ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାର ଓ ଆହତଙ୍କୁ ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ ନିମନ୍ତେ ଭିକ୍ଷା ସଂଗ୍ରହ କଲେ ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧି l ଶୋକ ସଭା ସହ ଏକ ନିଆରା ପଦକ୍ଷେପ ନେଲେ କେନ୍ଦ୍ରାପଡ଼ ରାଜନଗରର...
ରାଜଧାନୀ ଭୁବନେଶ୍ୱରରେ କାଳବୈଶାଖୀ ତାଣ୍ଡବ ରଚିଛି। ଉତ୍ତର ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ପ୍ରବଳ ଝଡ଼ବର୍ଷା ହୋଇଛି। ପଟିଆ, ପ୍ରଶାନ୍ତି ବିହାର, ଶିଖରଚଣ୍ଡି, ରଘୁନାଥପୁରରେ ଝଡ଼ବର୍ଷା। ପ୍ରଥମେ ପବନ ଧୂଳି ଝଡ଼ ଓ ପରେ ପରେ ଭୀଷଣ ବର୍ଷା। ଧୂଳି ଝଡ଼ ପରେ ପରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି।
ନୂଆ ନମ୍ବରପ୍ଲେଟ୍ ନଲଗାଇଥିଲେ ଜୁନ୍ ୨୩ରୁ କଡ଼ା କାର୍ଯ୍ୟାନୁଷ୍ଠାନ। ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର୍ ଏବଂ ଏନଫୋର୍ସମେଣ୍ଟ ଲାଲମୋହନ ସେଠୀ (ସଡକ ସୁରକ୍ଷା) ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ 07.06.23 ସୁଦ୍ଧା ମୋଟ 40,93,608 ଗାଡି ମାଲିକ ସ୍ଲଟ୍ ବୁକ୍ କରିଛନ୍ତି, ସେଥିମଧ୍ୟରୁ 35,87,577 ଗାଡିରେ HSRP...
'କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । କେରଳରେ ବିସ୍ତୀର୍ଣ୍ଣ ବର୍ଷା ହୋଇଛି । ଦକ୍ଷିଣ ତାମିଲନାଡ଼ୁ, କେନ୍ଦ୍ରୀୟ ଆରବ ସାଗର ଓ ବଙ୍ଗୋପସାଗରର କେତେକ ଅଞ୍ଚଳରେ ମୌସୁମୀ ବାୟୁ ଛୁଇଁଛି । ଓଡ଼ିଶାକୁ ବିଳମ୍ୱରେ ପ୍ରବେଶ କରିବ ମୌସୁମୀ ବାୟୁ ।' - ଆଇଏମଡି ଡିଜି, ମୃତ୍ୟୁଞ୍ଜୟ...
'ବିପର୍ଯ୍ୟୟ' ସାଇକ୍ଲୋନ ପୋରବନ୍ଦରରୁ ଦକ୍ଷିଣ ପଶ୍ଚିମ ଦିଗରେ ୯୩୦ କିମି ଦୂରରେ ରହିଛି । ଏବେ ୫ କିମି ବେଗରେ ଗତି କରୁଛି । ଏହି କିଛି ସମୟ ଉତ୍ତର ଦିଗରେ ଗତି କରିବା ପରେ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । - ଆଇଏମଡି ଡିଜି,...
ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ବିଭାଗର ପରୀକ୍ଷା ଫଳ। ଅପରାହ୍ନ ୪ଟାରେ ରେଜଲ୍ଟ ପ୍ରକାଶ ପାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କଳା ସହ ଧନ୍ଦାମୂଳକ ଶିକ୍ଷାର ଫଳ ମଧ୍ୟ ପ୍ରକାଶ ପାଇଛି।। www.orissaresults.nic.in ରେ ଛାତ୍ରଛାତ୍ରୀ ରେଜଲ୍ଟ ଜାଣିପାରିବେ। ମୋଟ ୧ ଲକ୍ଷ ୮୧...
ରାଜଧାନୀ ଭୁବନେଶ୍ୱରରେ କାଳବୈଶାଖୀ ତାଣ୍ଡବ ରଚିଛି। ଉତ୍ତର ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ପ୍ରବଳ ଝଡ଼ବର୍ଷା ହୋଇଛି। ପଟିଆ, ପ୍ରଶାନ୍ତି ବିହାର, ଶିଖରଚଣ୍ଡି, ରଘୁନାଥପୁରରେ ଝଡ଼ବର୍ଷା। ପ୍ରଥମେ ପବନ ଧୂଳି ଝଡ଼ ଓ ପରେ ପରେ ଭୀଷଣ ବର୍ଷା। ଧୂଳି ଝଡ଼ ପରେ ପରେ ଆରମ୍ଭ ହେଲା ପ୍ରବଳ ବର୍ଷା...
କୁଢ଼ କୁଢ଼ ମୃତଦେହଙ୍କ ମୂକସାକ୍ଷୀ ବାହାନଗା ହାଇସ୍କୁଲକୁ ଯିବାକୁ ଭୟ କରୁଛନ୍ତି ସ୍କୁଲ ପିଲା । କରମଣ୍ଡଳ ଟ୍ରାଜେଡିରେ ମୃତ୍ୟୁବରଣ କରିଥିବା ଶହ ଶହ ଲୋକଙ୍କ ଶବ ତାଙ୍କରି ସ୍କୁଲରେ ଥିଲା, ସ୍କୁଲ ଖୋଲିଲେ କେମିତି ବସିବେ, ସେଇ ଛନକା ପଶିଛି । ସେହି ସ୍କଲକୁ ଆଜି ପରିଦର୍ଶନ...
ମୁକ୍ତା କଥା ମନକୁ ଆସିଲେ ପ୍ରଥମେ ସମୁଦ୍ର କୂଳ, ସେଠାରୁ ସଂଗ୍ରହ ହେଉଥିବା ଶାମୁକା ଓ ଶାମୁକାରୁ ମିଳୁଥିବା ମୁକ୍ତା କଥା ଭାବିଥାଉ । କିନ୍ତୁ ଆପଣ ଜାଣନ୍ତି ଏବେ ଏହାକୁ ଏକ ଚାଷ ଭାବରେ ଭାରତରେ ଗ୍ରହଣ କରାଗଲାଣି । ବିଭିନ୍ନ ସ୍ଥାନରେ ଲୋକେ ପୋଖରୀରେ ଏହି...
ନଦୀ କୁଳିଆ ଗାଁଗୁଡ଼ିକୁ ଯୋଡ଼ିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବିଜୁ ସେତୁ ଯୋଜନାରେ ସେତୁ ନିର୍ମାଣ କରୁଛନ୍ତି ସତ ହେଲେ ଠିକାଦାରଙ୍କ ମନମାନି କାମ ଯୋଗୁଁ ଡେଡ୍ ଲାଇନ୍ ସରିବା ପରେ ବି ସେତୁ ନିର୍ମାଣ କାର୍ଯ୍ୟ ସରିବାର ନାଁ...
ଆଉ କେତେ ଦିନ ? କେତେଦିନ ଯାଏ ଏମିତି ମାଇଲ ମାଇଲ ବାଟ ଯାଇ ଜୀବନ ପାଇଁ ଦୁଇ ବୁନ୍ଦା ପାଣି ଆଣୁଥିବେ ଏମାନେ ? କେତେ ସ୍ୱଚ୍ଛ ଓ ନିରପଦ ଏ ଚୁଆର ଜଳ ?
ମୁଁ ଶବ ଖୋଜି ଖୋଜି ହାଲିଆ ହେଲିଣି । ପୁଅ ତ ମିଳୁନି...ବିହାରର କିଏ ମୋ ପୁଅର ଶବ ନେଇଯାଇଥିବା କହୁଛନ୍ତି ଏଇ ବ୍ୟକ୍ତି ଜଣକ । କରମଣ୍ଡଳର କଳାକାହାଣୀର ଦୃଶ୍ୟ ଦେଖିଲେ ବୋଲ ମାନୁନି ଆଖିର ଲୁହ କି ଛାତିର କୋହ।
୨ ବର୍ଷ ହୋଇନି ବାହାଘର । ଷ୍ଟେସନକୁ ଆସିବାକୁ ଫୋନ୍ କରିଥିଲେ ସ୍ୱାମୀ...ହେଲେ ୧୫ ମିନିଟ୍ରେ ସବୁକିଛି ସରିଗଲା । ସିନ୍ଥିରୁ ସିନ୍ଦୂର ଲିଭିଗଲା, ମାଆ କୋଳ ଖାଲି ହୋଇଗଲା । ପୁଅର ଶବ ଦେଖି ସ୍ତବ୍ଧ ହୋଇଗଲେ ବାପା
କିଛି ଦିନର ନୀରବତା ପରେ ଖୋର୍ଦ୍ଧାରେ ପୁଣି ଫୁଟିଲା ଗୁଳି । ସାମନ୍ତରାପୁରର ଠେଙ୍ଗାହାଟ ଛକରେ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି। ବ୍ରାଉନସୁଗାର ମାଫିଆ ସୋମନାଥ ଭୁଜବଳକୁ ଗୁଳିମାଡ଼ ହୋଇଛି । ପିକ୍ ଅପ୍ ଭ୍ୟାନରେ ଆସି ସଂଘବଦ୍ଧ ଭାବେ ଆସି ଏକାଧିକ ଯୁବକ ସଂପୃକ୍ତ ଡ୍ରଗ୍ସ...
ସାମନ୍ତରାପୁରର ଠେଙ୍ଗାହାଟ ଛକରେ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି। ବ୍ରାଉନସୁଗାର ମାଫିଆ ସୋମନାଥ ଭୁଜବଳକୁ ଗୁଳିମାଡ଼ ହୋଇଛି । ପିକ୍ ଅପ୍ ଭ୍ୟାନରେ ଆସି ସଂଘବଦ୍ଧ ଭାବେ ଆସି ଏକାଧିକ ଯୁବକ ସଂପୃକ୍ତ ଡ୍ରଗ୍ସ ମାଫିଆକୁ ଗୁଳି କରିଛନ୍ତି
ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ବାହାନଗା ଦେଇ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଛି ସାଲିମାର- ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ । ଏହି ଟ୍ରେନରେ ସେଦିନ ଭଳି ଆଜି ବି ଯାତ୍ରୀଙ୍କ ଭିଡ଼ ଥିବା ଦେଖିବାକୁ ମିଳିଥିଲା
ଗ୍ରୀନ ସିଗ୍ନାଲ ମିଳିଲା : ବାହାନଗାରେ କରମଣ୍ଡଳ ଗଡିଲା..ଦୁର୍ଘଟଣାର ୫ ଦିନ ପରେ ବାହାନଗା ଷ୍ଟେସନ୍ ଅତିକ୍ରମ କଲା କରମଣ୍ଡଳ
ଗ୍ରୀନ ସିଗ୍ନାଲ ମିଳିଲା : ବାହାନଗାରେ କରମଣ୍ଡଳ ଗଡିଲା..ଦେଖନ୍ତୁ ଏକ୍ସକ୍ୟୁସିଭ୍ ଦୃଶ୍ୟ
କାଳ ଶୁକ୍ରବାରର କରମଣ୍ଡଳ ଟ୍ରାଜେଡି । ଅକସ୍ମାତ୍ ଉଜାଡ଼ି ଦେଇଛି ଅନେକ ପରିବାର । ଚଟ୍ କରି ଛଡ଼ାଇ ନେଇଛି କେତେ ସଧବାଙ୍କ ଶଙ୍ଖା ସିନ୍ଦୁର । କେଉଁଠି ମାଆ କୋଳରେ ଥିବା ଶିଶୁ ହୋଇଛି ବାପ ଛେଉଣ୍ଡ ତ ପୁଣି କେଉଁଠି ବୁଢ଼ା ବାପ ହରାଇଛି ରୋଜଗାରିଆ...
ପ୍ରଥମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପରେ ପରେ ବିହାରର ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ । ଉଭୟଙ୍କ ଅଭିଯୋଗ, ଦୁର୍ଘଟଣା ପରଠୁ ତାଙ୍କର ଅନେକ ଲୋକ ନିଖୋଜ । ମମତାଙ୍କ ଅଭିଯୋଗ ଏବେବି ପଶ୍ଚିମ ବଙ୍ଗର ୩୧ ଜଣ ଲୋକଙ୍କ କୌଣସି ଖୋଜଖବର ନାହିଁ । ନା ଆହତଙ୍କ...