• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Odisha prisoners
ଦିନେ ଜେଲର ଅନ୍ଧାର ଘରେ ଦିନ କାଟୁଥିଲେ, ହେଲେ ଏବେ ଜେଲରୁ ମୁକୁଳିବା ପରେ

ଦିନେ ଜେଲର ଅନ୍ଧାର ଘରେ ଦିନ କାଟୁଥିଲେ, ହେଲେ ଏବେ ଜେଲରୁ ମୁକୁଳିବା ପରେ

Newly-wed doctor dies
ଚାଲିଗଲା ଯୁବ ଡାକ୍ତରଙ୍କ ଜୀବନ, ୩ ମାସ ତଳେ ହୋଇଥିଲା ବାହାଘର

ହାତରୁ ମେହେନ୍ଦି ଲିଭିନି, କାନ୍ଥରୁ ଶୁଭ ବିବାହର ଲେଖା ବି ଲିଭିନି କିନ୍ତୁ ଲିଭିଗଲା ଭାବିଥିବା ଅନେକ ସ୍ୱପ୍ନ। ସଂସାର ଗଢୁ ଗଢୁ କେଇଟା ଦିନରେ ଉଡୁଜିଗଲା ସଂସାର। ୩ ମାସର ବିବାହ ନପୁରୁଣୁ ଆର ପାରିକୁ ଚାଲିଗଲେ ସ୍ୱାମୀ।

Naba Das murder case
ନବ ଦାସ ହତ୍ୟା ପଛରେ ଅଛି କି ବଡ଼ବଡ଼ିଆଙ୍କ ଲିଙ୍କ୍?

କ୍ରାଇମବ୍ରାଞ୍ଚର ଚାର୍ଜସିଟକୁ ନେଇ ବଢ଼ୁଛି ବିବାଦ । ଷଡ଼ଯନ୍ତ୍ର କଥା ନଥିବାରୁ ଗନ୍ଧ ବାରିଲେ ବିରୋଧୀ । ନବୀନଙ୍କୁ ମନମୋହନ ସାମଲଙ୍କ ସିଧା ନିଶାନା ।

Congress issues show cause notices
ଯେତେ ସଜାଡ଼ିଲେ ବି ଅସଜଡ଼ା କଂଗ୍ରେସ ଘର !

ଯେତେ ସଜାଡ଼ିଲେ, ସେତେ ଅସଜଡ଼ା କଂଗ୍ରେସ ଘର। ଗୋଷ୍ଠୀ କନ୍ଦଳ ଥମିବାର ନାଁ ଧରୁନି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏବେ ନେତୃତ୍ୱ ଖଡଗହସ୍ତ। ଦଳ ବିରୋଧୀ ମନ୍ତବ୍ୟ ପାଇଁ ଚିରଞ୍ଜୀବ ଓ ମୋକିମଙ୍କୁ ଏଆଇସିସି ସୋ କଜ୍ ନୋଟିସ୍ ଜାରି କରିଛି। ସେପଟେ ଜୟପୁର ବିଧାୟକ ତାରା...

ଜଗା ଦର୍ଶନ ପାଇଁ ଛଟପଟ ସ୍ଥିତିରୁ ଭକ୍ତଙ୍କୁ ମିଳୁନି ନିସ୍ତାର
ଜଗା ଦର୍ଶନ ପାଇଁ ଛଟପଟ ସ୍ଥିତିରୁ ଭକ୍ତଙ୍କୁ ମିଳୁନି ନିସ୍ତାର

ଜଗା ଦର୍ଶନ ପାଇଁ ଛଟପଟ ସ୍ଥିତିରୁ ଭକ୍ତଙ୍କୁ ମିଳୁନି ନିସ୍ତାର । ଅହେତୁକ ନୀତି ବିଳମ୍ବ ଯୋଗୁଁ ଡହ ଡହ ଖରାରେ ଘଣ୍ଟା ଘଣ୍ଟା ଲାଇନରେ ଡହଳବିକଳ ବୃଦ୍ଧ ଓ ଶିଶୁ

New parliament building
ଦେଶ ପାଇଁ ଐତିହାସିକ କ୍ଷଣ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନୂଆ ସଂସଦ ଭବନର ଲୋକାର୍ପଣ

ଭାରତ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି ଆଜିର ଦିନ। ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର ନୂଆ ସଂସଦ ଭବନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଲୋକାର୍ପଣ କରି ନୂଆ ସଂସଦ ଭବନ ନୂଆ ଭାରତର ଆଧାର ହେବ ବୋଲି କହିଛନ୍ତି । ତାସହ ବିକଶିତ...

new Parliament building
ଆଧୁନିକ... ଆକର୍ଷଣୀୟ... ଅଦ୍ୱିତୀୟ... ନୂଆ ଭାରତର ନୂଆ ସଂସଦ ସୌଧ, କର୍ମଦ୍ୱାରରେ ଶୋଭା ପାଉଛି କୋଣାର୍କ ଚକ୍ର

ଆଧୁନିକ... ଆକର୍ଷଣୀୟ... ଅଦ୍ୱିତୀୟ... । ନୂଆ ଭାରତର ନୂଆ ସଂସଦ ସୌଧ। ୧୪୦ କୋଟି ଭାରତୀୟଙ୍କ ଆଶା-ଆକାଂକ୍ଷା ଓ ଗର୍ବ-ଗୌରବର ଭବ୍ୟ ପ୍ରତୀକ । କେବଳ ଭାବନାତ୍ମକ ଭାବେ ନୁହେଁ, ଗଠନାତ୍ମକ ଦିଗରୁ ବି ଏଠି ସମାହିତ ହୋଇଛି ଭାରତର ବିବିଧତା। ନୂଆ ସଂସଦ ଭବନରେ ଲାଗିଛି ରାଜସ୍ଥାନର...

Bharat Bai Help People
ପ୍ରଶାସନ ପାରୁନି..ହେଲେ ନିଜ ଟଙ୍କାରେ ଲୋକଙ୍କୁ ମାଗଣା ଘର ବାଣ୍ଟୁଛନ୍ତି ଭରତ

ସରକାର ଦେଉନାହାନ୍ତି ଭରତ ଦେଉଛନ୍ତି । ନିଜସ୍ୱ ଉଦ୍ୟମରେ ଗରିବ ହିତାଧିକାରୀଙ୍କୁ ଘର ବାଣ୍ଟୁଛନ୍ତି ଭରତ । ଯେଉଁଠି ପ୍ରଶାସନ ଶୁଣୁନି, ସେଇଠି ଭରତ ଶୁଣୁଛନ୍ତି । ଏମିତି ସାହାଯ୍ୟକୁ ସଲାମ୍‌ କରୁଛନ୍ତି ଗାଁ ଲୋକେ।

 power tiller subsidy
ଯୋଜନାକୁ ଲଜ୍ଜା ନାହିଁ : ସବସିଡି ଟଙ୍କା ପାଇଁ ଚାଷୀ ଧାଉଁଛନ୍ତି, ହେଲେ ପାଉନାହାନ୍ତି

ସବସିଡି ଆଶାରେ ଚାଷୀଉପକରଣ ନେଇଥିବା ଚାଷୀ ଏବେ ସବସିଡି ପାଇବା ପାଇଁ ବ୍ୟାଙ୍କ ଓ କୃଷି ବିଭାଗର ଦ୍ୱାରସ୍ଥ ହୋଇ ନୟାନ୍ତ ହେଲେଣି । ହେଲେ ଏଯାଏଁ କିଛି ବି ସୁଫଳ ମିଳିପାରିନି।

tackle rodent
ଶ୍ରୀମନ୍ଦିରରେ ମୂଷା ଓ ଅସରପାଙ୍କ ଉତ୍ପାତ କମାଇବ ତାର ଜାଲି

ଗର୍ଭଗୃହରେ ବଢୁଛି ମୂଷା ଓ ଅସରପାଙ୍କ ଉତ୍ପାତ । ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରୁଛି ପ୍ରଶାସନ । ସେପଟେ ସ୍ନାନପୂର୍ଣ୍ଣିମା ପାଇଁ କରାଗଲା ସ୍ୱତନ୍ତ୍ର ବ୍ୟବସ୍ଥା।

Traffic Problem
ପାର୍କିଂ ଏରିଆ ନାହିଁ...ରାସ୍ତା ଉପରେ ଗାଡ଼ି, ହିନସ୍ତା ହେଉଛନ୍ତି ଲୋକେ

ପାରାଦୀପରେ ନାହିଁ ଟ୍ରକ୍‌ ଟର୍ମିନାଲ୍‌ । ମନଇଚ୍ଛା ରାସ୍ତାରେ ଗାଡି ପାର୍କିଂ କରି ପଳାଉଛନ୍ତି ଡ୍ରାଇଭର । ଦୁର୍ଘଟଣାରେ ଅକାରଣେ ଯାଉଛି ବାଇକ୍‌ ଆରୋହୀଙ୍କ ଜୀବନ।

Anandpur Women Need Help
ବିଛଣାରେ ରୋଜଗାରିଆ ପୁଅ, ପର ଘରେ କାମ କରୁଛି ବୁଢ଼ୀମାଆ...

ଦୁର୍ଘଟଣା ପରେ ବିଛଣାରେ ସ୍ୱାମୀ । ମାଆ, ସ୍ତ୍ରୀ, ପିଲାଙ୍କୁ ଯିଏ ଦିନେ ସାହାରା ଦେଉଥିଲେ ଆଜି ସିଏ ଅନ୍ୟର ସାହାରାରେ ବଞ୍ଚୁଛନ୍ତି । ହାତଯୋଡ଼ି ସମସ୍ତଙ୍କୁ ସାହାଯ୍ୟ ମାଗୁଛନ୍ତି, ସ୍ୱାମୀଙ୍କୁ ବଞ୍ଚାଇବା ଲାଗି ଗୁହାରି କରୁଛନ୍ତି।

Paddy procurement
ଚାଉଳ ଭାଙ୍ଗିଲେ ଧାନ ଫେରସ୍ତ ! ବୈଠକ ବସୁଛି, ସମାଧାନ ହେଉନି

ରବି ଧାନ ସଂଗ୍ରହକୁ ନେଇ କେଁ....ପ୍ରଶାସନ ଓ ମିଲର୍ସଙ୍କ ଆଲୋଚନା ବିଫଳ ହୋଇଛି । FCI ଚାଉଳ ଗ୍ରହଣ ନିୟମ ସାଜିଛି ବାଧକ । ଚଳିତ ରବି ଫସଲ ପରେ ସଂଗୃହୀତ ଧାନ ଗୁଡ଼ିକର କଷ୍ଟମ ମିଲିଂ ପରେ କେବଳ ଏଫସିଆଇ ହିଁ ଚାଉଳ ନେବ।

Mundali TollGate
ମୁଣ୍ଡୁଳି ଟୋଲ୍‌ ଗେଟ୍‌ ସିଲ୍‌, ମାତ୍ର ୪ ଜଣଙ୍କୁ ଗିରଫ କରି ପୋଲିସ୍ ଚୁପ୍ କାହିଁକି ?

ଧାର୍ଯ୍ୟ ଦରଠାରୁ ଅଧିକ ଟିକସ ନେଇ ଚର୍ଚ୍ଚାରେ ମୁଣ୍ଡଳୀ ଟୋଲ୍ ଗେଟ୍ । ଟିକସ ଆଦାୟ ନାମରେ ଚାଲିଥିଲା ଜୁଲମ୍ । ଯାହାକୁ ନେଇ ରାଜ୍ୟ ବାହାରେ ନିନ୍ଦିତ ହେଲା  ଓଡ଼ିଶା । ଗତ ଦୁଇଦିନ ତଳେ ମୁଣ୍ଡଳୀ ଟୋଲ୍ ଗେଟ୍‌ରେ ପାରି ହେବା ପାଇଁ ୩୦ଟଙ୍କା ବଦଳରେ ୫୦୦...

Mango Shop
ବିକ୍ରି ହେଉନଥିଲା ଆମ୍ବ ! ନାବାଳକ କିଛି ଏମିତି କଲେ, ମାତ୍ର ଘଂଟାଏର ସବୁ ହେଲା ଖାଲି

ବିକ୍ରି ହୋଇପାରୁନଥିଲା ଆମ୍ବ...ରାସ୍ତାରେ ନାଚିଲା ଦୋକାନୀ...ବାସ୍‌ ଏତିକିରେ ସବୁ ଆମ୍ବ ବିକ୍ରି ହେଇଗଲା...ଭାଇରାଲ ହେଲା ଭିଡିଓ

Women Need Help
ନବୀନ ବାବୁ ଆମକୁ ବଞ୍ଚିବାକୁ ଦିଅ, ଗଣ୍ଡେ ଚାଉଳ ଦିଅ...ନହେଲେ ଭାସିଯିବୁ

ସ୍ୱାମୀ ଚାଲିଗଲା, ୪ଟି ପିଲା । କାର୍ଡ ନାହିଁ କି କିଛି ନାହିଁ...ଆମେ ଚଳିବୁ କେମିତି? ନବୀନ ବାବୁ ଆମକୁ ସାହାଯ୍ୟ କର...ଗଣ୍ଡେ ଚାଉଳ ଦିଅ । ବଞ୍ଚିବାକୁ ସାହାଯ୍ୟ କର । କିଛି ଏମିତି ଢଙ୍ଗରେ ନିଜ ଗୁହାରି ଜଣାଉଛନ୍ତି ଜଣେ ବିଧବା ମହିଳା।

Imran Khan
ବିମାନରେ ଏଣିକି ଆଉ ଉଡିପାରିବେନି ଇମ୍ରାନ୍‌ ଖାନ୍‌ !

ଇମ୍ରାନଙ୍କ ପାଇଁ ବଢୁଛି ସମସ୍ୟା । ନୋ ଫ୍ଲାଏ ଲିଷ୍ଟରେ ସାମିଲ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ...ଏବେ ବିଦେଶ ଯିବେ କେମିତି?

ShopKipper
ଦୋକାନରେ ନମ୍ବର ଦେବାକୁ ବାଧ୍ୟ ନୁହନ୍ତି ଗ୍ରାହକ !

କେନ୍ଦ୍ର-ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ଗ୍ରାହକଙ୍କୁ ମୋବାଇଲ ନମ୍ବର ଦେବାକୁ ବାଧ୍ୟ କରିପାରିବେନି ଦୋକାନୀ

online slot booking
ଜମିଜମା ରେଜିଷ୍ଟ୍ରେସନ ପାଇଁ ବାଧ୍ୟତାମୂଳକ ହେଲା ଅନଲାଇନ ସ୍ଲଟ ବୁକିଂ

ଜମିଜମା ରେଜିଷ୍ଟ୍ରେସନ ପାଇଁ ବାଧ୍ୟତାମୂଳକ ହେଲା ଅନଲାଇନ ସ୍ଲଟ ବୁକିଂ । ଯେଉଁ ସମୟ ପାଇଁ ସ୍ଲଟ୍ ନେଇଥିବେ ସେଇ ସମୟରେ ରେଜିଷ୍ଟାର ଅଫିସରେ ହୋଇପାରିବ ବିକ୍ରିଖର୍ଦ୍ଦି, ଇଣ୍ଟରନେଟ୍ କାମ କରୁନଥିବା ଅଞ୍ଚଳରେ କେମିତି କାମ କରିବ ବ୍ୟବସ୍ଥା ଉଠିଲା ପ୍ରଶ୍ନ

Sital Sasthi Yatra
ସରିଲା ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା

ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ ସହ ସରିଲା ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ପ୍ରବଳ ଗରମ ଓ ଗୁଳୁଗୁଳି ସତ୍ତ୍ବେ ହର-ପାର୍ବତୀଙ୍କ ଯୁଗଳ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି