ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ବିରୋଧରେ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ଲେଫ୍ଟନାଣ୍ଟ ଗଭର୍ଣ୍ଣର । ବିନୟ କୁମାର ସକ୍ସେନା ଆଇନ ଭଙ୍ଗ ସହିତ ଲାଇସେନ୍ସ ପାଇଥିବା ବ୍ୟକ୍ତିଙ୍କୁ ଅନେକ ଅହେତୁକ ଅନୁକମ୍ପା ପ୍ରଦାନ କରାଯାଇଥିବା କହିଛନ୍ତି ଲେଫ୍ଟନାଣ୍ଟ ଗଭର୍ଣ୍ଣର ।
ଦେହରେ ପାଖାପାଖି ୭୦ ଭାଗ ଟାଟୁ କରିଛନ୍ତି । କାନରେ ବିରାଟ କାୟ କୁଣ୍ଡଳ ଲଗାଇଛନ୍ତି । ମୁହଁରେ ମଧ୍ୟ ଅତି ବିରକ୍ତିକର ଦେଖାଗଲା ଭଳି ଟାଟୁ ଆଙ୍କିଛନ୍ତି ।
ତାନାଜି ଫିଲ୍ମ ପାଇଁ ଅଜୟ ଦେବଗନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଦିଆଯାଇଛି ।
ଭାରତୀୟ ଗଣତାନ୍ତ୍ରିକ ଇତିସାହରେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିବାକୁ ଯାଉଛନ୍ତି ଦ୍ରୌପଦୀ ମୁର୍ମୁ ।
ଟେଲି ଅଭିନେତ୍ରୀ ରାଜେଶ୍ୱରୀଙ୍କ ପରଲୋକ । ଭୁବନେଶ୍ୱରର ଘରୋଇ ହସ୍ପିଟାଲ୍ରେ ରାଜେଶ୍ୱରୀଙ୍କ ପରଲୋକ । ସିନେମା ଓ ସିରିୟଲ ଜଗତରେ ଶୋକର ଛାୟା ।
ଡୁମରପଦର ଗାଁରେ ଆହୁରି କିଛି ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ଜଣାପଡିଛି ।
ପ୍ରାୟ ୩ କିଲୋମିଟର ପାହାଡ଼ ଉପରୁ ତଳକୁ କାନ୍ଧରେ ବୋହି ବୋହି ଆଣିଛନ୍ତି ପୋଲିସ ବାବୁ । ଏଭଳି ଏକ ନିଆରା ଓ ହୃଦୟକୁ ଛୁଇଁଗଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର ଫୁଲଝର ନିକଟ ଗୀନିଆ ଜଙ୍ଗଲରେ ।
ପେଟ ଭିତରେ ଛୋଟ ଛୋଟ କ୍ୟାପ୍ସୁଲ୍ ଦ୍ୱାରା ହେରୋଇନ୍ ଗୁଡ଼ିକ ପ୍ୟାକ୍ ହୋଇ ରହିଥିଲା ।
ଏହି ଖାଲି ପାଦ ଫଟୋ ହିଁ ଦିନେ ତାଙ୍କୁ ଧନୀ କରିବ । ଆଉ ସେହି ପାଦ ଫଟୋ ପୋଷ୍ଟ କରି ସେ ସେଥିରୁ ରୋଜଗାର କରିବେ ।
ବିଲ୍ ଗେଟ୍ସ ଏବେ ଗୋଟିଏ ପାହାଚ ତଳକୁ ଖସି ୫ ନମ୍ବର ସ୍ଥାନରେ ରହିଛନ୍ତି । ବିଲ୍ ଗେଟ୍ସଙ୍କ ନେଟ୍ ୱର୍ଥ ଖସି ଆସି ଏବେ ୧୦୩ ଆରବ ଡଲାରରେ ପହଞ୍ଚିଛି ।
ବଲାଙ୍ଗିରରେ ବି ମଧ୍ୟାହ୍ନ ଭୋଜନ ଚାଉଳରେ ଦୁର୍ନୀତିର ଗନ୍ଧ । ଗୋଦାମରୁ ଉଠିଛି ହେଲେ ସ୍କୁଲରେ ପହଞ୍ଚିନି ଚାଉଳ ।
କାହା ସପକ୍ଷରେ ଯାଇଛି ବିଧାୟକ ଓ ସାଂସଦଙ୍କ ମତ ? ଆସନ୍ତାକାଲି ଭୋଟ୍ ଗଣତି, ବଢୁଛି ଉତ୍କଣ୍ଠ ।
ସହରର ପ୍ରବେଶ ପଥ ଲିଙ୍କ ରୋଡ଼ରୁ ବାଦାମବାଡ଼ି ପର୍ଯ୍ୟନ୍ତ ରାସ୍ତାରେ ଜାଇକା କାମ ଯୋଗୁଁ ସୃଷ୍ଟି ହୋଇଛି ବଡ ବଡ ଖାଲ । ପୁରୀଘାଟ, ଗଣେଶ ଘାଟ, ସିଡିଏ କାଠଯୋଡ଼ି ବନ୍ଧ, ସବୁଠି ରାସ୍ତାରେ ଖାଲ ।
ଜାଲ ଆଧାର, ଜାଲ ଫଟୋ, ଜାଲ ଦସ୍ତଖତରେ ହେଲା ଜମି କିଣାବିକା ହୋଇଥିବା ଅଭିଯୋଗ ହୋଇଛି ।
ୟୁପିରେ ତାଙ୍କ ନାଁରେ ରୁଜୁ ହୋଇଥିବା ସମସ୍ତ ଏଫଆଇଆରକୁ ସୁପ୍ରିମକୋର୍ଟ ଦିଲ୍ଲୀକୁ ସ୍ଥାନାନ୍ତରଣ ମଧ୍ୟ କରିଛନ୍ତି ।
CRCC ମାନଙ୍କୁ ନେଇ କମିଟି କରି ରିପୋର୍ଟ ଦେବେ ବିଇଓ । ବିଇଓମାନଙ୍କ ରିପୋର୍ଟ ପରେ ଠିକା ସଂସ୍ଥାକୁ ପଚରାଯିବ କହିଲେ ଡିଇଓ ।
ବିଜେପି ନେତା ମୋହନ ମାଝି କହିଛନ୍ତି ମୋକିମ୍ଙ୍କ ବ୍ୟତୀତ ଆଉ ଜଣେ ନେତା ବି ଦ୍ରୌପଦୀଙ୍କୁ ଦେଇଛନ୍ତି ଭୋଟ ।
ପୋଲିସ ଏନ୍କାଉଣ୍ଟର ବେଳେ ବିପରିତ ଦିଗରୁ ମଧ୍ୟ ଗୁଳି ବର୍ଷା ହୋଇଥିଲା । ଏଥିରେ ୩ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।
୫୦ ପ୍ରତିଶତ ନମୁନାରେ ମାରାତ୍ମକ ଭିବ୍ରିଓ କଲେରା ଜୀବାଣୁ । ପୁଣି ମନେ ପଡ଼ିଲା ୨୦୦୭ର ଝାଡ଼ାବାନ୍ତି ଭୟାବହତା ।
ସ୍ପେଶାଲ ଟିମ୍ ଗଠନ କରି ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଅପରାଧୀଙ୍କୁ ଆଦୌ ଛଡ଼ାଯିବନି କହିଲେ ହରିୟାଣା ମୁଖ୍ୟମନ୍ତ୍ରୀ ଖଟ୍ଟର ।