ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ବା DCGI ଏନେଇ ଅନୁମତି ପ୍ରଦାନ କରିଛନ୍ତି ।
ରାଜଧାନୀ ଭୁବନେଶ୍ୱର ସହ ପୁରୀ, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡା, କୋଣାର୍କ, ସାଲେପୁରରେ ଛାତ୍ରଛାତ୍ରୀମାନେ ପରୀକ୍ଷା ବାତିଲ ପାଇଁ ସରକାରଙ୍କ ନିକଟରେ ଦାବି ରଖିଛନ୍ତି ।
ବରଫାବୃତ ପର୍ବତ ଶିଖରରେ, ବେଳାଭୂମିର ବାଲୁକା କଳାରେ । ଆଇସ୍ ସ୍କିରେ, ଆଇସ୍କ୍ରିମ୍ କାଠିରେ, କାଶ୍ମୀରରୁ କନ୍ୟାକୁମାରୀ, ବାଂଲାଦେଶ ସୀମାରୁ ଓ୍ୱାଘା-ଅଟାରୀ । ୭୩ ତମ ସାଧାରଣତନ୍ତ୍ର ଦିବସରେ ସବୁଠି ସଗର୍ବେ, ସଦର୍ପେ ଫରଫର ଉଡ଼ିଛି ତ୍ରିରଙ୍ଗା ।
ଚୂଡାନ୍ତ ହୋଇଛି ପ୍ରାର୍ଥୀ ତାଲିକା ଓ୍ୱାର୍ଡମେମ୍ବର, ସରପଞ୍ଚ ଓ ସମତିସଭ୍ୟ ପ୍ରାର୍ଥୀଙ୍କୁ ମିଳିଛି ନିର୍ବାଚନୀ ଚିହ୍ନ। ପଞ୍ଚାୟତ ନିର୍ବାଚନ ମଇଦାନର ଚିତ୍ର ସ୍ପଷ୍ଟ ହେବା ପରେ ଆରମ୍ଭ ହୋଇଛି କ୍ୟାମ୍ପେନିଂ। ମୋହନା ନିର୍ବାଚନ ମଣ୍ଡଳୀର ପିଣ୍ଡିକି ପଞ୍ଚାୟତରେ କାନ୍ଥରେ ଲାଗୁଛି କେଟଲି ଚିହ୍ନ ଥିବା ପୋଷ୍ଟର।
ରାଜାଙ୍କ ଘରେ ରକ୍ତର ଛିଟା । ପଡ଼ିଛି ମୃତଦେହ । ରକ୍ତାକ୍ତ ଅବସ୍ଥାରେ ପ୍ରାଣ ହରାଇଛନ୍ତି ରାଜବଂଶର ବୋହୂ । ହତ୍ୟା କରାଯାଇଛି କନିକା ରାଜାଙ୍କ ନାତୁଣୀ ବୋହୂ ପରେଶ୍ କୁମାରୀ ଭଞ୍ଜଦେଓଙ୍କୁ । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ୭୫ ବର୍ଷ ବୟସ୍କ ଏହି ବୃଦ୍ଧାଙ୍କ ହତ୍ୟାକାରୀ ଆଉ କେହି ନୁହେଁ,...
ଆଉ ଚାଷୀ ପାଳୁଛନ୍ତି ସାଧାରଣତନ୍ତ୍ର ଦିବସ। ମଣ୍ଡିରୁ ଧାନ ନଉଠିବାକୁ ନେଇ ଏମିତି ଅଭିନବ ପ୍ରତିବାଦ କରିଛନ୍ତି ଗଞ୍ଜାମ ବେଗୁନିଆପଡ଼ା ବ୍ଲକ୍ ବୁରୁଝରୀ ଅଞ୍ଚଳର ଚାଷୀ ଟୋକନ ପାଇ ମଣ୍ଡିରେ ଧାନ ରଖି ବସିଛନ୍ତି, କିନ୍ତୁ ମିଲରଙ୍କ ଦେଖାନାହିଁ ଆଉ ଯେଉଁ କାଁ ଭାଁ ମିଲର ଆସୁଛନ୍ତି, ଧାନ ଖରାପ ଥିବା ଆଳ...
