• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Child Issue
ଛୁଆ ଗୋଟିଏ..ଦାବିଦାର ୨

ଇଏ କହୁଛି ପୁଅ ମୋର, ସିଏ କହୁଛି ପୁଅ ମୋର । ଏବେ ଥାନାରେ ଯାଇ ପହଞ୍ଚିଲାଣି ମାମଲା । ୪ ବର୍ଷ ପରେ ମାଆର ମନେପଡିଲା ପୁଅର କଥା

Yojanara Na Hariloot
ହିତାଧିକାରୀଙ୍କ ଅଜାଣତରେ ଆବାସ ଟଙ୍କା ଆତ୍ମସାତ୍‌

ହିତାଧିକାରୀ ଜାଣିନାହାନ୍ତି, ହେଲେ ତାଙ୍କ ନାଁରେ ଉଠିଛି ଟଙ୍କା । ହଜାରେ କି ୨ ହଜାର ନୁହେଁ ଲକ୍ଷଲକ୍ଷ ଟଙ୍କାର ହୋଇଛି ଦୁର୍ନୀତି

Khola Katha
ବେଲଗୁଣ୍ଠାରୁ ବୈଜ୍ଞାନିକ : କେମିତି ଥିଲା ଯାତ୍ରା?

୨୦୦୮ ଟର୍ଣ୍ଣିଂ ପଏଣ୍ଟ? ସମସ୍ତେ ଚାହୁଁଥିଲେ ଡାକ୍ତର କି ଇଞ୍ଜିନିୟର ହୁଏ । କିନ୍ତୁ ମୋର ଇଚ୍ଛା ନଥିଲା...ରୋଜଗାର କରିବାର ଇଚ୍ଛା ଥିଲା । ତେଣୁ ମୁଁ ଆଜି ବୈଜ୍ଞାନିକ ହେଲି : ଡ. ପ୍ରୀତମ ପଣ୍ଡା, ଯୁବ ବୈଜ୍ଞାନିକ

jewellery & cash
ସବୁ ତ ନେଇଗଲେ...ମୋ ଭଉଣୀ ବାହାଘର ହେବ କେମିତି?

ଭଉଣୀ ବାହାଘର ପାଇଁ ସାଇତି ରଖିଥିଲେ ସୁନା, ଟଙ୍କା । ଅଧ ରାତିରେ ଘରେ ପଶିଗଲେ ଚୋର...ଗଡରେଜ ତାଡି ସବୁ ନେଇଗଲେ । ଏବେ ଭାଇ ପଚାରୁଛି ଭଉଣୀ ବାହାଘର ମୁଁ କେମିତି କରିବି?

 2 Bhadrak youths lose life
ଝିଆରୀକୁ ଦେଖିବାକୁ ଆସୁଥିଲେ...ଜୀବନ ନେଇଗଲା କରମଣ୍ଡଳ

ଝିଆରୀକୁ ଦେଖିବାକୁ କଲିକତାରୁ କରମଣ୍ଡଳରେ ଆସୁଥିଲେ । ବାପା କହୁଥିଲେ ରଜରେ ଆସିବାକୁ...ମନ ମାନିଲାନି ଯେ ଜୁନ୍‌-୨ରେ ଆସିବାକୁ ନିଷ୍ପତ୍ତି ନେଲେ । ବାହାନଗାରେ ଛକିରହିଥିଲା ଯମ...ଘରେ ପହଞ୍ଚିବା ପୂର୍ବରୁ ନେଇଗଲା ପ୍ରାଣ

Bahanaga station
ରଖିବାକୁ ନିର୍ଦ୍ଦେଶ ଦିଆନଯିବା ପର୍ଯ୍ୟନ୍ତ ରହିବନି କୌଣସି ଟ୍ରେନ୍

ବାହାନଗା ବଜାର ଷ୍ଟେସନରେ ଏବେ ରହିବନି କୌଣସି ଟ୍ରେନ୍ । ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ସେଠାରେ କୌଣସି ଟ୍ରେନ୍ ରହିବନି ବୋଲି କୁହାଯାଇଛି । ତଦନ୍ତ ଚାଲିଥିବାରୁ କୌଣସି ଟ୍ରେନ୍ ସେଠାରେ ଅଟକିବନି ବୋଲି ନିର୍ଦେଶ ଦିଆଯାଇଛି । ପାସେଞ୍ଜର, ମେମୁ କିମ୍ବା କୌଣସି ମାଲବାହୀ ଟ୍ରେନ୍ ସେଠାରେ...

Chchenga hill
ଛେଙ୍ଗା ପାହାଡ଼ : ଯିଏ ଯାଇଛି ସିଏ ଜାଣିଛି ...

ସରକାର କା ମାଲ...ଦରିଆ ମେ ଡାଲ୍‌ । ଅଳିଆ ଉଠା ଲାଗି କିଣାଯାଇଥିଲା ଗାଡ଼ି...ଏବେ ଅଧିକାଂଶ ଖତ ଖାଇଲାଣି । ପାର୍ଟ୍ସ ମିଳୁନଥିବାରୁ ସଜଡା ଯାଉନି...ସହର ସାରା ପଡିଛି ଅଳିଆ ଆବର୍ଜନା

 sister’s marriage
ସବୁ ତ ନେଇଗଲେ...ମୋ ଭଉଣୀ ବାହାଘର ହେବ କେମିତି?

ଭଉଣୀ ବାହାଘର ପାଇଁ ସାଇତି ରଖିଥିଲେ ସୁନା, ଟଙ୍କା । ଅଧ ରାତିରେ ଘରେ ପଶିଗଲେ ଚୋର...ଗଡରେଜ ତାଡି ସବୁ ନେଇଗଲେ । ଏବେ ଭାଇ ପଚାରୁଛି ଭଉଣୀ ବାହାଘର ମୁଁ କେମିତି କରିବି?

variety mangoes
ମତାନ୍ତର ପରେ ବି ମୋଦିଙ୍କ ଲାଗି ଆମ୍ବ ପଠାଇଲେ ଦିଦି

ଏବେ ସବୁଠି ଆମ୍ବ ପ୍ରବଳ । ରାଜ୍ୟର ସୁଆଦିଆ ସୁଆଦିଆ ଆମ୍ବକୁ ମୋଦିଙ୍କ ପାଖକୁ ପଠାଇଲେ ଦିଦି...ପୂର୍ବରୁ ଦୁର୍ଗାପୂଜାରେ ପ୍ରଧାନମନ୍ତ୍ରୀଙ୍କୁ ପଠାନ୍ତି କୁର୍ତ୍ତା ଓ ମିଠା ।

missing migrant
ଦାଦନ ଖଟିବାକୁ ପୁଅ ଯାଇଛି...ଦୁଆର ମୁହଁରେ ଫଟୋ ଧରି ମାଆ କାନ୍ଦୁଛି

ମାଆ ପାଇଁ ଦାନା ଯୋଗାଡ କରିବାକୁ ଦାଦନ ଯାଇଛି ପୁଅ । ବର୍ଷେ ହେଲାଣି ମିଳୁନି ଖୋଜଖବର...ଭେଣ୍ଡିଆ ପୁଅ କୁଆଡ଼େ ନିଖୋଜ ହୋଇଯାଇଛି ଯେ ମିଳୁନି କୌଣସି ଅତାପତ୍ତା । ଏବେ ବନ୍ଧ ଉପରେ ବସି ପୁଅର ଫେରିବା ବାଟକୁ ଚାହିଁବସିଛି ମାଆ

Acute water crisis In Lamtaput villagers
ମିଳୁନି ପାଣି...ସକାଳ ହେଲେ ସ୍ତ୍ରୀଲୋକଙ୍କ ଭିତରେ ପିଟାପିଟି

ପାଣି ପାଇଁ ଦହଗଞ୍ଜ । ସକାଳ ହେଲା କ୍ଷଣି ଟିୱେଲ ପାଖରେ ଲମ୍ବା ଲାଇନ୍‌...ସ୍ଥିତି ଏମିତି ହେଲାଣି ଯେ ପାଣି ମୁନ୍ଦାଏ ପାଇଁ ପିଟାପିଟି ହେଉଛନ୍ତି ଗାଁ ଲୋକେ

Garbage collection
ଖତ ଖାଉଛି ଅଳିଆ ଉଠା ଗାଡ଼ି...ସହର ସାରା ମଇଳା

ସରକାର କା ମାଲ...ଦରିଆ ମେ ଡାଲ୍‌ । ଅଳିଆ ଉଠା ଲାଗି କିଣାଯାଇଥିଲା ଗାଡ଼ି...ଏବେ ଅଧିକାଂଶ ଖତ ଖାଇଲାଣି । ପାର୍ଟ୍ସ ମିଳୁନଥିବାରୁ ସଜଡା ଯାଉନି...ସହର ସାରା ପଡିଛି ଅଳିଆ ଆବର୍ଜନା

2 Bhadrak youths lose life
ଝିଆରୀକୁ ଦେଖିବାକୁ ଆସୁଥିଲେ...ଜୀବନ ନେଇଗଲା କରମଣ୍ଡଳ

ଝିଆରୀକୁ ଦେଖିବାକୁ କଲିକତାରୁ କରମଣ୍ଡଳରେ ଆସୁଥିଲେ । ବାପା କହୁଥିଲେ ରଜରେ ଆସିବାକୁ...ମନ ମାନିଲାନି ଯେ ଜୁନ୍‌-୨ରେ ଆସିବାକୁ ନିଷ୍ପତ୍ତି ନେଲେ । ବାହାନଗାରେ ଛକିରହିଥିଲା ଯମ...ଘରେ ପହଞ୍ଚିବା ପୂର୍ବରୁ ନେଇଗଲା ପ୍ରାଣ

Bishnupada Sethi
ମନ୍ତ୍ରୀଙ୍କ ପରେ ହଟିଲେ ସଚିବ; ଉଚ୍ଚଶିକ୍ଷା ସଚିବ ପଦରୁ ବିଷ୍ଣୁପଦ ସେଠୀଙ୍କ ବଦଳି

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପରେ ହଟିଲେ ସଚିବ । ଉଚ୍ଚଶିକ୍ଷା ସଚିବ ପଦରୁ ବିଷ୍ଣୁପଦ ସେଠୀଙ୍କ ବଦଳି କରିଛନ୍ତି ସରକାର । ସାଧାରଣ ପ୍ରଶାସନ ବିଭାଗର ଓଏସ୍‌ଡି ହେଲେ ବିଷ୍ଣୁପଦ ସେଠୀ । କିଛି ସମୟ ତଳେ ଉଚ୍ଚଶିକ୍ଷାମନ୍ତ୍ରୀ ପଦରୁ ରୋହିତ ପୂଜାରୀ ବାଦ୍ ପଡ଼ିଥିଲେ । ଆଇଏଏସ୍ ଅରବିନ୍ଦ...

Rohit Pujari
ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଲେ ରୋହିତ ପୂଜାରୀ

ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଲେ ରୋହିତ ପୂଜାରୀ। ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ରାଜ୍ୟପାଳଙ୍କୁ ସୁପାରିସ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଚ୍ଚ ଶିକ୍ଷା ବିଭାଗର ଖରାପ ପ୍ରଦର୍ଶନ ପାଇଁ ବାଦ୍ ପଡ଼ିଥିବା ସୂଚନା ମିଳିଛି। ବାର୍ଷିକ ସମୀକ୍ଷାରେ ଖରାପ ପ୍ରଦର୍ଶନ ପାଇଁ ବାଦ୍ ପଡ଼ିଥିବା ସୂଚନା ମିଳିଛି। ଅତନୁ ସବ୍ୟସାଚୀଙ୍କୁ...

Ollywood Producer Tutu Nayak
"୨-୩ଟା ଝିଅ ବଦନାମ କରିବାକୁ ପ୍ଲାନ କରିଛନ୍ତି"

'୨-୩ଟା ଝିଅ ବଦନାମ କରିବାକୁ ପ୍ଲାନ କରିଛନ୍ତି । ଓଡ଼ିଶାରେ ଫିଲ୍ମ କଲେ ଲସ୍ ହେବ । ୧୦-୧୨ ଲକ୍ଷ ଟଙ୍କାରେ ପିକଚର କରୁଛନ୍ତି । ମୁଁ କଣ ୧୦-୧୨ ଲକ୍ଷ ଟଙ୍କାର ଫିଲ୍ମ ପ୍ରଡ୍ୟୁସର?'

Pupul Bhuyan
ଇଣ୍ଡଷ୍ଟ୍ରୀରେ ଏତେ ପ୍ରଯୋଜକ ଅଛନ୍ତି, ଟୁଟୁ ନାୟକଙ୍କ ପଛରେ କାହିଁକି ହିରୋଇନମାନେ ପଡ଼ିଛନ୍ତି ?

ଇଣ୍ଡଷ୍ଟ୍ରୀରେ ଏତେ ପ୍ରଯୋଜକ ଅଛନ୍ତି, ଟୁଟୁ ନାୟକଙ୍କ ପଛରେ କାହିଁକି ହିରୋଇନମାନେ ପଡ଼ିଛନ୍ତି ? କିଛି ଗୋଟେ ଥିବ ବୋଲି ହେଉଛି..:ପୁପୁଲ ଭୂୟାଁ

low pressure area in north east bay of bengal
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ମିଆଁମାର ଉପକୂଳ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପରେ ପରିଣତ ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

fire breakout puri durg express
ପୁଣି ଅଘଟଣ: ଦୂର୍ଗ-ପୁରୀ ଏକ୍ସପ୍ରେସ୍‌ରେ ଲାଗିଗଲା ନିଆଁ

ପୁଣି ଅଘଟଣ। ଦୁର୍ଗରୁ ପୁରୀ ଆସୁଥିବା ଏକ୍ସପ୍ରେସରେ ନିଆଁ ଲାଗିଛି। ଟ୍ରେନର ବଗି ତଳେ ନିଆଁ ଦେଖାଯାଇଥିଲା। ନୂଆପଡ଼ାର ଖରିଆରରୋଡ ଷ୍ଟେସନରେ ନିଆଁ ଆୟତ୍ତ ହୋଇଛି। ସ୍ଥାନୀୟ ଦମକଳ ବାହିନୀ ଦ୍ୱାରା ନିଆଁ ଆୟତ୍ତ କରାଯାଇଛି। ବ୍ରେକ୍ ବାଇଣ୍ଡିଂରେ ସ୍ପାର୍କିଂ ଘଟି ନିଆଁ ଲାଗିଥିବା ସୂଚନା ମିଳିଛି। ଏସି...

Brass workers
ପିତ୍ତଳ କାରିଗରଙ୍କୁ ସରକାର ପ୍ରୋତ୍ସାହନ ନ ଦେଲେ ଦିନେ ଏହି ଶାଳ ବି ଲୋପ ପାଇଯିବ

ନୂଆଣିଆଁ ଚାଳ ଛପର ଶାଳ । ଆଉ ଶାଳରେ ଚାଲିଛି ପିତଳ ସାମଗ୍ରୀର କାମ । ପିତଳ କାରିଗର ପାଇଁ ବେଶ୍ ପ୍ରସିଦ୍ଧି ଲାଭ କରିଥିବା ଯାଜପୁରର କୁଣ୍ଡପାଟଣା ଗାଁ ଏବେ ନିଜ ପରିଚୟ ଓ ଆର୍ଥିକ ସ୍ଥିତି ସୁଦୃଢ଼ ପାଇଁ ସଂଗ୍ରାମ କରୁଛନ୍ତି ।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି