• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Dhenkanal DHH
ଚେଇଁ ଶୋଇଛି ସ୍ୱାସ୍ଥ୍ୟ ବିଭାଗ : ଏସି ଚାଲୁନି କି ଲିଫ୍ଟ କାମ କରୁନି

୨୦୧୮ରେ ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ଦିନଠୁ ଏଠାରେ ମୋଟ ୨୨୭ଟି ଏସି ଲାଗିଥିଲା । ସେଥିରୁ ରୋଗୀସେବା ପାଇଁ ୧୭୫ଟି ଉଦ୍ଦିଷ୍ଟ ଥିଲା । ଆଉ ଏବେ ସେଥିରୁ ୧୨୫ ଅଚଳ ହୋଇ ପଡିଛି । ଏପରିକି ପ୍ରସୂତି ୱାର୍ଡ, ଆଉଟଡୋର, ଇଂଜେକସନ ରୁମ ସମେତ ମେଡିସିନ ବଣ୍ଟନ ପ୍ରକୋଷ୍ଠରେ...

JAGA MISSION
ପଟ୍ଟା ଦେଇଦେଲେ, ଜମି ଚିହ୍ନଟ କଲେନି...ଘର ପାଇଁ ଅପେକ୍ଷା କରିଛନ୍ତି ଶହଶହ ହିତାଧିକାରୀ

ବସ୍ତିର କିଛି ବାସିନ୍ଦା ୨୦୧୭ରୁ ପଟ୍ଟା ପାଇଥିଲେ ବି ଜମି ଚିହ୍ନଟ କରାଉନି ପ୍ରଶାସନ । ସ୍ଥାୟୀ ଜମି କିମ୍ବା ସରକାରୀ ପଟ୍ଟା ମିଳିନଥିବାରୁ ଘର ଖଣ୍ଡିଏ କରି ପାରୁନାହାନ୍ତି ହିତାଧିକାରୀ । ଏମିତି ସ୍ଥିତିରେ ଦୋଛକିରେ ଛିଡା ହୋଇ ଭାଗ୍ୟକୁ ନିନ୍ଦିବା ଛଡ଼ା ଆଉ କିଛି ଚାରା...

orphanage
ବାପା-ମାଆ ଚାଲିଗଲେ...ପ୍ରଶାସନ ସାହାଯ୍ୟ କଲା, ମାଟ୍ରିକ୍‌ରେ ରଖିଲେ ୮୦ ପ୍ରତିଶତ ନମ୍ବର

ଜିଲ୍ଲାରେ ଥିବା ପ୍ରାଉଡ୍ ନାମକ ଅନୁଷ୍ଠାନରେ ସୁନୀତା ରହିଥିବା ବେଳେ ଜଗନ୍ନାଥ ନିକେତନରେ ରହୁଛନ୍ତି ଗଣେଶ । କେବଳ ଏହି ଦୁଇଜଣ ନୁହନ୍ତି,ଜିଲ୍ଲାର ୫ଟି ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ସେମାନଙ୍କ ପରି ଆଉ ୧୮ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପାସ୍ କରିବା ନିଶ୍ଚିତ ଭାବରେ ଏକ ଚର୍ଚ୍ଚ।ର ବିଷୟ।

 MUKTA yojana
କୋଟି କୋଟି ଟଙ୍କା ଆତ୍ମସାତ୍‌ ଅଭିଯୋଗ : ୧୦୦ ପ୍ରକଳ୍ପ କରି କାଗଜପତ୍ରରେ ଦେଖାଇଲେ୨୯୬ !

କେବଳ ଗୋଟିଏ ପ୍ରକଳ୍ପ ନୁହେଁ, ନବରଙ୍ଗପୁର ପୌର ପରିଷଦରେ ଏପରି ଅନେକ ପ୍ରକଳ୍ପ ନିଖୋଜ ଅବସ୍ଥାରେ ରହିଛି । ସ୍ଥାନୀୟ ଦଶହରା ପଦାସାହି ଓ ମହିଳା ମହାବିଦ୍ୟାଳୟ ନିକଟ ଶ୍ମଶାନ ଘାଟରେ ନିର୍ମାଣ ହୋଇଥିବା ବର୍ଷାଜଳ ଅମଳପ୍ରକଳ୍ପର ଅବସ୍ଥା ନକହିଲେ ଭଲ।

Matric exam
ମୃତ୍ୟୁ ଏମିତି ବି ଆସେ ! ମାଟ୍ରିକ୍‌ ରେଜଲ୍ଟ ବାହାରିଲା, ଏ-୧ ପାଇଛନ୍ତି ସ୍ୱାତୀ, ହେଲେ ସେ ଏବେ ଆରପାରିରେ

ମାର୍ଚ୍ଚ ୨୦ରେ ସରିଥିଲା ମାଟ୍ରିକ୍ ପରୀକ୍ଷା । ବାପା-ମାଆଙ୍କ ସହ ବାହାରିଥିଲେ ମାମୁଁ ଘର ବୁଲିବାକୁ । ହେଲେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏବେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ପ୍ରାୟ ୨ ମାସ ତଳର ଏହି ଦୁର୍ଘଟଣା ପୁଣି ତାଜା ହୋଇଛି।

Naveen Patnaik
ସମଦୂରତା ନାଁରେ ସୁବିଧାବାଦୀ ରାଜନୀତିର ସେଫ୍ ଗେମ୍ ଖେଳୁଛି କି ଶଙ୍ଖଦଳ ?

କେଉଁ ଧାରାରେ ଚାଲୁଛି ବିଜେଡି ? ବଦଳୁଛି କି ଦଳର ଆଭିମୁଖ୍ୟ ? ମୋଦିଙ୍କ ଆଡ଼କୁ ଢଳୁଛନ୍ତି କି ନବୀନ ? ରାଜ୍ୟରେ ବିଜେପି ସହ କଳି...କେନ୍ଦ୍ରରେ କୋଳାକୋଳି ! ଶାସକ ବିଜେଡି-ବିଜେପି ସଂପର୍କକୁ ନେଇ ଭୁବନେଶ୍ୱରରୁ ଦିଲ୍ଲୀ ଯାଏଁ ଚର୍ଚ୍ଚା

ଜେଲ୍‌ରେ ସାବିତ୍ରୀ ପାଳିଲେ ଅର୍ଚ୍ଚନା ନାଗ
ଜେଲ୍‌ରେ ସାବିତ୍ରୀ ବ୍ରତ ପାଳନ କଲେ କଏଦୀ...ସାମିଲ୍ ହେଲେ ଅର୍ଚ୍ଚନା ନାଗ, ଦେଖନ୍ତୁ ଝଲକ୍

ଝାରପଡା ଜେଲ ପରିସରରେ ଆଜି ୨୩ ଜଣ ମହିଳା ଅନ୍ତେବାସୀ ପାଳନ କରିଛନ୍ତି ସାବିତ୍ରୀ ବ୍ରତ । ଏନେଇ ଜେଲ ପକ୍ଷରୁ ସେମାନଙ୍କ ପାଇଁ କରାଯାଇଥିଲା ସମସ୍ତ ବ୍ୟବସ୍ଥା । ନୂଆ ଶାଢି ,ଭୋଗ,ଫଳ, ଶଙ୍ଖା,ସିନ୍ଦୂର ଇତ୍ୟାଦି ପ୍ରଦାନ କରାଯାଇଥିଲା । ଅନ୍ତେବାସୀଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ଜେଲ...

Missing for 10 years
୧୦ ବର୍ଷର ଅପେକ୍ଷା...ସାବିତ୍ରୀଙ୍କ ପାଖକୁ ଫେରିଲେ ସତ୍ୟବାନ୍‌

ସ୍ୱାମୀ ଫେରିବେ, ସ୍ୱାମୀ ଆସିବେ ଏହି ଆଶାରେ ବିତିଗଲା ତାଙ୍କର ୧୦ ବର୍ଷ। ସତକୁ ସତ ସ୍ୱାମୀ ମଧ୍ୟ ଫେରିଲେ। ସ୍ୱାମୀ ଯାଇଥିଲେ ତ ଯାଇଥିଲେ ଆଉ ଘରକୁ ଫେରିନଥିଲେ। ହେଲେ ଶେଷରେ ସ୍ତ୍ରୀର ନିଷ୍ଠା ଓ ପ୍ରାର୍ଥନା ସତ ପ୍ରମାଣିତ ହୋଇଛି। ଆଉ ସ୍ୱାମୀ ଫେରିବା ପରେ...

Elderly woman seeks financial assistance
ଦୁଇ ପିଲାଙ୍କୁ ପୋଷିବା ପାଇଁ ହାତରେ କରଣୀ ଧରିଲା ମାଆ...ଆଉ ଏବେ ଜଣେ ଦକ୍ଷ ରାଜମିସ୍ତ୍ରୀ

ସ୍ୱାମୀଙ୍କୁ ଛାଡିବା ପରେ ପ୍ରଥମେ ମୂଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ଏବେ ନିଜସ୍ୱ ଉଦ୍ୟମରେ ହୋଇପାରିଛନ୍ତି ଜଣେ ଦକ୍ଷ ମିସ୍ତ୍ରୀ । ହାତରେ କରଣୀ ,ରୁସାପଟ୍ଟା ଧରି ସିମେଣ୍ଟ ମସଲାରେ କାନ୍ଥକୁ ଏବେ ଅତି ସୁନ୍ଦର ଭାବରେ ପ୍ଲାଷ୍ଟର କରୁଛନ୍ତି, ପିଲର ତିଆରି...

PMAY scheme
ବାଃ ବାଃରେ ବ୍ୟବସ୍ଥା...କେନ୍ଦ୍ରାପଡ଼ା ବଦଳରେ ମହାରାଷ୍ଟ୍ର ପଳେଇଲା ଆବାସ ଟଙ୍କା, ହିତାଧିକାରୀ ହତାଶ

ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବା ପରେ ରଂଜନ ମୁଣ୍ଡ ଗୁଞ୍ଜିଥିବା ଚାଳ ଛପର ଘରଟିକୁ ଭାଙ୍ଗି ପକ୍କା ଘର କାର୍ଯ୍ୟ ଆରମ୍ଭ କରିଥିଲେ । ହାତରେ ଟଙ୍କା ନଥିବାରୁ ଧାର କରଜ କରିବା ସହିତ ସିମେଣ୍ଟ, ବାଲି ଓ ଗୋଡ଼ି ଆଜି ସାମଗ୍ରୀ...

Divyang man beaten at de-addiction centre
ନିଶା ଛଡାଉ ଛଡାଉ ଏମାନେ ଜୀବନ ନେଇଯିବେ

ଗୋଟିଏ ପଟେ ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ଅକଥନୀୟ ନିର୍ଯାତନାର ଖବର ବାରମ୍ବାର ଆସୁଛି । ଅନ୍ୟପଟେ ବେଆଇନ ଭାବେ ଖୋଲି ଥିବା ନିଶା ନିବାରଣ କେନ୍ଦ୍ରକୁ ରୋକ ଲଗାଇ ପାରୁନାହିଁ ପ୍ରଶାସନ। ବାରିପଦାରେ ଏକ ନିଶା ନିବାରଣ କେନ୍ଦ୍ରରେ ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ପରେ ଏବେ ନିଶା...

story of superwoman
ଦୁଇ ପିଲାଙ୍କୁ ପୋଷିବା ପାଇଁ ହାତରେ କରଣୀ ଧରିଲା ମାଆ...ଆଉ ଏବେ ଜଣେ ଦକ୍ଷ ରାଜମିସ୍ତ୍ରୀ

ସ୍ୱାମୀଙ୍କୁ ଛାଡିବା ପରେ ପ୍ରଥମେ ମୂଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ଏବେ ନିଜସ୍ୱ ଉଦ୍ୟମରେ ହୋଇପାରିଛନ୍ତି ଜଣେ ଦକ୍ଷ ମିସ୍ତ୍ରୀ । ହାତରେ କରଣୀ ,ରୁସାପଟ୍ଟା ଧରି ସିମେଣ୍ଟ ମସଲାରେ କାନ୍ଥକୁ ଏବେ ଅତି ସୁନ୍ଦର ଭାବରେ ପ୍ଲାଷ୍ଟର କରୁଛନ୍ତି, ପିଲର ତିଆରି...

PMAY scheme
ବାଃ ବାଃରେ ବ୍ୟବସ୍ଥା...କେନ୍ଦ୍ରାପଡ଼ା ବଦଳରେ ମହାରାଷ୍ଟ୍ର ପଳେଇଲା ଆବାସ ଟଙ୍କା, ହିତାଧିକାରୀ ହତାଶ

ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବା ପରେ ରଂଜନ ମୁଣ୍ଡ ଗୁଞ୍ଜିଥିବା ଚାଳ ଛପର ଘରଟିକୁ ଭାଙ୍ଗି ପକ୍କା ଘର କାର୍ଯ୍ୟ ଆରମ୍ଭ କରିଥିଲେ । ହାତରେ ଟଙ୍କା ନଥିବାରୁ ଧାର କରଜ କରିବା ସହିତ ସିମେଣ୍ଟ, ବାଲି ଓ ଗୋଡ଼ି ଆଜି ସାମଗ୍ରୀ...

Elderly woman seeks financial assistance for sons’ treatment
ସ୍ୱାମୀ ଚାଲିଗଲେ...ରୋଗରେ ପଡିଛି ପୁଅ : ଚିକିତ୍ସା ଲାଗି ସହାୟତା ମାଗୁଛି ମାଆ

ମାସିକ ମିଳୁଥିବା ବିଧବା ଭତ୍ତା ଓ କୋଡିଏ କିଲୋ ରାସନ ହିଁ ଜୀବନ ଜିଇଁବାର ଏକମାତ୍ର ପନ୍ଥା । କପୁରଙ୍କ ବଡ଼ପୁଅ ରୂପଧର ଜନ୍ମରୁ ମାନସିକ ରୋଗୀ । ତାଙ୍କୁ ବିଭିନ୍ନ ଡାକ୍ତରଖାନାରେ ଦେଖାଇଲେ ମଧ୍ୟ ସେ ଭଲ ହେଲେନି । ମଝିଆ ପୁଅ ଭୀମସେନ ଓ ସାନ...

Divyang man beaten at de-addiction centre
ନିଶା ଛଡାଉ ଛଡାଉ ଏମାନେ ଜୀବନ ନେଇଯିବେ

ଗୋଟିଏ ପଟେ ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ଅକଥନୀୟ ନିର୍ଯାତନାର ଖବର ବାରମ୍ବାର ଆସୁଛି । ଅନ୍ୟପଟେ ବେଆଇନ ଭାବେ ଖୋଲି ଥିବା ନିଶା ନିବାରଣ କେନ୍ଦ୍ରକୁ ରୋକ ଲଗାଇ ପାରୁନାହିଁ ପ୍ରଶାସନ। ବାରିପଦାରେ ଏକ ନିଶା ନିବାରଣ କେନ୍ଦ୍ରରେ ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ପରେ ଏବେ ନିଶା ନିବାରଣ...

Malkangiri Jail
ବିଜୁଳି ଚୋରି କରୁଛନ୍ତି ଜେଲ୍‌ କର୍ତ୍ତୃପକ୍ଷ !

ମାଲକାନଗିରି ଜିଲ୍ଲା ଉପ-କାରାଗାର । ଏଠାରେ ରହୁଛନ୍ତି ୬୦୦ରୁ ଅଧିକ କଏଦୀ । ସରକାରଙ୍କ ପକ୍ଷରୁ କଏଦୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥାଏ । କିନ୍ତୁ ଏଠାରେ କଏଦୀଙ୍କ ଲାଗି ଚୋରାରେ ଯାଉଛି ବିଜୁଳି । ହେଲେ କାହିଁକି ଏମିତି ଚୋରାରେ ବିଜୁଳି ଯାଉଛି? ବିଭାଗୀୟ କର୍ତ୍ତୃପକ୍ଷ ଅବଗତ...

Mother-Daughter Cabin Crew
ଚଳନ୍ତା ବିମାନରେ ଏୟାରହୋଷ୍ଟେସ୍‌ କହିଲେ...ମାଆ ମୋ’ ପ୍ରେରଣା

ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ସେୟାର କରାଯାଇଥିବା ଭିଡିଓକୁ ନେଇ ଏବେ ଭାରି ଚର୍ଚ୍ଚା । ଭିଡିଓରେ ଦେଖିବାକୁ ମିଳିଛି କି, ବିମାନ ଭିତରେ ମାଆଙ୍କୁ ମାତୃ ଦିବସର ଅଭିନନ୍ଦନ ଜଣାଇଥିଲେ ଝିଅ । ଖାଲି ଅଭିନନ୍ଦନ ଜଣାଇଥିଲେ ତାହା ନୁହେଁ ମାଆଙ୍କୁ ନିଜର ପ୍ରେରଣା ବୋଲି କହିଥିଲେ । ବାସ୍‌...

Sourav Ganguly's
ବଢିଲା ସୌରଭ ଗାଙ୍ଗୁଲିଙ୍କ ସୁରକ୍ଷା...ଏଣିକି Y ବଦଳରେ ମିଳିବ Z କାଟାଗୋରୀ ସୁରକ୍ଷା

ହଠାତ୍‌ ସୌରଭଙ୍କ ସୁରକ୍ଷା ବଢାଯାଇଥିବାରୁ ତାହାକୁ ନେଇ ଚର୍ଚ୍ଚା ଚାଲିଛି । ମଙ୍ଗଳବାର ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ଗାଙ୍ଗୁଲିଙ୍କ ସୁରକ୍ଷା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ତାଙ୍କୁ ଯେଉଁ ପ୍ରକାର ସୁରକ୍ଷା ମିଳୁଥିଲା ତାହାର ଅବଧି ଶେଷ ହୋଇଥିଲା

Kendu leaf pluckers
କେବେ ସମାଧାନ ହେବ କେନ୍ଦୁପତ୍ର ତୋଳାଳିଙ୍କ ସମସ୍ୟା ?

କେନ୍ଦୁପତ୍ର ସରକାରଙ୍କ ରାଜସ୍ୱ ଆୟର ଏକ ପ୍ରମୁଖ ମାଧ୍ୟମ। ଏହା ନିରୀହ ଆଦିବାସୀଙ୍କ ପାଇଁ ଏକମାତ୍ର ସାହାରା କହିଲେ ଚଳେ । ତଥାପି ସେମାନଙ୍କ ସମସ୍ୟାର ସମାଧାନ ହୋଇ ପାରୁନି

millet in Odisha’s
ଦିନେ ଫୁଟୁଥିଲା ଗୁଳି...ଆଜି ମାଣ୍ଡିଆ ଚାଷ କରି ମାଲେମାଲ୍‌ ଲୋକେ

ଓଡିଶା ମିଲେଟ୍ ମିଶନ ଓ ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥାର ଅଧିକାରୀ ଓ କର୍ମଚାରୀ ଏ ଜମିରେ ଖରାଦିନିଆ ମାଣ୍ଡିଆ ଚାଷ ପାଇଁ କହିଲେ । ଲୋକେ କହିଲେ, ଯେଉଁଠି ବର୍ଷା ଦିନେ ଧାନ ହେଉନି, ସେଇଠି ପୁଣି ଖରା ଦିନେ ମାଣ୍ଡିଆ ଚାଷ ଅସମ୍ଭବ । କିନ୍ତୁ...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି