ଏଥର ଜୁନରେ ନିଅଣ୍ଟିଆ ବର୍ଷା! ମୌସୁମୀ ଉପରେ ପଡିବ ଏଲନିନୋର ପ୍ରଭାବ ମୌସୁମୀ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ ଚିନ୍ତା ବଢାଇ ଦେଇଛି ।
ଚାର୍ଜସିଟ୍ ଦାଖଲ ପରେ ବି ହଟୁନି ନବ ହତ୍ୟା ରହସ୍ୟ । କେଉଁ ବ୍ୟକ୍ତିଗତ ଆକ୍ରୋଶରୁ ମନ୍ତ୍ରୀଙ୍କ ଜୀବନ ନେଲା ଗୋପାଳ, ଖୁଲାସା କରିନି କ୍ରାଇମବ୍ରାଞ୍ଚ । ସେପଟେ ଷଡ଼ଯନ୍ତ୍ର ଦିଗ ପ୍ରତି ନିରବତାକୁ ପ୍ରଶ୍ନ । ବିରୋଧୀ କହିଲେ, କ୍ରାଇମବ୍ରାଞ୍ଚ ନୁହେଁ କ୍ରିମିନାଲବ୍ରାଞ୍ଚ
ନବ ଓ ସମର୍ଥକଙ୍କଠୁ ଅସୁରକ୍ଷିତ ମଣି ଗୁଳି କରି ମାରିଦେଲା ଗୋପାଳ...ତଦନ୍ତର ୧୧୮ ଦିନରେ ଚାର୍ଜସିଟ ଦାଖଲ କରି ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ । କହିଲା ଗୋପାଳ ନୁହେଁ ପାଗଳ, ବ୍ୟକ୍ତିଗତ ଆକ୍ରୋଶ ହିଁ ହତ୍ୟା ପଛର କାରଣ
ସାଧାରଣ ନିର୍ବାଚନ ପୂର୍ବରୁ ମୈଦାନରେ ଆରମ୍ଭ ହୋଇଗଲାଣି ବ୍ରାଣ୍ଡ ଲଢ଼େଇ । ମୋଦି ସରକାରର ୯ ବର୍ଷ ଓ ନବୀନ ସରକାରର ୨୩ ବର୍ଷ ପୂର୍ତ୍ତି ଉତ୍ସବକୁ ନେଇ ଗ୍ରାଉଣ୍ଡରେ ଭିଡ଼ାଭିଡ଼ି । କେନ୍ଦ୍ରର ସଫଳତା ଓ ରାଜ୍ୟର ବିଫଳତାକୁ ବିଜେପି ପ୍ରସଙ୍ଗ କରି କୋଟିଏ ପରିବାର ପାଖରେ...
ମୁଣ୍ଡ ଉପରେ ସ୍ନାନ ପୂର୍ଣ୍ଣମୀ, ହେଲେ ଅଧପନ୍ତରିଆ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଚିନ୍ତା । ମେ ୩୦ ସୁଦ୍ଧା ବାହ୍ୟ କାମ ସାରିଦେବୁ କହିଲେ ମୁଖ୍ୟ ପ୍ରଶାସକ
ନବ ଦାସ ହତ୍ୟା ମାମଲାର ତଦନ୍ତ ନେଇ FBI ସହାୟତା ମାଗି ନାହାନ୍ତି ସରକାର । ଓଡ଼ିଶା ସରକାରଙ୍କ କୌଣସି ପ୍ରସ୍ତାବ ପାଇନଥିବା କହିଲା କେନ୍ଦ୍ର । RTI ଆବେଦନ ଆଧାରରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ସ୍ପଷ୍ଟୋକ୍ତି । ଲିଗାଲ୍ ସେଲ୍କୁ କୌଣସି ପ୍ରସ୍ତାବ ଆସିନଥିବା କହିଲା ଗୃହ...
ବିଲ କାମ କରିବାକୁ ଯାଇଥିଲେ, ଘଡଘଡିରେ ଜୀବନ ଚାଲିଗଲା । ପ୍ରଶାସନ ପାଖକୁ ଦୌଡି ଦୌଡି ୭ ବର୍ଷ ହେଲା କିନ୍ତୁ ସହାୟତା ମିଳିଲାନି । ସରକାରୀ ଯୋଜନା ତାହାଲେ କାହାପାଇଁ ?
ପିଲାଟି ଦିନରୁ ମାଆ ଚାଲିଗଲା....ଜେଜେ ମାଆ ପାଖରେ ସେ ମଣିଷ ହେଲା । ପରିବାରର ଆର୍ଥିକ ସ୍ଥିତି ଏତେଟା ଭଲ ନଥିବାରୁ ଶିକ୍ଷକଙ୍କ ସାହାଯ୍ୟରେ ସେ ପାଠ ପଢୁଥିଲା । ହେଲେ ପିଲାଟି ଦିନରୁ ମାଆକୁ ହରାଇଥିବାରୁ ବଡ ହୋଇ ଡାକ୍ତର ହେବାକୁ ସେ ଦେଖୁଛି ସ୍ୱପ୍ନ ।
ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ, ଏବେ ପୂରଣ କରିବେ । କର୍ଣ୍ଣାଟକରେ କଂଗ୍ରେସ କ୍ଷମତାକୁ ଫେରିବା ପରେ ଜନକଲ୍ୟାଣ ଯୋଜନାରେ ଖର୍ଚ୍ଚ କରିବ ୬୨ ହଜାର କୋଟି । ଏତେ ଟଙ୍କା ଖର୍ଚ୍ଚ କରିବାକୁ ନେଇ ବଢିଲା ଚର୍ଚ୍ଚା
ଅଧା ରାସ୍ତାରେ ହାତ ଛାଡିଦେଲେ ବାପା । ଅନାଥ ହୋଇଗଲେ ଦୁଇ ପିଲା...ପରିବାରର ଚଳନି ଓ ପିଲାଙ୍କ ଲାଗି ଅଣ୍ଟାରେ ଲୁଗା ଭିଡିଲେ ଝାନ୍ସି । ସ୍ୱାମୀଙ୍କ ଦହିବରା ଦୋକାନକୁ ଗଲେ, ଦହିବାର ସହ ଚାଟ୍ ବିକିଲେ । ସ୍ୱାମୀ ସିନା ଚାଲିଗଲେ ହେଲେ ଝାନ୍ସି ଏବେ ପରିବାର...
ସାବିତ୍ରୀ ବ୍ରତ ପାଇଁ ଶଙ୍ଖା, ସିନ୍ଦୂର ସବୁ ଡଲାରେ ସଜେଇ ହୋଇରହିଥିଲା । ଅପେକ୍ଷା ଥିଲା ସ୍ୱାମୀ ଆସିବା ପରେ ପୂଜା କରିବେ, ଇହକାଳ ପରକାଳର ଦେବତାଙ୍କୁ ପୂଜା କରିବା ସହ ଦୀର୍ଘାୟୁ କାମନା କରିବେ । ହେଲେ ସବୁ କିଛି ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା...କାରଣ ରାସ୍ତାରେ...
ଗାଁ ମୁଣ୍ଡରେ ବସିଲା ଆମ୍ବ ମାର୍କେଟ୍ । କମ୍ ଦାମ୍ରେ ସୁସ୍ୱାଦୁ ଆମ୍ବ ପାଇବେ ଗ୍ରାହକ... ଭଲ ରୋଜଗାର କରିବେ ଚାଷୀ ।
ଏକା ସାଙ୍ଗରେ ମାଟ୍ରିକ୍ ଦେଇଥିଲେ ମାଆ-ପୁଅ । ରେଜଲ୍ଚ ବାହାରିବା ପରେ ସମସ୍ତେ ହେଲେ ଆଶ୍ଚର୍ଯ୍ୟ...କାରଣ ମାଆଠାରୁ ଅଧିକ ନମ୍ବର ରଖିଥିଲା ପୁଅ
ବିଲ କାମ କରିବାକୁ ଯାଇଥିଲେ, ଘଡଘଡିରେ ଜୀବନ ଚାଲିଗଲା । ପ୍ରଶାସନ ପାଖକୁ ଦୌଡି ଦୌଡି ୭ ବର୍ଷ ହେଲା କିନ୍ତୁ ସହାୟତା ମିଳିଲାନି । ସରକାରୀ ଯୋଜନା ତାହାଲେ କାହାପାଇଁ ?
କ୍ୟାନସରରେ ଚାଲିଗଲା ମାଆ । ଅଭାବ ଅନାଟନରେ ପାଠ ପଢୁଥିଲା ପୁଅ...ଏବେ ମାଟ୍ରିକ୍ରେ ୯୨ ପ୍ରତିଶତ ନମ୍ବର ରଖିବା ପରେ ଡାକ୍ତର ହେବାକୁ ଦେଖୁଛି ସ୍ୱପ୍ନ ।
ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ, ଏବେ ପୂରଣ କରିବେ । କର୍ଣ୍ଣାଟକରେ କଂଗ୍ରେସ କ୍ଷମତାକୁ ଫେରିବା ପରେ ଜନକଲ୍ୟାଣ ଯୋଜନାରେ ଖର୍ଚ୍ଚ କରିବ ୬୨ ହଜାର କୋଟି । ଏତେ ଟଙ୍କା ଖର୍ଚ୍ଚ କରିବାକୁ ନେଇ ବଢିଲା ଚର୍ଚ୍ଚା
ଅଧା ରାସ୍ତାରେ ହାତ ଛାଡିଦେଲେ ବାପା । ଅନାଥ ହୋଇଗଲେ ଦୁଇ ପିଲା...ପରିବାରର ଚଳନି ଓ ପିଲାଙ୍କ ଲାଗି ଅଣ୍ଟାରେ ଲୁଗା ଭିଡିଲେ ଝାନ୍ସି । ସ୍ୱାମୀଙ୍କ ଦହିବରା ଦୋକାନକୁ ଗଲେ, ଦହିବାର ସହ ଚାଟ୍ ବିକିଲେ । ସ୍ୱାମୀ ସିନା ଚାଲିଗଲେ ହେଲେ ଝାନ୍ସି ଏବେ ପରିବାର...
ସାବିତ୍ରୀ ଓଷା କରିଥିଲା ସ୍ତ୍ରୀ...ଘରକୁ ଫେରୁଥିଲା ସ୍ୱାମୀ । ଅଧା ରାସ୍ତାରେ ବାଡେଇ ଦେଲା ଗାଡି...ମେଡିକାଲ ନେଉ ନେଉ ଚାଲିଗଲା ଜୀବନ । ଆଉ ତା’ପରେ...
ବ୍ୟାଙ୍କରୁ ଟଙ୍କା ଉଠାଇଲା ବେଳେ, କେତେବେଳେ ବୃଦ୍ଧବୃଦ୍ଧାଙ୍କ ଆଙ୍ଗୁଳି ଛାପ ମିଶୁ ନଥିଲା ତ ତେକେବେବେଳେ ଆଖି ସମସ୍ୟା ଓ ଲିଙ୍କ ଫେଲୁଅର ପାଇଁ ଟଙ୍କା ଉଠାଇ ହେଉ ନଥିଲା।
ପଶ୍ଚିମ ଓଡ଼ିଶାର ଟାଣୁଆ ନେତାଙ୍କ ହତ୍ୟାକୁ ଆସନ୍ତା ମେ ୨୮ ତାରିଖରେ ପୂରିବ ୧୨୦ ଦିନ । ହେଲେ ଏଯାଏଁ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ଦାଖଲ କରି ପାରିଲାନି ମାମଲାର ଚାର୍ଜସିଟ୍ ।