• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Crafts from waste papers
ଅଦରକାରୀ କାଗଜରୁ ସୁନ୍ଦର ପ୍ରତିମୂର୍ତ୍ତି : ରୋଜଗାର ଜାଣିଲେ ଉଡ଼ିଯିବ ହୋସ୍‌

ଭଳିକି ଭଳି ରଙ୍ଗ ବେରଙ୍ଗର ଫୁଲଦାନି, ପେନ୍ ଷ୍ଟାଣ୍ଡ, ନଟରାଜ ସହ ବିଭିନ୍ନ ପ୍ରକାର ମୄର୍ତ୍ତିରେ ସଜେଇ ହୋଇଛି ପୂରା ଘର । ସମସ୍ତେ ବ୍ୟସ୍ତ ଅଛନ୍ତି କାମରେ । ନିଜ ନିଜର କାରିଗରୀ କୌଶଳ ମାଧ୍ୟମରେ ଅଦରକାରୀ କାଗଜରୁ ନିଖୁଣ ଭାବରେ ମୄର୍ତ୍ତିକୁ ଜୀବନ୍ତ କରିବାରେ ବ୍ୟସ୍ତ ଅଛନ୍ତି ଗାଁର ମହିଳାମାନେ...

Poor internet connectivity
ଗାଁରେ ନେଟୱର୍କ ନାହିଁ : ଖରା ଛୁଟିରେ ପିଲାଏ ପଢିବେ କେମିତି ?

ଜିଲ୍ଲାର କୋରାପୁଟ, ପଟାଙ୍ଗୀ, ନନ୍ଦପୁର, ନାରାୟଣପାଟଣା, ବନ୍ଧୁଗାଁ, ଲମତାପୁଟ, ଦଶମନ୍ତପୁର, ଲକ୍ଷ୍ମୀପୁର ଆଦି ବ୍ଲକର ଦୁର୍ଗମ ଗ୍ରାମାଞ୍ଚଳରେ ମୋବାଇଲ ନେଟୱର୍କ ନାହିଁ । ତେଣୁ ସେହି ଅଞ୍ଚଳକୁ ଇଂରାଜୀ, ଭୂଗୋଳ, ଇତିହାସ, ଓଡ଼ିଆ, ହିନ୍ଦୀ-ସଂସ୍କୃତ, ବିଜ୍ଞାନ ଓ ଗଣିତ ଆଦି ବିଭାଗର ଶିକ୍ଷକମାନେ ଘରକୁ ଘର ବୁଲି ଛାତ୍ରଛାତ୍ରୀଙ୍କ ସନ୍ଦେହ...

Vande Bharat Express
ଆଜି ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

କେବଳ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଉଦଘାଟନ ହେଉଛି ତାହା ନୁହେଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁରୀ-ହାୱାଡା ‘ବନ୍ଦେ ଭାରତ ଏକ୍ସପ୍ରେସ’ ସମେତ ପ୍ରାୟ ୮ହଜାର କୋଟି ଟଙ୍କାରୁ ଅଧିକ ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି

In today's era of nuclear family
ଏମିତି ପରିବାର, ଗୋଟିଏ ଛାତ ତଳେ ରହୁଛନ୍ତି ୪୦ ସଦସ୍ୟ

ରାୟଗଡା ଜିଲ୍ଲା ବିଷମକଟକର ବରିଷ୍ଠ ଆଇନଜୀବୀ ଏସ.ବାବୁରାଓଙ୍କ ପରିବାର ସଦସ୍ୟଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା  । ସେହି ପରିବାରର ଏକ ବିଶେଷତ୍ୱ ହେଲା ବର୍ଷ ବର୍ଷ ଧରି ଗୋଟିଏ ଘରେ ଏକାଠି ରହୁଛନ୍ତି ୪୦ଜଣ ସଦସ୍ୟ ।

Karnataka CM tussle
କିଏ ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ଚଉକି ଟଣାଭିଡ଼ା ଭିତରେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବେ କିଏ? ସିଦ୍ଧରମୈୟା ନା ଶିବକୁମାର? କାହା ମୁଣ୍ଡରେ ସୁନାକଳସ ଦେବେ ଖଡଗେ? ତେବେ ଏଭଳି କଳ୍ପନାଜଳ୍ପନା ଭିତରେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା।

Athagada Jatra
ମଞ୍ଚ ଉପରେ ଚାଲିଥିଲା ରଙ୍ଗିଲା ଡ୍ୟାନ୍ସ, ଲୋକେ ଫିଙ୍ଗିଲେ ଚେୟାର

ବାଜୁଥିଲା ମାମୁନି ଥେଇ ଥେଇ...ଦୁଲୁକୁଥିଲା ମଂଚ । ହଠାତ୍‌ ମାଡ ହେଲା ଚେୟାର...ପରେ ମାଲିକ-ଗାଁ ଲୋକ...

Sarapancha
୨ ନେତାଙ୍କ ମଧ୍ୟରେ ଝଗଡ଼ା, ପଂଚାୟତର ହେଉନି ଉନ୍ନତି

ଏମିତି ରାଜନେତାଙ୍କୁ କହିବ କଣ? ଦୁହେଁ ଝଗଡା ଲାଗିଲେ, ପଂଚାୟତର ବିକାଶ ବନ୍ଦ ହେଲା । ଏବେ ଗାଁ ଲୋକ ମିଟିଂ କରିବା ପରେ ମନମାଳିନ୍ୟ ଦୂର ହେଲା...ପଂଚାୟତର ବିକାଶ ନେଇ ଶପଥ ନେଲେ ଦୁଇ ନେତା

MGNREGA workers
ଖରା ତରାକୁ ଖାତିର ନଥିଲା...ଦିନରାତି ଖଟୁଥିଲେ...୨ ବର୍ଷ ହେଲାଣି କିନ୍ତୁ ଟଙ୍କା ପାଉନାହାନ୍ତି

ଖରା ବର୍ଷାରେ ଖଟିଥିଲେ । କିଏ ବର୍ଷେ ତ ଆଉ କିଏ ୧୫ ମାସ... ପେଟ କାଟି ମଜୁରୀ କରିଥିଲେ । ହେଲେ ଦୁଇ ବର୍ଷ ହୋଇଗଲା ମିଳୁନି ପାରିଶ୍ରମିକ । ଏ ଅଫିସରୁ ସେ ଅଫିସ ଦୌଡି ଦୌଡି ନୟାନ୍ତ ହେଲେଣି । ରେଞ୍ଜରଙ୍କ ଠାରୁ ଆରମ୍ଭ କରି ଡିଏଫଓଙ୍କ...

Jaleswar Bird
ହୃଦୟ ଜିତିଲେ ସ୍ୱେଚ୍ଛାସେବୀ...ପଶୁପକ୍ଷୀ କହୁଥିବେ, ଥ୍ୟାଙ୍କ୍ ୟୁ ଫର୍ ହେଲପ୍

ହୃଦୟ ଜିତିଲେ ସ୍ୱେଚ୍ଛାସେବୀ.. ଖରା ଦିନେ ପାଣି ପାଇଁ ହନ୍ତସନ୍ତ ହେଉଥିବା ନିରୀହ ପଶୁପକ୍ଷୀଙ୍କ ପାଇଁ ଜଙ୍ଗଲରେ କରିଛନ୍ତି ସମସ୍ତ ବ୍ୟବସ୍ଥା

Acid attack survivor
ଦିନେ ଏସିଡ୍‌ରେ ଜଳିଯାଇଥିଲା ମୁହଁ...ଆଉ ଏବେ ମାଟ୍ରିକ୍ ଟପ୍ପର

ଦିନେ ଏସିଡ୍‌ରେ ଜଳିଯାଇଥିଲା ମୁହଁ...ହାର ମାନିଲେନି ବରଂ ଲଢେଇ କଲେ, ପାଠ ପଢିଲେ...ଏବେ ମାଟ୍ରିକ୍‌ରେ ରାଜ୍ୟ ଟପ୍ପର

Odisha family
ଗୋଟିଏ ଛାତ ତଳେ ରହୁଛନ୍ତି, ଏକ ମନ ହୋଇ ଚଳୁଛନ୍ତି ଚାରି ପିଢିର ୪୦ ସଦସ୍ୟ

ନ୍ୟୁକ୍ଲିୟର ଫ୍ୟାମିଲି ଯୁଗରେ ବି ବଞ୍ଚିଛି ଯୌଥ ପରିବାର ବ୍ୟବସ୍ଥା...ଗୋଟିଏ ଛାତ ତଳେ ରହୁଛନ୍ତି, ଏକ ମନ ହୋଇ ଚଳୁଛନ୍ତି ଚାରି ପିଢିର ୪୦ ସଦସ୍ୟ

7 armed robbers’ loot jewellery showroom
ଦିନ ଦ୍ୱିପହରରେ ଡକାୟତି; ବନ୍ଧୁକ ଦେଖାଇ ପୋଛିଦେଲେ ଗହଣା ସୋ’ରୁମ୍‌

ଯାଜପୁର ବ୍ୟାସନଗରରେ ଥିବା ଏକ ଗହଣା ସୋ’ରୁମ୍‌ରେ ଦିନ ଦ୍ୱିପହରରେ ଡକାୟତି । କର୍ମଚାରୀଙ୍କୁ ମାଡ଼ ମାରି ବିପୁଳ ପରିମାଣର ଗହଣା ଲୁଟ୍ ହୋଇଥିବା ସୂଚନା ମିଳିଛି । ବନ୍ଧୁକ ମୂନରେ ଡରାଇ ଗହଣା ଲୁଟି ଚମ୍ପଟ ମାରିଛନ୍ତି ୭ଜଣ ଡକାୟତ

Thief returns stolen ornaments back
୯ବର୍ଷ ପରେ କୁକର୍ମର ପ୍ରାୟଶ୍ଚିତ କଲା ମନ୍ଦିର ଚୋର

୯ବର୍ଷ ପରେ କୁକର୍ମର ପ୍ରାୟଶ୍ଚିତ କଲା ମନ୍ଦିର ଚୋର । ନାଁ ଓ ପରିଚୟ ଗୋପନ ରଖି ଫେରାଇଲା ଠାକୁରଙ୍କ ଗହଣା । ଚିଠି ଲେଖିଛି ଢେର ହିନସ୍ତା ହେଲିଣି, ୧୦୧ ଜରିମାନା ଦେଉଛି

Naveen Patnaik
ଗଡୁଛି ସମୟ, ବଢୁଛି ଦ୍ବନ୍ଦ୍ବ

ଗଡୁଛି ସମୟ, ବଢୁଛି ଦ୍ବନ୍ଦ୍ବ । ଦୁଇ ମନ୍ତ୍ରୀ ଓ ବାଚସ୍ପତିଙ୍କ ଇସ୍ତଫା ପର୍ବର ତିନିଦିନ ପରେ ବି ସ୍ପଷ୍ଟ ହେଉନି ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ଚିତ୍ର । ଅସନ୍ତୁଷ୍ଟଙ୍କୁ ବୋଧ ଦେବାକୁ ମାପିଚୁପି ଗୋଟି ଚାଳନାରୁ ବିଳମ୍ବ ନେଇ ଚର୍ଚ୍ଚା, ବଢୁଛି ଆଶାୟୀଙ୍କ ତାଲିକା

Bhubaneswar and Dubai launched
ଭୁବନେଶ୍ୱରରୁ ଦୁବାଇକୁ ପ୍ରଥମ ଫ୍ଲାଇଟରେ ଉଡାଣ ଭରିଲେ ମନ୍ତ୍ରୀ ଓ ବିଜେଡି ବିଧାୟକ

ପ୍ରଶ୍ନ ଉଠୁଛି, ଓଡ଼ିଶା ଦିବସ ଯଦି ଏକ ସରକାରୀ କାର୍ଯ୍ୟକ୍ରମ, ତାହେଲେ ରାଜ୍ୟ ସରକାର ସବୁ ଦଳର ବିଧାୟକଙ୍କୁ ନିମନ୍ତ୍ରଣ କରି ନାହାନ୍ତି କାହିଁକ? ଉତ୍ସବକୁ କେବଳ ସରକାରୀ ଦଳର ହାତ ଗଣତି ନେତା ଓ ଅଫିସର ତା ପୁଣି ପରିବାର ସହିତ ଯିବାକୁ ଏ ସୁଯୋଗ କାହିଁକି?

Weather Update
ପ୍ରଚଣ୍ଡ ତାତି, ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ରାଜ୍ୟ

ପ୍ରଚଣ୍ଡ ତାତି, ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ରାଜ୍ୟ । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ସ୍ଥିତି । ୪୪ ଡିଗ୍ରୀ ଉପରେ ବଲାଙ୍ଗିର ଓ ଟିଟିଲାଗଡ଼ ...କାଲି ପାଇଁ ୮ ଓ ୧୭ ତାରିଖ ଲାଗି ୫ ସହରକୁ ହିଟୱେଭ୍ ୱାର୍ଣ୍ଣିଂ, ପାରା ୪୫ ଡିଗ୍ରୀ ଡେଇଁବାର ପୂର୍ବାନୁମାନ...

bone bank
କଟକ ବଡ଼ ମେଡିକାଲରେ ଖୁବଶୀଘ୍ର ପ୍ରତିଷ୍ଠା ହେବ ରାଜ୍ୟର ପ୍ରଥମ ବୋନ୍ ବ୍ୟାଙ୍କ

କଟକ ବଡ଼ ମେଡିକାଲରେ ଖୁବଶୀଘ୍ର ପ୍ରତିଷ୍ଠା ହେବ ରାଜ୍ୟର ପ୍ରଥମ ବୋନ୍ ବ୍ୟାଙ୍କ । ରାସ୍ତା ଦୁର୍ଘଟଣାରେ ଗୁରୁତର ଅବା ବୋନ୍ ଟ୍ୟୁମର ଆକ୍ରନ୍ତଙ୍କଠାରେ ଏଣିକି ଆଉ କୃତ୍ରିମ ନୁହେଁ ପ୍ରତିରୋପଣ ହୋଇପାରିବ ଅସଲି ହାଡ଼

VandeBharatExpress
ଆସନ୍ତା ୧୮ରେ ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ସରିଛି ଟ୍ରାଏଲ ରନ୍, ସଜେଇ ହେଲାଣି ଷ୍ଟେସନ୍ । ଆସନ୍ତା ୧୮ରେ ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଓଡ଼ିଶାରେ ପ୍ରଥମ ସେମି ହାଇସ୍ପିଡ୍ ଟ୍ରେନ୍ ଚଳାଚଳକୁ ନେଇ ଉତ୍ସାହିତ ରାଜ୍ୟବାସୀ

Woman donates kidney
ମାଆ ପରି କିଏ ହେବ ? ପୁଅକୁ କିଡନୀ ଦେଇ ଜୀବନ ବଞ୍ଚାଇଲା ମାଆ

ମାଆ, ଏକ ଅନାବିଳ ଶବ୍ଦ । ଯେଉଁ ଶବ୍ଦ ଉଚ୍ଚାରଣ କରିବା ମାତ୍ରେ ଝରି ଆସେ ସ୍ନେହ । ଦିନେ ଯିଏ ପିଲାର ହାତ ଧରି ଦୁନିଆ ଦେଖାଇଥିଲା, ଆଜି ସେହି ପିଲାର ଯନ୍ତ୍ରଣା ଦେଖି ଜୀବନକୁ ଜଳାଞ୍ଜଳି ଦେବାକୁ ବି ପଛାଇ ନାହିଁ ।

Corruption
ଏମାନଙ୍କୁ ଧର୍ମ ସହିବନି : ହନୁମାନଙ୍କ ମନ୍ଦିର ନାଁରେ ୧ ଲକ୍ଷ ଲୁଟ୍‌

ହଜାରେ କି ୨ ହଜାର ନୁହେଁ...ହନୁମାନ ମନ୍ଦିର ନାଁରେ ୧ ଲକ୍ଷ ଲୁଟ୍‌ । ବିଧାୟକ ହାତପାଣ୍ଠିରେ ମନ୍ଦିର ତିଆରି ହୋଇଛି ବୋଲି କହିଲେ...ଆରଟିଆରୁ ତଥ୍ୟ ମିଳିବା ପରେ ଗାଁ ଲୋକେ ତାତିଲେ

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି