• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Keonjhar Mother
ସ୍ତ୍ରୀକୁ ଭଲ କରିବା ଲାଗି...ଜନ୍ମକଲା ଛୁଆକୁ ଯେବେ ବିକ୍ରି ପାଇଁ ନିଷ୍ପତ୍ତି ନିଏ ବାପା...

ପ୍ରଥମ ସ୍ତ୍ରୀ ପଳେଇଲା । ଦ୍ୱିତୀୟ ମରିଗଲା...ଏବେ ପୁଣି ତୃତୀୟ ସ୍ତ୍ରୀର ଦେହ ଖରାପ । ଡାକ୍ତର ଲେଖିଥିବା ଔଷଧ ଆଣିବାକୁ ସ୍ୱାମୀ ପାଖରେ ପଇସା ନାହିଁ । ଔଷଧ ଆଣିବା ଲାଗି ଛୁଆକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଲା ବାପା । ଦ୍ୱାରଦ୍ୱାର ବୁଲି ପଚାରିଲା ଛୁଆ...

Scarcity of water
କୁଚିଣ୍ଡା ସ୍ଥିତି ସଙ୍ଗୀନ: ଶୁଖିଲାଣି ନଈ...ପିଇବା ପାଣି ନାହିଁ

କୁଚିଣ୍ଡାର ଦୁଇ ନଦୀ ଖର୍ଲା ଓ ଭେଡେନରେ ପାଣି ଶୁଖିବା ପ୍ରଥମ ଘଟଣା ହୋଇଥିବା ବେଳେ ସହରରେ ଲୋକେ ପାଣି କିଭଳି ପାଇବେ ଓ ଆଗକୁ କିଭଳି ସମସ୍ୟା ଦେଖା ନଯିବ ସେଥି ପାଇଁ ପ୍ରଶାସନ ସଜାଗ ରହିବା ଉଚିତ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

Tabaco
ନିୟମ ନିୟମ ବାଟରେ: ଖୁଲମଖୁଲା ବିକ୍ରି ହେଉଛି ତମାଖୁ...ବଢୁଛି କ୍ୟାନସର

ଗୟାଧର ୨୦୧୫ ମସିହାରେ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଅସ୍ତ୍ରୋପଚାର କରିଥିଲେ । ଗୟାଧରଙ୍କ କହିବା ଅନୁଯାୟୀ ପୂର୍ବରୁ ସେ ପ୍ରତିଦିନ ଗୋଟିଏ ସିଗାରେଟ ଟାଣୁଥିଲେ । ଏହାପରେ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା କହିଛନ୍ତି ।

Khandua pata
ସ୍ନାନ ଯାତ୍ରାକୁ ୨ ଦିନ: ଖଣ୍ଡୁଆପାଟ ବୁଣିବାରେ ବ୍ୟସ୍ତ କାରିଗର

ପାଖେଇ ଆସୁଛି ଘୋଷଯାତ୍ରା । ଖଣ୍ଡୁଆ ପାଟ ବୁଣିବାରେ ବ୍ୟସ୍ତ କାରିଗର । ଅରୁଆ ଅନ୍ନ ଖାଇ..ପିଲାଠୁ ବୁଢା ସମସ୍ତେ ଏକ ହୋଇ ବୁଣୁଛନ୍ତି ପାଟ।

Viral Video
ବିନା ହେଲମେଟ୍‌ରେ ଦାଦିଙ୍କୁ ଗାଡ଼ିରେ ନେଇ ଯାଉଛି ନାବାଳକ

ମୁଣ୍ଡରେ ହେଲମେଟ୍‌ ନାହିଁ କି ତଳକୁ ଠିକ୍‌ରେ ଗୋଡ ପାଉନି । ହେଲେ ବି ଫୁଲ୍‌ ସ୍ପିଡରେ ଗାଡି ନେଇଯାଉଛନ୍ତି ନାବାଳକ । ଅନ୍ୟ ଚାଳକ କହୁଛନ୍ତି ଧୀରେ ଚଳାଅ, ହେଲେ ଶୁଣୁନାହାନ୍ତି ନାବାଳକ ଜଣକ । ଭାଇରାଲ ହେଲା ଭିଡିଓ

Elephant
ହାତୀକୁ ଡରି...ହୋମ ପାଇପ୍‌ରେ ଆଶ୍ରୟ ନେଉଛି ମଣିଷ

ହାତୀ ପାଇଁ ଗାଁ ଛାଡିଦେଲେ ଲୋକେ । କିଏ ହୋମ ପାଇପ୍‌ରେ ପଶିଲାଣି ତ ଆଉ କିଏ ସମ୍ପର୍କୀୟଙ୍କ ଘରେ ଲୁଚିଲାଣି । ହାତୀ ଉତ୍ପାତରେ ଅତିଷ୍ଠ ହେଲେଣି ଲୋକେ...କିନ୍ତୁ ପ୍ରଶାସନ ଦେଉନି ସହାୟତା

Daspalla woman
ସ୍ୱାମୀଙ୍କ ସହ ୩ ପୁଅ ମାନସିକ ରୋଗୀ : ସହାୟତା ଅପେକ୍ଷାରେ ଶାନ୍ତି

ସ୍ୱାମୀ...୩ ପୁଅ...ସମସ୍ତେ ମାନସିକ ରୋଗୀ । ତିନି ତିନିଟି ପୁଅ ଜନ୍ମ କରିଛନ୍ତି ହେଲେ ସେମାନେ କାମଧନ୍ଦା କରିପାରୁନାହାନ୍ତି । ବୁଢୀ ବୟସରେ ପୂରା ଘରର ବୋଝ ଶାନ୍ତିଙ୍କ କାନ୍ଧରେ । ସରକାରୀ ସହାୟତା କହିଲେ ଗଣ୍ଡେ ଚାଉଳ । ଏତିକିରେ ପରିବାର ଚଳିବ କେମିତି?

Bride eats gutka
ବିଦାୟୀ ବେଳେ ଗୁଟଖା ଖାଇଲେ ନବବଧୂ...ବର କହିଲେ...

ଆଶ୍ଚର୍ଯ୍ୟ ! ବିଦା ହେଉଥିଲା ଝିଅ...ସମସ୍ତଙ୍କ ଆଖିରେ ଥିଲା ଲୁହ । ବାସ୍‌ ଏତିକି ବେଳେ ଗୁଟଖା ଖାଇଲେ ନବବଧୂ...ଦେଖନ୍ତୁ ଭିଡିଓ

Honesty personified
୨ ଥରର ସରପଞ୍ଚ...ନିଜ ପାଇଁ କରିଛନ୍ତି ଖଣ୍ଡେ ସାଇକେଲ୍‌ ଓ ଗୋଟେ ଝାଟିମାଟ ଘର

ନିଆରା ସରପଞ୍ଚ । ଦୁଇଦୁଇ ଥର ନିର୍ବାଚିତ ହୋଇଛନ୍ତି । ହେଲେ ନିଜ ଲାଗି କିଛି କରିନାହାନ୍ତି...ଏବେ ସମ୍ପତ୍ତି କହିଲେ ଝାଟିମାଟି ଚାଳଘର । ଖଣ୍ଡେ ସାଇକେଲ୍‌ ସହ ଦୁଇହଳ ପୋଷାକ ।

Aska MP
କହୁ କହୁ ଦେଲେ...ପାଣ୍ଡିଆନ୍‌ ଆମ ମୁଖ୍ୟମନ୍ତ୍ରୀ

ଶେରଗଡ଼-ପୁରୀ ନୂତନ ବସ୍‌ ସେବା’ କାର୍ଯ୍ୟକ୍ରମରେ ଶୁଣନ୍ତୁ କ’ଣ କହୁଛନ୍ତି ସାଂସଦ ପ୍ରମିଳା ବିଷୋୟୀ

Jagannath
ଶ୍ରୀମନ୍ଦିରରେ ଶ୍ରୀଜିଉମାନେ ପିନ୍ଧିବେ ସାତ୍ତ୍ବିକ ଖଣ୍ଡୁଆ ପାଟ

ଶ୍ରୀମନ୍ଦିରରେ ଶ୍ରୀଜିଉମାନେ ପିନ୍ଧିବେ ସାତ୍ତ୍ବିକ ଖଣ୍ଡୁଆ ପାଟ। ରାଜ୍ୟ ସରକାରଙ୍କ ଏ ନିଷ୍ପତ୍ତି ଉଭୟ ଭକ୍ତ ଓ ଜଗନ୍ନାଥପ୍ରେମୀଙ୍କୁ ବି ଆନନ୍ଦିତ କରିଛି। ତେବେ କଣ ସେ ସାତ୍ତ୍ବିକ ପାଟ ? କାହିଁକି ଏଭଳି ନାମକରଣ ? ତାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ଏ ସଂପର୍କରେ ବିସ୍ତୃତ ଭାବେ...

Social activist
ଜଣେ ଯୁବତୀଙ୍କ ଲାଗି ବଦଳାଇ ଦେଲେ ୪୨ ବର୍ଷର ନିଷ୍ପତ୍ତି

ଦିନେ ଶପଥ ନେଇଥିଲେ କେବେ ବାହା ହେବେନି କି ଜୋତା ପିନ୍ଧିବେନି । ହେଲେ କେବଳ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କ ଲାଗି ବଦଳାଇ ଦେଲେ ନିଷ୍ପତ୍ତି... ଜୟନ୍ତୀଙ୍କ ହାତ ଧରିଲେ ଜୟନ୍ତୀ, ୭ ଜନ୍ମର ସାଥୀ ହେବାକୁ ଶପଥ କଲେ।

Bridge construction
ଶିଳାନ୍ୟାସ କରି ଭୁଲିଗଲେ କି ସରକାର? ୫ ବର୍ଷ ହେବ ଉଦଘାଟନ ହୋଇପାରୁନି ସେତୁ !

ଖୋଦ୍‌ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ, ଗୋଟେ ନିର୍ବାଚନ ସରି ଆଉ ଗୋଟେ ନିର୍ବାଚନ ଆସିଲାଣି । ସେତୁ ସରୁନି କି ଲୋକଙ୍କ ଦୁର୍ଦ୍ଦଶା କମୁନି । ହିନସ୍ତା ହେଉଛନ୍ତି ଲୋକେ..

Migrant labourer, Migrant Death
ଭେଣ୍ଡା ପୁଅ ଯାଇଥିଲା ଦାଦନ ଖଟି...ଚାଲିଗଲା ପ୍ରାଣ : ପାଗେଳି ହେଲାଣି ମାଆ, ଚେତାଶୂନ୍ୟ ସ୍ତ୍ରୀ

ଦୁଃଖ ଏମିତି ବି ଆସେ ! ଦାଦନ ଖଟିବାକୁ ଯାଇଥିଲା ପୁଅ, ଚାଲିଗଲା ଜୀବନ । ମାଆ ପାଖରେ ଖବର ପହଞ୍ଚିବା ପରେ ମୁଣ୍ଡ ବାଡେଇ ବାଡେଇ କାନ୍ଦୁଛି । ଚେତାଶୂନ୍ୟ ସ୍ତ୍ରୀ...

Drying up of Brahmani River
ମେ'ରେ ବ୍ରାହ୍ଣଣୀ ସ୍ଥିତି ସଙ୍ଗୀନ : ଅଣ୍ଟାଏ ବି ପାଣି ନାହିଁ

ଜୁଲାଇ ପର୍ଯ୍ୟନ୍ତ ନଦୀରେ ବେକ ଯାଏଁ ପାଣି ରହିବା କଥା । କିନ୍ତୁ ଏବେ ସଂପୂର୍ଣ୍ଣ ଶୁଖିଲା ପଡିଛି । ମେ' ମାସରୁ ଯଦି ଏପରି ସ୍ଥିତି ଆଗକୁ ନଦୀରେ ପାଣି ରହିବ କି ନାହିଁ ଆଶଙ୍କା ଦେଖାଦେଇଛି । ଆଗରୁ କେବେ ଏପରି ନଦୀରୁ ପାଣି ଶୁଖେନି ବୋଲି କହିଛନ୍ତି ସ୍ଥାନୀୟ...

Rairakhol Water Problem
ଭୟଙ୍କର ସ୍ଥିତି ! କାମ କରୁନି ପାନୀୟ ଜଳ ପ୍ରକଳ୍ପ, ନାଳ ପାଣି ପିଉଛନ୍ତି ଲୋକେ

ସମ୍ବଲପୁର ନାକଟିଦେଉଳ ବ୍ଲକର ଝାରବେଡା ଗାଁର ବାସିନ୍ଦା ପାଣି ଲାଗି ବଡ଼ ଡହକବିକଳ ହେଉଛନ୍ତି  । କେବଳ ଏବର୍ଷ ନୁହେଁ ବରଂ ପ୍ରତିବର୍ଷ ଖରାଦିନେ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଗ୍ରାମବାସୀ । ଗାଁରେ ପାଣି ଟୋପାଏ ମିଳୁନଥିବାରୁ ପାଖ ଝରଣା ପାଲଟିଛି ସାହାଭରସା । କାଳେ ପାଣି ସରିଯିବ ସେଥିପାଇଁ...

Indira Canteen
ଖୋଲିବ ଇନ୍ଦିରା କ୍ୟାଣ୍ଟିନ୍‌ : ୫ ଟଙ୍କାରେ ଜଳଖିଆ, ୧୦ ଟଙ୍କାରେ ଲଂଚ୍‌ ସହ ଡିନର୍‌

ପୁଣି ଖୋଲିବାକୁ ଯାଉଛି ଇନ୍ଦିରା କ୍ୟାଣ୍ଟିନ୍‌ । ମାତ୍ର ୫ ଟଙ୍କାରେ ମିଳିବ ଜଳଖିଆ... ୧୦ ଟଙ୍କାରେ ମଧ୍ୟାହ୍ନ ଭୋଜନ ସହ ରାତ୍ରୀ ଭୋଜନ । ଜାଣନ୍ତୁ ମେନୁ ଚାର୍ଟ।

New Parliament building
ନୂଆ ସଂସଦ ଭବନ : କେଉଁଠୁ ଆସିଛି କେଉଁ ଜିନିଷ ?

ଦେଶକୁ ମିଳିଲା ନୂଆ ସଂସଦ ଭବନ । ଗଣତନ୍ତ୍ରର ଭବ୍ୟ ମନ୍ଦିର ଲାଗି ଜାଣନ୍ତୁ କେଉଁଠୁ ଆସିଛି କେଉଁ ସାମଗ୍ରୀ ?

Elderly man seeks financial assistance
କଲେକ୍ଟର ବାବୁ ମତେ ସାହାଯ୍ୟ କର, ମୋ ୨ ନାତୁଣୀଙ୍କୁ ମଣିଷ କର

ଦୁଃଖ ଶୁଣ କଲେକ୍ଟର ବାବୁ... ମୁଁ କେତେ ନେହୁରା ହେଲିଣି, ଦୌଡି ଦୌଡି ହତାଶ ହେଲିଣି । ପୁଅ-ବୋହୂ ଯିବା ପରେ ୨ ନାତୁଣୀଙ୍କୁ ମଣିଷ କରିବା ଲାଗି କିଛି ଏମିତି ଢଙ୍ଗରେ ସହାୟତା ମାଗୁଛନ୍ତି ଜଣେ ବୃଦ୍ଧ

PDS rice
ଆଶ୍ଚର୍ଯ୍ୟ ! କଣ୍ଟ୍ରୋଲରୁ ଭୂତ ନେଇଗଲେ ଚାଉଳ !

ଆଶ୍ଚର୍ଯ୍ୟ ! କିଏ ୫ ବର୍ଷ ହେଲାଣି ତ ଆଉ କିଏ ମରି ୬ ମାସ ହେଲାଣି । କିନ୍ତୁ ସେମାନଙ୍କ ନାଁରେ ଚାଉଳ ଦେଉଛନ୍ତି ସରକାର । ହେଲେ ପାଉନାହାନ୍ତି ପରିବାର । ତେବେ ସେହି ଚାଉଳ ନେଉଛି କିଏ ?

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି