• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୋଲିସ୍ ବିଭାଗ ପାଇଁ ସ୍ମାର୍ଟ ଷ୍ଟିକ୍ ତିଆରି କରି ଚର୍ଚ୍ଚାରେ ଆଇଟିଆଇ ଛାତ୍ର । କିଛି ଦିନ ତଳେ ସୀମାରେ ସେନା ସୁରକ୍ଷା ପାଇଁ ପ୍ରକଳ୍ପ ତିଆରି କରି ଚର୍ଚ୍ଚାରେ ଥିଲେ ଗଜପତି ଜିଲ୍ଲା ମୋହନା ଚନ୍ଦ୍ରଗିରିର ସମୀର ପ୍ରଧାନି । ଏବେ ପୁଣି ଏକ ପ୍ରକଳ୍ପ ତିଆରି କରି ସେ ପ୍ରଶଂସାର ପାତ୍ର ହୋଇଛନ୍ତି । ପୋଲିସ ବିଭାଗର ସୁରକ୍ଷାକର୍ମୀ ଓ ହୋମଗାର୍ଡ କାର୍ଯ୍ୟ କରୁଥିବା ବେଳେ କିଭଳି ଶତ୍ରୁ ମାନଙ୍କ ଠାରୁ ନିଜକୁ ସୁରକ୍ଷା ଦେଇପାରିବେ, ସେଥିପାଇଁ ସମୀର ଆଧୁନିକ ଯନ୍ତ୍ରପାତି ବ୍ୟବହାର କରି ଏକ ଷ୍ଟିକ୍ ତିଆରି କରିଛନ୍ତି । ଏହି ଷ୍ଟିକ୍ ମାଧ୍ୟମରେ ବେଆଇନ ଜିନିଷ ଚାଲାଣ କିମ୍ବା ଚୋରି ସାମଗ୍ରୀ ସହଜରେ ଠାବ କରିବା ପାଇଁ ବ୍ୟବହାର କରାଯାଇପାରିବ ।

ତେବେ ଦେଖନ୍ତୁ କେମିତି ଷ୍ଟିକ୍‌ ପ୍ରସ୍ତୁତ କରିଛନ୍ତି ସମୀର । ଆଉ କ’ଣ ରହିଛି ଏହାର ବିଶେଷତ୍ୱ ।