• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Sapana
ଟିଟଲାଗଡ଼ରେ ତପସ୍ୱିନୀ ଘଟଣାର ରିପିଟ୍, ସ୍ୱାମୀଙ୍କ ସହ ରହିବା ଜିଦ୍‌ରେ ଶ୍ୱଶୁର ଘର ଆଗରେ ସପନାଙ୍କ ଧାରଣା

ଗତ ଦୁଇ ବର୍ଷ ହେବ ଘରୋଇ ବିବାଦକୁ ନେଇ ସପନା ଅଗ୍ରୱାଲ ବାହାରେ ରହି ଆସୁଛନ୍ତି । ସ୍ୱାମୀଙ୍କ ଘରେ ରହିବାକୁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ରାଜେଶ ତାଙ୍କୁ ଘରେ ପୁରାଉ ନାହାନ୍ତି । ଏଥିପାଇଁ ଅନେକ ଥର ଗଣ୍ଡଗୋଳ ମଧ୍ୟ ହୋଇଛି । ଏମିତିକି ସପନା...

anjali
ରାଜ୍ୟରେ ଦୁଇ ଦୁଇ ଥର ମନ୍ତ୍ରୀ ଥିଲେ ଅଞ୍ଜଳି, ଏବେ ସମିତି ସଭ୍ୟ ପ୍ରାର୍ଥୀ

ବିଜେଡି ତରଫରୁ ପ୍ରାର୍ଥୀ ହୋଇ ସେ ହିନ୍ଦୋଳ ବିଧାନସଭା ଆସନରୁ ବିଜୟ ହୋଇଥିବା ବେଳେ ଥରେ ବୟନଶିଳ୍ପ ମନ୍ତ୍ରୀ ଓ ପରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ମୁଣ୍ଡାଇଥିଲେ ।

Shree Mandir
‘ବେଆଇନ୍‌ ଭାବେ ବନ୍ଦ କରାଯାଇଛି ଶ୍ରୀମନ୍ଦିର’: ଜଗନ୍ନାଥ ସେନା

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଚାଲିଛି ସେହି ରାଜ୍ୟରେ ଭକ୍ତଙ୍କୁ ଭଗବାନଙ୍କଠାରୁ କାହିଁକି ଦୂରରେ ରଖାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।

Ajay Pradhan Blood Donation
ନାମାଙ୍କନ ପରେ ରକ୍ତଦାନ କରି ଜୀବନ ବଞ୍ଚାଇଲେ ଅଜୟ

ଘଟଣାଟି ଏମିତି ଥିଲା ଯେ, ପୁରୀ ସଦର ବ୍ଲକରେ ନାମାଙ୍କନ ପତ୍ର ଦାଖଲ କରି ଫେରିବା ସମୟରେ ଅଜୟଙ୍କ ପାଖକୁ ଏକ ମେସେଜ ଆସିଲା । ସୁମିତ୍ରା ଜେନା ବୋଲି ଜଣେ ଭଉଣୀଙ୍କର ରକ୍ତ ଅବଶ୍ୟକ ରହିଛି ।

Biseswar Tudu
୨ ସରକାରୀ ଅଧିକାରୀଙ୍କୁ ମାଡ଼ ଘଟଣାରେ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱରଙ୍କ ନାଁରେ ମାମଲା

କେନ୍ଦ୍ରମନ୍ତ୍ରୀଙ୍କ ମାଡ଼ରେ ଡେପୁଟି ଡିରେକ୍ଟର ଦେବାଶିଷ ମହାପାତ୍ରଙ୍କ ହାତ ଭାଙ୍ଗିଥିବା ବେଳେ ଆସିଷ୍ଟାଣ୍ଟ ଡିରେକ୍ଟର ଅଶ୍ୱିନୀ ମଲ୍ଲିକ ମଧ୍ୟ ଆହତ ହୋଇଛନ୍ତି । ତେବେ ମାଡ଼ ଅଭିଯୋଗ ନେଇ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପ୍ରତିକ୍ରିୟା ମିଳି ପାରିନି ।

CDA PEOPLE Patrolling
ପୋଲିସ ଉପରୁ ତୁଟିଯାଉଛି କି ଲୋକଙ୍କ ଭରସା ?

ପୋଲିସ ଉପରୁ ତୁଟିଯାଉଛି କି ଲୋକଙ୍କ ଭରସା ? କାରଣ ଏବେ ନିଜ ଅଞ୍ଚଳର ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ଲୋକେ । ଆମେ କହୁଛୁ କଟକ ସିଡିଏ ଅଞ୍ଚଳର କଥା । 

Panchayat election
ଏଥର ପଂଚାୟତ ନିର୍ବାଚନରେ ପ୍ରକମ୍ପିତ ହେଉଛି ଗାଁ..

ଏଥର ପଂଚାୟତ ନିର୍ବାଚନରେ ପ୍ରକମ୍ପିତ ହେଉଛି ଗାଁ.. କିଏ ଇଂଜିନିୟର ଚାକିରି ଛାଡି ନାମାଙ୍କନ ଭରିଛି ତ ଆଉ କିଏ ଡାକ୍ତର ଚାକିରି ଛାଡ଼ି, ତେବେ ଭେଟନ୍ତୁ କିଛି ଏମିତି ପ୍ରାର୍ଥୀଙ୍କୁ ।

Panchayat election
ପଂଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ରାଜକୁମାରୀ

ପଂଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ରାଜକୁମାରୀ: କହିଲେ, ଲୋକଙ୍କ ସେବା କରିବା ପାଇଁ ରାଜନୀତି ଶ୍ରେଷ୍ଠ ମାଧ୍ୟମ ।

India Gate
ଅମର ଯବାନ ଜ୍ୟୋତିର ସ୍ଥାନାନ୍ତର ନେଇ ତେଜିଲା ରାଜନୀତି

ଅମର ଯବାନ ଜ୍ୟୋତିର ସ୍ଥାନାନ୍ତର ନେଇ ତେଜିଲା ରାଜନୀତି: କେନ୍ଦ୍ର ଓ ବିଜେପି ସରକାର ଉପରେ ବର୍ଷିଲା କଂଗ୍ରେସ । ଦେଶର ଇତିହାସ ବଦଳାଇବାକୁ ଚେଷ୍ଟା ହେଉଥିବା କହିଲେ ବିରୋଧୀ ।

IAS
ବଦଳିବ IAS କ୍ୟାଡର ରୁଲ୍ ! କେନ୍ଦ୍ର ଯେତେବଳେ ଚାହିଁବ ଡାକିପାରିବ, ରାଜ୍ୟର ମତ କ’ଣ ?

ପ୍ରଶାସନିକ ଆବଶ୍ୟକ ଓ ଅଫିସରଙ୍କ ସଂଖ୍ୟାକୁ ଦେଖି ରାଜ୍ୟମାନେ ଏହା ନିର୍ଦ୍ଧାରଣ କରିଥାଆନ୍ତି । ତେବେ କେନ୍ଦ୍ରରେ ଦକ୍ଷ ଅଫିସରଙ୍କ ଅଭାବ ଓ ଅଫିସରଙ୍କୁ ଛାଡିବା ଲାଗି ରାଜ୍ୟମାନଙ୍କ ଅନିଚ୍ଛା ପ୍ରରୀପ୍ରେକ୍ଷୀରେ କେନ୍ଦ୍ର ଆଇଏଏସ କ୍ୟାଡର୍‌ ରୁଲ୍‌ରେ ପରିବର୍ତ୍ତନ କରିବାକୁ ଯାଉଛି ।

Crime Against Women
ହିରୋଇନ ହେବ କହି ଡାକିଲା, ଦୁଷ୍କର୍ମ କଲା

ଜଣେ ପୀଡିତା ଏହି ଅଭିଯୋଗ ଆଣି ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗତ କାଲି ସେ ଏୟାରଫିଲଡ଼ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଥାନା ଅଧିକାରୀ ମାମଲା ଗ୍ରହଣ କରୁନଥିବା ସେ ଅଭିଯୋଗ କରିଛନ୍ତି ।

CDA People Patrolling
ପୋଲିସ ଉପରୁ ଉଠିଗଲାଣି ବିଶ୍ୱାସ ! କଟକ ସହରରେ ଲୋକେ କରୁଛନ୍ତି ନାଇଟ୍ ପାଟ୍ରୋଲିଂ..

ପୋଲିସ ପାଟ୍ରୋଲିଂ ନିୟମିତ ଭାବେ ହେଉନଥିବାରୁ ଏହାର ଫାଇଦା ନେଉଛନ୍ତି ଲୁଟେରା । ହେଲେ ପୋଲିସ ଭରସାରେ ନରହି ଏବେ ନିଜେ ଅଣ୍ଟା ଭିଡିଛନ୍ତି ଲୋକେ । ଏପରିକି ଝିଅ ବୋହୂ ବି ସାମିଲ ହେଲେ ଏହି ଅଭିଯାନରେ ।

Parking Fee Loot
ପାର୍କିଂ ଫି ନାଁରେ ହରିଲୁଟ, ଭୁବନେଶ୍ୱରରେ ଖାଲି ଲୁଟ୍ ଆଉ ଲୁଟ୍

ରାଜଧାନୀ ଭୁବନେଶ୍ୱରରେ ମାତିଛନ୍ତି ପାର୍କିଂ ମାଫିଆ। ମନ ଇଚ୍ଛା ପାର୍କିଂ ଫି ଆଦାୟ କରୁଛନ୍ତି । ଆଉ ବିଏମସିର ଧାର୍ଯ୍ୟ ଫି’ ରୁ ଅଧିକ ଦେବାକୁ ମନାକଲେ, ଦେଖାଉଛନ୍ତି ନାଲି ଆଖି ।

India Gate
ଆଉ ଇଣ୍ଡିଆ ଗେଟ୍‌ରେ ଜଳିବନି ଅମର ଯବାନ ଜ୍ୟୋତି, ଶୋଭା ପାଇବ ନେତାଜୀଙ୍କ ଷ୍ଟ୍ୟାଚ୍ୟୁ

କଂଗ୍ରେସ ସମେତ ଅନ୍ୟ ବିରୋଧୀ, ସରକାରଙ୍କ ଏହି ନିଷ୍ପତ୍ତିକୁ ଜୋରଦାର ବିରୋଧ କରଛନ୍ତି । ଇତିହାସ ବଦଳାଇ ଦେବା ଲାଗି କେନ୍ଦ୍ର ସରକାର ଉଦ୍ୟମ କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି ।

Panchayat election
ପଞ୍ଚାୟତ ନିର୍ବାଚନ: ଗୋଟିଏ ପରିବାରର ୩ ବୋହୂ, ମା-ଝିଅ ବି ଲଢ଼ୁଛନ୍ତି !

ରାଜବଂଶର ଦାୟାଦ । ସମୟ ସୁଅରେ ରାଜଗାଦି ସିନା ବିଲୋପ ହୋଇଗଲା, ହେଲେ ଗଣତନ୍ତ୍ର ପରେ ବି କିନ୍ତୁ ବଞ୍ଚିଛି ସେହି ଶାସନ ଆଉ କ୍ଷମତା । ଗଞ୍ଜାମ ଧରାକୋଟ ରାଜ ପରିବାରର ଏକମାତ୍ର ରାଜକୁମାରୀ ତଥା ରାଜା ହେଉଛନ୍ତି ସୁଲକ୍ଷଣା ଗୀତାଞ୍ଜଳି ଦେବୀ ।

Panchayat election
ସରିଲା ନାମାଙ୍କନ, ମଇଦାନରେ ହେଭିୱେଟ୍‌ଙ୍କୁ ଟକ୍କର ଦେବେ ଉଚ୍ଚଶିକ୍ଷିତ

ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନ ଦାଖଲ ଶେଷ ହୋଇଥିବା ବେଳେ ଉଚ୍ଚଶିକ୍ଷିତ ଓ ପେସାଦାରମାନେ ନିର୍ବାଚନ ମଇଦାନକୁ ଡେଇଁବା ନୂଆ ଟ୍ରେଣ୍ଡ ସୃଷ୍ଟି କରିଛି । ଏପଟେ ପ୍ରାର୍ଥିପତ୍ର ଦାଖଲ ସରୁ ସରୁ ନିଜ ନିଜ ସଫଳତାକୁ ନେଇ ଆଶାବାଦୀ ଅଛନ୍ତି ପ୍ରମୁଖ ରାଜନୈତିକ ଦଳ...

Biseswar Tudu
ଦୁଇ ସରକାରୀ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ଚୌକିରେ ପିଟିଥିବା ଅଭିଯୋଗ

ଡେପୁଟି ଡିରେକ୍ଟର ଅଶ୍ୱିନୀ ମଲ୍ଲିକ, ଆସିଷ୍ଟାଣ୍ଟ ଡିରେକ୍ଟର ଦେବାଶିଷ ମହାପାତ୍ରଙ୍କୁ ରିଭ୍ୟୁ ପାଇଁ ଦଳୀୟ କାର୍ଯ୍ୟାଳୟକୁ ଡକାଇଥିଲେ ମନ୍ତ୍ରୀ । ତେବେ ସେଠାରେ ଉଭୟଙ୍କୁ ମନ୍ତ୍ରୀ ଚେୟାରରେ ପିଟିଥିବା ନେଇ ୨ ଅଧିକାରୀ ଅଭିଯୋଗ କରିଛନ୍ତି ।

Congress BJD BJP
‘ଓଡ଼ିଶା ସବୁଥିରେ ପଛୁଆ, ହେଲେ ମୁଖ୍ୟମନ୍ତ୍ରୀ କେମିତି ନମ୍ବର ୱାନ୍‌ ?’

ରାଜ୍ୟରେ ଜଳ, ଜମି, ଖଣି ସୁରକ୍ଷିତ ରହିନି । ସବୁ ରାଜ୍ୟରେ ଭତ୍ତା ରାଶି ବଢ଼ିଛି ହେଲେ ଓଡ଼ିଶାରେ ତାହା ହୋଇପାରିଲାନି ବୋଲି କଂଗ୍ରେସ କହିଛି । ନବୀନ ଖୋଦ୍ ସବୁ କ୍ଷେତ୍ରରେ ଏକ ନମ୍ବର ହେଲେ କିନ୍ତୁ ରାଜ୍ୟକୁ କରାଇ ପାରିଲେନି ବୋଲି କହି କଟ୍ଟାକ୍ଷ କରିଛନ୍ତି...

Youtube
ପୁଣି ପାକିସ୍ତାନୀ YouTube, Twitter, Instagram, Website ବ୍ଲକ୍‌ କଲା କେନ୍ଦ୍ର ସରକାର

ବ୍ଲକ ସମସ୍ତ ଚ୍ୟାନେଲ ଓ ଆକାଉଣ୍ଟ ପାକିସ୍ତାନରୁ ପରିଚାଳିତ ହେଉଥିଲା । ପାକିସ୍ତାନରୁ ପରିଚାଳିତ ହୋଇ ଭାରତ ବିରୋଧୀ ଖବର ପ୍ରସାରଣ କରୁଥିଲା । ଭାରତ ବିରୋଧୀ ଖବର ପ୍ରସାରଣ କରୁଥିବାରୁ ବ୍ଲକ କଲେ କେନ୍ଦ୍ର ସରକାର । କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରାଳୟ ଯୁଗ୍ମ ସଚିବ ବିକ୍ରମ...

BJD Nomination
କୋଭିଡ୍‌ ନିୟମ ଭାଙ୍ଗି ପଟୁଆରରେ ଆସିଲେ ବିଜେଡି ପ୍ରାର୍ଥୀ

ଶତାଧିକ ଦଳୀୟ କର୍ମୀଙ୍କ ଗହଣରେ ବିଜେଡିର ଆଗଧାଡ଼ିର ନେତାମାନେ ଆସି ନିଜର ଦବଦବା ପ୍ରଦର୍ଶନ କରିଥିଲେ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।