି ସବୁ ଦଳ, ବିଜେଡିରେ ବଢ଼ୁଛି ଆଶାୟୀଙ୍କ ସଂଖ୍ୟା

ଭୁବନେଶ୍ୱର ଓ ବ୍ରହ୍ମପୁରର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିବା ନେଇ ଚିଠା ତାଲିକା ପ୍ରକାଶ ପାଇବା ପରେ ଚର୍ଚ୍ଚା, କିଏ- କାହାକୁ ମିଳିବ ସିଂହାସନ ? ଯଦିଓ ଆପତ୍ତି ଅଭିଯୋଗ ଲାଗି ୧୫ ଦିନ ସମୟ ପରେ ନିଷ୍ପତ୍ତି ଚୂଡାନ୍ତ ହେବ ।

OAS
ଦିନକର ପରୀକ୍ଷା ବାତିଲ ହେଉଛି, ୨୦ ଦିନର ପରୀକ୍ଷା କେମିତି ହେବ ?

ଗୋଟିଏ ଦିନର ପରୀକ୍ଷା ବାତିଲ ହେଉଛି ଆମର ୨୦ ଦିନର ପରୀକ୍ଷା କେମିତି ହେବ ? କିଛି ଏମିତି ଢଙ୍ଗରେ ସରକାରଙ୍କ ପରୀକ୍ଷା ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ଓସିଏସ୍ ପରୀକ୍ଷାର୍ଥୀ ।

Social Media
ଏଥର ଟ୍ୱିଟର ଓ ଇନଷ୍ଟାରେ ହେବ ପ୍ରତିଶ୍ରୁତିର ବର୍ଷା

ଏଥର ଗାଁକୁ ଗାଁ ନୁହେଁ ବରଂ ମୋବାଇଲରୁ ମୋବାଇଲକୁ ଘୂରି ବୁଲିବ ପଂଚାୟତ ନିର୍ବାଚନ ପ୍ରଚାର, ଟ୍ୱିଟର ଓ ଇନଷ୍ଟାରେ ହେବ ପ୍ରତିଶ୍ରୁତିର ବର୍ଷା ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।