• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Education system in shambles
୧୦ କୋଟିର କଲେଜ, ଏବେ ଭୂତକୋଠି...ଦିନେ ବି ପାଠପଢ଼ା ହୋଇନି

ନାମ ଫଳକରେ ଚକାଚକ୍ ବିଇଡି କଲେଜ, ପାଠପଢା ଶୂନ । ନିର୍ମାଣ ପରଠୁ ଦିନଟିଏ ବି ପାଠ ପଢିନାହାନ୍ତି ଛାତ୍ରଛାତ୍ରୀ । ମାଲକାନଗିରି ଛାତ୍ରଛାତ୍ରୀଙ୍କ ଶିକ୍ଷକ ହେବାର ସ୍ୱପ୍ନ ଧୂଳିସାତ୍‌ ।

Slum to Spain
ସାଲିଆ ସାହିରୁ ସ୍ପେନ୍ ଫୁଟବଲ୍ କ୍ଳବକୁ ଯିବେ ସୁଲେଖା ଓ ଶ୍ରୀଜଲ

ବସ୍ତିରୁ ବିମାନରେ ବସି ସ୍ପେନ ଯିବେ ସାଲିଆ ସାହିର ସୁଲେଖା ଓ ଶ୍ରୀଜଲ । ସ୍ପେନରେ ଫୁଟବଲ ଖେଳିବେ ସାଲିଆ ସାହିର ପ୍ରତିଭା ।

Heat Wave
ଓଃ କି ଖରା..ଭୁବନେଶ୍ୱର-ସମ୍ବଲପୁରରେ ରେକର୍ଡ ଭାଙ୍ଗିଲା ତାତି

ଖରା..ଖରା..ଆଉ ଖାଲି ଖରା । ଆଜି ବି ଜାଳୁଛି, ଆଜି ବି କଲବଲ କରୁଛି । ପଶ୍ଚିମରୁ ଦକ୍ଷିଣ, ଉପକୂଳରୁ ଉତ୍ତର, ସବୁଠି ଏତେ ଗରମ ଯେ, ଘରୁ ବାହାରିବା ମୁସକିଲ ହୋଇପଡ଼ିଛି । ଆଜି ସମ୍ବଲପୁରରେ ୪୬.୧ ଡିଗ୍ରୀ ରେକର୍ଡ ହୋଇଛି । ପାଣିପାଗ ବିଭାଗର ଆକଳନ...

Basudevpur
5T ସଚିବଙ୍କୁ ଭେଟିବାକୁ ଆସିଥିଲେ, ଗରମ ଓ ଗୁଳୁଗୁଳି ସହି ନପାରି ୫ ମହିଳା ଅସୁସ୍ଥ

ଅସହ୍ୟ ହେଲା ଗରମ ଓ ଗୁଳୁଗୁଳି । ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଚାଲିଥିବା ବେଳେ 5T ସଚିବଙ୍କ କାର୍ଯ୍ୟକ୍ରମରେ ୫ ମହିଳା ଅସୁସ୍ଥ ହୋଇ ପଡ଼ିଛନ୍ତି । ଆଜି ଅଟଳ ବିହାରୀ ହାଇସ୍କୁଲ ପଡ଼ିଆରେ ହୋଇଥିବା କାର୍ଯ୍ୟକ୍ରମ ସମୟରେ ମହିଳାମାନେ ଅସୁସ୍ଥ ହୋଇପଡ଼ିଛନ୍ତି । ଏବେ ସମସ୍ତ ୫...

Sourin Bhatt
କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ଥାନାରେ ଏତଲା

ମୁମ୍ବାଇର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ଥାନାରେ ଏତଲା ହୋଇଛି । ସୌରିନଙ୍କ ନାଁରେ ଜଣେ ଯୁବତୀ ଥାନାରେ ଅଭିଯୋଗ କରିଛନ୍ତି । ପ୍ରଥମେ ଜଗତପୁର ଥାନାରୁ ଯାଇ ଯୁବତୀ ଜଣକ ମହିଳା ଥାନାରେ ଏତଲା କରିଛନ୍ତି । ଯୁବତୀଙ୍କୁ ଗାୟିକା କରାଇଦେବାର ପ୍ରତିଶ୍ରୁତି ଦେଇ ଶୋଷଣ...

Meritorious student
ମାଟ୍ରିକ୍ ରେ ରଖିଛନ୍ତି ୫୧୯ନମ୍ବର, ଆଉ ପଢିବାକୁ ପଇସା ନାହିଁ

ସରକାରଙ୍କୁ ନେହୁରା ହେଉଛନ୍ତି ମେଧାବୀ ଛାତ୍ରୀ ପ୍ରିୟଙ୍କା । ମାଟ୍ରିକ୍ ପରୀକ୍ଷାରେ ରଖିଛନ୍ତି ୫୧୯ନମ୍ବର । ଭଲ କଲେଜରେ ପଢି ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି । ହେଲେ ଆଉ ପଢିବାକୁ ପଇସା ନାହିଁ ।

Minister of Energy of Odisha
ଶକ୍ତିମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ଼; ଲଣ୍ଠନ ଓ ବିଞ୍ଚଣା ଧରି ପ୍ରତିବାଦ କଲା ଛାତ୍ର କଂଗ୍ରେସ

ରାଜ୍ୟରେ ବିଦ୍ୟୁତ୍‌ କାଟ୍‌ ପ୍ରସଙ୍ଗକୁ ନେଇ ଛାତ୍ର କଂଗ୍ରେସ ପ୍ରତିବାଦ କରିଛି । ଶକ୍ତିମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ର କଂଗ୍ରେସର ସଦସ୍ୟ । ଲଣ୍ଠନ ଓ ବିଞ୍ଚଣା ଧରି ପ୍ରତିବାଦ ପ୍ରଦର୍ଶନ କରିବା ସହ ଟମାଟୋ ମାଡ଼ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ ।

Odisha train accident
ବାହାନଗା ଟ୍ରେନ୍ ଟ୍ରାଜେଡି ମାମଲା :୨ ଜଣଙ୍କୁ ଉଠାଇନେଲା ସିବିଆଇ

ବାହାନଗା ଟ୍ରେନ ଦୁର୍ଘଟଣାରେ ୨ ଜଣଙ୍କୁ ସିବିଆଇ ଉଠାଇ ନେଇଥିବା ଚର୍ଚ୍ଚା। ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ଟିମ୍ ରେଲୱେର ୨ କର୍ମଚାରୀଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି । ଜଣେ ଷ୍ଟେସନ ମାଷ୍ଟର ଓ ଜଣେ ଟେକନିସିଆଙ୍କୁ ସିବିଆଇ ଉଠାଇ ନେଇଥିବା ଜଣାପଡିଛି । କୌଣସି ଏକ...

poultry faming
ଏଇଠି କିଛି ନାହିଁ, ଜାତୀୟ ସ୍ତରରେ ନାଁ କେମିତି କମାଇବେ ?

ଆଜବେଷ୍ଟସ୍‌ ଉଡିଲା, ଘରର ଜିନିଷପତ୍ର ଛିନଛତର ହୋଇ ପଡ଼ିଲା । ଏମିତିରେ କାଳେ ଜାତୀୟସ୍ତରରେ ଏମାନେ ରେକର୍ଡ କରିବେ?

poultry faming
କରୋନା ପାଇଁ ଜୀବିକା ଯାଇଥିଲା...ଏବେ ସେହି କରୋନା ପାଇଁ ଭାଗ୍ୟ ବଦଳିଲା । ୟୁଟ୍ୟୁବ୍‌ ଦେଖି ମାସକୁ ରୋଜଗାର ଏବେ ଲକ୍ଷଲକ୍ଷ

ଚାଷ ବଢିବାରୁ ଏବେ ନିତିଦିନ ଘରକୁ ଦୈନିକ ଶହଶହ ଲୋକ କୁକୁଡା  କିଣିବା ପାଇଁ ଆସୁଛନ୍ତି । କୁକୁଡା ସହ ଦୟାନନ୍ଦ ବତକ ଆଉ ବଟେର ନାମକ ଏକ ପକ୍ଷୀ ମଧ୍ୟ ବିକୁଛନ୍ତି । ଖାଲି ଏତିକି ନୁହେଁ ବରଂ ଏହା ସହିତ ବିଦେଶୀ କୁକୁଡା ଚିଆଁ ମଧ୍ୟ ବିକୁଛନ୍ତି...

electric power cut
ମନ୍ତ୍ରୀ ଖୋଲିଦେଲେ ନିଜ ବିଭାଗର ଗୁମର; ବିଜୁଳି ବିଭ୍ରାଟ ପଛରେ ଦୁର୍ବଳ ଭିତ୍ତିଭୂମିକୁ ଇସାରା

ପାୱାର କଟ୍‌କୁ ସିଧାସଳଖ ମାନିଲେନି, ହେଲେ ସତ ଧରାଇ ଦେଲେ ଖୋଦ୍ ଶକ୍ତିମନ୍ତ୍ରୀ । ରାଜ୍ୟରେ ଭିତ୍ତିଭୂମିର ଅଭାବ ପାଇଁ ହେଉଛି ବିଜୁଳି ବିଭ୍ରାଟ । ତଥ୍ୟ କହୁଛି ବିଦ୍ୟୁତ୍‌ ଭିତ୍ତିଭୂମି ପାଇଁ ବିଭିନ୍ନ ଯୋଜନାରେ ରାଜ୍ୟ ସରକାର ପ୍ରାୟ ୩୭ ହଜାର କୋଟିରୁ ଅଧିକ ଖର୍ଚ୍ଚ କରିଥିବା...

Newborn baby boy abandoned by parents in hospital toilet rescued
୪ ଦିନର ଶିଶୁକୁ ମେଡିକାଲ ଲାଟିନରେ ଛାଡ଼ି ପଳାଇଲେ ବାପା-ମାଆ

ନବଜାତ ଶିଶୁଟି ଗୁରୁତର ରୋଗରେ ପୀଡ଼ିତ ବୋଲି ଜାଣିବା ପରେ ହସ୍ପିଟାଲର ପରିତ୍ୟକ୍ତ ଲାଟ୍ରିନ୍ ରୁମରେ ଛାଡ଼ି ପଳାଇଲେ ବାପା ମାଆ। ତେବେ ସୈାଭାଗ୍ୟବତଃ ୪ ଦିନର ଛୁଆଟିକୁ ଜୀବିତ ଅବସ୍ଥାରେ ଉଦ୍ଧାରି କରିଛି ପୋଲିସ ଓ ଚାଇଲଡଲାଇନ୍। ବ୍ରହ୍ମପୁର ସହରର ଏକ ଘରୋଇ ନର୍ସିଂହୋମରୁ ଶିଶୁଟିକୁ ଉଦ୍ଧାର...

Heritage corrider
ରଥଯାତ୍ରା ଆଗରୁ ସରିବ ତ ଶ୍ରୀମନ୍ଦିର ଐତିହ୍ୟ କରିଡରର ବାହ୍ୟ ପ୍ରକଳ୍ପ?

ମୁଣ୍ଡ ଉପରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ହେଲେ ଏଯାଏଁ ସରି ପାରିଲାନି ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ କାମ। ଦିନରାତି ଖୋଳା ପୋତା ସାଙ୍ଗକୁ ବିଛାଡ଼ି ହୋଇପଡ଼ିଛି ନାନା ଯନ୍ତ୍ରପାତି। ତଥାପି ଜିଲ୍ଲା ପ୍ରଶାସନ ଜୁନ୍ ୨୦ ପୂର୍ବରୁ ସାରିଦେବାକୁ ପ୍ରତିଶ୍ରୁତି ଦେଇଛି। ଏଣେ ଅଧାପନ୍ତରିଆ କାମ ଓ...

Hockey player’s statue falls to ground in Odisha’s Rourkela
ନିର୍ମାଣର ୫ ମାସ ନପୂରୁଣୁ ଭାଙ୍ଗିଗଲା ରାଉରକେଲାର ହକି ଷ୍ଟାଚ୍ୟୁ

ହକି ବିଶ୍ୱକପ୍ ପାଇଁ ରାଉରକେଲାରେ ୫ ମାସ ତଳେ ନିର୍ମାଣ ହୋଇଥିଲା ୪୦ ଫୁଟ ଉଚ୍ଚର ହକି ଷ୍ଟାଚ୍ୟୁ । ନିର୍ମାଣର ୫ ମାସ ଯାଇନି ଆଜି ତାହା ଭାଙ୍ଗି ମାଟିରେ ଲୋଟିପଡିଛି । ତେବେ ଏତେ ବଡ଼ ପ୍ରତିମୂର୍ତ୍ତି କେମିତି ଗଳି ପଡିଲା ସେନେଇ ପ୍ରଶ୍ନ ଉଠିଛି...

Rift in BJD poses challenge for appointment of district presidents
ବିଜେଡି ଜିଲ୍ଲା ସଭାପତି ଚୟନକୁ ନେଇ ଟଣାଓଟରା

ବିଜେଡିରେ ବଢୁଛି ଗୋଷ୍ଠୀ କନ୍ଦଳ ! ଅନ୍ତର୍ଦ୍ବନ୍ଦ୍ବ ତୀବ୍ର ଥିବାରୁ ଜିଲ୍ଲା ସଭାପତି ବାଛିବାରେ ସମସ୍ୟା ନିର୍ବାଚନ ପୂର୍ବରୁ ଗୋଷ୍ଠୀ କନ୍ଦଳକୁ ନେଇ ଚିନ୍ତାରେ ଦଳ। ସାଧାରଣ ନିର୍ବାଚନ ପୂର୍ବରୁ ଅସଜଡ଼ା ସଙ୍ଗଠନକୁ ସଜାଡ଼ିବା ଲାଗି ବିଜେଡିର କସରତ। ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିବା ୫...

Elderly beneficiaries allege irregularities in pension distribution
ବୟସର ଅପରାହ୍ନରେ ଭତ୍ତା ପାଇଁ ହୀନସ୍ତା: ପଂଚାୟତରୁ ବ୍ଲକ ଅଫିସ, ଦୌଡି ଦୌଡି ନୟାନ୍ତ

କିଏ ଟଙ୍କା ୫ ଶହ ପାଇଁ ତ ଆଉ କିଏ ୭ ଶହ ଟଙ୍କା ପାଇଁ ହୀନସ୍ତା ହେଉଛି। ବୟସର ଅପରାହ୍ଣରେ ନାନା ହଇରାଣ ହରକତ ହେଉଛନ୍ତି ଭତ୍ତା ଗଣ୍ଡିକ ପାଇଁ। କେଉଁଠି ଲାଞ୍ଚ ନଦେଲେ ଭତ୍ତା ମିଳୁନାହିଁ ତ ଆଉ କେଉଁଠି ବାଟ ମାରଣା ହେଉଥିବା ଅଭିଯୋଗ।...

Auto
ଅଟୋ ନୁହେଁ କାର୍‌ : ଲାଗିଛି କୁଲର...ଚାଲୁଛି ଟିଭି

ଆରେ ୱା ! ଇଏ ଅଟୋ ନାଁ ଆଉ କଣ? ସିଟ୍‌ ପୂରା କାର୍‌ ପରି...ପୁଣି ଲାଗିଛି ଟିଭି ସହିତ କୁଲର । ଖରାବେଳିଆ ଥଣ୍ଡାଥଣ୍ଡା କୁଲକୁଲ ହୋଇ ଯାତ୍ରା କରୁଛନ୍ତି ଯାତ୍ରୀ...ଓଲା ଉବର ପରି ପୂର୍ବରୁ କରିବାକୁ ପଡୁଛି ବୁକ୍‌

 Awas scheme
ବାବୁ ୩୦ ବର୍ଷ ହେଲା ଧାଉଁଛୁ : ଘର କେବେ ପାଇବୁ?

ଆବାସ ଘର ଖଣ୍ଡିଏ ଲାଗି ୩୦ ବର୍ଷ ହେଲା ଧାଉଁଛନ୍ତି ହେଲେ ପାଉନାହାନ୍ତି । କେତେବେଳେ ସାପ ତ ଆଉ କେତେବେଳେ ଘରେ ପଶୁଛନ୍ତି ବେଙ୍ଗ । ନିଜ ନାଁରେ ଢିହ ଖଣ୍ଡେ ନଥିବାରୁ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଏମାନେ

Odisha CHSE Results
ପୁଅକୁ ପାଠ ପଢାଇବା ଲାଗି ହାଣ୍ଡିଆ ବିକୁଛି ମାଆ

ଇଏ ବି ଜଣେ ମାଆ । ପୁଅକୁ ପାଠ ପଢାଇବାକୁ ବିକ୍ରି କରୁଛି ହାଣ୍ଡିଆ ...ସେପଟେ ମାଆର କଷ୍ଟକୁ ଦେଖିନପାରି କଲେଜରୁ ଆସି ପର ଦୁଆରେ ମୂଲ ଲାଗୁଛି ପୁଅ । ଏବେ କଳାରେ ରଖିଲେ ୬୯ ପ୍ରତିଶତ ନମ୍ବର

Ambasadha
ବାବୁ ଆମେ ଆମ୍ବସଢା ତିଆରି କରୁଛୁ ହେଲେ ବିକ୍ରି ହେଉନି

ଏତେ ପରିଶ୍ରମ କରୁଛୁ । ଖରାରେ ଖଟୁଛୁ...ମୂଳ ଉଠୁନି କି ଭଲ ରୋଜଗାର ହେଉନି । ଏମିତି ହେଲେ ଆମେ ଚଳିବୁ କେମିତି? କିଛି ଏମିତି ଢଙ୍ଗରେ ଦୁଃଖ ବଖାଣିଛନ୍ତି ଆମ୍ବସଢା ବେପାରୀ

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି