• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

divyang female athlete
ଦିନେ ରାଜ୍ୟ ପାଇଁ ମାଳମାଳ ମେଡାଲ ଆଣୁଥିଲେ...ଆଜି ଭୋକ ଉପାସରେ

ରାଜ୍ୟଠୁ ଦେଶ...ସବୁଠି ଖେଳି ମାଳମାଳ ମେଡାଲ ଆଣିଥିଲେ । ହେଲେ ଆଜି ଭୋକ ଉପାସରେ ପଡିଛନ୍ତି ଦିବ୍ୟାଙ୍ଗ ଆଥଲେଟ୍‌ । ବାପା ଯିବା ପରେ ଜୀବନ ଏବେ ଦୁର୍ବିସହ

Fake certificate
ଟଙ୍କା ହଡ଼ପ୍‌ ପାଇଁ ନୂଆପଡ଼ାରେ ନକଲି ସାର୍ଟିଫିକେଟ୍‌

ସରକାରୀ ଟଙ୍କା ହଡପ୍‌ ଲାଗି..ନୂଆପଡାରେ ମାଳମାଳ ନକଲି ସାର୍ଟିଫିକେଟ୍‌ ଛପାଉଛି କିଏ? ପ୍ରଶାସନ ଅବଗତ ଅଛି ତ ?

Homeguard injured
ଆଇଏଏସ୍‌ ମାଡରେ...ହୋମଗାର୍ଡ ଗୁରୁତର

ଆଇଏଏସ୍‌ଙ୍କ ଘରେ ପଡିଥିଲା ହୋମଗାର୍ଡଙ୍କ ଡ୍ୟୁଟି । ରାସ୍ତା ଉପରେ ଡ୍ୟୁଟି କରିବାକୁ ଅଫିସର ଦେଲେ ନିର୍ଦ୍ଦେଶ । ହେଲେ ମାନିଲେନି ହୋମଗାର୍ଡ଼...ବାସ୍‌ ରାଗିଗଲେ ଅଫିସର, ମାରିଲେ ମାଡ । ଏବେ ମେଡିକାଲରେ ଗୁରୁତର ଅବସ୍ଥାରେ ଅଛନ୍ତି ହୋମଗାର୍ଡ

migrating
ମେସିନ୍‌ କରୁଛି ମନରେଗା : ଦାଦନ ଯାଉଛନ୍ତି ଯୁବକ

ଦୁର୍ନୀତି ଏମିତି ବି ହୁଏ ! ମଣିଷ ବଦଳରେ ମେସିନ୍‌ କରୁଛି ମନରେଗା କାମ...କାମ ନପାଇ ହତାଶ ହେଲେଣି ଲୋକେ । ଏବେ ଦାଦନ ଯିବାକୁ ହେଉଛନ୍ତି ବାଧ୍ୟ

Woman in Salepur lights diya with hopes of missing son’s return
ନିଖୋଜ ପୁଅ ଫେରିବାକୁ...ତୁଳସୀ ମୂଳେ ବସି ପ୍ରାର୍ଥନା କରୁଛି ମାଆ

ତୁଳସୀ ଗଛ ମୂଳରେ ଘିଅ ଦୀପ ଜାଳୁଛି...ବରଗଛରେ ଚନ୍ଦନ ସହ ସିନ୍ଦୂର ଲଗାଇ ପୂଜା କରୁଛି । ଭୋଗ ଦେଇ ମାଆ ବୃନ୍ଦାବତୀ ପାଖରେ ନେହୁରା ହେଉଛି । କାନ୍ଦି କାନ୍ଦି କହୁଛି ମାଆଲୋ ମୋ ପୁଅକୁ ଫେରାଇ ଆଣ । ତତେ ମୁଁ ଆଉ କିଛି ମାଗୁନି...

lights diya with hopes of missing son’s return
ନିଖୋଜ ପୁଅ ଫେରିବାକୁ...ତୁଳସୀ ମୂଳେ ବସି ପ୍ରାର୍ଥନା କରୁଛି ମାଆ

ଖେଳିବାକୁ ଯାଇଥିଲା...ଆଉ ଫେରିଲାନି । ଖୋଜିଖୋଜି ନୟାନ୍ତ ହେଲେଣି ପରିବାର ଲୋକେ...ପୁଅ କେମିତି ଫେରିବ ସେଇଥି ପାଇଁ ତୁଳସୀ ମୂଳେ ଦୀପ ଜାଳୁଛି, ବରଗଛ ପୂଜା କରୁଛି ମାଆ

Panchayat meeting, BJD, Congress
ବିଜେଡିରେ ଗୋଷ୍ଠୀ କନ୍ଦଳ : ମତେ କହିଲେ ମୁଁ କରିବି କଣ?

ପଂଚାୟତ ବୈଠକରେ ହାଇଡ୍ରାମା । ବିଧାୟକଙ୍କ କଥାରେ ବିଡିଓ କାମ କରୁଥିବା ଅଭିଯୋଗ କଲେ ବିଜେଡି ନେତା । ସେପଟେ ନରସିଂହ କହୁଛନ୍ତି ତାଙ୍କ ଦଳରେ ପ୍ରବଳ କନ୍ଦଳ...ମତେ କହିଲେ ମୁଁ କିରବି କଣ?

cremation ground
ହୃଦୟ ବିଦାରକ : ପୁଅ ଲାଗି ଶ୍ମଶାନ ତିଆରି କଲେ ବାପା

ସେନାରେ ଚାକିରି କରିଥିଲେ ବାପ-ପୁଅ । ଘରକୁ ଆସିଲା ବେଳକୁ ପୁଅ ଚାଲିଗଲା...ଶବ ଦାହ କରିବାକୁ ବଡ଼ ଅସୁବିଧା ହେଲା । ମଲା ପୁଅ ପାଖରେ ବାପା ଶପଥ କରିଥିଲେ...ପେନସନ୍‌ ଟଙ୍କାରେ ଶ୍ମଶାନ କରିବି, ସବୁ ସୁବିଧା କରିବି । ଏବେ ସକାଳ, ସଂଜରେ ପୁଅ ଦାହ ଜାଗାରେ...

Train Accident
ଟ୍ରେନ୍‌ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୨୦୦ ଟପିଲା

ଟ୍ରେନ୍‌ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୨୦୦ ଟପିଲା। ୨୦୭ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କହିଲେ ମୁଖ୍ୟ ସଚିବ

Karamandal Express
କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ, ଓଲଟିପଡ଼ିଲା ଏକାଧିକ ବଗି

ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା । ଓଲଟିପଡ଼ିଲା ଏକାଧିକ ବଗି । ଅନେକ ଲୋକ ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ସ୍ଥିତ ବାହାନଗା ଷ୍ଟେସନ୍ ନିକଟରେ । ଏହି ଏକ୍ସପ୍ରେସ୍‌ ଟ୍ରେନ୍‌ଟି କରମଣ୍ଡଳ ଏକ୍ସପ୍ରେସ ବୋଲି ସୂଚନା ରହିଛି । ଏକ୍ସପ୍ରେସ୍‌...

Swimming training
ପୋଖରୀରେ ବୁଡିବେନି ପିଲା : ଦିଆଯାଉଛି ଟ୍ରେନିଂ

ଏଣିକି ପୋଖରୀରେ କି ନଈରେ ବୁଡିବେନି ପିଲା । ଦିଆଯାଉଛି ପହଁରା ତାଲିମ୍‌....ଯେତେ ପାଣି ଥିଲେ ବି ପହଁରିପାରିବେ ପିଲା

Postmaster
ଇଏ ପୋଷ୍ଟ ମାଷ୍ଟର : ଡ୍ୟୁଟି କମ୍‌ କରୁଛନ୍ତି, ଅଧିକ ରାଗୁଛନ୍ତି

ଯିଏ ଯାଉଛି, ସିଏ ଶୁଣୁଛି । ପୋଷ୍ଟ ମାଷ୍ଟରଙ୍କ ଗାଳିଗୁଲଜରେ ଅତିଷ୍ଠ ହେଲେଣି ଗ୍ରାହକ । ଯାହାକୁ ଦେଖୁଛନ୍ତି ଗାଳି ଦେବା ସହିତ କହୁଛନ୍ତି ପାସୱାର୍ଡ ମତେ ଜଣାନାହିଁ, କାମ କେମିତି କରିବି ?

Bakula woods
ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ଶଗଡ଼ରେ ଯାଉଛି ବଉଳ କାଠ

ବାଟ ଛାଡ...ବାଟ ଛାଡ...ଯାଉଛି ଜଗା ପାଇଁ ବଉଳ କାଠ । ଦିନକ ପରେ ରତ୍ନ ସିଂହାସନରୁ ଓହ୍ଲାଇ ଆସିବେ ଶ୍ରୀଜିଉ । ଦଇତାଙ୍କ କାନ୍ଧରେ ଝୁଲିବେ...ଶ୍ରୀଅଙ୍ଗର ସୁରକ୍ଷା ଲାଗି ବଉଳକାଠ ହିଁ ଦରକାର।

Mumbai’s chaiwalas
ରାସ୍ତା କଡ଼ରେ ନୁହେଁ, ଅଡି କାର୍‌ରେ ବୁଲି ବୁଲି ବିକୁଛନ୍ତି ଚା’

ରାସ୍ତା କଡରେ ନୁହେଁ ବରଂ ଅଡି କାର୍‌ରେ...ବୁଲିବୁଲି ବିକୁଛନ୍ତି ଚା’...ଏତେ ଟେଷ୍ଟି ପିଇବା ପରେ ଜାଣିବେ

spreads awareness
ଗୁଟଖା ଖାଅନି...ଲୋକଙ୍କୁ ସଚେତନ କରୁଛି ବହୁରୂପୀ

ସାଇକେଲ୍‌ରେ ପ୍ଲା କାର୍ଡ...ବହୁରୂପୀର ବେଶ । ଗାଁ କୁ ଗାଁ ବୁଲିବୁଲି ଲୋକଙ୍କୁ ତମାଖୁ ନଖାଇବାକୁ ଦେଉଛନ୍ତି ପରାମର୍ଶ

Woman sleep
ରୋଡ୍‌ରେ ହାଇଡ୍ରାମା : ସ୍ୱାମୀ ଗାଡ଼ି ଆଗରେ ଶୋଇଲେ ସ୍ତ୍ରୀ

ବିଚ୍‌ ରାସ୍ତାରେ ହାଇଡ୍ରାମା । ସ୍ୱାମୀ ମଦ ପିଇବାକୁ ବାଧ୍ୟ କରିବା ସହିତ ପର ପୁରୁଷଠୁ ଟଙ୍କା ଆଣିବାକୁ ବାଧ୍ୟ କରୁଥିଲେ ...ବାସ୍‌ ୩୦ ବର୍ଷ ଅତିଷ୍ଠ ହେବା ପରେ ଏବେ ଏମିତି ପ୍ରତିବାଦ କରୁଛନ୍ତି ସ୍ତ୍ରୀ।

Couple rob
ଛେନାପୋଡ ସହ ଥଣ୍ଡା ଦେଲେ...୧୫ ଲକ୍ଷ ନେଇ ପଳେଇଲେ

୪୨୦ ସ୍ୱାମୀ-ସ୍ତ୍ରୀ…ଗାଁ ସ୍ତ୍ରୀଲୋକଙ୍କୁ ଛେନାପୋଡ ସହ ଥଣ୍ଡା ଦେଲେ । ୧୫ ଲକ୍ଷ ନେଇ ଫେରାର ହୋଇଗଲେ । ଏବେ ଟଙ୍କା ଆଦାୟ ଲାଗି ଫାଇନାନ୍ସ କର୍ମଚାରୀ ଘରେ ପହଞ୍ଚିବା ପରେ ଆତ୍ମହତ୍ୟା କରିବାକୁ କହୁଛନ୍ତି ମହିଳା।

Youth testifies
ବାପାଙ୍କ ପାପକର୍ମର ଗୁମର ଖୋଲିଲା ପୁଅ, ଜଜ୍‌ଙ୍କ ସାମ୍ନାରେ ସବୁ ସତ ଓଗାଳିଦେଲା

ଜେଜେ ମାଆଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲା ବାପା । ସବୁ ଦେଖିଥିଲା ପୁଅ...ପୋଲିସକୁ ଫୋନ୍‌ କଲା, ସବୁ ସତ ଓଗାଳି ଦେଲା । ଏବେ କୋର୍ଟରେ ଜଜ୍‌ଙ୍କ ସାମ୍ନାରେ ସାକ୍ଷୀ ଦେବା ପରେ ବାପାକୁ ୧୦ ବର୍ଷ ହେଲା ଦଣ୍ଡାଦେଶ।

Bride eats gutka
ବିଦାୟୀ ବେଳେ ଗୁଟଖା ଖାଇଲେ ନବବଧୂ...ବର କହିଲେ..

ଆଶ୍ଚର୍ଯ୍ୟ ! ବିଦା ହେଉଥିଲା ଝିଅ...ସମସ୍ତଙ୍କ ଆଖିରେ ଥିଲା ଲୁହ । ବାସ୍‌ ଏତିକି ବେଳେ ଗୁଟଖା ଖାଇଲେ ନବବଧୂ...ଦେଖନ୍ତୁ ଭିଡିଓ

ଆଜିଠୁ ୧୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି
ଆଜିଠୁ ୧୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି

ଗ୍ରାହକଙ୍କ ଲାଗି ବଡ଼ ଖବର : ଆଜିଠୁ ସମସ୍ତଙ୍କ ଘରକୁ ୧୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇ ଦେବେ ସରକାର । ଜାଣନ୍ତୁ କେଉଁ ସରକାର ଘୋଷଣା କଲେ ଏମିତି ଯୋଜନା

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି