• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Zero Shadow Day
ଛାଇ-ଆଲୁଅର ଅଦ୍ଭୁତ ଖେଳ; ୨ ମିନିଟ୍ ପାଇଁ ପିଛା ଛାଡ଼ିଦେଲା ଛାଇ

ଛାଇ-ଆଲୁଅର ଅଦ୍ଭୁତ ଖେଳ । ସକାଳୁ ଛାଇ ଥିଲା, ମଧ୍ୟାହ୍ନରେ ଉଭେଇଗଲା । ଦୁଇ ମିନିଟ୍ ପାଇଁ ଭୁବନେଶ୍ୱର ପାଲଟିଲା ଛାୟାଶୂନ୍ୟ ସହର । ଆଉ ଏ ମୁହୂର୍ତ୍ତକୁ ସ୍ମରଣୀୟ କରି ରଖିବାକୁ ଭୁବନେଶ୍ୱର ପଠାଣୀ ସାମନ୍ତ ପ୍ଲାନେଟାରିୟମରେ ହୋଇଥିଲା ସ୍ୱତନ୍ତ୍ର ଆୟୋଜନ ।

Fake teachers in Odisha
ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ମାଳ ମାଳ ନକଲି ଶିକ୍ଷକ

ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ମାଳ ମାଳ ନକଲି ଶିକ୍ଷକ। ସବୁ ପ୍ରମାଣ ଥାଇ କାହିଁକି ନିଦାବିଷ୍ଣୁ ଜିଲ୍ଲା ଶିକ୍ଷାଧିକାରୀ ?

Black Money
କେଉଁ ଦଳ ପାଖରେ କେତେ ୨୦୦୦ ଟଙ୍କିଆ ନୋଟ୍‌ ?

ବିଜେଡି ପାଖରେ ଅଛି କି କଳାଧନ ? ଦଳ ହୋର୍ଡିଂ କରିଛି କି ୨ ହଜାର ଟଙ୍କିଆ ନୋଟ ? ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ପରେ ବିଜେଡି ଚିନ୍ତାରେ ଥିବା ଚର୍ଚ୍ଚା ।

seize brown sugar
ସରକାରୀ କ୍ୱାଟର୍ସରେ ନିଶା ବେପାର; ଜବତ ହେଲା ୧ କିଲୋରୁ ଅଧିକ ବ୍ରାଉନସୁଗାର

ପରିଚୟ ମେକାନିକ, କିନ୍ତୁ ପ୍ରଫେସନ ପକ୍କା ନିଶା ବେପାରୀ । ରାଜଧାନୀର ପୋସ୍ ଏରିଆ ୮ ନମ୍ବର ଅଞ୍ଚଳରେ ଗ୍ୟାରେଜ୍ ଦୋକାନ ବାହାନାରେ ଧଳା ଜହର ବିକି ଏସଟିଏଫ୍ ହାବୁଡ଼ରେ ପଡ଼ିଥିବା ଇଏ ସେଇ ଅଭିଯୁକ୍ତ ।

Odia signboards on shops
ଓଡ଼ିଆ ଭାଷାରେ ଲେଖ....ଏ ନିୟମ କେବଳ ଖାତା କଲମରେ

ନିର୍ଦ୍ଦେଶ କୁ ମାନୁଛି କିଏ? ସବୁ ଆଡେ ଇଂରାଜୀରେ ହୋଡିଂ...ଦିନରେ ଘୁଙ୍ଗୁଡ଼ି ମାରୁଛି ପ୍ରଶାସନ

Centenary woman
ବାବୁ ମତେ ୧୦୦ ଛୁଇଁଲାଣି, ଭତ୍ତା କେବେ ପାଇବି?

୬୦ ନୁହେଁ ୧୦୦ ଛୁଇଁଲାଣି ବାବୁ, ଏତେ ଥର ଗୁହାରି କଲି କିନ୍ତୁ କେହି ଶୁଣିଲେନି । ଆଉ କେତେ ଗୁହାରି କରିବି? କେତେ ନେହୁରା ହେବି? ଭତ୍ତା ପାଇଁ ଦହଗଞ୍ଜ ହେଉଛନ୍ତି ସ୍ୱାମୀ ପରିତ୍ୟକ୍ତା ମହିଳା

Man paints chicken green
କୁକୁଡା ଦେହରେ କଲର ମାରି କରିଦେଲେ ଶୁଆ !

କି ବୁଦ୍ଧି ! କୁକୁଡାକୁ ରଙ୍ଗ ମାରି କରିଦେଲେ ଶୁଆ...ପୁଣି ଦାମ୍‌ କହିଲେ ୭ ହଜାର । ୟାଙ୍କ ବୁଦ୍ଧିକୁ ମାନିବାକୁ ପଡିବ

Savitri Brata
ସ୍ୱାମୀ ପର କରିଦେଉ...ପିଣ୍ଡରେ ପ୍ରାଣ ଥିବା ଯାଏଁ ଆମେ କରୁଥିବୁ ସାବିତ୍ରୀ

ସ୍ୱାମୀ ପର କରିଦେଉ...ଆମକୁ ନପଚାରୁ...ଆମେ ତାଙ୍କୁ କେବେ ଭୁଲିପାରିବୁନି । ପିଣ୍ଡରେ ପ୍ରାଣ ଥିବା ଯାଏଁ ଆମେ କରୁଥିବୁ ସାବିତ୍ରୀ

Vande Bharat Express
ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍‌ ମେନ୍ୟୁରେ କି ଖାଇବା ମିଳୁଛି? ରେଟ୍‌ କେତେ?

ବନ୍ଦେ ଭାରତ ଏକ୍ସପ୍ରେସ୍‌..ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । କାରଣ ଏହାର ଭଡା ଅନ୍ୟ ଟ୍ରେନ୍‌ଠାରୁ ଭିନ୍ନ...ଏମିତିକି ବହୁ ଅଧିକ । ରେଲୱେ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ହାୱଡା-ପୁରୀ ମଧ୍ୟରେ ଚେୟାର କାର୍‌ ଟିକେଟ୍‌ ୧୨୬୫ ଟଙ୍କା ଓ ଏକ୍‌ଜିକ୍ୟୁଟିଭ୍ ଚେୟାର ଟିକଟ...

NHAI World Record
ମାତ୍ର ୧୦୦ ଘଣ୍ଟାରେ ୧୦୦ କିମି ରାସ୍ତା ତିଆରି କରିଦେଲା NHAI

୧୦୦ ଘଣ୍ଟାରେ ୧୦୦ କିମିରୁ ଅଧିକ ରାସ୍ତା ତିଆରି କରିଦେଲା NHAI । ଏତେ କମ୍‌ ସମୟରେ ଏତେ ଅଧିକ କିମିର ରାସ୍ତା ହୋଇଥିବାରୁ ସବୁଆଡୁ ମିଳିଲା ପ୍ରଶଂସା

Jajpur Traffic Problem
ଯାଜପୁର ଟାଉନ୍‌ରେ ଅସମ୍ଭାଳ ହେଲାଣି ଜାମ୍‌ : ଟ୍ରାଫିକ୍‌ ନାହିଁ, ରାସ୍ତାରେ ଶୋଉଛନ୍ତି ଗୋରୁ-ଗାଈ

ସହରରେ କୌଣସି ପାର୍କିଂ ବ୍ୟବସ୍ଥା ହୋଇନଥିବାରୁ ରାସ୍ତା ଉପରେ ଗ୍ରାହକ ଗାଡି ପାର୍କିଂ କରୁଥିବା ଦେଖାଯାଉଥିବା ବେଳେ ବିଭିନ୍ନ ଘରୋଇ ଚାରିଚକିଆ ଯାନ ଅସ୍ଥାୟି ଷ୍ଟାଣ୍ଡ କରୁଥିବ କାରଣରୁ ନାନା ସମୟରେ ଟ୍ରାଫିକ ସମସ୍ୟା ଜନ ସାଧାରଣଙ୍କୁ ହନ୍ତସନ୍ତ କରୁଛି ।

Siddaramaiah
କର୍ଣ୍ଣାଟକରେ ଆଜିଠୁ ଚାଲିଲା ସିଦ୍ଦ ରାଜ୍

କର୍ଣ୍ଣାଟକରେ ଆଜିଠୁ ଚାଲିଲା ସିଦ୍ଦ ରାଜ୍ । ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଧରମୈୟା, ଡି.କେ.ଶିବକୁମାର ମିଳିଲା ଉପମୁଖ୍ୟମନ୍ତ୍ରୀ ପଦ । ଶପଥ ଗ୍ରହଣ ଉତ୍ସବରେ ମୋଦି ବିରୋଧୀଙ୍କୁ ନେଇ କଂଗ୍ରେସର ଶକ୍ତି ପ୍ରଦର୍ଶନ

Khurda Road-Bolangir
ସୋନପୁରକୁ ଛୁଇଁଲା ରେଳ ଲାଇନ୍‌

ସୋନପୁରକୁ ଛୁଇଁଲା ରେଳ ଲାଇନ୍‌ । ପୂର୍ବରୁ ଖୋର୍ଦ୍ଧା-ବଲାଙ୍ଗିର ବିଛୁପାଲି ଯାଏଁ ଗଡୁଥିଲା, ହେଲେ ଏବେ ସୋନପୁରର ଝାରତରଭା ଯିବ ଟ୍ରେନ୍‌

Commissionerate Police
ଏଣିକି ଗଡ଼ବଡ଼ କଲେ ଆଉ ଖସି ପାରିବେନି, ଆକାଶମାର୍ଗରୁ ସନ୍ଦିଗ୍ଧ ବ୍ୟକ୍ତି ଓ ଗାଡ଼ି ଉପରେ ରହିବ ନଜର..

ରାଜଧାନୀ ଭୁବନେଶ୍ୱରକୁ ଜଗିବ ପୋଲିସ୍‌ ଡ୍ରୋନ୍‌। ଏଥର ଆକାଶ ମାର୍ଗରୁ ପାଟ୍ରୋଲିଂ କରିବ କମିଶନରେଟ ପୋଲିସ୍‌। ଡ୍ରୋନ୍‌ ଉଡ଼ାଇ ସନ୍ଦିଗ୍ଧଙ୍କ ଗତିବିଧି ଉପରେ ନଜର ରଖିବ ପୋଲିସ୍‌।ରାଜଧାନୀରେ ବୁଲୁଥିବା ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଗାଡ଼ି ଉପରେ ଆକାଶମାର୍ଗରୁ ନଜର ରଖିବାକୁ ଏଭଳି ଡ୍ରୋନ୍‌ ପାଟ୍ରୋଲିଂ ଆରମ୍ଭ କରିବାକୁ ଯାଉଛି...

ASO recruitment 2023
ହାଇକୋର୍ଟରେ ASO ମେରିଟ୍ ଲିଷ୍ଟ ରଦ୍ଦ ପରେ ଅକଳରେ OPSC

କୋର୍ଟ କହିଥିଲେ, ଓଡ଼ିଶା ସେକ୍ରେଟାରିଏଟ୍ ସର୍ଭିସ୍ ରିକ୍ରୁଟମେଣ୍ଟ ରୁଲ୍ସରେ ପ୍ରତି ବିଷୟରେ କ୍ବାଲିଫାଇଂ ମାର୍କର ବ୍ୟବସ୍ଥା ନଥିବାରୁ ଏହି ଆଧାରରେ ପ୍ରସ୍ତୁତ ମେରିଟ୍ ଲିଷ୍ଟ ବୈଧ ନୁହେଁ। ତେଣୁ ଏଗ୍ରିଗେଟ୍ ମାର୍କ ଆଧାରରେ ୨ ମାସ ମଧ୍ୟରେ ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ ଲାଗି OPSCକୁ ନିର୍ଦ୍ଦେଶ ଦେଇଥିଲେ...

Odisha Politics, BJP
କୋଟିଏ ପରିବାର ପାଖରେ ପହଞ୍ଚିବ ଦଳ, କାର୍ଯ୍ୟକାରୀ ହେବ ବଂଶଲଙ୍କ ସିକ୍ରେଟ ପ୍ଲାନ

ଆଗାମୀ ନିର୍ବାଚନରେ ଓଡ଼ିଶାରେ କ୍ଷମତାକୁ ଆସିବା ପାଇଁ ଆରପାର୍ ଲଢେଇ ଲାଗି ବିଜେପିରେ ହୋଇଛି ବିସ୍ତୃତ ଆଲୋଚନା। ତେବେ ଫୋକସରେ ରହିଛି ମୋଦି ସରକାରଙ୍କ ୯ ବର୍ଷର ସଫଳତାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବା। ଏଥିପାଇଁ ଆସନ୍ତା ୩୦ରୁ ଜୁନ ୩୦ଯାଏଁ ମହା ଜନସଂପର୍କ ଅଭିଯାନ କରିବ ଦଳ।...

RBI, Demonisation
ମନେ ପଡ଼ିଗଲା ୨୦୧୬ର ଦୁର୍ଦ୍ଦଶା, ୨୦୦୦ ଟଙ୍କିଆ ନୋଟ୍ ବନ୍ଦ ହେଲେ କଣ ହେବ ?

ଦୁଇ ହଜାର ଟଙ୍କିଆ ବନ୍ଦ ପାଇଁ RBIର ଘୋଷଣା ପରଠୁ ଏହାର ପ୍ରଭାବକୁ ନେଇ ଏବେ ସବୁଠି ଚର୍ଚ୍ଚା। ବ୍ୟବହାର କମିଯାଇଥିବାରୁ ସାଧାରଣ ଲୋକଙ୍କ ପାଖରେ ତ ଏଇ ନୋଟ୍ ସେତେଟା ନାହିଁ, ତେବେ ଯେଉଁମାନଙ୍କ ପାଖରେ ଅଛି ସେମାନେ କେମିତି ଫେରାଇବେ ? ସରକାର ଦେଇଥିବା ସମୟ...

Odisha BSE Results
ସଫଳତାର ଶୀର୍ଷରେ ଗରିବ ପରିବାରର କନ୍ୟାରତ୍ନ, ମାଟ୍ରିକରେ ରଖିଛନ୍ତି ୯୦% ନମ୍ବର

ମାଟି କାନ୍ଥର ଭଙ୍ଗାଦଦରା ଘର...ଭିତରେ ଶିକାରେ ଝୁଲୁଥିବା ବୋଇତାଳୁ... ପିଣ୍ଡାରେ ଥିବା ଚୁଲି ଆଉ ଚୁଲି ମୁଣ୍ଡରେ ବସି ଖୁସିର ଲୁହରେ ବତୁରି ଯାଉଥିବା ମା’ର ପ୍ରାଣ ଆଜି ହାଲୁକା ହୋଇଯାଇଛି।

Matric Results
ମାଟ୍ରିକରେ ବଂପର ରେଜଲ୍ଟ ପରେ ପ୍ଲସ ଟୁରେ ଆଡମିଶନ୍ ଚିନ୍ତା

ବଢ଼ିବ କି ଯୁକ୍ତ ଦୁଇ ସିଟ୍ ! ମାଟ୍ରିକ ପାସ୍ ହାରଠୁ ଯୁକ୍ତ ଦୁଇ ସିଟ୍ ସଂଖ୍ୟା କମ୍। ବଢ଼ିଲା ଯୁକ୍ତ ଦୁଇ ଆଡମିଶନ ଟେନସନ୍। ପଛୁଆ ଅଞ୍ଚଳର କୃତୀ ପିଲାଙ୍କୁ ଘାରିଲାଣି ଡ୍ରପ୍ ଆଉଟ୍ ଭୟ। ଖାଲି ସେତିକି ନୁହେଁ ମାଟ୍ରିକରେ ରେକର୍ଡ ୯୬.୪୦ ପ୍ରତିଶତ ପାସ୍...

 divyangs
୮୦ ପ୍ରତିଶତ ଦିବ୍ୟାଙ୍ଗ : ଦିନକୁ ହାଣୁଛନ୍ତି କ୍ୱିଣ୍ଟାଲ କ୍ୱିଣ୍ଟାଲ କାଠ

ଭଦ୍ରକ ପୁରୁଣାବଜାର ଅଂଚଳ ଛଡାକ ମହଲା ମୀରସାହିରେ ଦୁଇ ଦିବ୍ୟାଙ୍କ ଯୋଦ୍ଧା ଶେଖ କଲାମ ଆଉ ଫିରୋଜ ଖାନଙ୍କୁ ନେଇ ଏବେ ଭାରି ଚର୍ଚ୍ଚା । ବଡବଡ କାଠ ଗଣ୍ଡିକୁ କୁରାଢୀରେ କାଟି ଟିକଟିକ କରିପାରୁଛନ୍ତି, ଯାହା ଦେଖିଲେ ସୁସ୍ଥ ଲୋକ ବି ବିଶ୍ୱାସ କରିପାରିବନି

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି