ବିଜେଡି ତରଫରୁ ପ୍ରାର୍ଥୀ ହୋଇ ସେ ହିନ୍ଦୋଳ ବିଧାନସଭା ଆସନରୁ ବିଜୟ ହୋଇଥିବା ବେଳେ ଥରେ ବୟନଶିଳ୍ପ ମନ୍ତ୍ରୀ ଓ ପରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ମୁଣ୍ଡାଇଥିଲେ ।
ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଚାଲିଛି ସେହି ରାଜ୍ୟରେ ଭକ୍ତଙ୍କୁ ଭଗବାନଙ୍କଠାରୁ କାହିଁକି ଦୂରରେ ରଖାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।
ଘଟଣାଟି ଏମିତି ଥିଲା ଯେ, ପୁରୀ ସଦର ବ୍ଲକରେ ନାମାଙ୍କନ ପତ୍ର ଦାଖଲ କରି ଫେରିବା ସମୟରେ ଅଜୟଙ୍କ ପାଖକୁ ଏକ ମେସେଜ ଆସିଲା । ସୁମିତ୍ରା ଜେନା ବୋଲି ଜଣେ ଭଉଣୀଙ୍କର ରକ୍ତ ଅବଶ୍ୟକ ରହିଛି ।
କେନ୍ଦ୍ରମନ୍ତ୍ରୀଙ୍କ ମାଡ଼ରେ ଡେପୁଟି ଡିରେକ୍ଟର ଦେବାଶିଷ ମହାପାତ୍ରଙ୍କ ହାତ ଭାଙ୍ଗିଥିବା ବେଳେ ଆସିଷ୍ଟାଣ୍ଟ ଡିରେକ୍ଟର ଅଶ୍ୱିନୀ ମଲ୍ଲିକ ମଧ୍ୟ ଆହତ ହୋଇଛନ୍ତି । ତେବେ ମାଡ଼ ଅଭିଯୋଗ ନେଇ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପ୍ରତିକ୍ରିୟା ମିଳି ପାରିନି ।
ପୋଲିସ ଉପରୁ ତୁଟିଯାଉଛି କି ଲୋକଙ୍କ ଭରସା ? କାରଣ ଏବେ ନିଜ ଅଞ୍ଚଳର ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ଲୋକେ । ଆମେ କହୁଛୁ କଟକ ସିଡିଏ ଅଞ୍ଚଳର କଥା ।
ଏଥର ପଂଚାୟତ ନିର୍ବାଚନରେ ପ୍ରକମ୍ପିତ ହେଉଛି ଗାଁ.. କିଏ ଇଂଜିନିୟର ଚାକିରି ଛାଡି ନାମାଙ୍କନ ଭରିଛି ତ ଆଉ କିଏ ଡାକ୍ତର ଚାକିରି ଛାଡ଼ି, ତେବେ ଭେଟନ୍ତୁ କିଛି ଏମିତି ପ୍ରାର୍ଥୀଙ୍କୁ ।
ପଂଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ରାଜକୁମାରୀ: କହିଲେ, ଲୋକଙ୍କ ସେବା କରିବା ପାଇଁ ରାଜନୀତି ଶ୍ରେଷ୍ଠ ମାଧ୍ୟମ ।
ଅମର ଯବାନ ଜ୍ୟୋତିର ସ୍ଥାନାନ୍ତର ନେଇ ତେଜିଲା ରାଜନୀତି: କେନ୍ଦ୍ର ଓ ବିଜେପି ସରକାର ଉପରେ ବର୍ଷିଲା କଂଗ୍ରେସ । ଦେଶର ଇତିହାସ ବଦଳାଇବାକୁ ଚେଷ୍ଟା ହେଉଥିବା କହିଲେ ବିରୋଧୀ ।
ପ୍ରଶାସନିକ ଆବଶ୍ୟକ ଓ ଅଫିସରଙ୍କ ସଂଖ୍ୟାକୁ ଦେଖି ରାଜ୍ୟମାନେ ଏହା ନିର୍ଦ୍ଧାରଣ କରିଥାଆନ୍ତି । ତେବେ କେନ୍ଦ୍ରରେ ଦକ୍ଷ ଅଫିସରଙ୍କ ଅଭାବ ଓ ଅଫିସରଙ୍କୁ ଛାଡିବା ଲାଗି ରାଜ୍ୟମାନଙ୍କ ଅନିଚ୍ଛା ପ୍ରରୀପ୍ରେକ୍ଷୀରେ କେନ୍ଦ୍ର ଆଇଏଏସ କ୍ୟାଡର୍ ରୁଲ୍ରେ ପରିବର୍ତ୍ତନ କରିବାକୁ ଯାଉଛି ।
ଜଣେ ପୀଡିତା ଏହି ଅଭିଯୋଗ ଆଣି ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗତ କାଲି ସେ ଏୟାରଫିଲଡ଼ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଥାନା ଅଧିକାରୀ ମାମଲା ଗ୍ରହଣ କରୁନଥିବା ସେ ଅଭିଯୋଗ କରିଛନ୍ତି ।
ପୋଲିସ ପାଟ୍ରୋଲିଂ ନିୟମିତ ଭାବେ ହେଉନଥିବାରୁ ଏହାର ଫାଇଦା ନେଉଛନ୍ତି ଲୁଟେରା । ହେଲେ ପୋଲିସ ଭରସାରେ ନରହି ଏବେ ନିଜେ ଅଣ୍ଟା ଭିଡିଛନ୍ତି ଲୋକେ । ଏପରିକି ଝିଅ ବୋହୂ ବି ସାମିଲ ହେଲେ ଏହି ଅଭିଯାନରେ ।
ରାଜଧାନୀ ଭୁବନେଶ୍ୱରରେ ମାତିଛନ୍ତି ପାର୍କିଂ ମାଫିଆ। ମନ ଇଚ୍ଛା ପାର୍କିଂ ଫି ଆଦାୟ କରୁଛନ୍ତି । ଆଉ ବିଏମସିର ଧାର୍ଯ୍ୟ ଫି’ ରୁ ଅଧିକ ଦେବାକୁ ମନାକଲେ, ଦେଖାଉଛନ୍ତି ନାଲି ଆଖି ।
କଂଗ୍ରେସ ସମେତ ଅନ୍ୟ ବିରୋଧୀ, ସରକାରଙ୍କ ଏହି ନିଷ୍ପତ୍ତିକୁ ଜୋରଦାର ବିରୋଧ କରଛନ୍ତି । ଇତିହାସ ବଦଳାଇ ଦେବା ଲାଗି କେନ୍ଦ୍ର ସରକାର ଉଦ୍ୟମ କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି ।
ରାଜବଂଶର ଦାୟାଦ । ସମୟ ସୁଅରେ ରାଜଗାଦି ସିନା ବିଲୋପ ହୋଇଗଲା, ହେଲେ ଗଣତନ୍ତ୍ର ପରେ ବି କିନ୍ତୁ ବଞ୍ଚିଛି ସେହି ଶାସନ ଆଉ କ୍ଷମତା । ଗଞ୍ଜାମ ଧରାକୋଟ ରାଜ ପରିବାରର ଏକମାତ୍ର ରାଜକୁମାରୀ ତଥା ରାଜା ହେଉଛନ୍ତି ସୁଲକ୍ଷଣା ଗୀତାଞ୍ଜଳି ଦେବୀ ।
ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନ ଦାଖଲ ଶେଷ ହୋଇଥିବା ବେଳେ ଉଚ୍ଚଶିକ୍ଷିତ ଓ ପେସାଦାରମାନେ ନିର୍ବାଚନ ମଇଦାନକୁ ଡେଇଁବା ନୂଆ ଟ୍ରେଣ୍ଡ ସୃଷ୍ଟି କରିଛି । ଏପଟେ ପ୍ରାର୍ଥିପତ୍ର ଦାଖଲ ସରୁ ସରୁ ନିଜ ନିଜ ସଫଳତାକୁ ନେଇ ଆଶାବାଦୀ ଅଛନ୍ତି ପ୍ରମୁଖ ରାଜନୈତିକ ଦଳ...
ଡେପୁଟି ଡିରେକ୍ଟର ଅଶ୍ୱିନୀ ମଲ୍ଲିକ, ଆସିଷ୍ଟାଣ୍ଟ ଡିରେକ୍ଟର ଦେବାଶିଷ ମହାପାତ୍ରଙ୍କୁ ରିଭ୍ୟୁ ପାଇଁ ଦଳୀୟ କାର୍ଯ୍ୟାଳୟକୁ ଡକାଇଥିଲେ ମନ୍ତ୍ରୀ । ତେବେ ସେଠାରେ ଉଭୟଙ୍କୁ ମନ୍ତ୍ରୀ ଚେୟାରରେ ପିଟିଥିବା ନେଇ ୨ ଅଧିକାରୀ ଅଭିଯୋଗ କରିଛନ୍ତି ।
ରାଜ୍ୟରେ ଜଳ, ଜମି, ଖଣି ସୁରକ୍ଷିତ ରହିନି । ସବୁ ରାଜ୍ୟରେ ଭତ୍ତା ରାଶି ବଢ଼ିଛି ହେଲେ ଓଡ଼ିଶାରେ ତାହା ହୋଇପାରିଲାନି ବୋଲି କଂଗ୍ରେସ କହିଛି । ନବୀନ ଖୋଦ୍ ସବୁ କ୍ଷେତ୍ରରେ ଏକ ନମ୍ବର ହେଲେ କିନ୍ତୁ ରାଜ୍ୟକୁ କରାଇ ପାରିଲେନି ବୋଲି କହି କଟ୍ଟାକ୍ଷ କରିଛନ୍ତି...
ବ୍ଲକ ସମସ୍ତ ଚ୍ୟାନେଲ ଓ ଆକାଉଣ୍ଟ ପାକିସ୍ତାନରୁ ପରିଚାଳିତ ହେଉଥିଲା । ପାକିସ୍ତାନରୁ ପରିଚାଳିତ ହୋଇ ଭାରତ ବିରୋଧୀ ଖବର ପ୍ରସାରଣ କରୁଥିଲା । ଭାରତ ବିରୋଧୀ ଖବର ପ୍ରସାରଣ କରୁଥିବାରୁ ବ୍ଲକ କଲେ କେନ୍ଦ୍ର ସରକାର । କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରାଳୟ ଯୁଗ୍ମ ସଚିବ ବିକ୍ରମ...
ଶତାଧିକ ଦଳୀୟ କର୍ମୀଙ୍କ ଗହଣରେ ବିଜେଡିର ଆଗଧାଡ଼ିର ନେତାମାନେ ଆସି ନିଜର ଦବଦବା ପ୍ରଦର୍ଶନ କରିଥିଲେ ।
କରୋନାରେ ଅନେକ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଥିବାରୁ ପରୀକ୍ଷାକୁ ଘୁଞ୍ଚାଇବାକୁ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ରାଜଧାନୀରେ ବିକ୍ଷୋଭ ବି ପ୍ରଦର୍ଶନ କରିଥିଲେ ।