Advertisment

ଧାମନଗର ଦଖଲ ପାଇଁ ଜୋରଦାର କସରତ୍, ଘୋ ଘୋରେ ମୈଦାନ୍ କଂପୁଛି

ଭାଇରାଲ ଅଡିଓକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ଯାହାକି ଧାମନଗର ଉପନିର୍ବାଚନକୁ ଅଧିକ ଉଷ୍ଣ କରିଛି ।

author-image
Satyendu Shekher Mishra

ଧାମନଗର ଦଖଲ ପାଇଁ ଜୋରଦାର କସରତ୍ । ଘୋ ଘୋରେ ମୈଦାନ୍ କଂପୁଛି । ସମାନ୍ତରାଳ ଭାବେ ତେଜୁଛି ଆରୋପ-ପ୍ରତ୍ୟାରୋପ ଓ ବିବାଦ ରାଜନୀତି । ସୋସିଆଲ୍ ମିଡିଆରେ ଘୁରି ବୁଲୁଥିବା ଏକ ଅଡିଓକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ଆଉ ଏହା ହିଁ ଏବେ ନୂଆ ବିବାଦ ସୃଷ୍ଟି କରିଛି । ଯାହାକି ଧାମନଗର ଉପନିର୍ବାଚନକୁ ଅଧିକ ଉଷ୍ଣ କରିଛି ।

Advertisment
BJD BJP Congress Odisha Politics Dhamnagar Bypoll
Advertisment
Advertisment