୩୨୬ ସମିତି ସଭ୍ୟ ଓ ୩୬୫୨୩ ୱାର୍ଡ ମେମ୍ବର ମଧ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ସୂତ୍ରରୁ ସୂଚନା ମିଳିଛି ।
ଋଷିଆର ସମ୍ଭାବ୍ୟ ଆକ୍ରମଣକୁ ଦେଖି ଭାରତର ହସ୍ତକ୍ଷେପ ଲୋଡ଼ିଲା ଆମେରିକା । ରୁଷ-ୟୁକ୍ରେନ୍ ବିବାଦର ସମାଧାନ ଦିଗରେ ଭାରତ କୌଣସି ପଦକ୍ଷେପ ନେଲେ, ଆମେ ତାହାକୁ ସ୍ୱାଗତ କରୁଛୁ ବୋଲି କହିଛନ୍ତି ହ୍ୱାଇଟ୍ହାଉସ ମୁଖପାତ୍ର ଜେନ୍ ପାସ୍କି ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ ପତାକା ଉତ୍ତୋଳନ ସହ ସମ୍ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସମାରୋହରେ ଯୋଗ ଦେଇଥିଲେ ।
କଟକ ତୁଳସୀପୁର ଶ୍ରୀବିହାର କଲୋନୀସ୍ଥିତ ଘର, ଉପର ମହଲାରେ ଝିଅ ଜୟନ୍ତୀ ସାମନ୍ତରାୟଙ୍କ ସହ ରହୁଥିଲେ ମାଆ ପରେଶ କୁମାରୀ । ତଳ ମହଲାରେ ରହୁଥିଲେ ଅଭିଯୁକ୍ତ ପୁଅ ସୌମେନ୍ଦ୍ର ।
ଚର୍ଚ୍ଚାରେ ନନ୍ଦକାନନ ପ୍ରାଣୀ ଉଦ୍ୟାନର ଆନିମଲ କିପର ପ୍ରଶାନ୍ତ ଗୌଡ଼ । ୬ ମାସ ପୂର୍ବେ ସିଂହି ବିଜଲୀ ୩ ଛୁଆ ଜନ୍ମ ଦେଇଥିଲା । ୨ ଛୁଆ ମୃତ ଜନ୍ମ ହୋଇଥିବା ବେଳେ ଏକ ମାତ୍ର କୁନି ମାଈ ସିଂହ ବର୍ଷାକୁ ସିଂହି ବିଜଲୀ ଗ୍ରହଣ କରିନଥିଲା...
ମାଲକନଗିରିରେ ଗୁରୁପ୍ରିୟା ସେତୁ ହେବା ପରେ ବିଚ୍ଛିନ୍ନାଞ୍ଚଳବାସୀ ଭାବିଥିଲେ ଦୂର ହେବ ସେମାନଙ୍କ ଦୁଃଖ । ହେଲେ ଏବେ ବିଛିନ୍ନାଞ୍ଚଳର ଲୋକଙ୍କ ପାଇଁ ଆଶ୍ୱସ୍ତି ଆଣିଦେବ ବୋଟ ଆମ୍ବୁଲାନ୍ସ ।
ସ୍ୱାଭିମାନ ଅଞ୍ଚଳର ଅନେକା ଗାଁ ବାଲିମେଳା ଜଳଭଣ୍ଡାର କୂଳରେ ଅବସ୍ଥିତ । ତେଣୁ ଏହି ଜଳପଥ ଆମ୍ବୁଲାନ୍ସ ମାଧ୍ୟମରେ ରୋଗୀ ମେଡିକାଲରେ ପହଞ୍ଚିବା ଆହୁରି ସୁଗମ ହୋଇପାରିବ ବୋଲି ଆଶା କରିଛନ୍ତି ଲୋକେ ।
ତ୍ରୀସ୍ତରୀୟ ପଞ୍ଚାୟତ ନିିର୍ବାଚନ ଲାଗି ନାମାଙ୍କନ ପତ୍ରର ଯାଞ୍ଚ ଆରମ୍ଭ ହୋଇଛି । ଉପଜିଲ୍ଲାପାଳ ଓ ବ୍ଲକ କାର୍ଯ୍ୟାଳୟରେ ଯାଞ୍ଚ ପ୍ରକ୍ରିୟା ଚାଲିଛି । ଆସନ୍ତାକାଲି ଅପରାହ୍ନ ୩ଟା ସୁଦ୍ଧା ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ ।
ରାଜ୍ୟର ଉପାନ୍ତ ଅଞ୍ଚଳରେ ପ୍ରହସନ ପାଲଟିଛି ଅନଲାଇନ୍ ପାଠପଢା । ଗଲା ୨ ବର୍ଷ ହେଲା ଅନଲାଇନରେ ପାଢପଢା ହେଉଥିଲେ ମଧ୍ୟ ନେଟଓ୍ୱର୍କ ଓ ମୋବାଇଲ ଫୋନ ଅଭାବକୁ ନେଇ ଶିକ୍ଷାଲାଭରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ । ଫଳରେ ଅନେକ ପିଲାଙ୍କ ପାଠରେ ଡୋରି ବନ୍ଧା ହୋଇଛି ।
ରାଜନୀତିର ସାପ-ଶିଡ଼ି ଖେଳରେ ସବୁ ଅସମ୍ଭବ ହୋଇଯାଉଛି ସମ୍ଭବ । କାଲି ଯିଏ ଉପରେ ଆଜି ସିଏ ତଳେ, ତ ଆଜି ଯିଏ ତଳେ, କାଲି ଉପରେ । ଚଳିତ ପଞ୍ଚାୟତ ନିର୍ବାଚନରେ ଏ ଉକ୍ତିର ସତ୍ୟତା ଦେଖିବାକୁ ମିଳିଛି । କି
ଦୁଇ ଦୁଇଟି ଦୁର୍ଘଟଣା, ଅତ୍ୟନ୍ତ ମର୍ମନ୍ତୁଦ ଅବେଳରେ ଲିଭି ଯାଇଛି ୧୧ଟି ଜୀବନ ଦୀପ । ବାଲେଶ୍ୱର ସୋରରେ ଏକ ଯାତ୍ରୀବାହୀ ବସ୍କୁ ପଛରୁ ଟ୍ରକ ଧକ୍କା ଦେବାରୁ ୬ଜଣଙ୍କ ଜୀବନ ଯାଇଛି ।
ପିଲାଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଇଛି ମହାମାରୀ କରୋନା । ଖାସ୍ କରି ରାଜ୍ୟର ଉପାନ୍ତ ଅଞ୍ଚଳଗୁଡିକରେ ସ୍ଥିତି ଅତି ଦୟନୀୟ । ଦୁଇ ବର୍ଷ ହେବ ଶ୍ରେଣୀ ଗୃହ ଶିକ୍ଷାଦାନ ବନ୍ଦ ଥିବାରୁ ପିଲାଏ ପାଠ ଭୁଲି ଗଲେଣି ।
ପ୍ରାର୍ଥୀ ଓ ସମର୍ଥକ ଉପସ୍ଥିତିରେ ନାମାଙ୍କନପତ୍ର ଯାଞ୍ଚ ହେଉଛି । ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୨୦ଟି ଜୋନ୍ର ୮୨ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଯାଞ୍ଚ କରାଯାଇଛି ।
ଗତ ଦୁଇ ବର୍ଷ ହେବ ଘରୋଇ ବିବାଦକୁ ନେଇ ସପନା ଅଗ୍ରୱାଲ ବାହାରେ ରହି ଆସୁଛନ୍ତି । ସ୍ୱାମୀଙ୍କ ଘରେ ରହିବାକୁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ରାଜେଶ ତାଙ୍କୁ ଘରେ ପୁରାଉ ନାହାନ୍ତି । ଏଥିପାଇଁ ଅନେକ ଥର ଗଣ୍ଡଗୋଳ ମଧ୍ୟ ହୋଇଛି । ଏମିତିକି ସପନା...